Browsing Category
Bignews
ରେଲଓ୍ଵେ କର୍ମଚାରୀଙ୍କ ପାଇଁ ଖୁସି ଖବର; ସରକାର ଦେବେ ୭୮ ଦିନର ବୋନସ୍
ନୂଆଦିଲ୍ଲୀ:କେନ୍ଦ୍ର ସରକାର ବୁଧବାର କ୍ୟାବିନେଟ୍ ବୈଠକରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ପାର୍ବଣ ଋତୁ ପୂର୍ବରୁ ରେଲଓ୍ଵେ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଥିବା ବେଳେ ଅନ୍ୟ ପଟେ ଇ-ସିଗାରେଟକୁ!-->…
Read More...
Read More...
ଇ-ସିଗାରେଟ ବ୍ୟାନ୍
ନୂଆଦିଲ୍ଲୀ: ବୁଧବାର ଇ-ସିଗାରେଟ୍ର ଉତ୍ପାଦନ, ଆମଦାନୀ ଏବଂ ବଣ୍ଟନରେ ବ୍ୟାନ୍ ଲଗାଇବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହି ନିଷ୍ପତ୍ତି ଘୋଷଣା କରି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି,!-->…
Read More...
Read More...
ସୁନ୍ଦରଗଡରେ ଥମୁନି ଡେଙ୍ଗୁ ଆତଙ୍କ; ୫୨ରେ ପହଚିଂଲା
ସୁନ୍ଦରଗଡ:ସୁନ୍ଦରଗଡ଼ ଜିଲ୍ଲାରେ ଧିରେ ଧିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ଏବେ ୫୨ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି!-->…
Read More...
Read More...
ରାଜ୍ୟରେ ଅକ୍ଟୋବର ୨ରୁ ବନ୍ଦ ହେବ ପ୍ଲାଷ୍ଟିକ୍
ଭୁବନେଶ୍ୱର: ପ୍ରଥମେ ରାଜ୍ୟର ପ୍ରମୂଖ ୫ଟି ସହରରେ ପ୍ଲାଷ୍ଟିକ୍ ବ୍ୟାନ୍ ହେବା ପରେ ଏବେ ସାରା ରାଜ୍ୟରେ ଏହି ନିୟମକୁ ଲାଗୁ କରାଯିବ । ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟରେ!-->…
Read More...
Read More...
ଅଯୋଗ୍ୟ କାଳିଆ ହିତାଧିକାରୀ ମଧ୍ୟରେ ୨୦ହଜାର ସରକାରୀ ଚାକିରିଆ
ଭୁବନେଶ୍ୱର:ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ରହିଛନ୍ତି ୩.୪୧ ଲକ୍ଷ ଜଣ ଅଯୋଗ୍ୟ ହିତାଧିକାରୀ । ଏଥିରେ ୨୦ହଜାରରୁ ଅଧିକ ସରକାରୀ ଚାକିରିଆଙ୍କ ଆକାଉଣ୍ଟକୁ ଯାଇଛି କାଳିଆ ଟଙ୍କା । ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ!-->…
Read More...
Read More...
ଆଫଗାନ୍ ରାଷ୍ଟ୍ରପତିଙ୍କ ରାଲିରେ ବିସ୍ଫୋରଣ, ୨୪ ମୃତ
କାବୁଲ: ଆଫଗାନିସ୍ତାନରେ ଏକ ନିର୍ବାଚନ ରାଲିରେ ଘଟିଥିବା ବୋମା ବିସ୍ଫୋରଣରେ ୨୪ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ରାଜଧାନୀ କାବୁଲର ଉତ୍ତରାଞ୍ଚଳରେ ଆୟୋଜିତ ଏହି ରାଲିରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ୍ ଘାନି!-->…
Read More...
Read More...
ପିଏଫଧାରୀଙ୍କୁ ମିଳିଲା ପୂଜା ଭେଟି
ନୂଆଦିଲ୍ଲୀ:କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫଓ)ର ୬ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଆସିଛି ଖୁସି ଖବର। ସରକାର ପାର୍ବଣ ଋତୁ ପୂର୍ବରୁ ପିଏଫ ଉପରେ ଅଧିକ ସୁଧ ଦେବାକୁ ଘୋଷଣା କରିଛନ୍ତି। ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ!-->…
Read More...
Read More...
ଜନ୍ମ ଦିନରେ ମାଙ୍କୁ ଭେଟି ଆଶୀର୍ବାଦ ନେଇ ଏକାଠି ଭୋଜନ କଲେ ମୋଦୀ
ଗାନ୍ଧୀନଗର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୬୯ତମ ଜନ୍ମଦିନରେ ଗାନ୍ଧୀନଗର ଯାଇ ନିଜ ମା ହୀରା ବେନଙ୍କ ଆଶୀର୍ବାଦ ନେଇଛନ୍ତି। ସର୍ଦ୍ଦାର ସରୋବର ଡ୍ୟାମର ପରିଦର୍ଶନ ଏବଂ କେଓ୍ଵଡ଼ିଆରେ ରାଲିକୁ ସମ୍ବୋଧିତ କରିବା ପରେ!-->…
Read More...
Read More...
ସୁନ୍ଦରଗଡରେ ୪୧ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ
ସୁନ୍ଦରଗଡ଼:ସୁନ୍ଦରଗଡ଼ ଜିଲ୍ଲାରେ ଧିରେ ଧିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ଏବେ ୪୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି!-->…
Read More...
Read More...
ଗୋଦାବରୀ ନଦୀରେ ଲଞ୍ଚ୍ ବୁଡି ୨୩ ନିଖୋଜ
ଦେବୀପଟ୍ଟନମ :ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଲଞ୍ଚ୍ ବୁଡି ୨୩ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି। ପୋଲିସ ଓ ଉଦ୍ଧାରକାରୀ ଟିମ୍ ଦ୍ଵାରା ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।!-->!-->!-->…
Read More...
Read More...
ବଢ଼ିଲା ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେଲେ ଛାଡ଼ପତ୍ର ମାମଲା ଲଢ଼ୁଥିବା ମହିଳା
ଭୁବନେଶ୍ବର: ପତିଙ୍କ ସହିତ ଛାଡ଼ପତ୍ର ମାମଲା ଲଢ଼ୁଥିବା ମହିଳାଙ୍କୁ ରାଜ୍ୟ ସରକାର ପେନସନ୍ ଦେବେ । ଛାଡ଼ପତ୍ର ହୋଇନଥିବା ତଥା କୋର୍ଟରେ ମାମଲା ଲଢ଼ୁଥିବା ମହିଳାଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଥାନା ଅଧିକାରୀଙ୍କ ସହ କଥା…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସଭା ଭବନରୁ ରାଜ୍ୟର ସମସ୍ତ ୬୩୫ ଥାନା ଅଧିକାରୀମାନଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ମୋ ସରକାର କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଦିଗର ଗୁଡିକ ସମ୍ପର୍କରେ!-->…
Read More...
Read More...
ଦେଶରେ ରେକର୍ଡ କରିଲା ସମ୍ବଲପୁରର ଗୋଟିଏ ଟ୍ରକର ଜରିମାନା, ଜାଣନ୍ତୁ..
ସମ୍ବଲପୁର:ଗତ ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ଏହି ଆଇନରେ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ୧୦ ଗୁଣା ଅଧିକ ଜରିମାନା ଦେବାକୁ ପଡୁଛି । କେଉଁଠି ଅଟୋ ଡ୍ରାଇଭରଙ୍କୁ ୫୨ ହଜାର ଟଙ୍କାର ତଣ୍ଡ!-->…
Read More...
Read More...
ଖୋଲିବ ଅତିରିକ୍ତ ଡ୍ରାଇଭିଂ ଲାଇସେନ୍ସ କେନ୍ଦ୍ର, ଛୁଟି ଦିନରେ ଖୋଲା ରହିବ
ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର। ଭୁବନେଶ୍ୱରରେ ୪ଟି ଓ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି।!-->…
Read More...
Read More...
