Browsing Category

Bignews

ଗୁରୁବାର ୨ୟ ପର୍ଯ୍ୟାୟ ନିର୍ବାଚନ: ୫ ଲୋକସଭା, ୩୫ ବିଧାନସଭା କ୍ଷେତ୍ରରେ ହେବ ଭୋଟଗ୍ରହଣ

ଭୁବନେଶ୍ଵର: ୧୮ ତାରିଖ ଅର୍ଥାତ୍‌ ଗୁରୁବାର ଦିନ ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା ଲୋକସଭା ଆସନ ସମେତ ଏହା ଅନ୍ତର୍ଗତ ୩୫ଟି…
Read More...

ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ହଳଦିପଡିଆ ବସ୍ତିରୁ ପୁଣି ବ୍ରାଉନସୁଗାର ଜବତ କରାଯାଇଛି। ପୁଲିସ, ଅବକାରୀ ଫ୍ଲାଇଂ ସ୍କ୍ବାଡ ବିଭାଗ ବୁଧବାର ସକାଳେ ଚଢାଉ କରି ୨୦ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି। ଏଥିସହ ଜଣଙ୍କୁ…
Read More...

ଭାରତରେ ଟିକ୍‌ଟକକୁ ବ୍ଲକ କଲା ଗୁଗଲ

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାରଙ୍କ ଆଦେଶ ପରେ ଗୁଗଲ ଚୀନ ଭିଡିଓ ଆପ୍‌ ଟିକ୍‌ଟକକୁ ଭାରତରେ ବ୍ଲକ କରିଦେଇଛି। ଫଳରେ ଏଣିକି ଗୁଗଲ ପ୍ଲେ ଷ୍ଟୋରରୁ ଆଉ ଟିକ୍‌ଟକ ଆପ୍‌କୁ ଡାଉନଲୋଡ୍‌…
Read More...

ପ୍ରଚାର ମଇଦାନରେ ନବୀନ : ଆଜି କରଞ୍ଜିଆରୁ ଆରମ୍ଭ, କଟକରୁ ଭୁବନେଶ୍ୱର ରୋଡ୍ ସୋ’ରେ ଶେଷ

ଭୁବନେଶ୍ୱର :ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ୟ ଏବଂ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର ଆଜି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରୁ ଆରମ୍ଭ ହେବ…
Read More...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ବୁଥ୍ ଅଭିମୁଖେ ପୁଲିଂ ପାର୍ଟି

ଭୁବନେଶ୍ବର : ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଗୁରୁବାର ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୁଧବାର ସନ୍ଧ୍ୟାରୁ ପୁଲିଂ ପାର୍ଟି ସମସ୍ତ ନିର୍ବାଚନ ସାମଗ୍ରୀ ଧରି ମତଦାନ…
Read More...

ତାମିଲନାଡୁର ଭେଲୋର୍‌ ଲୋକସଭା ଆସନରେ ନିର୍ବାଚନ ବାତିଲ

ନୂଆଦିଲ୍ଲୀ: ତାମିଲନାଡୁର ଭେଲୋର୍‌ ଲୋକସଭା ଆସନର ଭୋଟ୍‌ ଗ୍ରହଣ ବାତିଲ କରାଯାଇଛି ବୋଲି ମଙ୍ଗଳବାର ଦିନ ନିର୍ବାଚନ କମିସନ କହିଛନ୍ତି। ଏପ୍ରିଲ୍‌ ୧୮ ତାରିଖରେ ଭୋଟ୍‌ ଗ୍ରହଣ ସେ ଆସନରୁ ଭୋଟ୍‌ ଗ୍ରହଣ କରାଯିବା ପାଇଁ ଦିନ…
Read More...

ଆଜି କଟକରେ ନବୀନ ଓ ଅମିତ ଶାହାଙ୍କ ରୋଡ-ଶୋ’

କଟକ : ଆସନ୍ତା ୨୩ତାରିଖରେ ଅନୁଷ୍ଠିତ ହେବାକୁଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବୁଧବାର ଉଭୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ଓ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ…
Read More...

କେନ୍ଦ୍ର ସରକାର ପ୍ରତି ଲୋକଙ୍କର ବିଶ୍ୱାସ ଅଛି: ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଆଜିର ସରକାର ପ୍ରତି ଲୋକଙ୍କର ବିଶ୍ୱାସ ରହିଛି। ଦିଲ୍ଲୀରେ ଏକ ମଜବୁତ ସରକାର ବସିଛି ବୋଲି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସାଧାରଣ ଜନତାଙ୍କୁ କହିଛନ୍ତିି। ଭାରତୀୟ ଜନତା ପାର୍ଟି ପକ୍ଷରୁ…
Read More...

ଭୁବନେଶ୍ୱରରେ ମୋଦୀଙ୍କ ରୋଡ ଶୋ

ଭୁବନେଶ୍ଵର: ରାଜ୍ୟରେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବା ପାଇଁ କ୍ରମାଗତ ଓଡ଼ିଶା ଗସ୍ତ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ପରେ ସନ୍ଧ୍ୟା ପ୍ରାୟ ୫ଟା ୧୫ରେ…
Read More...

୧୬ରୁ ୨୦ ଯାଏଁ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ମଙ୍ଗଳବାର ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଛି। ପାଣିପାଗ ବିଭାଗ ପକ୍ଷରୁ…
Read More...

କେଉଁ କାରଣରୁ ନବୀନଙ୍କୁ ପୋଷ୍ଟମ୍ୟାନର ଆଖ୍ୟା ଦେଲେ ମୋଦି? ଜାଣନ୍ତୁ…

ସମ୍ବଲପୁର : ଆଜି ଓଡ଼ିଶାର ସମ୍ବଲପୁରରେ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯୋଗ ଦେଇ ନିଜ ଭାଷଣରେ ସେ ଓଡ଼ିଶାରେ ଥିବା ନିଜର ଦୁଇ ବିପକ୍ଷ ଦଳ କଂଗ୍ରେସ ଏବଂ ବିଜୁ ଜନତା ଦଳକୁ କଟାକ୍ଷ…
Read More...

ଟିକ୍‌ଟକ୍‌ ଆପ୍‌ ଉପରେ କଟକଣା: ପ୍ଲେ ଷ୍ଟୋରରୁ ଆପ୍‌ ହଟାଇବାକୁ ଗୁଗଲ ଓ ଆପଲକୁ ସରକାରଙ୍କ ନିର୍ଦେଶ

ନୂଆଦିଲ୍ଲୀ: ଚୀନ ଭିଡିଓ ଆପ୍‌ ଟିକ୍‌ଟକ୍‌ ଉପରେ ଶେଷରେ ସରକାର କଟକଣା ଲଗାଇଛନ୍ତି। ନିଜ ପ୍ଲେ ଷ୍ଟୋରରୁ ଏହି ଆପ୍ଲିକେଶନକୁ ହଟାଇବାକୁ ଗୁଗଲ ଏବଂ ଆପଲକୁ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ…
Read More...

ବିଜେପି ନେତା ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ: ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏନେଇ ଭାରପ୍ରାପ୍ତ ଡିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି। ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚର ଡିଏସ୍‌ପି ପ୍ରମୋଦ ରଥଙ୍କୁ…
Read More...

୧୮ ରୁ ଖରା ଛୁଟି

ଭୁବନେଶ୍ବର : ୧୮ ରୁ ଖରା ଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ । ସ୍ବତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏ ନେଇ…
Read More...