Browsing Category

Bignews

୧୨୫ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କଲା ଭାରତ

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପରେ ଟିମ୍ ଇଣ୍ଡିଆର ବିଜୟଧାରା ଅବ୍ୟାହତ ରହିଛି। ଗୁରୁବାର ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ଦୁଇଥରର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରି କ୍ରମାଗତ ପଞ୍ଚମ ବିଜୟ…
Read More...

ନର୍ସଙ୍କ ଟିକଟକ୍ ଭିଡିଓ ପ୍ରସଙ୍ଗ: ୪ଜଣଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ

ମାଲକାନଗିରି: ମାଲକାନଗିରି ହସ୍ପିଟାଲ ମଧ୍ୟରେ ନର୍ସମାନଙ୍କ ଟିକଟକ୍ ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ମାଲକାନଗିରି ପ୍ରଶାସନ । ମାଲକାନଗିରି ସିଡିଏମଓ ଏହି ଘଟଣାରେ ୪ଜଣ ନର୍ସଙ୍କୁ ଅନିର୍ଦ୍ଦିଷ୍ଟ କାଳ…
Read More...

ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡ ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର : ବହୁଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଖଲିକୋଟ ଏଡିଜେ କୋର୍ଟର ମାନ୍ୟବର ବିଚାରପତି ମାମଲାର ଶୁଣାଣି କରି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଦୋଷୀଙ୍କୁ ଦଣ୍ଡ…
Read More...

ରଜନୀକାନ୍ତ ସିଂ ହେଲେ ବିଧାନସଭାର ଉପବାଚସ୍ପତି

ଭୁବନେଶ୍ୱର:ଷୋଡ଼ଶ ବିଧାନସଭାର ଉପବାଚସ୍ପତି ଭାବେ  ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପ୍ରସ୍ତାବ ଆଣିଥିଲେ ଏବଂ ଏହାକୁ ସଂସଦୀୟ ବ୍ୟାପାର…
Read More...

୧୦୦ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ

ଲଣ୍ଡନ: ଭାରତ-ବ୍ରିଟେନ ସମ୍ପର୍କକୁ ପ୍ରଭାବୀ ଓ କ୍ରିୟାଶୀଳ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ତାଲିକାରେ ୧୦୦ ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅର୍ଥ ମନ୍ତ୍ରୀ ନିର୍ମଳ ସୀତାରମଣ ସ୍ଥାନ ପାଇଛନ୍ତି।…
Read More...

ସାମନ୍ତ ଗୋୟଲ ହେଲେ ‘ର’ ମୁଖ୍ୟ

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ‘ମାଷ୍ଟର ମାଇଣ୍ଡ’ ରହିବା ସହ ଏହାର ସଫଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ଏବଂ ଭାରତୀୟ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ଅଦ୍ଭୂତପୂର୍ବ ସଫଳତା ପ୍ରଦାନ କରିବାରେ…
Read More...

ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ନେଲେ ଅଶୋକ ପରିଜା

ଭୁବନେଶ୍ୱର: ରାଜ୍ୟର  ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜୀନୀ ଅଶୋକ ପରିଜା । ବୁଧବାର ବିଧିବଦ୍ଧ ଭାବେ ବର୍ତ୍ତମାନର ଆଡ଼ଭୋକେଟ୍ ଜେନେରାଲ ସୂର୍ଯ୍ୟ ମିଶ୍ରଙ୍କ ଠାରୁ କାର୍ଯ୍ୟଭାର…
Read More...

ଓଡିଶାରେ ବଢିଲା ୧୦୦ଟି ମେଡିକାଲ ସିଟ୍

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଆହୁରି ୧୦୦ଟି ସିଟ୍ ବୃଦ୍ଧି କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।ଓଡିଶାର ବିଭିନ୍ନ ମେଡିକାଲ କଲେଜରେ ଥିବା ସିଟ୍ ବୃଦ୍ଧି କରିବା ପାଇଁ…
Read More...

ଭୁବନେଶ୍ୱର-କଟକ ମଧ୍ୟରେ ଚାଲିବ ମେଟ୍ରୋ ଟ୍ରେନ୍ : ରାଜ୍ୟପାଳ

ଭୁବନେଶ୍ୱର : ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ନିଜର ଅଭିଭାଷଣରେ ସରକାରଙ୍କ ବିକାଶର ଗୋଲାପୀ ଚିତ୍ର ଉପସ୍ଥାପିତ କରିଛନ୍ତି ରାଜ୍ୟପାଳ । ସେ କହିଛନ୍ତି,…
Read More...

ଆରମ୍ଭ ହେଲା ଷୋଡଶ ବିଧାନସଭା ଅଧିବେଶନ: ଅଭିଭାଷଣ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଏହା ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏ ଚାଲିବ। ଏଥିରେ ମୋଟ୍ ୩୦ଟି କାର୍ଯ୍ୟଦିବସ ରହିଛି। ୨୮ ତାରିଖରେ ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ…
Read More...

ଗିରଫ ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର

ବଲାଙ୍ଗିର: ଶେଷରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ନିକଟରେ ପହଞ୍ଚିଛି ଆଇନ୍। ପୂର୍ତ୍ତବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଆଜି ତାଙ୍କୁ ପାଟଣାଗଡ଼ ପୁଲିସ୍ ଗିରଫ କରିଛି। ଗିରଫ…
Read More...

ଇସ୍ତଫା ଦେଲେ ଆରବିଆଇ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। କାର୍ଯ୍ୟକାଳ ଶେଷ ହେବାକୁ ୬ମାସ ବାକି ଥିଲାବେଳେ ଏହା ପୂର୍ବରୁ ତାଙ୍କର ଇସ୍ତଫା ଦେବା ଘଟଣା ବେଶ…
Read More...

ମହିଳା ହକି: ଏଫ୍‌ଆଇଏଚ୍‌ ସିରିଜ ଚାମ୍ପିୟନ ହେଲା ଭାରତ

ହିରୋସୀମା: ଏଫଆଇଏଚ୍‌ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ରବିବାର ଭାରତ ଯୋଗ୍ୟ ହୋଇସାରିଛି। ବର୍ଷ ୨୦୧୯ ଶେଷ ଭାଗରେ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ମ୍ୟାଚ୍‌ ଖେଳାଯିବ। ଏହି ପର୍ଯ୍ୟାୟରେ ଉନ୍ନୀତ ଟିମ୍‌ ୨୦୨୦ରେ…
Read More...

କମ୍ବୋଡିଆରେ ନିର୍ମାଣଧୀନ କୋଠା ଭୁଶୁଡ଼ି ୧୭ ମୃତ, ୨୪ ଆହତ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ କମ୍ବୋଡିଆର ପ୍ରେହ ସିହାନୌକ ପ୍ରାନ୍ତଠାରେ ଏକ ନିର୍ମାଣଧୀନ କୋଠା ଖସି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଶନିବାର ବଡ଼ି ଭୋରୁ ଏପରି ଏକ ଅଭାବନୀୟ ଘଟଣା…
Read More...