Browsing Category
Bignews
ଟିମ୍ ଇଣ୍ଡିଆକୁ ବଡ଼ ଝଟକା : ଶିଖର ଧାୱନ ୩ ସପ୍ତାହ ପାଇଁ ଟିମ୍ ରୁ ବାଦ
ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳୁଥିବା ବେଳେ ତାଙ୍କ ବାମ ହାତ
ଆଙ୍ଗୁଠିରେ ଆଘାତ ଲାଗିଥିଲାନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ
ବଡ଼ ଝଟକା । ଷ୍ଟାର ଓପନର ତଥା ଅଷ୍ଟ୍ରେଲିଆ ବିପକ୍ଷରେ ଶତକ!-->!-->!-->…
Read More...
Read More...
ଲୋକସଭାର ଅସ୍ଥାୟୀ ବାଚସ୍ପତି ହେଲେ ବୀରେନ୍ଦ୍ର କୁମାର
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ବିଜେପି ସାଂସଦ ଡ. ବୀରେନ୍ଦ୍ର କୁମାର ଖାଟକେଙ୍କୁ ସପ୍ତଦଶ ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ଚୟନ କରାଯାଇଛି। ୬୫ ବର୍ଷିୟ ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶର ଟିକାମଗଡ଼ ଲୋକସଭା ଆସନରୁ ୬ ଥର!-->…
Read More...
Read More...
ଫେଲ ମାଗିଲା ୧୦୯ ଘଣ୍ଟାର ଅପରେସନ : ଜୀବନ ଯୁଦ୍ଧରେ ହାରିଗଲା ବୋରୱେଲରେ ଖସିପଡିଥିବା ଫତେହବୀର
ପଞ୍ଜାବ : ୧୦୯ ଘଣ୍ଟାର ଅପରେସନ । ପଞ୍ଜାବ ସଙ୍ଗରୁର ଭଗବାନପୁରା ଅଞ୍ଚଳରେ
୧୫୦ଫୁଟ ଗଭୀର ବୋରୱେଲରେ ଖସିପଡିଥିବା ଶିଶୁ ଉଦ୍ଧାର ହେଲା । ହେଲେ ଜୀବନ
ଯୁଦ୍ଧରେ ହାରିଗଲା ଫତେହବୀର।ବାପାମାଆ ଗୋଟିଏ ବୋଲି ପୁଅର ନାଁ!-->!-->!-->…
Read More...
Read More...
ମୋଦି- ନବୀନ ଭେଟଘାଟ : ଆୟୁଷମାନ ଯୋଜନା ଓ ଉପବାଚସ୍ପତି କଥା ଉଠିଲାନି
ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ୫ ହଜାର ୨୨୮ କୋଟିର ସହାୟତା ଓ ୫ ଲକ୍ଷ ପକ୍କା ଘର କେଲେ ଦାବିନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ସକାଳ ସାଢେ!-->!-->!-->…
Read More...
Read More...
କାଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା : ୬ ଜଣ ଦୋଷୀଙ୍କ ଭିତରୁ ୩ଜଣଙ୍କୁ ଆଜୀବନ
୭ଅଭିଯୁକ୍ତଙ୍କ ଭିତରୁ ୬ ଜଣ ଦୋଷୀ ସାବ୍ୟସ୍ତନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର କାଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୭ଅଭିଯୁକ୍ତଙ୍କ ଭିତରୁ ୬ ଜଣ ଦୋଷୀ ସାବ୍ୟସ୍ତ । ସେମାନଙ୍କ ଭିତରୁ
ତିନି ଜଣଙ୍କୁ ଆଜୀବନ ୩!-->!-->!-->…
Read More...
Read More...
କ୍ରୀକେଟକୁ ଅଲବିଦା କଲେ ଯୁବରାଜ ସିଂହ : କ୍ରୀକେଟରୁ ଅବସର ନେବା ନେଇ କଲେ ଘୋଷଣା
ଭୁବନେଶ୍ବର
: ଗୋଟିଏ ପଟେ ଅଷ୍ଟ୍ରେଲିଆକୁ ଧୂଳି ଚଟେଇ ବିଶ୍ବକପ ସେମିଫାଇନାଲକୁ ଯିବାର ଝୁଙ୍କ ଆଉ ଅନ୍ୟପଟେ ଦେହରେ
କ୍ୟାନ୍ସରର କଷ୍ଟ। ହେଲେ ପଛକୁ ହଟି ନ ଥିଲେ । ୨୮ ବର୍ଷ ପରେ ଭାରତ ବିଶ୍ୱ ବିଜେତା ହୋଇଥିଲା । ଆଉ ଏ!-->…
Read More...
Read More...
ଜେଇଙ୍କୁ ବିଧାୟକ ଉଠବସ କରିବା ଘଟଣାରେ ଆସିଲା ତଦନ୍ତ ରିପୋର୍ଟ : ବିଧାୟକ ଦୋଷୀ- ଜିଲ୍ଲାପାଳ
ବଲାଙ୍ଗୀର : ଜେଇଙ୍କୁ ପାଟଣାଗଡ ବିଧାୟକ ସରୋଜ ମେହେର ଉଠ ବସ କରିବା
ଘଟଣାରେ ସତ୍ୟତା ରହିଛି । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ସୁପରାରିସ
କରାଯିବ । ଜେଇଙ୍କୁ ଉଠ ବସ କରିବା ଘଟଣାରେ ତଦନ୍ତ!-->…
Read More...
Read More...
ପାଚେରି ଖସି ମୃତ୍ୟୁ ଘଟଣା:ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଅନୁକମ୍ପା ସହାୟତା ରାଶି
ଢେଙ୍କାନାଳ: ଢ଼େଙ୍କାନାଳ ଅଳସୁଆ ସାପ୍ତାହିକ ହାଟରେ କାନ୍ଥ ପଡି ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କା ଅନୁକମ୍ପା ସହାୟତା!-->…
Read More...
Read More...
ଓଭାଲରେ ବିଜୟ ମାଲ୍ୟା
ଲଣ୍ଡନ : ଲଣ୍ଡନର ଓଭାଲଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ବିଶ୍ୱ କପ୍ କ୍ରିକେଟର ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେଉଛି । ତେବେ ଏହି ମ୍ୟାଚ ଦେଖିବା ପାଇଁ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଓଭାଲରେ!-->…
Read More...
Read More...
ଶତକ ମାରିଲେ ଶିଖର ଧୱନ
ଲଣ୍ଡନ: ଭାରତୀୟ ଓପନର ଶିଖର ଧାଓ୍ଵାନ ପୁଣି ଥରେ ଫର୍ମକୁ ଫେରିଛନ୍ତି। ବାମହାତୀ ବ୍ୟାଟସ୍ମ୍ୟାନ ଅନେକ ଦିନରୁ ଏହି ସୁଯୋଗ ଖୋଜୁଥିବା ବେଳେ ଆଜି ଅଚାନକ ତାହା ପାଇଛନ୍ତି। ବିଶ୍ୱକପ-୨୦୧୯ ପାଇଁ ଆୟୋଜିତ ପ୍ରଥମ ୨ଟି ଅଭ୍ୟାସ!-->…
Read More...
Read More...
ଶ୍ରୀଲଙ୍କାରେ ପହଂଚିଲେ ମୋଦୀ: ଇଷ୍ଟର ବିସ୍ଫୋରଣରେ ମୃତକଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
କଲୋମ୍ବୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳେ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ଗତ ଏପ୍ରିଲ ୨୧ ତାରିଖ ଇଷ୍ଟର ରବିବାର ଦିନ ଘଟିଥିବା ବୋମା ବିସ୍ଫୋରଣ ଘଟଣା ପରେ ମୋଦୀ ପ୍ରଥମ ବିଦେଶୀ ପ୍ରଧାନମନ୍ତ୍ରୀ ଭାବେ!-->…
Read More...
Read More...
ହାଟ ବସିଥିବାବେଳେ ରାଇସ୍ ମିଲ କାନ୍ଥ ଭୁଶୁଡ଼ିଲା: ୪ ମୃତ, ୫ ଆହତ
ଢେଙ୍କାନାଳ: ଢେଙ୍କାନାଳ ଅଳସୁଆ ହାଟରୋଡ୍ଠାରେ ରବିବାର ସକାଳେ ଏକ ରାଇସ୍ ମିଲ୍ କାନ୍ଥ ଭୁଶୁଡ଼ି ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟ ଡାକ୍ତରଖାନାକୁ!-->…
Read More...
Read More...
କେବଳ ଗୋଟିଏ ଚ୍ୟାନେଲରେ ଦେଖିପାରିବେ ରଥଯାତ୍ରା ସିଧାପ୍ରସାରଣ
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାସେରୁ କମ୍ ସମୟ ରହିଛି। ସେଥିପାଇଁ କିଏ ଶ୍ରୀକ୍ଷେତ୍ର ଯାଇ ରଥାରୁଢ଼ ଶ୍ରୀଜୀଉଙ୍କୁ ଦେଖିବାକୁ ଏବେଠୁ ପ୍ରସ୍ତୁତି କଲେଣି ତ ଆଉ କିଏ ଟିଭିରେ ସିଧାପ୍ରସାରଣରେ ମହାପ୍ରଭୁଙ୍କ ଚକାନୟନ!-->…
Read More...
Read More...
ମାଳଦ୍ଵୀପରେ ସମ୍ମାନିତ ହେଲେ ମୋଦୀ
ମାଲେ: ନରେନ୍ଦ୍ର ମୋଦୀ ପୁର୍ନବାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ବିଦେଶ ଯାତ୍ରାରେ ମାଳଦ୍ଵୀପ ପହଞ୍ଚିଛନ୍ତି। ଏଠାରେ ପିଏମ ମୋଦୀଙ୍କୁ ପାରମ୍ପରିକ ଶୈଳୀରେ ଭବ୍ୟ ସ୍ଵାଗତ କରାଯାଇଛି। ତାଙ୍କ ସମ୍ମାନରେ!-->…
Read More...
Read More...
