Browsing Category
Bignews
‘ପିରିଅଡ୍ ଏଣ୍ଡ୍ ଅଫ୍ ସେଣ୍ଟେନ୍ସ’କୁ ମିଳିଲା ଓସ୍କାର ପୁରସ୍କାର
ନୂଆଦିଲ୍ଲୀ: ପୁଣିଥରେ ଭାରତ ରଚିଲା ଇତିହାସ । ଏଥର ଭାରତୀୟ ଏକ ଶଟ୍ ଫିଲ୍ମକୁ ସିନେମା ଜଗତର ଶ୍ରେଷ୍ଠ ପୁରସ୍କାର ଓସ୍କାର ଆୱାର୍ଡରେ ସମ୍ମାନିତ କରାଯାଇଛି । ଚଳିତ ବର୍ଷର ଓସ୍କାର ଆୱାର୍ଡ ଆମେରିକାର କାଲିଫର୍ଣ୍ଣିଆର!-->…
Read More...
Read More...
ଢେଙ୍କାନାଳରେ ଚାଷୀ ସମାବେଶ: ଉତ୍କଳ ଦିବସରେ ଚାଷୀଙ୍କୁ ମିଳିବ ୨ ପର୍ୟ୍ୟାୟ ‘କାଳିଆ’ ଟଙ୍କା
ଢେଙ୍କାନାଳ: ଆସନ୍ତା ଏପ୍ରିଲ ୧ ତଥା ଉତ୍କଳ ଦିବସରେ ଚାଷୀଙ୍କୁ ଦ୍ୱିତୀୟ ପର୍ୟ୍ୟାୟ ‘କାଳିଆ’ ଟଙ୍କା ମିଳିବା ନେଇ ଢେଙ୍କାନାଳ ଜିଲ୍ଲା ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଜଣେ!-->…
Read More...
Read More...
ପିଏମ କିଷାନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ,ପ୍ରଥମ କିସ୍ତିରେ ଚାଷୀଙ୍କୁ ମିଳିବ ୨ ହଜାର ଟଙ୍କା
ଲକ୍ଷେ୍ନø: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଗୋରଖପୁରଠାରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦେଶ ପାଇଁ!-->…
Read More...
Read More...
ରାଜ୍ୟ ସରକାରଙ୍କ ପାଇଁ କାଳିଆ ଛାତ୍ରବୃତି ଯୋଜନା ଏକ ବାହାନା: ଧର୍ମେନ୍ଦ୍ର
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପାଇଁ କାଳିଆ ଛାତ୍ରବୃତି ଯୋଜନା ଏକ ବାହାନା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ରାଜ୍ୟର ସଂଖ୍ୟାଧିକ ଚାଷୀ ତଥା ଓବିସି ପରିବାରକୁ ଧୋକା!-->…
Read More...
Read More...
ସୁନ୍ଦରଗଡ଼ରେ ହାତୀ
ସୁନ୍ଦରଗଡ଼: ସୁନ୍ଦରଗଡରେ ହାତୀ । ରବିବାର ସକାଳେ ସୁନ୍ଦରଗଡ଼ ସହର ମିସନ୍ ଛକ ଠାରେ ଅବସ୍ଥିତ ମିସନ୍ ଗୀର୍ଜା ପରିଧି ମଧ୍ୟକୁ ଗୋଟାଏ ବଣୁଆ ଦନ୍ତାହାତୀ ପଶି ଯାଇଛି। ଗୀର୍ଜା ପରିସର ଚଉହଦି ପାଚେରୀ ବୁଲିଥିବାରୁ ହାତୀଟି!-->…
Read More...
Read More...
ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଘଟଣା: ୧୧ ସସ୍ପେଣ୍ଡ, ୫ ଶିକ୍ଷକ ଗିରଫ
ଭୁବନେଶ୍ୱର: ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଶନିବାର ଯାଏଁ ୧୧ ଜଣ କର୍ମଚାରୀ ସସ୍ପେଣ୍ଡ ହୋଇଛନ୍ତି। ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୫ ଜଣ ଶିକ୍ଷକଙ୍କୁ ନୂଆପଡ଼ା ଜିଲ୍ଲାର ବୋଡେନ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।!-->…
Read More...
Read More...
ଶ୍ରୀମନ୍ଦିର ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି ରାଜ୍ୟ ସରକାର : ଗଜପତି
ପୁରୀ: ଆଜି ପୁରୀ ଆସିଥିବା ଆମିକସ କ୍ୟୁରି ରଂଜିତ କୁମାର ଗଜପତିଙ୍କ ସହ ଆଲୋଚନା କରିଛନ୍ତି । ୩ଟି ବିଷୟରେ ଆଲୋଚନା ହୋଇଥିବା ଗଜପତି କହିଛନ୍ତି । ୬୦ ବର୍ଷ ହେବ ରାଜ୍ୟ ସରକାର ଶ୍ରୀମନ୍ଦିରର ଦାୟିତ୍ୱ ନେବା ପରଠାରୁ ଅନ୍ୟ!-->…
Read More...
Read More...
ରାଜ୍ୟସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଆଜି ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ । ଏଥିରେ ସେ ରାଜ୍ୟ ସରକାରଙ୍କର ଅସହଯୋଗ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପ ଗୁଡିକ ବାଧାପ୍ରାପ୍ତ ହେଉଛି କହି ସିଧାସଳଖ ରାଜ୍ୟସରକାରଙ୍କୁ ଟାର୍ଗେଟ!-->…
Read More...
Read More...
ଶ୍ରୀନଗରକୁ ୧୦୦ କମ୍ପାନି ପାରାମିଲିଟାରି ଫୋର୍ସ ପଠାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିମାନ ଯୋଗେ ଅଧିକ ୧୦୦ କମ୍ପାନି ପରାମିଲିଟାରି ଫୋର୍ସ ପଠାଇଥିବା ଜଣାପଡ଼ିଛି । ଶୁକ୍ରବାର ରାତ୍ରୀରେ ଜେକେଏଲ୍ଏଫ୍ ମୁଖ୍ୟ ୟାସିନ୍ ମଲିକଙ୍କୁ ଅଟକ କରିବା ଓ ଉପତ୍ୟକାରେ ଡଜନାଧିକ!-->…
Read More...
Read More...
ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକ ଗିରଫ
ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଜେକେଏଲଏଫ୍ ପ୍ରମୁଖ ୟାସିନ୍ ମଲ୍ଲିକଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଚଢ଼ଉ କରି ଗିରଫ କରାଯାଇଛି । ସୋମବାର ସୁପ୍ରିମ୍ କୋର୍ଟରେ ଧାରା ୩୫-ଏ ସଂକ୍ରାନ୍ତ!-->…
Read More...
Read More...
ଜୈଶ୍ -ଏ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ଉତ୍ତରପ୍ରଦେଶର ଆଣ୍ଟି-ଟେରୋରିଜମ୍ ସ୍କ୍ଵାଡ୍
ଲକ୍ଷ୍ନୌ : ପୁଲଓ୍ଵାମା ଆକ୍ରମଣର ସପ୍ତାହେ ପରେଜୈଶ୍-ଏ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଉତ୍ତରପ୍ରଦେଶର ଆଣ୍ଟି-ଟେରୋରିଜମ୍ ସ୍କ୍ଵାଡ୍ । ଦୁଇ ଆତଙ୍କବାଦୀଙ୍କୁ ଉତ୍ତରପ୍ରଦେଶର ସାହରାନପୁର!-->…
Read More...
Read More...
ପୁଲୱାମା ଆକ୍ରମଣରେ ସହିଦ୍ ଯବାନ୍ ସୁବ୍ରମଣ୍ୟମଙ୍କ ମୃତ ବା ଜୀବିତକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ
ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ୪୪ ଯବାନଙ୍କ ମଧ୍ୟରୁ ସୁବ୍ରମଣ୍ୟମ ହେଉଛନ୍ତ୍ି ଜଣେ । ତେବେ ଏହି ଘଟଣାର ଏକ ସପ୍ତାହ ପରେ ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ!-->…
Read More...
Read More...
ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ କଥା ମାନିଲେ ବୋର୍ଡ କର୍ତ୍ତୃପକ୍ଷ
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ଅର୍ଥାତ୍ ଆଜି ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥା ସ୍ୱୀକାର କରିଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ତାଙ୍କ!-->…
Read More...
Read More...
ପୁଣି ଭୁବନେଶ୍ୱରରେ ବାଘ ଆତଙ୍କ
ଭୁବନେଶ୍ୱର: ପୁଣି ଭୁବନେଶ୍ୱରରେ ବାଘ ଆତଙ୍କ । ରାଜଧାନୀର ରଙ୍ଗମାଟିଆ ତଳସାହି ଅଂଚଳରେ ବାଘ ବୁଲୁଥିବା ଦେଖିବାକୁ ପାଇଛନ୍ତି ସ୍ଥାନୀୟ ଲୋକେ । ଏନେଇ ବନବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚିଛି । ଏବଂ ସ୍ଥାନୀୟ!-->…
Read More...
Read More...
