Browsing Category

Bignews

ଜୁଲାଇ ୨୦ରେ ପାଟକୁରା ନିର୍ବାଚନ, ୨୪ରେ ଭୋଟ ଗଣତି

ଭୁବନେଶ୍ବର : ଜୁଲାଇ ୨୦ରେ ହେବ କେନ୍ଦ୍ରାପଡା ପାଟକୁରା ବିଧାନସଭା ଲାଗି ନିର୍ବାଚନ । ୨୪ରେ ଭୋଟ ଗଣତି କରାଯାଇ ଫଳ ଘୋଷଣା କରାଯିବ । ଏନେଇ ଆଜି ବିଂଗ୍ୟପ୍ତି ପ୍ରକାଶ  ପାଇଛି । ନିର୍ବାଚନ କମିଶନ ଏହି ବଂଗ୍ୟପ୍ତି ପ୍ରକାଶ…
Read More...

ମୋତିଲାଲ ଭୋରା ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ବରିଷ୍ଠ ନେତା ମୋତିଲାଲ ଭୋରାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ଶ୍ରୀ ଭୋରା…
Read More...

ଇସ୍ତଫା ଦେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଖୁବ୍‌ ଶୀଘ୍ର ପୂର୍ବତନ ଅଧ୍ୟକ୍ଷ ଭାବେ ପରିଚିତ ହେବେ। ୨୦୧୯ ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ଚାଲୁ ରହିଥିବା ଇସ୍ତଫା ନାଟକର ଅନ୍ତ ଘଟାଇ ସେ ଆଜି ଇସ୍ତଫା ପତ୍ର…
Read More...

ବ୍ୟାଟସ୍‌ମ୍ୟାନ୍‌ ଅମ୍ବାତି ରାୟୁଡୁ ଅନ୍ତର୍ଜାତୀୟ କ୍ରିକେଟରୁ ନେବେ ସନ୍ୟାସ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ବ୍ୟାଟସ୍‌ମ୍ୟାନ୍‌ ଅମ୍ବାତି ରାୟୁଡୁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରା ନ ଯିବାରୁ ସେ ଏଭଳି…
Read More...

ବ୍ରେକଫାଷ୍ଟରେ ନବୀନଙ୍କ ଗୁରୁମନ୍ତ୍ର:‘ଲୋକଙ୍କ ସହ ରୁହ, ଲୋକଙ୍କ ଲାଗି କାମ କର’

ଭୁବନେଶ୍ୱର: ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ବାଚିତ ବିଧାୟକଙ୍କୁ ସେମାନଙ୍କ ଆଚରଣ, ଉଚ୍ଚାରଣ କିପରି ରହିବା ଉଚିତ ସେ ସମ୍ପର୍କରେ ଗୁରୁମନ୍ତ୍ର ଦେଇଛନ୍ତି।ଏଥିଲାଗି ଆଜି…
Read More...

ଡ୍ୟାମ୍‌ ଭୁଶୁଡ଼ି ୬ ମୃତ, ୨୩ ନିଖୋଜ

ମୁମ୍ବାଇ : ଲଗାଣ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମୁମ୍ବାଇରୁ ୨୫୦ କି.ମି ଦୂର  ତଥା ଆରବ ସାଗର ନିକଟବର୍ତ୍ତୀ ରତ୍ନଗିରି ଜିଲ୍ଲାରେ ଥିବା ତିୱାରେ ଡ୍ୟାମ୍‌ ବନ୍ଧ ଭାଙ୍ଗି ଯାଇ ବ୍ୟାପକ…
Read More...

ବାଲାଂଦେଶକୁ ପଛରେ ପକାଇ ସେମିରେ ଭାରତ

ବର୍ମିଂହାମ୍: ଚଳିତ ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ…
Read More...

ପ୍ରକାଶ ପାଇଲା +୨ କଟ୍ ଅଫ୍ ମାର୍କ: ଜାଣନ୍ତୁ କେଉଁ କଲେଜରେ କେତେ ରହିଛି

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟୟ କଟ୍ ଅଫ୍ ମାର୍କ। ୯୦ ପ୍ରତିଶତ କଟ୍ ଅଫ୍ ମାର୍କ ସହ ବିଜ୍ଞାନରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ସବୁଠାରୁ ଆଗରେ ରହିଛି। ସେହିପରି ୮୮. ୬୭ ପ୍ରତିଶତ ସହ…
Read More...

କାନ୍ଥ ଭୁଶୁଡ଼ି ୩୪ ମୃତ, ୩୦ରୁ ଅଧିକ ଆହତ: ପୀଡ଼ିତ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା

ମୁମ୍ୱାଇ: ବର୍ଷାରେ ବେହାଲ ହେଲା ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇ। ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ୍ ହୋଇଛି ମାୟାନଗରୀ। ଖବର ଲେଖାହେବା ଯାଏ ବର୍ଷା କାରଣରୁ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୦ରୁ ଅଧିକ ଲୋକ…
Read More...

ଭାରତରେ କମିଲା ସୁନା ଦର

ନୂଆଦିଲ୍ଲୀ : ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଲଢେଇ ଶେଷ ହେବାର ଆଶା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଇଛି । ଏହାର ପ୍ରଭାବ ଘରୋଇ ବଜାରେ ଉପରେ ପଡିଛି ଓ ଗତ କିଛି ଦିନ ଧରି ବଢିଚାଲିଥିବା ସୁନା ଦର ଉପରେ…
Read More...

ବିଶ୍ୱନାଥନଙ୍କୁ ଡେପୁଟୀ ଗଭର୍ଣ୍ଣର ପାଇଁ ପୁନଃ ନିଯୁକ୍ତି ଦେଲା ଆରବିଆଇର

ନୂଆଦିଲ୍ଲୀ: ଏକ ବର୍ଷ ପାଇଁ ଏନଏସ ବିଶ୍ୱନାଥନଙ୍କୁ ଆରବିଆଇର ଡେପୁଟୀ ଗଭର୍ଣ୍ଣର ନିଯୁକ୍ତ କରାଯାଇଛି । ବିଶ୍ୱନାଥନଙ୍କୁ ଏହି ଦାୟିତ୍ୱ ଦ୍ୱିତୀୟଥର ପାଇଁ ଦିଆଯାଇଛି । ଏହା ପୂର୍ବରୁ ବିଶ୍ୱନାଥନଙ୍କୁ ଚାରି ଜୁଲାଇ…
Read More...

ଜୁଲାଇ ୫ରେ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ଵର: ଜଣେ ଜେଇଇଙ୍କୁ ସର୍ବସମ୍ମୁଖରେ ଉଠ୍‌ବସ୍‌ କରାଇ ଗିରଫ ହୋଇଥିବା ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣୀ ଜୁଲାଇ ୫କୁ ଘୁଞ୍ଚି ଯାଇଛି। ଜୁଲାଇ ୫ରେ ପୁଣି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କଲେ ସ୍ପେଶାଲ…
Read More...

ଅମ୍ବାନୀ ବିକିବେ ସାନ୍ତକ୍ରୁଜ୍‌ ସ୍ଥିତ ମୁଖ୍ୟାଳୟ!

ମୁମ୍ବାଇ: ସଂପ୍ରତି ବିପୁଳ ପରିମାଣର ଋଣଭାରାରେ ବୁଡ଼ିଯାଇ ସେଥିରୁ ମୁକୁଳିବା ପାଇଁ ସଂଗ୍ରାମ ଚଳାଇଥିବା ଦେଶର ଅନ୍ୟତମ ଶ୍ରେଷ୍ଠ, ଖାତନାମା ବ୍ୟବସାୟୀ ତଥା ଶିଳ୍ପପତି, ରଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ଅନୀଲ ଅମ୍ବାନୀ ତାଙ୍କର…
Read More...

ଢେଙ୍କାନାଳରେ ଜନ୍ମ ନେଲା ଯୋଡ଼ା ଶିଶୁ

ଢେଙ୍କାନାଳ:ପୁଣି ଯୋଡ଼ା ଶିଶୁ ଜନ୍ମ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁ ଜନ୍ମ ହୋଇଛନ୍ତି। ପର୍ଜଙ୍ଗ ଅଞ୍ଚଳରୁ ଆସିଥିବା ଜଣେ ମହିଳା ଏହି ଜମଜ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜନ୍ମିତ ଦୁଇ ଶିଶୁ କନ୍ୟାଙ୍କ…
Read More...