Browsing Category

Bignews

ତାମିଲନାଡୁର ଭେଲୋରରେ ସ୍ଥଗିତ ହୋଇପାରେ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ତାମିଲନାଡୁର ଭେଲୋର ଲୋକସଭା ଆସନ ପାଇଁ ଏପ୍ରିଲ ୧୮ରେ ହେବାକୁ ଥିବା ମତଦାନ ସ୍ଥଗିତ ହୋଇପାରେ। ଏନେଇ ନିର୍ବାଚନ କମିସନ୍‌ ଏକ ପତ୍ର ରାଷ୍ଟ୍ରପତିଙ୍କୁ ପଠାଇ ଦେଇଛନ୍ତି। କାରଣ ଲୋକସଭା ନିର୍ବାଚନର ଅଧିସୂଚନା…
Read More...

ଝାରସୁଗୁଡାରେ ପହଞ୍ଚିଲେ ମୋଦୀ

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ସେ ଏକ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡାରେ ପହଞ୍ଚିଲେ। ଝାରସୁଗୁଡାରୁ ମୋଦୀ ସମ୍ବଲପୁର ଅଭିମୁଖେ ଯିବେ। ସେଠାରେ ସେ ଏକ…
Read More...

୨୬ରେ ବାରାଣାସୀରେ ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୬ ତାରିଖରେ ବାରାଣାସୀ ଆସନରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାର୍ଥୀପତ୍ର ଦାଖଲ…
Read More...

ଚଳିତ ବର୍ଷ ସ୍ୱାଭାବିକ ବର୍ଷା

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ସୋମବାର ମୌସୁମୀକୁ ନେଇ ଚଳିତ ବର୍ଷର ପ୍ରଥମ ଅନୁମାନ ଜାରି କରିଛି। ପାଣିପାଗ ବିଭାଗ ଅନୁସାରେ ଚଳିତ ବର୍ଷ ମୌସୁମୀ ଋତୁରେ (ଜୁନ- ସେପ୍ଟେମ୍ବର)ରେ ସ୍ୱାଭାବିକ ବର୍ଷା ହେବ…
Read More...

ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୩.୧୮%କୁ ବୃଦ୍ଧି

ନୂଆଦିଲ୍ଲୀ : ଖାଦ୍ୟପଦାର୍ଥ ଏବଂ ଇନ୍ଧନ ଦର ବୃଦ୍ଧିର ପ୍ରଭାବ ଭାରତୀୟ ପାଇକାରୀ ବଜାର ଉପରେ ପଡ଼ିଛି। ଫଳରେ ମାର୍ଚ୍ଚ ମାସର ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୩.୧୮%ରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ସୋମବାର ପ୍ରକାଶିତ…
Read More...

ପ୍ରକାଶ ପାଇଲା ବିଶ୍ୱକପ୍ ୨୦୧୯ର ଖେଳସୂଚୀ: ଜାଣନ୍ତୁ ଭାରତ ସହ କେବେ ଖେଳିବ ପାକିସ୍ତାନ

ନୂଆଦିଲ୍ଲୀ: ଇଂଲଣ୍ଡରେ ଆଗାମୀ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ ବିଶ୍ୱକପ୍‌ ପାଇଁ ସୋମବାର ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା ହୋଇଛି। ବିରାଟ କୋହଲି ଅଧିନାୟକ ପଦ ବଜାୟ ରଖିଥିବା ବେଳେ ରୋହିତ୍‌ ଶର୍ମା ପୂର୍ବବତ…
Read More...

ବିଜେପି ଘୋଷଣା କଲା ୭ ଜଣିଆ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ଏକ ବିଂଶତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଉତ୍ତରପ୍ରଦେଶର ୭ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଭୋଜପୁରୀ ଗାୟକ ତଥା ଅଭିନେତା ରବି…
Read More...

ଜେଟ୍‌ ଏୟାରେଓ୍ଵଜ୍‌ର ବିମାନସେବା ବନ୍ଦ ପରେ ଆକାଶ ଛୁଆଁ ହେଲା ଟିକେଟ ଦର

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ଜେଟ୍‌ ଏୟାରେଓ୍ଵଜ୍‌ର ବିମାନସେବା ବନ୍ଦ ହୋଇଯିବା ପରେ ଦେଶରେ ବିମାନ ଯାତ୍ରୀ ସେବା ଗଭୀର ଭାବେ ପ୍ରଭାବିତ ହୋଇଛି। ବିମାନ ଅଭାବ କାରଣରୁ ଯାତ୍ରୀମାନେ ନାହିଁ ନଥିବା…
Read More...

ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ‘ଚୌକିଦାର ଚୋର ହୈ’ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାଫେଲ ମାମଲାରେ ରାହୁଲ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୌକିଦାର ଚୋର ହୈ’ କହିଆସୁଥିଲେ। ଗତ…
Read More...

ବିଜେପି ନେତାଙ୍କ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ କରିବ ତଦନ୍ତ

ଖୋର୍ଦ୍ଧା : ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ତଦନ୍ତ ତଦାରଖ କରିବେ। ଏନେଇ ଇନଚାର୍ଜ ଡିଜିପି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି । ଏହି…
Read More...

କ୍ରିକେଟ ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କଲା ବିସିସିଆଇ

ମୁମ୍ବାଇ:  କ୍ରିକେଟ ବିଶ୍ୱକପ  ପାଇଁ ବିସିସିଆଇ ଘୋଷଣା କଲା ଭାରତୀୟ ଟିମ୍ । ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଟିମ୍। ମୋଟ ୧୫ ଜଣିଆ ଟିମର ଘୋଷଣା କରିଛି ବିସିସିଆଇ । ବିଶ୍ୱକପ ପାଇଁ…
Read More...

ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ କାରଖାନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ  ଓୟୁଏଟିର ଜନୈକ କର୍ମଚାରୀଙ୍କ ସରକାରୀ ବାସଭବନରୁ ଏକ  ବନ୍ଧୁକ କାରଖାନା ପୁଲିସ ଠାବ କରିଥିବା ସୋମବାର ଖବର ମିଳିଛି। ଓୟୁଏଟି କଲୋନିର ଏକ  ସରକାରୀ ବାସଭବନରୁ ଠାବ ହୋଇଥିବା ବନ୍ଧୁକ…
Read More...

ନୂଆ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର:ଯୋଗୀ ଆଦିତ୍ୟନାଥ

ଅନୁଗୁଳ: ଓଡ଼ିଶାରେ ବିଜେଡି ସରକାର ଅନେକ ଦୁର୍ନୀତିରେ ଲିପ୍ତ ରହିଛି। ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ଚିନ୍ତା କରୁନାହାନ୍ତି। ସେହିପରି କଂଗ୍ରେସ ଦେଶକୁ ରସାତଳକୁ ଠେଲି ଦେଇଛି। କଂଗ୍ରେସ ସମୟରେ ଦେଶ ପ୍ରତି ବିପଦ…
Read More...

ପ୍ରଫୁଲ ଘଡ଼ାଇଙ୍କୁ ନୂଆ ଦାୟିତ୍ୱ: ତିନି ବିଧାନସଭା ଆସନ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କଲେ…

ଭୁବନେଶ୍ୱର : ପ୍ରଫୁଲ ଘଡ଼ାଇଙ୍କୁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନୂଆ ଦେଇଛନ୍ତି। ତିନି ବିଧାନସଭା ପାଇଁ ଆସନ ପାଇଁ ତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ…
Read More...