Browsing Category

Bignews

ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେଲା ଝାରସୁଗୁଡା ବିମାନବନ୍ଦର,କେନ୍ଦ୍ରକ୍ୟାବିନେଟ ଦେଲା ମଂଜୁରୀ

ଭୁବନେଶ୍ବର  : ଝାରସୁଗୁଡା ବିମାନବନ୍ଦର ହେଲା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର । ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମକରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
Read More...

ରାଜ୍ୟର ୯ ଜିଲ୍ଲାର ୬୬ଟି ବ୍ଲକ ମରୁଡ଼ି ପ୍ରଭାବିତ, ସହାୟତା ଦେବାଙ୍କୁ ଜିଲ୍ଲାପାଳଙ୍କୁ ନିର୍ଦେଶ  

ଭୁବନେଶ୍ବର  : ରାଜ୍ୟର ୯ଟି ଜିଲ୍ଲାର ୬୬ଟି ବ୍ଲକ ମରୁଡ଼ି ପ୍ରଭାବିତ ।ଏହିସବୁ ବ୍ଲକ୍‌ରୁ ମରୁଡ଼ି ପ୍ରଭାବିତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମରୁଡ଼ି ଯୋଗୁଁ ୫ ହଜାର ୬୩୩ଟି ଗାଁ ପ୍ରଭାବିତ ହୋଇଛି…
Read More...

୨୦୧୯ ମେ’୧୨ରେ ଓଜେଇଇ

ଭୁବନେଶ୍ୱର : ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା କୋର୍ସ ଫି’ ଠାରୁ ଅଧିକ ଆଦାୟ କରୁଥିବା କଲେଜ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ସିଟ୍ ବୃଦ୍ଧି ପ୍ରସଙ୍ଗ ଓ ନିର୍ଦ୍ଧାରିତ କୋର୍ସ ଫି’ ଠାରୁ ଅଧିକ ଆଦାୟ କରୁଥିବାର…
Read More...

ତିତିଲି ପ୍ୟାକେଜ : ଖଜଣା,ଜଳକର ଓ ସ୍କୁଲ ଫି ଛାଡ଼

ଭୁବନେଶ୍ୱର :  ରାଜ୍ୟ ସରକାର ତିତ୍ଲି ପ୍ରଭାବିତ ଚାଷୀଙ୍କ ପାଇଁ ବୁଧବାର ସହାୟତା ରାଶି ଘୋଷଣା କରିଛନ୍ତି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ୟାକେଜ୍…
Read More...

ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ; ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ଉନ୍ମୋଚନ କଲେ…

ଭଦୋଦରା : ଗୁଜୁରାଟର ନର୍ମଦା ତଟରେ ସର୍ଦ୍ଦାର ସରୋବର ଡ୍ୟାମ ନିକଟରେ ଉନ୍ନୋଚିତ ହେଲା ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମୂର୍ତୀ ଷ୍ଟାଚ୍ୟୁ ଅଫ୍ ୟୁନିଟି । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ ତମ ଜୟନ୍ତୀ ଅବସରରେର…
Read More...

ବଢିଲା ଶ୍ରମିକଙ୍କ ମଜୁରୀ,ତିନି ବର୍ଷ ପରେ ୪୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଶ୍ରମିକଙ୍କ ପାଇଁ ଏକ ଖୁସି ଖବର ଘୋଷଣା କରିଛନ୍ତି । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାର ବଢୁଥିବାର ସୂଚନା ମିଳୁଛି । ତେବେ ତିନି ବର୍ଷ ପରେ ଶ୍ରମିକଙ୍କ ଏହି ସର୍ବନିମ୍ନ ମଜୁରୀ ହାରରେ…
Read More...

ଓକିଲଙ୍କୁ ପୋଲିସ ମାଡ ଘଟଣାର ତଦନ୍ତ ୯ ସୁଦ୍ଧା ସାରିବାକୁ ହାଇକୋର୍ଟଙ୍କ ନିର୍ଦେଶ

ଭୁବନେଶ୍ୱର: ହାଇକୋର୍ଟ ଓକିଲଙ୍କୁ ପୁଲିସ ମାଡ଼ ଘଟଣାର ତଦନ୍ତ ଆସନ୍ତା ୯ ତାରିଖ ସୁଦ୍ଧା ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ତଦନ୍ତର ତଦାରଖ ଦାୟିତ୍ୱ ନିଜେ ନେଇଛନ୍ତି । ଏହି ତଦନ୍ତକୁ ଜଷ୍ଟିସ ସିଆର ଦାସ ତଦାରଖ…
Read More...

ଆସିଲା ଆସ୍ୱସ୍ତି, ଜେଲରେ କ୍ୟାମ୍ପକୋର୍ଟ ପ୍ରଥମ ଦିନରେ ମୁକୁଳିଲେ ୩୫୦ ବିଚାରଧୀନ ବନ୍ଦୀ

ଭୁବନେଶ୍ୱର : ଛୋଟ ଛୋଟ ଅପରାଧରେ ଅଭିଯୁକ୍ତ ହୋଇ ଜେଲରେ ବିଚରାଧୀନ ବନ୍ଦୀ ଥିବା ଅଭିଯୁକ୍ତଙ୍କୁ ଆସ୍ୱସ୍ତି ମିଳିଛି । ଜେଲରେ କ୍ୟାମ୍ପକୋର୍ଟ ଆରମ୍ଭ ହେବାଯୋଗୁ ପ୍ରଥମ ଦିନରେ ଜେଲରୁ ବେଲ ପାଇଛନ୍ତି ୩୫୦ରୁ ଅଧିକ ବିଚରାଧୀନ…
Read More...

ପ୍ରାକୃତିକ ବିପର୍ଯ୍ୟୟ ସତର୍କ ସୂଚନା ଦେବ ସାଇରନ୍, ଶୁଭାରମ୍ଭ କଲେ ସିଏମ୍

ଭୁବନେଶ୍ବର  : ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ବିପର୍ଯ୍ୟୟର ଢେର୍ ପୂର୍ବର ଏଣିକି ଲୋକଙ୍କୁ ମିଳିବ ସୂଚନା । ସାଇରନ୍ ଦେବ ସତର୍କ ସୂଚନା । ବିପର୍ଯ୍ୟୟ ପ୍ରାକ୍ ସୂଚନା କେନ୍ଦ୍ର…
Read More...

ହାତୀ ମୃତ୍ୟୁର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଆରମ୍ଭ, ସେସୁର ୫ ଅଧିକାରୀଙ୍କ ନାମରେ ମାମଲ

ଭୁବନେଶ୍ୱର : ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ମେରାମଣ୍ଡଳୀ ଫରେଷ୍ଟ ସେକସନ ଅନ୍ତର୍ଗତ କମଳାଙ୍ଗ ମାଳିସାହିଠାରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶ ଆସି ୮ଟି ହାତୀ ପ୍ରାଣ ହରାଇବା ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୱର ସହିତ…
Read More...

ଦାନ୍ତ ଓ ନଖ ପାଇଁ ମହାବଳକୁ ମାରିଦେଲେ !

ବରଗଡ : ବରଗଡ  ଦେବ୍ରୀଗଡ ଜଙ୍ଗଲରେ ମହାବାଳ ବାଘ ଶୀକାର ହୋଇଥିବା ଅଭିଯୋଗ ହୋଇଛି । ଦେବ୍ରୀଗଡ ଜଙ୍ଗଲରେ ମହାବଳକୁ ଶୀକାର କରି ତାର ମୃତ ଦେହ ପୋତି ଦିଆଯାଇଛି ବୋଲି କୁହାଯାଉଛି । ବାଘକୁ ମାରି ତାର ନଖ ଓ ଦାନ୍ତ କାଟି ନେବା…
Read More...

ଜେଲରେ ହେବ କ୍ୟାମ୍ପକୋର୍ଟ : ହାଇକୋଟ

କଟକ : ଜେଲ୍ରେ କ୍ୟାମ୍ପ୍ କୋର୍ଟ କରିବାକୁ ଓଡ଼ିଶା ହାଇକୋର୍ଟ ସବୁ ନିମ୍ନ ଅଦାଲତଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଦୀର୍ଘଦିନ ଧରି ଲାଗି ରହିଥିବାରୁ କଏଦୀମାନେ ଜେଲରୁ ମୁକୁଳି ପାରୁନାହାଁନ୍ତି…
Read More...

୭ ହାତୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଢେଙ୍କାନାଳରେ ବିଦ୍ୟୁତ ତାର ଲାଗି ୮ ହାତୀ ମୃତ୍ୟୁ ଘଟଣାର ହେବ କ୍ରାଇବ୍ରାଞ୍ଚ ତଦନ୍ତ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଏହା ପରେ ତଦନ୍ତ ଲାଗି କ୍ରାଇବ୍ରାଞ୍ଚ ଏକ ଟିମ ଗଠନ କରିଛି…
Read More...

ବୈଜୟନ୍ତଙ୍କୁ କ୍ଲିନଚିଟ ନେଇ ଉଠିିଲା ପ୍ରଶ୍ନ, DGCAଙ୍କ ରିପୋର୍ଟରେ ତଥ୍ୟ ନଥିବା ନେଇ ପୋଲିସର ଆପତ୍ତି,ଚାଲିବ ତଦନ୍ତ

ଭୁବନେଶ୍ବର : ବିବାଦୀୟ ହେବାରେ ଲାଗିଛି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବେଆଇନ ହେଲିକପ୍ଟର୍ ଉଡ଼ାଣ ପ୍ରସଙ୍ଗ । ଊଏଉଇଙ୍କ ରିପୋର୍ଟ ଉପରେ ପୋଲିସ ପ୍ରଶ୍ନ ଉଠାଇବା ପରେ, ବୈଜୟନ୍ତଙ୍କ ପାଇଁ ଅଡୁଆ ଆହୁରି ବଢିଛି ।…
Read More...