Browsing Category

Bignews

ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍

ଜୟପୁର: ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଜୟପୁର ବନ୍ଧୁଗାଁ ବ୍ଲକର ସରକାରୀ ସ୍କୁଲରେ ପରୀକ୍ଷା ବେଳେ ଲିକ୍ ହୋଇଛି ପ୍ରଶ୍ନପତ୍ର । ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରଶ୍ନପତ୍ର…
Read More...

ଡଙ୍ଗା ପାର ହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ୪୦ ଛାତ୍ରଛାତ୍ରୀ

ଅସ୍ତରଙ୍ଗ: ଆଜି ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ବିପଦ ସଙ୍କୁଳ ଅବସ୍ଥାରେ ୪୦ ଜଣ ପରୀକ୍ଷାର୍ଥୀ ଦେବୀ ନଦୀରେ ଡଙ୍ଗା ପାର ହୋଇ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଦେଖିବାକୁ ମିଳିଥିଲା । ଏପରି ଅଭାବନୀୟ ଚିତ୍ର…
Read More...

ଅଟାରୀ-ଓ୍ଵାଘା ସୀମାରେ ଆମଦାନୀ ବନ୍ଦ

ନୂଆଦିଲ୍ଲୀ: ପାଣି ବନ୍ଦ ପରେ ଭାରତ ସରକାର ଆଜି ଆଉ ଏକ ନିଷ୍ପତି ନେଇଛନ୍ତି । ପୂର୍ବରୁ ପାକିସ୍ତାନକୁ ଭାରତର ଟମାଟର୍‌ ଚାଷୀମାନେ ଟମାଟର୍‌ ବିକିବା ବନ୍ଦ କରି ସାରିଛନ୍ତି। ଫଳ ଉପରେ ଆବଶ୍ୟକଠାରୁ ବେଶି ପରିମାଣର କର…
Read More...

ଭାରତ ପାଣି ବନ୍ଦ କଲେ ଦେଶ ଉପରେ ପଡିବନି ପ୍ରଭାବ:ପାକିସ୍ତାନ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନକୁ ପାଣି ଦେବାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିବା ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି । ଏନେଇ ଗୋଟିଏ ଦିନ ପରେ ଅର୍ଥାତ୍ ଆଜି ପାକିସ୍ତାନ…
Read More...

ପିଏମ୍ ଯୋଜନାରେ ସାମିଲ ହେବ ଓଡ଼ିଶା

ଭୁବନେଶ୍ୱର: କାଳିଆ ଯୋଜନାର କାର୍ଯ୍ୟାନ୍ୱୟନ ତଦାରଖ ପାଇଁ ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ କିଷାନ୍…
Read More...

କେନ୍ଦୁପତ୍ର କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭେଟି

ଭୁବନେଶ୍ୱର: କେନ୍ଦୁପତ୍ର କର୍ମଚାରୀଙ୍କୁ ରାଜ୍ୟ ସରକାର ଗୁରୁବାର ଏକ ଭେଟି ଦେଇଛନ୍ତି । ସରକାର କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ଏହି ପଦକ୍ଷେପ ନେବା ପରେ…
Read More...

ଓସ୍କାର ଦୌଡରେ ଭାରତୀୟ ଫିଲ୍ମ

ନୂଆଦିଲ୍ଲୀ: ଆସନ୍ତା ୨୪ରେ ବିଶ୍ୱର ସବୁଠାରୁ ବଡ ଫିଲ୍ମ ଆୱାର୍ଡ “ଦ ଓସ୍କାର ୨୦୧୯” ହେବାକୁ ଯାଉଛି । ୯୧ତମ ଏହି ଆୱାର୍ଡ ଶୋ’ରେ ବିଜୟ ଲାଭ କରିବା ପାଇଁ ବିଶ୍ୱର ନାମୀଦାମୀ ଫିଲ୍ମ ଦୌଡରେ ସାମିଲ ହୋଇଛନ୍ତି । ତେବେ ଏହି…
Read More...

ନବନିର୍ମାଣ କୃଷକ ସଂଗଠନର ୧୨ଘଂଟିଆ ଓଡିଶା ବନ୍ଦ ପାଳନର ପଡିଲା ଆଂଶିକ ପ୍ରଭାବ

ଭୁବନେଶ୍ୱର: ନବ ନିର୍ମାଣ ଓଡିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଚାଷୀ ଆନ୍ଦୋଳନକୁ ପୋଲିସର ଦମନ ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପାଳନ କରାଯାଉଥିବା ୧୨ଘଂଟିଆ…
Read More...

ଇସ୍ତଫା ଦେଲେ ଛିନ୍ଦଓ୍ଵାଡାର କଂଗ୍ରେସ ବିଧାୟକ ଦୀପକ ସକସେନା

ଭୋପାଳ: ଛିନ୍ଦଓ୍ଵାଡାର କଂଗ୍ରେସ ବିଧାନସଭା ସଦସ୍ୟ ଦୀପକ ସକସେନା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କପାଇଁ ଇସ୍ତଫା ଦେଇଛନ୍ତି। ଦୀପକ ସକସେନା ଗତକାଲି ନିଜର ଇସ୍ତଫା ପତ୍ର ବିଧାନସଭାର ବାଚସ୍ପତି ଙ୍କୁ ପ୍ରଦାନ…
Read More...

ବରଗଡ଼ରେ ମୁଖ୍ୟମନ୍ତ୍ରୀ: କିଷାନ ଯୋଜନା ଆଡରେ କେନ୍ଦ୍ରକୁ ଟାର୍ଗେଟ କଲେ

ବରଗଡ଼: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଯାଇଛନ୍ତି । ସେଠାରେ ୫୧୫କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଉଦ୍ଘାଟନ ସହ ୧୪୯୫ କୋଟିରୁ ଊଦ୍ଧ୍ୱର୍ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ବ୍ୟତୀତ…
Read More...

କଳିଙ୍ଗାଘାଟିରେ ଓଲଟିଲା ବସ୍: ୪୦ରୁ ଊଦ୍ଧ୍ୱର୍ ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅଧୀନ କଳିଙ୍ଗାଘାଟିରେ ଆଜି ସକାଳେ ବସ୍ ଓଲଟି ୪୦ରୁ ଊଦ୍ଧ୍ୱର୍ ବ୍ୟକ୍ତି ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଂଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି…
Read More...

ହିମାଂଚଳପ୍ରଦେଶରେ ବରଫସ୍ଫଳନ: ଜଣେ ଯବାନ ମୃତ, ୫ ନିଖୋଜ

କିନ୍ନାଉର: ହିମାଂଚଳ ପ୍ରଦେଶ କିନ୍ନାଉର ଜିଲ୍ଲା ମନଗୟାରେ ବୁଧବାର ବରଫ ସ୍ଫଳନ ହୋଇଛି । ଏଥିରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ନିଖୋଜ ଥିବା ଜଣାପଡ଼ିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାରର…
Read More...

ବମିଖାଲ ଓଭର ବ୍ରିଜକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ସ୍ଥାନ ବମିଖାଳ ଓଭର ବ୍ରିଜକୁ ଉଦ୍‌ଘାଟନ କରିଛନ୍ତି। ପ୍ରାୟ ୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜ ଉଦ୍‌ଘାଟନ…
Read More...

ଫେସ୍‌ବୁକ୍‌ ପ୍ରେମ କରି ଅଡୁଆରେ ଯୁବତୀ

ଭୁବନେଶ୍ୱର: ଜଣେ ଯୁବତୀ ଫେସ୍‌ବୁକ୍‌ ଜରିଆରେ ପ୍ରେମ କରି ଏବେ ପଡିଛନ୍ତି ଅଡୁଆରେ । ଫେସ୍‌ବୁକ୍‌ ପ୍ରେମ୍ ପରେ ଘରଛାଡି ପଳାଇ ଆସି କହିଥିଲେ ବିବାହ । ବାହାଘର ମାସେ ହୋଇନି ସେହି ଯୁବତୀଙ୍କୁ ବୁଧବାର ବରମୁଣ୍ଡା ଅଂଚଳରୁ…
Read More...