Browsing Category

Bignews

୧୬ ଅଧିକାରୀଙ୍କୁ ବରଖାସ୍ତ କଲେ ସରକାର

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି। ଗୋଟିଏ ମାସରେ ଚାକିରିରୁ ଡିସ୍‌ମିସ୍ ହେଲେଣି ୩୭ ଜଣ ଅଧିକାରୀ। ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି କଡ଼ା ଆଭିମୁଖ୍ୟ ସଂପର୍କରେ ତାଙ୍କ…
Read More...

୨୭ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର:ଚଳିତ ମାସରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ଆସନ୍ତା ସେପ୍ଟେମ୍ବର ୨୭ ଓ ୨୮ ଦୁଇ ଦିନ ଧରି ରହିବାର…
Read More...

ମ୍ୟାରୀ କମ୍ ଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଭାବେ ବକ୍ସର ମ୍ୟାରୀ କମ୍‌ଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।ଏହାବାଦ୍‌ ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ବିଶ୍ୱ…
Read More...

ବିଏସ୍‌ଏଫ୍‌ ନୂତନ ଆଇଜି ହେଲେ ହରମିନ୍ଦର ପାଲ୍‌

ଭୁବନେଶ୍ୱର:ବର୍ଡର୍‌ ସିକ୍ୟୁରିଟି ଫୋର୍ସର ନୂଆ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ହରମିନ୍ଦର ପାଲ୍‌ । ଖୋର୍ଦ୍ଧା ବିଏସ୍‌ଏଫ୍‌ ମୁଖ୍ୟାଳୟରେ ସେ ଦାୟିତ୍ୱ ନେଇଛନ୍ତି । ପୂର୍ବତନ ଆଇଜି ଅଶ୍ୱିନୀ କୁମାର ସିଂହଙ୍କ…
Read More...

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ଆଇଏଏସ୍‌ ପିକେ ମିଶ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ପି.କେ ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଗୁଜରାଟ କ୍ୟାଡର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ୱ ନେଇଛନ୍ତି। ସମ୍ବଲପୁର ବାସିନ୍ଦା…
Read More...

ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ପୁଅ ନାରା ଲୋକେଶ ଗୃହବନ୍ଦୀ

ଆନ୍ଧ୍ର ପ୍ରଦେଶ:ଆନ୍ଧ୍ରପ୍ରଦେଶର ସରକାରୀ ଦଳ ୱାଇଏସ୍‌ଆର୍‌ସିପି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦଳ ତେଲୁଗୁ ଦେଶମ୍ ପାର୍ଟୀ ମଧ୍ୟରେ ଏବେ କଡ଼ା ଟକ୍କର ଚାଲିଛି । ଏହା ଏବେ ଏକ ଭିନ୍ନ ମୋଡ଼…
Read More...

ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର : ଦେଢ଼ବର୍ଷ ପରେ ଅଭିଯୁକ୍ତକୁ ମିଳିଲା ଫାଶୀଦଣ୍ଡାଦେଶ। ୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଜଗତସିଂହପୁର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ କାଳିଆ ମାନା ଓରଫ ନବକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।…
Read More...

ଋଣ ହାର କମାଇଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଋଣ ଏବଂ ଫିକ୍ସଡ ଡିପୋଜିଟ୍ ଉପରେ ସୁଧ ହାର ହ୍ରାସ କରିବ ବୋଲି ଆଜି ଘୋଷଣା କରିଛି। ଅଧିକ ଲିକ୍ୟୁଡିଟି ଟଙ୍କା ଓ ସୁଧ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି…
Read More...

ପୁଣିଥରେ ପୁରୀ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍

ଭୁବନେଶ୍ୱର:ରାଜ୍ୟ ସରକାର ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବାକୁ ଯୋଜନା ରଖିଛନ୍ତି । ସେଥିପାଇଁ ପୁରୀ ପାଇଁ ଏବେ ବିପୁଳ ପରିମାଣରେ ବଜେଟ୍‌ ଘୋଷଣା କରାଯାଉଛି । ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦ କୋଟି…
Read More...

ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ ୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ସଂଶୋଧିତ ମୋଟର ଭେଇକେଲ ଆକ୍ଟ ଓ ଜୋରିମାନା ପ୍ରସଙ୍ଗରେ ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଓଡ଼ିଶାରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ସହ ଅତ୍ୟଧିକ ଜୋରିମାନା ଚିନ୍ତା ବଢାଇଥିବା ଲୋକଙ୍କ ରୋଷକୁ…
Read More...

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର:ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କର ୫୬ ବର୍ଷ ବୟସରେ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ପ୍ରାଣ ହରାଇଛନ୍ତି ।ଦିଲ୍ଲୀପ ଶତପଥୀ ଦୀର୍ଘ ଦିନ ହେବ…
Read More...

ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀଙ୍କ ପରଲୋକ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଦିଲ୍ଲୀସ୍ଥିତ ବାସଭବନରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ରାମ ଜେଠମଲାନୀ ସୁପ୍ରିମକୋର୍ଟର ଜଣେ…
Read More...

ଓଡ଼ିଶାରେ ପହଞ୍ଚିଲେ ଜଗା-କାଳିଆ

ବାଲେଶ୍ୱର: ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଲେ ଜଗା-କାଳିଆ। ସେମାନେ ଆସୁଥିବା ରାଜଧାନୀ ଏକ୍ସପ୍ରେସ ବାଲେଶ୍ୱର ଷ୍ଟେସନରେ ପହଞ୍ଚିଛି। ଆଉ କିଛି ସମୟ ପରେ ଜଗା କାଳିଆ କଟକରେ ଆସି ପହଞ୍ଚିବେ। ଜଗା-କାଳିଆଙ୍କ ରହିବା ପାଇଁ…
Read More...

ମୁମ୍ବାଇରେ ୩ଟି ମେଟ୍ରୋ ଲାଇନ୍‌ କାର୍ଯ୍ୟର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇଠାରେ ତିନୋଟି ମେଟ୍ରୋ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୋଦୀ ଆଜି ମେଟ୍ରୋ-୧୦, ୧୧ ଓ ୧୨ କରିଡର୍ର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୧୯ ହଜାର କୋଟି…
Read More...