Browsing Category
Bignews
ପୁଣି କମିଲା ପେଟ୍ରୋଲ ଏବଂ ଡିଜେଲର ଦର
ନୂଆଦିଲ୍ଲୀ: ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲର ଦର ପୁଣି ହ୍ରାସ ପାଇଛି। ସବୁଠାରୁ କମ୍ ରହିଛି। ଆଜି ଦିଲ୍ଳୀରେ ପେଟ୍ରୋଲର ମୂଲ୍ୟରେ ୧୬ ପଇସା ମିଛି। ଏହାଫଳରେ ଆଜି ମୁମ୍ବାଇରେ ପେଟ୍ରୋଲ ଦର ୭୬ଟଙ୍କା ୭୬ ପଇସା ରହିଛି। ବେଳେ!-->…
Read More...
Read More...
ଆଜିଠାରୁ +୨ ନାମଲେଖା ଆବେଦନ
ଭୁବନେଶ୍ବର : ୨୦୧୯-୨୦ ଶିକ୍ଷାବର୍ଷ +୨ ନାମଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହେବ। ରାଜ୍ୟରେ ଥିବା ୧୬ଶହରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨ କନିଷ୍ଠ ମହାବିଦ୍ୟାଳୟ)ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ର ଓ!-->…
Read More...
Read More...
ଆସନ୍ତା ୪୮ ଘଂଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ!
ନୂଆଦିଲ୍ଲୀ:ପ୍ରବଳ ଗୁଳୁଗୁଳି ଏବଂ ପ୍ରଚଣ୍ଡ ରୌଦ୍ର ତାପ ମଧ୍ୟରେ ଆଶ୍ୱସ୍ତୀର ଖବର ମିଳିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪୮ ଘଂଟା ମଧ୍ୟରେ ମୌସୁମୀ କେରଳ ଛୁଇଁପାରେ । ତେବେ ଚଳିତ ବର୍ଷ ମୌସୁମୀ!-->…
Read More...
Read More...
ପ୍ରକାଶ ପାଇଲା NEET ପରୀକ୍ଷା ଫଳ, ରାଜସ୍ଥାନର ନଳିନୀ ଟପ୍ପର
ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ମେଡ଼ିକାଲ କଲେଜରେ ନାମ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ୍-୨୦୧୯(ନିଟ୍) ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପୁଅମାନେ ବାଜି ମାରି!-->…
Read More...
Read More...
ଏଭରେଷ୍ଟରେ ପହଞ୍ଚିଲେ ଆଇଏଏସ୍ ଅଧିକାରୀ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କ୍ୟାଡରର୍ ଆଇଏଏସ୍ ଅଧିକାରୀ ରବୀନ୍ଦ୍ର କୁମାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଦେଶର ପ୍ରଥମ ଆଇଏଏସ୍ ଅଧିକାରୀ ଭାବେ ଏହି ସଫଳତା ହାସଲ କରିଛନ୍ତି। ଗଙ୍ଗା ନଦୀକୁ ସଫା ରଖିବା!-->…
Read More...
Read More...
ଭୁବନେଶ୍ୱର-ଝାରସୁଗୁଡା ବିମାନ ଚଳାଚଳ ଆରମ୍ଭ
ଝାରସୁଗୁଡା: କିଛି ଦିନର ପ୍ରତୀକ୍ଷା ପରେ ଶେଷରେ ଭୁବନେଶ୍ୱରରୁ ଝାରସୁଗୁଡା ବିମାନବନ୍ଦରକୁ ବିମାନ ଚଳାଚଳ ଆରମ୍ଭ ହୋଇଛି | ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଭୁବନେଶ୍ୱରରୁ ୭୨ ଜଣ ଯାତ୍ରୀଙ୍କୁ ନେଇ ଆଜି ଝାରସୁଗୁଡ଼ାରେ!-->…
Read More...
Read More...
ଆତଙ୍କବାଦୀଙ୍କ ଗୁଳିରେ ଜଣେ ମହିଳା ମୃତ
ନୂଆଦିଲ୍ଲୀ: ବୁଧବାର ଦିନ ଜମ୍ମୁ ଓ କଶ୍ମୀରର ପୁଲ୍ଓ୍ଵାମା ଜିଲ୍ଲାରେ ଅଚିହ୍ନା ବନ୍ଧୁକଧାରୀମାନେ ସିଙ୍ଗୁ-ନର୍ବାଲ୍ ଗାଁରେ ଆକ୍ରମଣ କରିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।!-->!-->!-->…
Read More...
Read More...
ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ପ୍ରତି ମାସ ୭ ତାରିଖ ଆଗରୁ ବିଭାଗୀୟ ରିପୋର୍ଟ ଦିଅ
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଦଳ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ଓ ପ୍ରସ୍ତାବକୁ ସରକାରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରି ତାହା ପୁରଣ କରିବାକୁ କି ପଦକ୍ଷେପ ନେଇଛ ୭ ତାରିଖ ଭିତରେ ରିପୋର୍ଟ ଦିଅ । ସରକାର ଓ!-->…
Read More...
Read More...
ଭାରତୀୟ ପାଣିପାଗ ବିଜ୍ଞାନର ମହାନିର୍ଦ୍ଦେଶକ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର
ଭୁବନେଶ୍ଵର: ଓଡ଼ିଶା ପାଇଁ ଆସିଛି ଏକ ଗୌରବର ଖବର। ଓଡ଼ିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଛି ବଡ଼ ଦାୟିତ୍ଵ। ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଭାରତୀୟ ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି)ର!-->…
Read More...
Read More...
୨୦ ଘଣ୍ଟା ବିତିଲା:ବାୟୁସେନା ବିମାନର ମିଳୁନି ପତ୍ତା
ନୂଆଦିଲ୍ଲୀ: ଆସାମ ଏୟାରବେସ୍ରୁ ଉଡ଼ାଣ ଆରମ୍ଭ କରିବା ପରେ ନିଖୋଜ ହୋଇଯାଇଥିବା ଭାରତୀୟ ବାୟୁସେନା ବିମାନ ଏଏନ-୩୨ର କୌଣସି ପତ୍ତା ମିଳୁନାହିଁ। ନିଖୋଜର ୨୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିମାନ ସମ୍ପର୍କରେ!-->…
Read More...
Read More...
ପରଲୋକରେ ହାସ୍ୟ ଅଭିନେତା ସଲିଲ୍ ମିତ୍ର
ଭୁବନେଶ୍ବର : ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତାନାମା ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ସୋମବାର ବିଳମ୍ବିତ ରାତିରେ କିମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମେ ୧୨ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ସେ!-->…
Read More...
Read More...
ଏସ୍ବିଆଇ ଆରମ୍ଭ କଲା ୟୋନୋ କ୍ୟାସ୍ ସର୍ଭିସ: ଗ୍ରାହକ ବିନା କାର୍ଡରେ ଉଠାଇପାରିବେ ଟଙ୍କା
ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଖାତାଧାରୀମାନଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି। ଏବେ ଏସ୍ବିଆଇ ଖାତାଧାରୀମାନେ ଡେବିଟ୍ କାର୍ଡ ବିନା ଏଟିଏମ୍ରୁ ଟଙ୍କା!-->…
Read More...
Read More...
ଜୁନ ୨୦ରୁ ରାଜ୍ୟସଭା ଅଧିବେଶନ
ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖରୁ ଜୁଲାଇ ୨୬ ପର୍ଯ୍ୟନ୍ତ ରାଜ୍ୟସଭାର ଅଧିବେଶନ ଚାଲିବ । ଏ ସଂପର୍କରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି ବୋଲି ରାଜ୍ୟସଭା ମହାସଚିବ ଦେଶଦିପକ ବର୍ମା ସୂଚନା ଦେଇଛନ୍ତି । ସଂସଦର!-->…
Read More...
Read More...
ବଢ଼ିଲା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ଏବେ ସେ ଆହୁରି ୫ବର୍ଷ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ କାମ କରିବେ । ଏହା ସହ ତାଙ୍କୁ କ୍ୟାବିନେଟ ପାହ୍ୟା ଦେବାକୁ!-->…
Read More...
Read More...
