Browsing Category

Bignews

ଆଇଏଏସ ସ୍ତରରେ ଅଦଳ ବଦଳ : ପ୍ରଦୀପ ଜେନା ଆରଡି ସଚିବ, ଏସଆରସି ଓ ଓସଡମା ଦାୟୀତ୍ୱ ବି ସମ୍ଭାଳିବେ

ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର ସଚିବ ଦାୟୀତ୍ୱ । ଓଏଚପିସି ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ କେତେକ…
Read More...

ସୂଚନା କମିଶନର ଭାବେ ଶପଥ ନେଲେ ବାଳକୃଷ୍ଣ ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ନୂଆ ସୂଚନା କମିଶନର ଭାବେ ବାଳକୃଷ୍ଣ ମହାପାତ୍ର ଆଜି ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି । ରାଜ୍ୟରେ ଶାସନ କ୍ଷମତାକୁ ଗୁରୁତ୍ୱ ନେଇ…
Read More...

ପୋଲିସକୁ ପରଖିବେ ଲୋକେ, ଦକ୍ଷତାକୁ ନେଇ ଫୋନରେ ଦେବେ ମାର୍କ

ଭୁବନେଶ୍ବର : ପୋଲିସର ଦକ୍ଷତା ମାପିବେ ସାଧାରଣ ଲୋକେ । ଥାନାରେ ପୋଲିସର ଅଭିଯୋଗକାରୀଙ୍କୁ ବ୍ୟବହାର କିଭଳି ଓ ତଦନ୍ତରେ ଅଭିଯୋଗକାରୀ କେତେ ସନ୍ତୁଷ୍ଟ ସେନେଇ ପୋଲିସକୁ ମାର୍କ ବି ଦେବେ ଅଭିଯୋଗକାରୀ । ପୋଲିସ ଡିଜି ବି .କେ…
Read More...

୩୨ ଜଣ ଖେଳାଳିଙ୍କୁ ମିଳିଲା ଖେଳ ପୁରସ୍କାରରେ ସାମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ:ହକିର ଜାଦୁଗର ମେଜର ଧ୍ୟାନଚନ୍ଦଙ୍କ ଜନ୍ମ ଦିବସ ଅବସରରେ ଗୁରୁବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବରୁ ଚୟନ ହୋଇଥିବା ଖେଳାଳିଙ୍କୁ ରାଷ୍ଟ୍ରପତି ଭବନର ଦରବାର ହଲରେ ରାଷ୍ଟ୍ରୀୟ ଖେଳ ପୁରସ୍କାରରେ…
Read More...

ସେପ୍ଟେମ୍ବର ୬ରେ ଓଡ଼ିଶା ଫେରିବେ ଜଗା କାଳିଆ

ଭୁବନେଶ୍ୱର:ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଖୁବ ଶୀଘ୍ର ଓଡ଼ିଶା ଫେରିବାକୁ ଯାଉଛନ୍ତି । ଆସନ୍ତା ସେପ୍ଟେମ୍ବର ୬ ରେ ସେମାନେ ଦିଲ୍ଲୀରୁ ଫେରିବେ ରାଜ୍ୟ…
Read More...

ଫିଟ୍ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଯୋଗ ଦିବସକୁ ସଫଳତାର ସହ ବିଶ୍ୱବ୍ୟାପୀ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୀଡା ଦିବସ ଅବସରରେ ଆଜି ଫିଟ୍ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ…
Read More...

ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ନିଯୁକ୍ତ

ଭୁବନେଶ୍ୱର : ଗଣମାଧ୍ୟମ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ରାଜ୍ୟ ସରକାର ଉପଦେଷ୍ଟା ପଦବୀ ସୃଷ୍ଟି କରିଛନ୍ତି । ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କୁ ଏହି ପଦବୀରେ ଆଜି ନିଯୁକ୍ତି…
Read More...

ଦେଶର ଦ୍ଵିତୀୟ: ସମ୍ଵଲପୁର ରେଳ ଷ୍ଟେସନକୁ ‘ନୋ ପ୍ଲାଷ୍ଟିକ ଜୋନ’ ଘୋଷଣା

ସମ୍ବଲପୁର:ଭାରତୀୟ ରେଳ ମନ୍ତ୍ରାଳୟ ଦେଶରେ ଥିବା ସମସ୍ତ ରେଳ ଡିଭିଜନକୁ ନିର୍ଦ୍ଦେଶ ଜାରି କରି ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଛି। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀଠାରୁ ୫୦ ମାଇକ୍ରୋନରୁ କମ ମୋଟ ଥିବା…
Read More...

ଅନୁଗୋଳ ପରେ ମୟୂରଭଞ୍ଜରେ ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ

ବାରିପଦା: ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ । ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତକୁ ଫାଶୀଦଣ୍ଡ ଶୁଣାଇଲେ କୋର୍ଟ । ଫାଶୀଦଣ୍ଡ ସହ ଦୁଇଟି ମାମଲାରେ ୨୫ ହଜାର ଟଙ୍କାର ଆର୍ଥିକ ତଣ୍ଡ ମଧ୍ୟ…
Read More...

କୃଷି ପାଇଁ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ସର୍ବଦା ଚାଷୀ ଓ ଚାଷକୁ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫କୋଟି ୨୦ଲକ୍ଷ ଟଙ୍କାର ରାଜ୍ୟ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।ଓଡ଼ିଶାର ଅଧିକାଂଶ ବ୍ୟକ୍ତି ଚାଷ ଉପରେ ନିର୍ଭର କରନ୍ତି…
Read More...

ପହିଲାରୁ ଲାଗିବ ନୂଆ ମୋଟର ଯାନ ଆଇନ, ନିୟମ ଭାଙ୍ଗିଲେ ୧୦ ଗୁଣା ଜରିମାନା

ଭୁବନେଶ୍ବରରେ ଗାଡି ଚାଳକଙ୍କୁ ଜଗିବ ଡ୍ରୋନ, ଇ ଚାଲାଣରେ ପୋଲିସ ଆଦାୟ କରିବେ ଫାଇନଭୁବନେଶ୍ବର : ସାବାଡ ହେବେ ଟ୍ରାଫିକ ନିୟମ ଉଲଂଘନକାରୀ । କେହି ଖସି ଯାଇ ପାରିବେନି । ଟ୍ରାଫିକ ନିୟମ ଉଲଂଘନ କଲେ ଫାଇନ ଗଣିବେ…
Read More...

ଆକାଶଛୁଆଁ ହେଲା ସୁନା ଦର

ନୂଆଦିଲ୍ଲୀ:ସୁନା କ୍ରେତାଙ୍କ ପାଇଁ ପୁଣି ଚିନ୍ତା ବଢାଇଲା ସୁନା ଦର । ଦିଲ୍ଲୀ ସରଫା ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇ ପ୍ରଥମ ଥର ପାଇଁ ୪୦ ହଜାର ପାର ହୋଇ ଏକ ନୂଆ ରେକର୍ଡ଼ ସ୍ତରରେ ପହଂଚିଛି । ରୂପା ଦର ମଧ୍ୟ ବୃଦ୍ଧି…
Read More...

ଚିଦାମ୍ବରମଙ୍କୁ ଝଟକା, ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଦାୟର ଯାଚିକା ଖାରଜ

ନୂଆଦିଲ୍ଲୀ, ଅଗଷ୍ଟ ୨୬(ଖବର ଓଡିଶା):ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଜବରଦସ୍ତ ଝଟକା ଲାଗିଛି । ଦିଲ୍ଲୀ ହାଇକୋର୍ଟଙ୍କ ରାୟଙ୍କୁ ବିରୋଧ କରି ଦାୟର ଯାଚିକାକୁ ସୁପ୍ରିମକୋର୍ଟ…
Read More...

ଇତିହାସ ରଚିଲେ ସିନ୍ଧୁ

ନୂଆଦିଲ୍ଲୀ: ଅଲିମ୍ପିକ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଆଜି ବିଶ୍ଵ ଚମ୍ପିଆନସିପର ଫାଇନାଲ ଜିତି ଇତିହାସ ରଚିଛନ୍ତି। ୨୪ ବର୍ଷୀୟ ସିନ୍ଧୁ ଫାଇନାଲରେ ଜାପାନର ନୋଜୋମି ଓକୁହାରାଙ୍କୁ ମାତ୍ ଦେଇ ପ୍ରଥମ ଭାରତୀୟ…
Read More...