Browsing Category

Bignews

ଘାଟି ତଳକୁ ଖସି ପଡ଼ିଲା ବସ୍: ୩୩ ମୃତ

ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତବାଡ଼ ଜିଲ୍ଲାରେ ଏକ ଯାତ୍ରୀବାହି ମିନି ବସ୍‌ ଘାଟି ତଳକୁ ଖସି ପଡ଼ିବାରୁ ୩୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ଜଣ ଗୁରୁତର ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।…
Read More...

୩୧ ରନରେ ଭାରତକୁ ହରାଇଲା ଇଂଲଣ୍ଡ

ବର୍ମିଂହାମ୍: ଲଗାତାର ପାଞ୍ଚଟି ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆର ବିଜୟରଥ ଅଟକିଛି। ରବିବାର ଟିମ୍ ଇଣ୍ଡିଆ ତା’ର ସପ୍ତମ ମୁକାବିଲାରେ ଆୟୋଜକ ଇଂଲଣ୍ଡକୁ ଭେଟିଥିଲା। ଏହି ମୁକାବିଲାରେ ଇଂଲଣ୍ଡ ୩୧ ରନରେ ଟିମ୍ ଇଣ୍ଡିଆକୁ…
Read More...

ଭାରତୀୟ ତଟରକ୍ଷକ ବଳର ଦାୟିତ୍ୱ ନେଲେ କେ ନଟରାଜନ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷକ ବଳର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି କେ ନଟରାଜନ | ସେ ରାଜେନ୍ଦ୍ର ସିଂ ଙ୍କ ସ୍ଥାନରେ ଦାୟିତ୍ୱ ନେଇଥିବାବେଳେ ପୂର୍ବରୁ ସେ ପଶ୍ଚିମ ସାଗର ବୋର୍ଡର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲେ |…
Read More...

ଓଡ଼ିଆ ଆଇଆରଏସ ପ୍ରଣବ ହେଲେ ଡବ୍ଲୁସିଓର ନିର୍ଦ୍ଦେଶକ

ଭୁବନେଶ୍ୱର: ପ୍ରଥମ ଭାରତୀୟ ତଥା ଓଡ଼ିଆ ଆଇଆରଏସ ପ୍ରଣବ କୁମାର ଦାସ ବିଶ୍ୱ ସୀମା ଶୁଳ୍କ ସଂଗଠନ(ଡବ୍ଲୁସିଓ)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ପଦ ପାଇଁ ଇଂଲଣ୍ଡ ପ୍ରାର୍ଥୀଙ୍କୁ ହରାଇ ପ୍ରଣବ ୫ବର୍ଷ ପାଇଁ…
Read More...

ବିଜେପି ବିଧାୟକ ଦଳ ଉପନେତା ହେଲେ ବିଷ୍ଣୁ, ମୋହନଙ୍କୁ ମୁଖ୍ୟ ସଚେତକ ଦାୟିତ୍ୱ

ଭୁବନେଶ୍ୱର: : ଷୋଡ଼ଶ ବିଧାନସଭାରେ ବିରୋଧୀ ଦଳ ନେତା ପଦ ବିଜେପିର ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ମିଳିବା ପରେ ଆଜି ବିଜେପି ବିଧାୟକ ଦଳର ଉପନେତା ଭାବେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କୁ ନିଯୁକ୍ତି…
Read More...

ମୋଦୀଙ୍କ ୨ୟ ପାଳିର ପ୍ରଥମ ‘ମନ୍‌ କୀ ବାତ୍‌’: ଜଳ ସଂରକ୍ଷଣ ଉପରେ ଗୁରୁତ୍ଵ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ୟ ପାଳି ଦାୟିତ୍ଵ ଗ୍ରହଣ କରିବା ପରେ ରବିବାର ପ୍ରଥମ ଥର ଲାଗି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ନିଜର ମନ କଥା କହିଛନ୍ତି। ପୂର୍ବାହ୍ନ ୧୧ଟାରେ ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ…
Read More...

ଅଷ୍ଟମରେ ରହିବ ପାସ ଫେଲ ବ୍ୟବସ୍ଥା

ଭୁବନେଶ୍ୱର:ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ନୂଆ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ କେବଳ ବିଦ୍ୟାଳୟରେ କେବଳ ଅଷ୍ଟମରେ ପାସ ଫେଲ ବ୍ୟବସ୍ଥା ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । …
Read More...

ପାଚେରି ଭୁଶୁଡ଼ି ୧୫ ମୃତ

ପୁଣେ: ମହାରାଷ୍ଟ୍ରର ପୁଣେର କୋନ୍ଧୱାରେ ଏକ ରେସିଡେନ୍‌ସିଆଲ୍‌ କମ୍ପ୍ଲେକ୍ସର ପାଚେରି ଭୁଶୁଡ଼ି ପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୪ ଜଣ ଶିଶୁ ବି…
Read More...

ଓଡ଼ିଶା ବଜେଟ୍‌: କେଉଁ କ୍ଷେତ୍ରରେ କେତେ ବ୍ୟୟ ବରାଦ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି। ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ। ଏଥର ୨୦ ହଜାର…
Read More...

କାଳିଆ ଯୋଜନା ପାଇଁ ୫୬୧୧ କୋଟି ଟଙ୍କାର ବ୍ୟୟବରାଦ

ଭୁବନେଶ୍ୱର : ବିଧାନସଭାରେ ଉପସ୍ଥାପନ ହୋଇଛି ନବୀନ ସରକାରର ପଞ୍ଚମ ପାଳିର ପ୍ରଥମ ବଜେଟ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି । ଆଉ ଚଳିତ ବଜେଟରେ କାଳିଆ…
Read More...

କଟକ ବଡ଼ ଡାକ୍ତରଖାନାରେ ଟିକ୍‌ଟକ୍‌ ମସ୍ତି

ମାଲକାନଗିରି ପରେ ଏବେ ଭାଇରାଲ ହେଲା କଟକ ଏସସିବି ମେଡ଼ିକାଲର ଟିକଟକ ଭିଡ଼ିଓ । ସମସ୍ତଙ୍କୁ ଚଢିଛି ଟିକଟକ ନିଶା । ପିଲାଙ୍କ ଠାରୁ ବୟସ୍କ ଯାଏଁ ଟିକଟକ ଭିଡ଼ଓରେ ପାଗଳ । ଏବେ କଟକ ଏସସିବି ମେଡ଼ିକାଲରେ ଆଟେଣ୍ଡାଣ୍ଟଙ୍କ…
Read More...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭିଜିବ ଓଡ଼ିଶା!

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗର…
Read More...

ନକ୍ସଲଙ୍କ ସହ ଲଢ଼େଇରେ ୨ ଯବାନ ସହିଦ

ବିଜାପୁର: ଛତିଶଗଡ଼ର ବିଜାପୁରରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ୨ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ…
Read More...

ଅମର, ସସ୍ମିତ ଓ ଅଶ୍ୱିନୀ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ୱର : ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବିଜେଡିର ୨ ଓ ବିଜେପିର ଜଣେ ପ୍ରାର୍ଥୀ । ଏହି ୩ ପ୍ରାର୍ଥୀ ହେଲେ ବିଜେଡିର ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ବିଜେପିର ବିଜେଡି ସମର୍ଥୀତ ପ୍ରାର୍ଥୀ ଅଶ୍ୱିନୀ…
Read More...