Browsing Category
Bignews
ମହିଳାଙ୍କ ପାଇଁ କେଜ୍ରିୱାଲଙ୍କ ବଡ ଘୋଷଣା: ମେଟ୍ରୋ ଏବଂ ବସ ଯାତ୍ରା ହେବ ମାଗଣା
ନୂଆଦିଲ୍ଲୀ : ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାର ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଦିଲ୍ଲୀ ମେଟ୍ରୋ, ଡିଟିସି ବସ ଏବଂ କ୍ଲଷ୍ଟର ବସଗୁଡ଼ିକରେ ମହିଳାମାନଙ୍କ ପାଇଁ ଦେୟମୁକ୍ତ କରାଯିବ ।!-->…
Read More...
Read More...
ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ, ୭୨.୩୩ % ପାସ୍ ହାର
ଭୁବନେଶ୍ୱର: ସୋମବାର ମଧ୍ୟାହ୍ନରେ ପ୍ରକାଶ ପାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ୍ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷା ଫଳ।ଏ ବର୍ଷ ପାସ୍ ହାର ୭୨. ୩୩%। ଗତବର୍ଷ ତୁଳନାରେ ୪% କମ୍। ବାଲେଶ୍ୱର ଜିଲ୍ଲାରେ!-->!-->!-->…
Read More...
Read More...
ଦେଶର ପ୍ରଥମ ଡାଇନୋସର ପାର୍କ ଏବେ ଗୁଜୁରାଟରେ
ଅହମଦାବାଦ: ଗୁଜୁରାଟର ଵାଲାସୀନୋରରେ ଏବେ ଦେଶର ପ୍ରଥମ ତଥା ନିଆରା ପାର୍କର ନିର୍ମାଣ କରାଯାଇଛି | ଏହା ଦୁନିଆର ତୃତୀୟ ବୃହତ୍ ତଥା ଦେଶର ପ୍ରଥମ ଡାଇନୋସର ମ୍ୟୁଜିୟମ ପାର୍କ ଭାବେ ମାନ୍ୟତା ପାଇଛି | ଖୁବଶୀଘ୍ର ଏହାକୁ!-->…
Read More...
Read More...
ପିନାକୀ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା, ଭର୍ତ୍ତୃହରି ଷ୍ଟାଣ୍ଡିଂ କିମିଟି ଅଧ୍ୟକ୍ଷ
ନୂଆଦିଲ୍ଲୀ : ପୁରୀ ସାଂସଦ ପିନାକୀ ମିଶ୍ର ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି । ତେବେ!-->…
Read More...
Read More...
ପହଞ୍ଚିଲା କଳ୍ପନା ଦାଶଙ୍କ ମରଶରୀର
ଭୁବନେଶ୍ୱର : ପର୍ବତାରୋହିଣୀ କଳ୍ପନା ଦାଶଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚିଛି। ଦିଲ୍ଲୀରୁ ବିମାନ ଯୋଗେ କଳ୍ପନାଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଳିଙ୍ଗ ଷ୍ଟାଡିୟମକୁ ନିଆଯାଇଛି।!-->…
Read More...
Read More...
ଜଳୁଛି ସାରା ଭାରତ : ଉତ୍ତର ପଶ୍ଚିମ ଭାରତରେ ଅସହ୍ୟ ଗ୍ରୀଷ୍ମ, ଅଂଶୁଘାତରେ ୩୦ ମୃତ
ପଶ୍ଚିମ ଓଡିଶା ଜଳୁଛି, ୧୦ ସହରର ପାରା ୪୦ ଡିଗ୍ରୀ ଉପରେନୂଆଦିଲ୍ଲୀ : ଜଳୁଛି ସାରା ଭାରତ । ଦିଲ୍ଲୀ ସମେତ ଉତ୍ତର ପଶ୍ଚିମ ଭାରତ ଅସହ୍ୟ ଗ୍ରୀଷ୍ମ ତାପରେ ଆଉଟୁପାଉଟୁ ହେଉଛି । ରାଜସ୍ଥାନର ଚୁରୁରେ ତାପମାତ୍ରା ସର୍ବାଧିକ!-->!-->!-->…
Read More...
Read More...
ଜୁନ୍ ୩ରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ
ଭୁବନେଶ୍ୱର: ଅନେକ ଆଶା ଓ ଆଶଙ୍କା ପରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ। ଜୁନ ୩ ଦିନ ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ଭବନରେ ୧୨ଟାରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଚଳିତବର୍ଷ ୯୯ହଜାର ୧୮ଜଣ!-->…
Read More...
Read More...
ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ୟ ନାରାୟଣ ପାତ୍ର
ଭୁବନେଶ୍ବର : ଆଜି ବିଜେଡିର ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଷୋଡ଼ଶ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ତାଙ୍କ ନାଆଁ ଘୋଷଣା!-->…
Read More...
Read More...
ଜୁନ ୧୭ରୁ ବଜେଟ ଅଧିବେଶନ, ଜୁଲାଇ ୫ରେ ଉପସ୍ଥାପନ ହେବ ପୂର୍ଣ୍ଣ ବଜେଟ୍
ନୂଆଦିଲ୍ଲୀ : ମୋଦି ସରକାର ଆଜି ନିଜର ୨ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି!-->…
Read More...
Read More...
ପ୍ରଥମ ଦିନରେ କୃଷକମାନଙ୍କୁ ଭେଟି ଦେଲେ ମୋଦି
ନୂଆଦିଲ୍ଲୀ : ମୋଦି ସରକାର ଆଜି ନିଜର ୨ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି!-->…
Read More...
Read More...
ଜୁନ୍ ୧୫ରୁ ବନ୍ଦ ରହିବ ଶିମିଳିପାଳ
ଭୁବନେଶ୍ୱର : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବର୍ଷା ଋତୁରେ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ । ଆସନ୍ତା ଜୁନ୍ ୧୫ ତାରିଖରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିବ ବୋଲି ଜଣା ପଡ଼ିଛି!-->…
Read More...
Read More...
ମୋଦିଙ୍କ ୨.୦ରେ ସହିଦ୍ ପିଲାଙ୍କ ପାଇଁ ପ୍ରଥମ ନିଷ୍ପତ୍ତି
ନୂଆଦିଲ୍ଲୀ : ଗତ କାଲି ଶପଥ ଗ୍ରହଣ କରିବା ପରେ ଆଜି କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ଏହି ବୈଠକରେ ଜାତୀୟ ପ୍ରତିରକ୍ଷା!-->…
Read More...
Read More...
ପ୍ରଥମ ମହିଳା ଯୁଦ୍ଧ ପାଇଲଟ ଭାବେ ଇତିହାସ ରଚିଲେ ମୋହନା ସିଂହ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଫ୍ଲାଇଟ ଲେପ୍ଟନାଣ୍ଡ ମୋହନା ସିଂହ ପ୍ରଥମ ଏସି ଯୁଦ୍ଧ ମହିଳା ପାଇଲଟ ହୋଇଛନ୍ତି । ଯାହାକି ଦିନରେ ହାକ ଆଡଭାନ୍ସ ଜେଟରେ ମିଶନକୁ ସଫଳ କରିବା ପାଇଁ ସକ୍ଷମ । ସିଂହଙ୍କୁ ଦୁଇ ମହିଳା ଭାବନା!-->…
Read More...
Read More...
ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଂଟନ କରାଯାଇଛି । ଶପଥ ଗ୍ରହଣ ସମାରୋହ ପରେ ମନ୍ତ୍ରାଳୟକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯାହା ଉପରେ ବିରାମ ଲାଗିଛି ।!-->!-->!-->…
Read More...
Read More...
