Browsing Category

Bignews

ଅଷ୍ଟମ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ୬୦ ବର୍ଷର ବୃଦ୍ଧ ଗିରଫ

ଭଦ୍ରକ: ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମଙ୍ଗଳବାର ଜଣେ ୬୦ ବର୍ଷର ବୃଦ୍ଧ ଗିରଫ ହୋଇଛନ୍ତି । ପୋଲିସ ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଉକ୍ତ ଛାତ୍ରୀ ଜଣଙ୍କ ନିକଟସ୍ଥ ଜଗନ୍ନାଥ…
Read More...

ଅଦାଲତ ଅବାମାନନା ମାମଲା : ନାଗେଶ୍ବର ରାଓଙ୍କୁ ୧ଲକ୍ଷ ଟଙ୍କା ଜୋରିମାନା

ଦିଲ୍ଲୀ : ଅଦାଲତ ଅବାମାନନା ମାମଲାରେ ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ବର ରାଓଙ୍କୁ ୧ଲକ୍ଷ ଟଙ୍କା ଜୋରିମାନା । ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଥିବା ସମୟରେ ମୁଜାଫରପୁର ସେଲଟର ହୋମ୍ ମାମଲାର ତଦନ୍ତ…
Read More...

୧୫ରେ ମିଳିବ କାଳିଆ ଦ୍ୱିତୀୟ ପର‌୍ୟ୍ୟାୟ ଟଙ୍କା

ଭୁବନେଶ୍ବର : ଆସନ୍ତା ୧୫ରେ ମିଳିବ କାଳିଆ ଦ୍ୱିତୀୟ ପର‌୍ୟ୍ୟାୟ ଟଙ୍କା । ୫ଲକ୍ଷ ଭୁମିହୀନ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ସେହିପରି ୨୨ ତାରିଖରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା…
Read More...

“ପିଏମ କିଷାନ’ନେଯାଜନାକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ, ପରାମର୍ଶ୍ୟ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ…

ନୂଆଦିଲ୍ଲୀ: ରାଜ୍ୟରେ ‘ପିଏମ କିଷାନ’ ଯୋଜନା ଲାଗୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ସ୍ୱାଗତ ଜଣାଇବା ସହ ମୋଦିଙ୍କୁ ନବୀନ…
Read More...

୧୭ଟି ଜିଲ୍ଲାରେ ୩୮ଟି ଆହାର କେନ୍ଦ୍ରକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ୧୭ଟି ଜିଲ୍ଲାରେ ୩୮ଟି ନୂତନ ଆହାର କେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରୁ ଭିଡିଓ କନଫରେନସିଂ ମାଧ୍ୟମରେ ସହରାଞ୍ଚଳ ଆହାର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ…
Read More...

ଏପ୍ରିଲ ୮ରୁ ରାଜ୍ୟରେ କାର୍ଯ୍ୟ କରିବେ ଲୋକାୟୁକ୍ତ : କାଲିଠୁ ବସିବ ଚୟନ କମିଟି

ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରିଛନ୍ତିଭୁବନେଶ୍ବର : ଏପ୍ରିଲ ୮ରୁ ରାଜ୍ୟରେ ଲୋକାୟୁକ୍ତ କାର୍ଯ୍ୟ କରିବେ । ମାର୍ଚ୍ଚ ଶେଷ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ପକ୍ରିୟା ଶେଷ ହେବ । ଓଡ଼ିଶାରେ…
Read More...

ପ୍ରିୟଙ୍କାଙ୍କ ମିଶନ ୟୁପି : ଉତ୍ତରପ୍ରଦେଶରେ ପ୍ରିୟଙ୍କାଙ୍କ ମେଗା ରୋଡ୍ ସୋ

ୟୁପି :  ପ୍ରିୟଙ୍କାଙ୍କ ମିଶନ ୟୁପି । ଉତ୍ତରପ୍ରଦେଶରେ ପ୍ରିୟଙ୍କା, ରାହୁଲ ଏବଂ ସିନ୍ଧିଆଙ୍କ ମେଗା ରୋଡ୍ ସୋ । କଂଗ୍ରେସ ମହାସଚିବ ପ୍ରିୟଙ୍କା ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ନେବା ପରେ ଆଜି ଲକ୍ଷ୍ନୋରେ ରାଲି…
Read More...

ନବୀନଙ୍କ କନ୍ଧମାଳ ଗସ୍ତ, ୫ ଜିଲ୍ଲାର ଉନ୍ନତି ଲାଗି ୨୫୦ କୋଟିର ପ୍ରକଳ୍ପର ଦେଲେ ଭେଟି

କନ୍ଧମାଳ : ନିର୍ବାଚନ ପୂର୍ବରୁ କନ୍ଧମାଳକୁ ନବୀନଙ୍କ ଭେଟି । ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୪ଟି ନୂଆ ପ୍ରକଳ୍ପର ଘୋଷଣା କରିଛନ୍ତି । ସାଲୁଙ୍କି ନଦୀ ଉପରେ ନଦୀପଦର ଠାରେ ୧୫ କୋଟି ଟଙ୍କା ବ୍ୟୟରେ…
Read More...

ରାଜ୍ୟକୁ ଙ୍ଗନବାଡି କର୍ମୀଙ୍କ ବର୍ଧିତ ପାରିଶ୍ରମିକ ଅର୍ଥ ପ୍ରଦାନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଭୁବନେଶ୍ୱର : ଦେଶର ଓଡିଶା ସମେତ ସବୁ ରାଜ୍ୟରେ ଅଙ୍ଗନବାଡି ସେବା ଅଧୀନରେ କାମ କରୁଥିବା ଅଙ୍ଗନବାଡୀ କର୍ମୀ ଏବଂ ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧିକୁ ୧ ଅକ୍ଟୋବର ୨୦୧୮ରୁ କେନ୍ଦ୍ର ସରକାରଙ୍କ ତରଫରୁ ଲାଗୁ…
Read More...

“କାଳିଆ ‘ଯୋଜନାର ଦ୍ୱିତୀୟ ପ୍ରର୍ଯ୍ୟାୟ ଅର୍ଥ ଖୁବ ଶିଘ୍ର ମିଳିବ,୧୩ ଲକ୍ଷ ଚାଷୀ ୫ ଲକ୍ଷ ଭୂମିହୀନ ଚାଷୀ…

ଭୁବନେଶ୍ବର: ଯୋଗ୍ୟ ହିତାଧିକାରୀଙ୍କୁ ଖୁବଶୀଘ୍ର ଦ୍ୱିତୀୟ ପର‌୍ୟ୍ୟାୟ କାଳିଆ ଯୋଜନା ଟଙ୍କା ମିଳିବ। ଏହା ଦ୍ବାରା ୧୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ୧୮ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ଚାଷୀ ଓ ୫ ଲକ୍ଷ…
Read More...

IAS ସ୍ତରରେ ଅଦଳ ବଦଳ : ଅନୀଲ ସାମଲ ହେଲେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଏକ ଅଦଳ ବଦଳ ଖରିଛନ୍ତି । ଖାସ କରି ଜିଲ୍ଲାପାଳଙ୍କ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ନିର୍ବାଚନ ଆଗକୁ ଥିବାରୁ ଜିଲ୍ଲାପାଳ ମାନଙ୍କୁ ବଦଳି କରାଯାଇଥିବା ସୂଚନା…
Read More...

ଇସ୍ତଫା ଦେଲେ ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ

ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚାସମ୍ବଲପୁର : ରାଜନୀତିରେ ଯୋଗ ଦେବେ ଡାକ୍ତର ଅଶ୍ବିନୀ ପୂଜାହାରୀ । ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ ଏଭଳି କିଛି ଆଭାସ ଛାଡିଛନ୍ତି । ଆଜି ସେ ଇସ୍ତଫା ଦେବା…
Read More...

ବିଜେପିର ଅଭିଯୋଗ, ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଅର୍ଥ ଦେବାକୁ ସହଯୋଗ କରୁନି ରାଜ୍ୟ

ରାଜ୍ୟର କାଳଇଆ ବନାମ କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧିଭୁବନେଶ୍ବର :  ଚାଷୀଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କା ଦେବା ଲାଗି କେନ୍ଦ୍ର ସରକାର ବଜେଟରେ ଘୋଷଣା କରିବା ପରେ ଏବେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା…
Read More...

ବାର କାଉନ୍ସିଲ ଅଫ୍ ଇଣ୍ଡିଆର ଡାକରା :୧୧ଓ ୧୨ରେ କୋଟ ବନ୍ଦ

ଭୁବନେଶ୍ୱର : ଭାରତୀୟ ଆଇନଜୀବୀ ପରିଷଦ ଆସନ୍ତା ୧୧ ଓ ୧୨ ଦୁଇଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସେମାନେ ବିଭିନ୍ନ ଅସୁବିଧାର ସମାଧାନ କରିବା ପାଇଁ…
Read More...