Browsing Category
Bignews
ଅନ୍ୟୂନ ୧୪ ଜଣ ବସ୍ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ବନ୍ଧୁକଧାରୀ
କ୍ୱେଟା: ଗୁରୁବାର ଦିନ ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ବସ୍ରୁ ବଳପୂର୍ବକ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇ ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ଅନ୍ୟୂନ ୧୪ ଜଣ ନିହତ ହୋଇଛନ୍ତି।ଆକ୍ରମଣକାରୀମାନେ ପରାମିଲିଟାରି!-->!-->!-->…
Read More...
Read More...
ଶେଷରେ ସମସ୍ତ ବିମାନ ଉଡ଼ାଣ ବାତିଲ କଲା ଜେଟ୍ ଏୟାରୱେଜ୍
ନୂଆଦିଲ୍ଲୀ: ଋଣ ବୋଝରେ ବୁଡ଼ିଥିବା ଜେଟ୍ ଏୟାରୱେଜ୍ ଶେଷରେ ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି। ବୁଧବାର ରାତିରୁ ସବୁ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କରିଦିଆଯାଇଥିବା ଜେଟ୍ ଏୟାରୱେଜ୍ ପକ୍ଷରୁ!-->…
Read More...
Read More...
ଆରମ୍ଭ ହେଲା ହିଙ୍ଗୁଳା ଯାତ୍ରା
ଅନୁଗୁଳ: ଆଜିଠାରୁ ତାଳଚେରର ଗୋପାଳପ୍ରସାଦଠାରେ ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କର ଯାତ୍ରା ଆରମ୍ଭ ହୋଇଛି । ଚଳିତବର୍ଷ ମା’ ହିଙ୍ଗୁଳା ମନ୍ଦିରର ପଛ ପାଖରେ ଅଗ୍ନି ରୂପରେ ଉଭା ହୋଇଛନ୍ତି । ମା’ଙ୍କର ଏହି ଅଗ୍ନିରୂପକୁ!-->…
Read More...
Read More...
ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ : ୨୭୯ ପ୍ରାର୍ଥୀ,୭୬ ଲକ୍ଷ ୯୩ ହଜାର ୧୨୩ ମତଦାତା
ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ସକାଳ ୫.୩୦ରେ ମକ୍ ପୋଲ ପରେ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି।!-->…
Read More...
Read More...
ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହା
ବଡମ୍ବା: କଟକ ବଡମ୍ବାରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏହି ପ୍ରଚାର କାର୍ଯ୍ୟକ୍ରମରେ ସେ ଉଭୟ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି ।ସେ କହିଛନ୍ତି କି, ଉପକୂଳ!-->!-->!-->…
Read More...
Read More...
କଟକରେ ଅମିତ ଶାହାଙ୍କ ରୋଡ୍ ସୋ’: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ
କଟକ: କଟକରେ ବୁଧବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତା ଶାହା ରୋଡ ସୋ’ କରିଛନ୍ତି । ଅମିତ ଶାହାଙ୍କ ରୋଡ୍ ସୋ ଦରଘା ବଜାରରୁ ଆରମ୍ଭ ହୋଇ ଚୌଧୁରୀ ବଜାର ଓ ଚଣ୍ଡୀମନ୍ଦିର ଯାଏଁ ହୋଇଥିବା ଜଣାପଡ଼ିଛି। ଶାହା ଦଳୀୟ!-->…
Read More...
Read More...
ପୁଣି ମାତିଲେ ମାଓବାଦୀ: ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା
ଫୁଲବାଣୀ : କନ୍ଧକାଳ ଜିଲା ଗୋଛାପଡ଼ା ଥାନା ବାରାଲା ଗ୍ରାମ ନିକଟରେ ବୁଧବାର ମାଓବାଦୀଙ୍କ ଗୁଳିମାଡ଼ରେ ଜଣେ ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ପୋଲିଂ ସୁପରଭାଇଜରଙ୍କ ନାମ ସଂଯୁକ୍ତା ଦିଗାଲ।!-->…
Read More...
Read More...
ଢ଼େଙ୍କାନାଳରେ ବର୍ଷିଲେ ଅମିତ ଶାହା: ମଙ୍ଗୁଳି ଜେନା ହତ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ
ଢେଙ୍କାନାଳ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୁଧବାର ଓଡ଼ିଶା ଗସ୍ତରେ ଆସି ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ମହିଷାପାଟ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଶାହା!-->…
Read More...
Read More...
ଲୋକସଭା ନିର୍ବାଚନ ପାଇଁ ବିଜେପିର ନୂଆ ତାଲିକା: କଟିଲା ସୁଷମାଙ୍କ ଟିକେଟ
ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ୪ଟି ଲୋକସଭା ଆସନ ପାଇଁ ବିଜେପି ବୁଧବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିର ଭୋପାଳ ଲୋକସଭା ଆସନ ପାଇଁ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଟିକେଟ୍ ପ୍ରଦାନ କରାଯାଇଛି। ତେବେ କେନ୍ଦ୍ର ବିଦେଶ!-->…
Read More...
Read More...
୧୦ ଜିଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ୧୦ଟି ଜିଲାରେ କାଳବୈଶାଖୀ ବର୍ଷା ସହ ବ୍ରଜପାତ ହେବାର ସମ୍ଭାବନା!-->…
Read More...
Read More...
ମାଓ ପ୍ରଭାବିତ ଅଂଚଳରେ ଅପରାହ୍ନ ୪ଟା ଯାଏ ଚାଲିବ ମତଦାନ
ଭୁବନେଶ୍ୱର: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ। ୫ଟି ଲୋକସଭା ସହିତ ୩୫ଟି ବିଧାନସଭା ଆସନ ପାଇଁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। କିନ୍ତୁ ମାଓ ଅଧ୍ୟୁଷିତ ୧୩ଟି ବିଧାନସଭା!-->…
Read More...
Read More...
ଅଂଶୁଘାତରେ ଜଣେ ମୃତ
ଭଦ୍ରକ : ଧାମନଗର ବ୍ଲକ ଅର୍ଜୁନପୁର ଗ୍ରାମରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଉଛନ୍ତି ଇନ୍ଦ୍ରଜିତ ରାଉତ (୩୩)। ସେ ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ବିଲକୁ ଯାଉଥିବା ବେଳ ହଠାତ୍ ଅଚେତ ହୋଇପଡିଥିଲେ।!-->…
Read More...
Read More...
ପ୍ରଚାର ବେଳେ ବିଜେପିର କର୍ମୀଙ୍କୁ ଆକ୍ରମଣ ଅଭିଯୋଗ: ୯ଜଣ ଆହତ
ଭୁବନେଶ୍ବର : ଭୁବନେଶ୍ବରର ନିଳାଦ୍ରି ବିହାର ମଙ୍ଗଳା ବସ୍ତିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ନିର୍ବାଚନ ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟିକ ପ୍ରାର୍ଥୀ ଅପରାଜିତା!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କଲେ ଫ୍ଲାଇଂ ସ୍କ୍ବାଡ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟରକୁ ମଙ୍ଗଳବାର ଦିନ ରାଉରକେଲାରେ ଫ୍ଲାଇଂ ସ୍କ୍ବାଡ ଯାଞ୍ଚ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ଲଗେଜକୁ ମଧ୍ୟ ଯାଞ୍ଚ କରାଯାଇଛି। ଫ୍ଲାଇଂ ସ୍କ୍ବାଡ ଟିମ୍!-->…
Read More...
Read More...
