Browsing Category
Bignews
ସିବିଆଇ ବନାମ ପଶ୍ଚିମ ବଙ୍ଗ ପୋଲିସ : ସଂସଦରୁ ସଡ଼କ ଯାଏଁ ଚାଲିଛି ହଲ୍ଲାବୋଲ।
କମ୍ପୁଛି କୋଲକତାତାରୁ ଦିଲ୍ଲୀ, ଅନଶନରେ ଦିଦିକୋଲାକତା : ସିବିଆଇ ପ୍ରସଙ୍ଗରେ ପଶ୍ଚିମବଙ୍ଗରୁ ଦିଲ୍ଲୀ ଯାଏ ଜୋର ଧରିଛି ରାଜନୀତି । ସିବିଆଇର କାର୍ୟ୍ୟଶୈଳୀ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ମମତା ବାନାର୍ଜୀ ଧାରଣା!-->!-->!-->…
Read More...
Read More...
ବଜେଟ ଅଧିବେଶନ ଅଭିଭାଷଣରେ “ମୋ ସରକାର”ର ସଫଳତାର କାହାଣୀ ବଖାଣିଲେ ରାଜ୍ୟପାଳ
ଭୁବନେଶ୍ବର : ବଜେଟ ଅଧିବେଶନ ଅଭିଭାଷଣରେ "ମୋ ସରକାର"ର ସଫଳତାର କାହାଣୀ ବଖାଣିଛନ୍ତି ରାଜ୍ୟପାଳ । ରାଜ୍ୟସରକାରଙ୍କ ସଫଳତାର ଚିତ୍ର ଦେଖାଇଛନ୍ତି। ଆଜିଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ। ରାଜ୍ୟପାଳ ଗଣେଶୀଲାଲ ପ୍ରଥମ!-->…
Read More...
Read More...
ଚିଟ ଫଣ୍ଡ ଘଟଣାର ତଦନ୍ତରେ ଯାଇଥିବା ସିବିଆଇ ଅଧିକାରୀଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ
ପଶ୍ଚିମବଙ୍ଗରେ ଦିଦିଗୀରିକୋଲକାତା : କମ୍ପୁଛି କୋଲକାତା । ପଶ୍ଚିମବଙ୍ଗ ଦିଦିରୀରି ଆଗରେ ଅଡୁଆରେ ପଡିଛି ସିବିଆଇ । ସିବିଆଇ ଅଧିକାରୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ । ଚିଟଫଣ୍ଡ ମାମଲାରେ ପଚରାଉଚୁରା!-->!-->!-->…
Read More...
Read More...
ଅଷ୍ଟ୍ରେଲିଆ ପରେ ନ୍ୟୁଜିଲାଣ୍ଡରେ ଟିମ୍ ଇଣ୍ଡିଆର ଦମଦାର ବିଜୟ
ନିଜ ମାଟିରେ ଧୁଳି ଚାଟିଲା କିୱି ଟିମ୍ୱେଲିଂଟନ୍: ଅଷ୍ଟ୍ରେଲିଆ ପରେ ନ୍ୟୁଜିଲାଣ୍ଡରେ ଟିମ୍ ଇଣ୍ଡିଆର ଦମଦାର
ବିଜୟ ।ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ର ଶେଷ ମ୍ୟାଚ୍କୁ ଭାରତୀୟ ଟିମ୍ ୩୫ ରନ୍ରେ ଜିତି!-->!-->!-->…
Read More...
Read More...
ହାତୀ ପିଠିରେ ବସିଲେ କୃଷ୍ଣଚନ୍ଦ୍ର ସଗରିଆ, ଆଗରୁ ଛାଡିଥିଲେ ହାତ
ଭୁବନେଶ୍ବର : BSPରେ ମିଶିଲେ ସଗରିଆ। ଆଜି ବହୁଜନ ସମାଜ ପାର୍ଟିରେ ମିଶିଛନ୍ତି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ବିଏସପିର ରାଜ୍ୟପ୍ରଭାରୀ ଧରମଜୀତ ସିଂଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ସଗରିଆ । ଲୋୟର!-->…
Read More...
Read More...
“କାଳିଆ” ଯୋଜନାର ହିତାଧୀକାରୀଙ୍କ ଛାତ୍ର ଛାତ୍ରୀଙ୍କୁ ମିଳିବ “କାଳିଆ ଛାତ୍ରବୃତ୍ତି”
ଭୁବନେଶ୍ବର : ରାଜ୍ୟ ସରକାରଙ୍କର ଫ୍ଲାଗ୍ସିପ୍ ପ୍ରୋଗ୍ରାମ୍ "କାଳିଆ"କୁ ଆହୁରି ବ୍ୟାପକ କରାଯାଇଛି ।କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଆଜି "କାଳିଆ ଛାତ୍ରବୃତ୍ତି" କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି!-->…
Read More...
Read More...
କୃଷକଙ୍କ ମଧ୍ୟରେ ସଚେତନତା ପାଇଁ ‘କାଳିଆ ରଥ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: କାଳିଆ ଯୋଜନା ନେଇ କୃଷକଙ୍କ ମଧ୍ୟରେ ସଚେତନତା ପାଇଁ ଚଳାଯାଇଛି ‘କାଳିଆ ରଥ’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ୟ୍ୟାୟରେ ୨୦ଟି ‘କାଳିଆ ରଥ‘!-->…
Read More...
Read More...
ବିଜେପିର ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେସନ : ମୋଦି ସରକାର ଜନଜାତିଙ୍କର ବିକାଶ ପାଇଁ ସମର୍ପିତ -ସର୍ବାନନ୍ଦ…
ପୁରୀ : ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେଶନ ଉଦଘାଟିତ। ପୁରୀ ତାଳବଣିଆ ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ମହାଧିବେଶନକୁ ଉଦଘାଟନ କରିଛନ୍ତି ମୋର୍ଚ୍ଚାର ରାଷ୍ଟ୍ରିୟ ଅଧ୍ୟକ୍ଷ ରାମବିଚାର ନେତମ। ଆସାମ!-->…
Read More...
Read More...
ଋଷି କୁମାର ଶୁକ୍ଲା ହେଲେ ନୂଆ ସିବିଆଇ ମୁଖ୍ୟ
ମଧ୍ୟପ୍ରଦେଶ କ୍ୟାଡରର ୧୯୮୩ ବ୍ୟାଚର ଆଇପିଏସ୍ ଅଫିସରଭୁବନେଶ୍ବର : ଋଷି କୁମାର ଶୁକ୍ଲା ହେଲେ ସିବିଆଇ ନୂଆ ନିର୍ଦ୍ଦେଶକ । ୧୯୮୩ ବ୍ୟାଚ୍ର ଆଇପିଏସ୍ ଅଫିସର ଋଷି କୁମାର ଶୁକ୍ଳା ହେବେ ନୂଆ ସିବିଆଇ ବସ୍ । ଋଷିଙ୍କ!-->!-->!-->…
Read More...
Read More...
ସୋମବାର ଠାରୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ
ଭୁବନେଶ୍ବର : ସୋମବାର ଠାରୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ। ୪ ମାସ ପାଇଁ କାମଚଳା ବଜେଟ ଆଣି ଜନଅସନ୍ତୋଷ ଦୂର କରିବାକୁ ଉଦ୍ୟମ କରିବେ ସରକାର । ସେପଟେ କିନ୍ତୁ ବିରୋଧୀ ବିଭିନ୍ନ ପ୍ରସଙ୍ଗ ଉଠାଇ!-->…
Read More...
Read More...
ସମ୍ବଲପୁରରେ ୨୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୨୦ଟି ପ୍ରକଳ୍ପକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସମ୍ବଲପୁର ଗସ୍ତ କରି ଶୁକ୍ରବାର ୨୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୨୦ଟି ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ୧୪ଟି ପ୍ରକଳ୍ପ!-->…
Read More...
Read More...
ଫେବ୍ରୁଆରି ୨୨ରୁ ମାଟ୍ରିକ ପରୀକ୍ଷା
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ
ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏ ବର୍ଷ ମାଟ୍ରିକ୍ ପରୀକ୍ଷା ଫେବ୍ରୁଆରି ୨୨ ତାରିଖରୁ
ଆରମ୍ଭ ହୋଇ ମାର୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି!-->…
Read More...
Read More...
ସରକାର ଶେଷ ବଜେଟ : ଭୋଟରଙ୍କ ପାଇଁ ଦିଲ୍ଲ ଖୋଲିଦେଲେ ମୋଦି
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷପାଇଁ ଏକ ମଧ୍ୟବର୍ତିକାଳୀନ ବଜେଟ୍ ଆଗତ କରିଛନ୍ତି । ନୂତନ ବଜେଟ୍ରେ ମୋଟ ବ୍ୟୟ ପରିମାଣ ୨୭, ୮୪, ୨୦୦ କୋଟି ଟଙ୍କା!-->…
Read More...
Read More...
ଗ୍ରାହକଙ୍କ ପାଇଁ ଖୁସି ଖବର : ଏଲପିଜି ସିଲିଣ୍ଡର ଦର କମିଲା
ଆଇଓସିଏଲ ଘରୋଇ ରିହାତିଯୁକ୍ତ ରନ୍ଧନଗ୍ୟାସର ଦର ହ୍ରାସ କରିଛିନୂଆଦିଲ୍ଲୀ : ଏଲପିଜି ଦର ହ୍ରାସ କମିଲା । ଆଇଓସିଏଲ ନୂଆ ସଂଶୋଧିତ ଦର ତାଲିକା ଜାରି କରିଛି । ସବସିଡି ଥିବା ସିଲିଣ୍ଡର ଉପରେ ୧ଟଙ୍କା ୪୬ ପଇସା ହ୍ରାସ!-->!-->!-->…
Read More...
Read More...
