Browsing Category

Bignews

ମାଟି ଅତଡ଼ା ଧସି ୩ ଶ୍ରମିକ ମୃତ

କେନ୍ଦୁଝର: ମୋରମ ଖାଦାନ ମାଟି ଅତଡ଼ା ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲା ତୁଳସୀଚଉରା ଗାଁରେ ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଗାଁରେ ପହଞ୍ଚି ମାଟି ତଳୁ ୩ ଜଣଙ୍କ…
Read More...

୫ ଉପମୁଖ୍ୟମନ୍ତ୍ରୀଙ୍କୁ ନିୟୁକ୍ତି ଦେଇ ଇତିହାସ ରଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡି ଆଜି ନିଜର ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ୫ ଜଣ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୫ ସଦସ୍ୟ ବିଶିଷ୍ଟ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ…
Read More...

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ପୂର୍ବଆକଳନ ଅନୁଯାୟୀ ଆଜି କେରଳ ଛୁଇଁଛି ମୌସୁମୀ। ଏହାର ପ୍ରଭାବରେ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ନବ ନିଯୁକ୍ତ…
Read More...

ଭଲ ଫସଲ ପାଇଁ ଜମିରେ ପୁତୁରାକୁ ବଳି ଦେଲା ବଡବାପା !

ଅନ୍ଧବିଶ୍ବାସର କରୁଣ ପରିଣତିନୂଆପଡା : ଆସନ୍ତା ଋତୁରେ ଭଲ ଫସଲ ପାଇଁ ଜମିରେ ପୁତୁରାର ବଳି ଚଢାଇଲା ବଡବାପା । ଏପରି ଏକ ଜଘନ୍ୟ ଘଟଣା ଘଟଛି ନୂଆପଡା କୋମନା ଥାନା ଜଡାମୁଣ୍ଡା ଗାଁରେ । ଅନ୍ଧବିଶ୍ବାସର କରୁଣ ପରିଣତି ।…
Read More...

୯ରେ ମୁଖ୍ୟମନ୍ତ୍ରୀ ଯିବେ ଦିଲ୍ଲୀ

ଭୁବନେଶ୍ବର : କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୯ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଜୁନ ୧୧ତାରିଖରେ ଶ୍ରୀ ପଟ୍ଟନାୟକ…
Read More...

ନିଖୋଜ ଥିବା ବାୟୁସେନା ବିମାନରେ ରହିଛନ୍ତି ଓଡିଆ ବାୟୁସେନା ଅଧିକାରୀ ସୁନୀତ ମହାନ୍ତି

ନୂଆଦିଲ୍ଲୀ: ବାୟୁସେନାର ନିଖୋଜ ହୋଇଯାଇଥିବା ବିମାନ ଏଏନ୍‌-୩୨ରେ ଜଣେ ଓଡିଆ ଅଧିକାରୀ ରହିଛନ୍ତି । ଏହି ବିମାନରେ ମୋଟ ୧୩ ଜଣ ବାୟୁସେନା ଅଧିକାରୀ ଓ କର୍ମଚାରୀ ରହିଥିଲେ । ଏଥିରେ ଥିବା ଓଡିଆ ଅଧିକାରୀଙ୍କର ନାମ ସୁନୀତ…
Read More...

ଦୁବାଇ ବସ୍‍ ଦୁର୍ଘଟଣା : ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଦୁବାଇ : ଦୁବାଇରେ ବସ୍‍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୧୨ ଜଣ ଭାରତୀୟଙ୍କ ସମେତ ୧୭ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁବାର ରାତିରେ ଏହି ଦୁର୍ଘଟଣା…
Read More...

ରଜନୀକାନ୍ତ ସିଂହ ଉପ-ବାଚସ୍ପତି ପ୍ରାର୍ଥୀ,ପ୍ରଣବ ବଳବନ୍ତରାୟ ଉପ ମୁଖ୍ୟ ସଚେତକ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଜନୀକାନ୍ତ ସିଂହଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଉପ ବାଚସ୍ପତି ପ୍ରାର୍ଥୀ କରାଯାଇଛି। ଦଳପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ସେହିପରି ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବିଜୁ ଜନତା…
Read More...

ଆନ୍ଧ୍ର କ୍ୟାବିନେଟରେ ରହିବେ ୫ ଉପମୁଖ୍ୟମନ୍ତ୍ରୀ: ଜଗନଙ୍କ ଐତିହାସିକ ନିଷ୍ପତ୍ତି

ବିଜୟନଗର: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ୫ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁସଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ଜାତି, ସଂଖ୍ୟାଲଘୁ ଏବଂ କାପୁ ସମୁଦାୟରୁ ଜଣେ ଜଣେ…
Read More...

କାଶ୍ମୀର ପାଇଁ ନୂଆ କମାଣ୍ଡର ଘୋଷଣା କଲା ଅଲକାଇଦା

ଶ୍ରୀନଗର : ଗତ ମାସରେ ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ତଥା କାଶ୍ମୀରରେ ଅଲକାଇଦା ୟୁନିଟ ମୁଖ୍ୟ ଜାକୀର ମୁସା ସେନା ଏନକାଉଣ୍ଟରରେ ନିହତ ହେବା ପରେ ଅଲକାଇଦା ପକ୍ଷରୁ ତାହାର ଉତ୍ତରାଧିକାରୀ ଘୋଷଣା କରାଯାଇଛି । ଅଲକାଇଦା…
Read More...

୫ଦିନ ପରେ ମଧ୍ୟ ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ ମିଳୁନି ପତ୍ତା

ନୂଆଦିଲ୍ଲୀ : ଜୁନ୍‌-୩ ତାରିଖରେ ହଠାତ ଆକାଶ ମାର୍ଗରୁ ନିଖୋଜ ହୋଇ ଯାଇଥିଲା ବାୟୁସେନା ବିମାନ ଏଏନ୍‌-୩୨ । ନିଖୋଜ ପରେ ପରେ ଏହାର ତଲାସି ଅଭିଯାନକୁ ଆଜି ୫ଦିନ ପୁରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିମାନର କୌଣସି ପତ୍ତା ମିଳି…
Read More...

ଉତ୍ତରପ୍ରଦେଶରେ ଝଡ଼ତୋଫାନ: ୧୮ ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଗୁରୁବାର ରାତିରେ ଝଡ଼ତୋଫାନ ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଝଡ଼ତୋଫାନ ବେଳେ ବଜ୍ରପାତ ଯୋଗୁଁ କେତେକ ସ୍ଥାନରେ ଘରଦ୍ୱାର କ୍ଷତିଗ୍ରସ୍ତ…
Read More...

୧୫୦ ଫୁଟ୍ ତଳେ ୨ ବର୍ଷର ଶିଶୁ: ୧୮ ଘଣ୍ଟା ପରେ ବି ହୋଇପାରିନି ଉଦ୍ଧାର

ଚଣ୍ଡିଗଡ: ପଞ୍ଜାବ ସଙ୍ଗରପୁର ଜିଲ୍ଲାରେ ଏକ ଦୁଇ ବର୍ଷର ଛୋଟ ଛୁଆ ୧୫୦ ଫୁଟ୍ ତଳକୁ ଖସି ପଡ଼ିଛି। ନଳକୂଅ ବସାଇବା ପାଇଁ ଏହି ୧୫୦ ଫୁଟର ଗଭୀର ଗାତ ଖୋଳାଯାଇଥିଲା। ଏହାରି ଭିତରେ ଛୋଟ ଛୁଆଟି ଖସି ପଡ଼ିଛି। ଘର ପାଖରେ…
Read More...

ରେପୋ​‌ ରେଟ୍‌ ହ୍ରାସ କଲା ଆରବିଆଇ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରର ୨ୟ ପାଳିରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦେଶବାସୀଙ୍କୁ ପ୍ରଥମ ଉପହାର ଦେଇଛି। ଆରବିଆଇ ପକ୍ଷରୁ ପୁଣି ଥରେ ରେପୋ ରେଟ୍‌ ହ୍ରାସ କରାଯାଇଛି। ଆରବିଆଇର ତ୍ରୈମାସିକ ମୁଦ୍ରାସ୍ଫୀତି…
Read More...