Browsing Category

Bignews

ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର କୁଞ୍ଜମ ମୃତ

ରାୟପୁର: ଛତିଶଗଡ଼ ଦାନ୍ତେଓ୍ଵାଡ଼ାର ଘଞ୍ଚ ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରିଥିବା ଏକ ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡରକୁ ଆଜି ନିପାତ କରିଛନ୍ତି ସୁରକ୍ଷା ବାହିନୀର ଯବାନମାନେ। ସୁରକ୍ଷା ବାହିନୀର ଯବାନଙ୍କ ଗୁଳିରେ ପ୍ରାଣ…
Read More...

କାଲି ସକାଳ ୮ ରୁ ୧୦ଟା ମଧ୍ୟରେ ହେବ ଲାଣ୍ଡଫଲ୍: ଘରୁ ନ ବାହାରିବାକୁ ସତର୍କ ସୂଚନା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ମେ’ ମାସ ୩ ତାରିଖ ପୂର୍ବାହ୍ନ ୮ ରୁ ୧୦ ଟା ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିଲୋମିଟର ରହିପାରେ। ତେଣୁ ବିପଦ ଥିବାରୁ ଘରୁ ଲୋକେ ନ…
Read More...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ: ଶୀର୍ଷ ୨ ସ୍ଥାନରେ ୫ ଝିଅ

ନୂଆଦିଲ୍ଲୀ : କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ମୋଟ ୫୦୦ରୁ ୪୯୯ ନମ୍ବର ରଖି ଦୁଇଟି ଝିଅ ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି ୩ ଜଣ ଝିଅ…
Read More...

ଫନି ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଭୀଷଣ ସାମୁଦ୍ରିକ ବାତ୍ୟା ଫନିର ମୁକାବିଲା ପାଇଁ କରାଯାଉଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ବୈଠକରେ କ୍ୟାବିନେଟ ସଚିବ,…
Read More...

ପୁରୀ ଠାରୁ ୩୬୦ କି. ମି. ଦୂରରେ ଫନି

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଫନି’ ଏବେ ପୁରୀ ଠାରୁ ପ୍ରାୟ ୩୬୦ କିଲୋମିଟର ଦୂରରେ ଥାଇ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଶୁକ୍ରବାର ମଧ୍ୟାହ୍ନ ପରେ ବାତ୍ୟା ପୁରୀ ନିକଟବର୍ତ୍ତୀ…
Read More...

ବିଭିନ୍ନ ବିଭାଗୀୟ ସଚିବ, ରାଜ୍ୟର ବିଭିନ୍ନ ଟେଲିକମ୍ ସର୍ଭିସ ପ୍ରୋଭାଇଡରମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ମାନଙ୍କ ସହିତ ବାତ୍ୟା ଫନିର ମୁକାବିଲା ଓ ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା…
Read More...

ଫନି ପାଇଁ ଭୟଭୀତ ନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ବାତ୍ୟା ଫନିରେ ଭୟଭୀତ ନ ହେବା ପାଇଁ ରାଜ୍ୟବାସୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ସାମାଜିକ…
Read More...

ଓଡିଶାରେ ପହଂଚିଲେ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍

ଭୁବନେଶ୍ୱର :ଓଡିଶା ମୁହାଁ ହେଉଛି ବାତ୍ୟା ଫନି । ଧୀରେ ଧୀରେ ଏହା ତାଣ୍ଡବ ରୂପ ଧାରଣ କରୁଛି । ଘଂଟାକୁ ପ୍ରାୟ ୨୨ କିମି ବେଗରେ ଆସୁଥିବା ଏହି ସାମୁଦ୍ରିକ ଝଡର ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ହୋଇ ଗଲେଣି ।…
Read More...

ଫନି ପାଇଁ ଅସ୍ତରଙ୍ଗରେ ହାଇଆଲର୍ଟ

ଅସ୍ତରଙ୍ଗ: ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରକୋପରୁ ଲୋମାନଙ୍କୁ ନିରାପଦ ରଖିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଚାରି ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଗୁରୁବାର ସକାଳେ ତହସିଲଦାର ଅଶୋକ ସ୍ୱାଇଁ ଆଦେଶ ଦେଇଛନ୍ତି। ବୁଧବାର…
Read More...

ଉପକୂଳ ଅଞ୍ଚଳରେ ଥିବା ବିମାନବନ୍ଦରକୁ କରାଗଲା ଆଲର୍ଟ

ନୂଆଦିଲ୍ଲୀ: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆଙ୍କ ପକ୍ଷରୁ ସାମୁଦ୍ରିକ ବାତ୍ୟା ଫନିକୁ ନେଇ ଦେଶର ଉପକୂଳ ଅଞ୍ଚଳରେ ଥିବା ସବୁ ଏୟାରପୋର୍ଟକୁ ଆଲର୍ଟ କରିଥିବା ଜଣାଯାଇଛି। ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ…
Read More...

‘ଫନି’ ପାଇଁ ପ୍ରସ୍ତୁତ ଅଛନ୍ତି ଏନଡିଆରଏଫର ୨୮ଟି ଟିମ୍

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଓଡିଶା ମୁହାଁ ହେବାରେ ଲାଗିଛି। ଏହା ଧିରେ ଧିରେ ତାଣ୍ଡବ ରୂପ ଧାରଣ କରୁଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି। ତେବେ ‘ଫନି’ ପୁରୀ ଠାରୁ ୪୩୦ କିମି…
Read More...

ବ୍ରହ୍ମପୁର ଓ ଗୋପାଳପୁରରେ ଆରମ୍ଭ ହେଲା ବର୍ଷା ପବନ

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରଭାବରେ ବ୍ରହ୍ମପୁର ଏବଂ ଗୋପାଳପୁରରେ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି। ବାତ୍ୟା ସମୟରେ କୌଣସି ଲୋକ କଚାଘରେ ନ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଗୁରୁବାର ସକାଳ…
Read More...

‘ଫନି’ ପାଇଁ କଟକର ୧୪ଟି ବ୍ଲକରେ ଖୋଲାଗଲା କଣ୍ଟ୍ରୋଲ୍‌ ରୁମ୍‌

କଟକ : ସାମୁଦ୍ରିକ ଝଡ ‘ଫନି’ର ମୁକାବିଲା ପାଇଁ କଟକ ଜିଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଧନ ଜୀବନ ସୁରକ୍ଷିତ ରଖିବା ପାଇଁ କଟକ ଜିଲାର ୧୪ଟି ବ୍ଲକରେ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। ସେହି କଣ୍ଟ୍ରୋଲ୍‌…
Read More...

ଫନି ପାଇଁ ବିଏମ୍‌ସି ଖୋଲିଲା ୨୪ ଘଣ୍ଟିଆ ହେଲ୍‌ପ୍‌ଲାଇନ୍‌ ନମ୍ବର

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫନି’ ସମ୍ବନ୍ଧୀୟ ସୂଚନା ପାଇଁ ବିଏମ୍‌ସି ତରଫରୁ ଏକ ୨୪ ଘଣ୍ଟିଆ ହେଲ୍‌ପ୍‌ଲାଇନ୍‌ ନମ୍ବର ଖୋଲାଯାଇଛି। ନମ୍ବରଟି ହେଉଛି: ୦୬୮୦୨୨୫୦୨୯୦
Read More...