Browsing Category

Bignews

୨୬ରେ ରାମଜନ୍ମଭୂମି ବାବରୀ ମସଜିଦ୍ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମଜନ୍ମଭୂମି ବାବରୀ ମସଜିଦ୍ ମାମଲାର ଶୁଣାଣି ଫେବୃଆରୀ ୨୬ରେ ସୁପ୍ରିମକୋର୍ଟ କରିବେ ବୋଲି ଜଣାପଡ଼ିଛି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଏକ ୫ ଜଣିଆ…
Read More...

୨ଶହ ୫୧ କୋଟିର ୧୨ଟି ପ୍ରକଳ୍ପର ଉଦଘାଟନ୍‌, ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ବୁଧବାର ମୁଖ୍ୟମନ୍ତ୍ରୀ ପୁରୀ କଣାସଗସ୍ତରେ ଯାଇ ୨ଶହ ୫୧ କୋଟିର ୧୨ଟି ପ୍ରକଳ୍ପର ଉଦଘାଟନ୍‌ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ନିବନିର୍ମିତ ସତ୍ୟବାଦୀ ତହସିଲ କାର‌୍ୟ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି…
Read More...

କଳାହାଣ୍ଡିରେ ଯୋଗୀ ଆଦିତ୍ୟନାଥ: ଆତଙ୍କବାଦୀଙ୍କୁ ଗୁଳିର ଜବାବ ଗୁଳିରେ ଦେବୁ

କଳାହାଣ୍ଡି: ବୁଧବାର ଓଡ଼ିଶା ଗସ୍ତରେ ଆସିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାୟପୁର ହେଲକପ୍ଟର ଯୋଗେ କଳାହାଣ୍ଡିରେ ପହଂଚିଥିଲେ ଯୋଗୀ ଆଦିତ୍ୟନାଥ । କଳାହାଣ୍ଡିରେ ପହଂଚି ଆରାଧ୍ୟ ଦେବତା ମା’…
Read More...

ବକେୟା ନଦେଲେ ଜେଲ ଯିବେ ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ: ବକେୟା ନ ଦେଲେ ରିଲାଏନ୍ସ କମ୍ୟୁନିକେସନ୍ର ଅଧ୍ୟକ୍ଷ ତଥା ଶିଳ୍ପପତି ଜେଲ ଯିବେ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଅନୀଲ ଅମ୍ବାନୀ ଓ ୨ ଜଣ…
Read More...

ମହିଳାଙ୍କ ବ୍ୟାଗ୍ରୁ ମିଳିଲା ୮ ସୁନା ବିସ୍କୁଟ୍

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରୁ ଜଣେ ମହିଳାଙ୍କ ବ୍ୟାଗ୍ରୁ ୮ଟି ସୁନା ବିସ୍କୁଟ ଜବତ କରାଯାଇଛି । ଯାହା ପ୍ରାୟ ୧ କେଜି ଓଜରର ସୁନା ହେବ । ଏହାକୁ ରାଜସ୍ୱ ବିଭାଗର ଗୁଇନ୍ଦା ଅଧିକାରୀ…
Read More...

‘କାଳିଆ’ ଛାତ୍ରବୃତ୍ତି ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଛାତ୍ରବୃତ୍ତି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ସମସ୍ତ କାଳିଆ ହିତାଧୀକାରୀଙ୍କ ପିଲାମାନେ ‘କାଳିଆ’ ଛାତ୍ରବୃତ୍ତି ପାଇଁ kalia.co.in/scholarship…
Read More...

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କଟକ: ଅନୁଗୁଳ ଜିଲ୍ଲାର ଜଣେ ନାବାଳିକାଙ୍କୁ କଟକରେ ଗଣଦୁଷ୍କର୍ମ ହୋଇଥିବା ଆଜି ଅଭିଯୋଗ ହୋଇଛି । ସମ୍ପୃକ୍ତ ନାବାଳିକଙ୍କୁ ୫ଜଣ ଯୁବକ ଶନିବାର ଠାରୁ ଅଟକ ରଖି ଗଣଦୁଷ୍କର୍ମ କରିଥିବା ଜିଆରପି ଥାନାରେ ଅଭିଯୋଗ ହୋଇଛି । ଏକ…
Read More...

ପୁଣିଥରେ ଜୈଶ୍-ଇ-ମହମ୍ମଦ ଜାରି କଲା ନୂଆ ଭିଡିଓ

ନୂଆଦିଲ୍ଲୀ: ଗୋଟିଏ ପଟେ ପାକିସ୍ତାନ ନିଜର ପୁଲୱାମା ଆକ୍ରମଣରେ କୌଣସି ହାତ ନ ଥିବା ସଫେଇ ଦେଇଥିବାବେଳେ ଅନ୍ୟପଟେ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଆଜି ଏକ ନୂଆ ଭିଡିଓ ଜାରି କରିଛି । ଜୈଶ୍-ଇ-ମହମ୍ମଦ ସଂଗଠନ ପକ୍ଷରୁ…
Read More...

ରୁନାୟା ରିଫାଇନାରୀର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଝାରସୁଗୁଡ଼ାଠାରେ ରୁନାୟା ରିଫାଇନାରୀ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ଏକ ଅବିଶ୍ରାନ୍ତ ପ୍ରକଳ୍ପ ଅଟେ ଯାହା ପ୍ରଥମ ଏକମାତ୍ର ସବୁଜ ଜ୍ଞାନକୌଶଳରେ…
Read More...

ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର କଲେ ଉଦ୍ଘାଟନ, ଶିଳାନ୍ୟାସ

ଯାଜପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଯାଜପୁର ଗସ୍ତ କରି ବିଞ୍ଝାରପୁରରେ ପହଂଚିଥିଲେ । ସେଠାରେ ୩୮କୋଟି ଟଙ୍କାର ୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ୩କୋଟି ଟଙ୍କାର ୨ଟି ପ୍ରକଳ୍ପର ଭିତିପ୍ରସ୍ତର…
Read More...

ରାଜଧାନୀରେ ବାଘ ଆତଙ୍କ: ଫେଲ ମାରିଛି ଅପରେସନ୍ ଲିଓପାର୍ଡ ପ୍ରଥମ ପର୍ଯ୍ୟାୟ

ଭୁବନେଶ୍ୱର: ଗତକାଲି ଠାରୁ ରାଜଧାନୀରେ ବାଘ ଆତଙ୍କ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ତେବେ ଭୁବନେଶ୍ୱର ବିମାନବନ୍ଦର ନିକଟ ଜଙ୍ଗଲରେ ବାଘ ବୁଲୁଥିବା ସୂଚନା ମିଳିବା ପରେ ତାକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ…
Read More...

ରାଜଧାନୀରେ ଗର୍ଜିଲେ ଜମାକାରୀ

ଭୁବନେଶ୍ୱର: ଚିଟ୍ଫଣ୍ଡ ଜମାକାରୀ ମଙ୍ଗଳବାର ରାଜଧାନୀରେ ଏକାଠି ହୋଇଛନ୍ତି । ମିଳିତ ମଂଚର ଡାକରାରେ ଏକାଠି ହୋଇଥିବା ଏହି ଜମାକାରୀମାନେ ନିଜର ଦାବି ପୂରଣ ନ ହେଲେ ସରକାରଙ୍କ ବିଫଳତା ବିରୋଧରେ ସତ୍ୟାଗ୍ରହ କରିବାକୁ ଧମକ…
Read More...

୧୮ ଶିଳ୍ପର ଶୁଭ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ଟି ଶିଳ୍ପ ନିର୍ମାଣର ଶୁଭ ଦେବା ସହ ଉଦ୍‌ଘାଟନ କରିଛନ୍ତି। ଏହା ୩, ୪୬୫ ଜଣ ଲୋକଙ୍କ ନିମନ୍ତେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।…
Read More...

ବାହାଘର ଶୋଭାଯାତ୍ରା ଭିତରକୁ ମାଡି ଆସିଲା ଟ୍ରକ୍ : ୧୩ ମୃତ, ୧୫ ଆହତ

ଜୟପୁର: ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି । ଏକ ବରଯାତ୍ରୀ ଯାଉଥିବା ସମୟରେ ସେହି ଭିତରକୁ ଏକ ଟ୍ରକ୍ ମାଡିଆସିବା ଫଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ…
Read More...