Browsing Category
Bignews
ଏପ୍ରିଲ ୭ରୁ ଜେଇଇ ମେନ୍, ମାର୍ଚ୍ଚ ୭ ପର୍ଯ୍ୟନ୍ତ ଆବେଦନ
ଭୁବନେଶ୍ବର : ଇଞ୍ଜିନିୟରି˚ ଓ ଆର୍କିଟେକ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍ର ଦ୍ବିତୀୟ ପର୍ଯ୍ୟୟ ପରୀକ୍ଷା ଏପ୍ରିଲ ୭ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ!-->…
Read More...
Read More...
ଆସନ୍ତାବର୍ଷରୁ ବଦଳିବାକୁ ଯାଉଛି ବିଏଡ୍ ପାଠ୍ୟକ୍ରମର ଅବଧି
(ବିଏଡ଼୍) ପାଠ୍ୟକ୍ରମର ଅବଧି ୪ ବର୍ଷ ହୋଇଯିବନୂଆଦିଲ୍ଲୀ : ଆସନ୍ତାବର୍ଷରୁ ବଦଳିବାକୁ ଯାଉଛି ବିଏଡ୍ ପାଠ୍ୟକ୍ରମର ଅବଧି। ବିଏଡ୍ ପାଠ୍ୟକ୍ରମରେ ସୁଧାର ଆଣିବା ପାଇଁ ସରକାର ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ!-->!-->!-->…
Read More...
Read More...
ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମନି ଲଣ୍ଡିରିଂ ଓ ଟିକସ ଫାଙ୍କି ଅଭିଯୋଗ
ଭୁବନେଶ୍ବର : ପୁଣି ଚର୍ଚ୍ଚାରେ ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡା ।
ଦିଲ୍ଲୀରୁ ପ୍ରକାଶିତ ଇଂରାଜୀ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସର ଏକ ଖବର ଚର୍ଚ୍ଚାକୁ ଆଣିଛି
ଏହି ପୂର୍ବତନ ସାଂସଦଙ୍କୁ । ଇଣ୍ଡିଆନ୍ ଏକ୍ସପ୍ରେସ!-->…
Read More...
Read More...
ପୁଣି ଜିତିଲେ ଏଇଠି ହେବ ଦେଖା : ପଞ୍ଚଦଶ ବିଧାସଭାର ଶେଷ ଦିନରେ ଫଟୋସେସନ
ଭୁବନେଶ୍ବର : ପଞ୍ଚଦଶ ବିଧାସଭାର ଶେଷ ଦିନ । ବିଧାନସଭାର ଅନ୍ତିମ କାର୍ଯ୍ୟ ଦିବସ ହୋଇଥିବାରୁ ଏକ
ଆବେଗମୟ ପରିବେଶ ସୃଷ୍ଟି ହୋଇଥିଲା । ଫଟୋସେସନ ବେଳେ ଅନେକ ନେତା ସେମାନଙ୍କ ୫ ବର୍ଷର
ଅନୁଭୁତି!-->…
Read More...
Read More...
ସରିଲା ପଞ୍ଚଦଶ ବିଧାନସଭା ଅଧିବେଶନ
ଭୁବନେଶ୍ୱର: ପଂଚଦଶ ବିଧାନସଭାର ଶେଷ ଅଧିବେଶନ ଶନିବାର ଶେଷ ହୋଇଛି। ଏଥି ସହିତ ବିଧାନସଭା ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ନିର୍ଦ୍ଧାରିତ କାର୍ୟ୍ୟ ଦିବସର ୨ ଦିନ ପୂର୍ବରୁ ଏହି ଅଧିବେଶନ ଶେଷ ହୋଇଛି।!-->…
Read More...
Read More...
ବିଧାନସଭାରେ ଆଗତ ହେଲା କାମଚଳା ବଜେଟ, “କାଳିଆ’ ପାଇଁ ୪୪୬୧ କୋଟି
ଭୁବନେଶ୍ବର : ବିଧାନସଭାରେ ଆଗତ ହେଲା ନବୀନ ସରକାରଙ୍କ ଚତୁର୍ଥ ପାଳିର ଶେଷ ବଜେଟ୍ । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଆଜି ଅନ୍ତରୀଣ ବଜେଟ୍ ଉପସ୍ଥାପିତ କରିଛନ୍ତି । ଓଡ଼ିଶା ସରକାର ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ!-->…
Read More...
Read More...
ପରିବହନର ବିକାଶ ହେଲେ ଅଞ୍ଚଳର ବିକାଶ ହେବ: ନିତିନ ଗଡ଼କରି
ତାଳଚେର-କାମାକ୍ଷାନଗର-ଚଣ୍ଡୀଖୋଲ ରାସ୍ତାର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀଢେଙ୍କାନାଳ : “ରାଜ୍ୟରେ ଶିଳ୍ପ ହେଲେ ବେକାରୀ କମିବ। ଅଧିକ ପିଲା ନିଯୁକ୍ତି ପାଇବେ। ରାଜ୍ୟ ସରକାର ସହଯୋଗ କଲେ ଅଧିକ ପ୍ରକଳ୍ପ!-->!-->!-->…
Read More...
Read More...
ବିଜେଡିରେ ମିଶିଲେ ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂହ
ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଏବଂ କଂଗ୍ରେସର ଦୁର୍ବଳ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରି ସୁନ୍ଦରଗଡ଼ର କଂଗ୍ରେସ!-->…
Read More...
Read More...
ପରିବର୍ତ୍ତନ ସଂକଳ୍ପ ସମାବେଶରେ ବିଜେପି ଓବିଜେଡିକୁ ଟାର୍ଗେଟ କଲେ ରାହୁଲ
ଭୁବନେଶ୍ବର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ରାଉରକେଲାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ସିଧାସଳଖ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛନ୍ତି। ଦଳୀୟ କାର୍ୟ୍ୟକ୍ରମରେ ଯୋଗଦେଇ ରାହୁଲ ଭାରତୀୟ ଜନତା!-->…
Read More...
Read More...
ଆସ୍କା ବିଜେଡି ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକ
ଭୁବନେଶ୍ୱର : ଆସ୍କାର ଲୋକସଭାର କ୍ଷେତ୍ରର ସାଂସଦ ତଥା ବିଜେଡି ନେତା ଲଡୁ କିଶୋର ସ୍ୱାଇଁ ଆଉ ନାହାନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ପରୋଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଲଡ଼ୁ!-->…
Read More...
Read More...
୭ ପରେ ୧୨ ଜିଲ୍ଲାରେ ଘଡ ଘଡି ସହ ବର୍ଷିବ !
ଭୁବନେଶ୍ୱର : ଧୀରେ ଧୀରେ ପାରଦ ଉପରକୁ ଉଠୁଛି । ଦିନରେ ତାପମାତ୍ରା ବଢୁଛି ଥଣ୍ଡା କମୁଛି,କିନ୍ତୁ ରାତିରେ ପୁଣି ବଢୁଛି ଶୀତ । ହଲେ ୭ ତାରିଖ ପରଠୁ ରାଜ୍ୟର ୧୨ ଜିଲ୍ଲାରେ ପାଗ ବଦଳିବ । ଏପରି ଆକଳନ କରିଛି ପାଣିପାଗ!-->…
Read More...
Read More...
ଏଣିକି ଅନଲାଇନରେ ହେବ ଲୋକସେବା ଆୟୋଗ (ୟୁପିଏସସି ) ପରୀକ୍ଷା
ଭୁବନେଶ୍ୱର : ଲୋକସେବା ଆୟୋଗ (ୟୁପିଏସସି ) ପରୀକ୍ଷା ଏଣିକି ଅନଲାଇନରେ ହେବ । ପରୀକ୍ଷାରେ ହେଉଥିବା ଅବ୍ୟବସ୍ଥାକୁ ରୋକିବା ଖାସ କରି କପି ଓ ପ୍ରଶ୍ନ ପତ୍ର ଭାଇରାଲ ପରି ସମସ୍ୟାକୁ ଦୂରେଇବାକୁ ଏପରି ନିଷ୍ପତ୍ତି ହୋଇଛି ।!-->…
Read More...
Read More...
ଉମରକୋଟରେ ବିଜେଡ଼ିର ବିକାଶ ସମାବେଶ : କେନ୍ଦ୍ର ଅନୁଦାନ ନଦେଲେ ବି ଜାରି ରହିବ ରାଜ୍ୟ ବିକାଶ- ନବୀନ
ଉମରକୋଟ : ରାଜ୍ୟର ବିକାଶକୁ କେହି ରୋକିପାରିବେନି । କେନ୍ଦ୍ରର ସହାୟତା ବିନା ବି ରାଜ୍ୟ ବିକାଶ ଜାରି କହିବ । ଏମିତି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ନବରଙ୍ଗପୁରର ଉମରକୋଟ ବିକାଶ ସମାବେଶରେ କେନ୍ଦ୍ରକୁ ଟାର୍ଗେଟ!-->…
Read More...
Read More...
ପଛକୁ ଫେରିଲେ ଦିଦି : ନୈତିକତାର ଦ୍ୱାହି ଦେଇ ସତ୍ୟାଗ୍ରହରୁ ହଟିଲେ
କୋଲକାତା : ସିବିଆଇ ବାଟ ଘେରି ଅଡୁଆରେ ପଡିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକତାରୁ ଦିଲ୍ଲୀ ଚଳାଇଥିଲେ ନାଟକ । ହେଲେ ଶେଷରେ ସେଇ ନାଟକରେ ଜବନିକା ପଡିଛି । ସୁପ୍ରିମୋକର୍ଟଙ୍କ ରାୟ ପରେ ଦିଦିଙ୍କ ମନ!-->…
Read More...
Read More...
