Browsing Category

Bignews

୨୭ରେ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ : ରକ୍ତବର୍ଣ୍ଣ ହେବ ଚନ୍ଦ୍ରମା

କୋଲକାତା : ଆସନ୍ତା ୨୭ରେ ଚଳିତ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଙ୍ଘଟିତ ହେବ ଏବଂ ଏହା ଦେଶର ସମସ୍ତ ଭାଗକୁ ଦୃଶ୍ୟମାନ ହେବ । ୧ ଘ ୪୩ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିବ । ଏହି ଚନ୍ଦ୍ରଗ୍ରହଣ…
Read More...

ଅନରକିଲିଂ : ବାପା ଭାଇ ମାରିଦେଲେ !

ଜୟପୁର : କୋରାପୁଟ ମୁଣ୍ଡିପଦର ହତ୍ୟାକାଣ୍ଡ ଉପରୁ ପରଦା ହଟିଛି ।ସଂପର୍କୀୟ ଭାଇଉଉଣୀଙ୍କ ପ୍ରେମ ସଂପର୍କ କାରଣରୁ ହତ୍ୟାକାଣ୍ଡ । ଝିଅ ଧନମତି ଓ ଭଣଜା ପର୍ଶୁରାମଙ୍କୁ ହତ୍ୟା କରିଛି ମେଟା ମୁଦୁଲି। କାରଣ ଝିଅ ଓ ଭଣଜାଙ୍କ…
Read More...

ମହାନଦୀରେ ବନ୍ୟା : ଆଜି ହିରାକୁଦ ଛାଡିବ ପାଣି

ଭୁବନେଶ୍ୱର : ମହାନଦୀରେ ଆସୁଛି ବନ୍ୟା । ଏହା ମଧ୍ୟମ ଧରଣର ବନ୍ୟା ବୋଲି ସରକାରୀ ଭାବେ କୁହାଯାଇଛି । ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇଛି ଓ ହୀରାକୁଦ ଜଳଭଣ୍ଡାର କ୍ରମଶଃ ଫୁଲିବାରେ ଲାଗିଛି ।…
Read More...

ସରିଲା ସୁନା ବେଶ ,ଆଜି ଅଧରପଣା ଓ ଗରୁଡ଼ ଶୟନନୀତି

ପୁରୀ : ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସହ ଗରୁଡ଼ଶୟନ ନୀତି ସମ୍ପନ୍ନ ହେବ । ସ୍ୱତନ୍ତ୍ର ଭାବେ ନିର୍ମିତ ତୁମ୍ବାକୃତି ମୃର୍ତ୍ତିକା ପାତ୍ରରେ ଅଧରପଣା ପ୍ରସ୍ତୁତ କରାଯାଇ ଭୋଗ କରାଯିବ ।…
Read More...

ରାଜ୍ୟରେ ଅର୍ଥ ଅଭାବ : ଖୋଲା ବଜାରରୁ ଋଣ କରିବେ ସରକାର

ଭୁବନେଶ୍ବର : ରାଜ୍ୟର ଉନ୍ନୟନମୂଳକ କାମ ପାଇଁ ଖୋଲା ବଜାରରୁ ଋଣ କରିବେ ରାଜ୍ୟ ସରକାର । ଷ୍ଟକ ଓ ସିକ୍ୟୁରିଟକୁ ରିଜର୍ଭ ବ୍ୟାଙ୍କ ସହାୟତାରେ ବିକ୍ରି କରି ଋଣ ଅର୍ଥ ଉଠାଇବେ ସରକାର । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ…
Read More...

ବିପଦ ସଙ୍କେତ ଟପିଲା ବୈତରଣୀ : ୫୦ରୁ ଅଧିକ ଗାଁ ବନ୍ୟା ଜଳ ପ୍ରଭାବିତ

ଭଦ୍ରକ: ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୈତରଣୀ ନଦୀ ଫୁଲି ଉଠିଛି। ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ସୋମବାର ବିପଦ ସଂକେତ ଉପରେ ରହିଛି। ଏଠାରେ ଜଳସ୍ତର ୧୭.୯୦ ମିଟରକୁ ଛୁଇଁଛି। ଆଉ ମାତ୍ର ୦.୩୦ ମିଟର ଜଳସ୍ତର ବଢ଼ିଲେ…
Read More...

ରାଜ୍ୟର ବନ୍ୟା ସ୍ଥିତି ସମୀକ୍ଷା କରି ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ରାଜ୍ୟରେ ଦେଖା ଦେଇଥିବା ଅବିରତ ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି ।ମହନଦୀ ଅବବାହିକା ଅଞ୍ଚଳରେ ବର୍ଷା ଯୋଗୁ ମଧ୍ୟମ ଧରଣର ବନ୍ୟା…
Read More...

ଆଜି ଆହୁରି ଫୁଲିବ ମହାନଦୀ, ତଳମୁଣ୍ଡରେ ବନ୍ୟା ଆଶଙ୍କା

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ହୋଇ ପ୍ରବଳ ବର୍ଷା ଯୋଗୁୂ ଗତ ୨ ଦିନ ମଧ୍ୟରେ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗତ ୩ଦିନ ଧରି ନଦୀଗୁଡ଼ିକ ଫୁଲି ଉଠିଥିଲେ ମଧ୍ୟ ବିପଦ ସଂକେତର ତଳେ…
Read More...

ବଢୁଛି ଜଳସ୍ତର, ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ବର  : ମହାନଦୀ ଓ ତାର ଶାଖା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏହା ସାମାନ୍ୟରୁ ମଧ୍ୟମ ଧରଣର ବନ୍ୟା ହେବା ସମ୍ଭାବନା ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।   ଆସନ୍ତା କାଲି…
Read More...

ରବିବାର ଖୋଲା ରହିବ ସବୁ ଜିଲ୍ଲାର ସରକାରୀ ଅଫିସ, କର୍ମଚାରୀଙ୍କ ଛୁଟି ବାତିଲ,ହେଡକ୍ବାଟର ନଛାଡିବାକୁ ନିର୍ଦେଶ

ଭୁବନେଶ୍ବର : ରାଜ୍ୟରେ ଲଗାଣ ବର୍ଷା ଓ ସାମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାର ରବିବାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ସବୁ ସରକାରୀ ଅଫିସ ଖୋଲାନେଇ ସୂଚନା ଦେିଛନ୍ତି ସ୍ବତନ୍ତ୍ର ରିଲିଫ…
Read More...

ଦୁଇ ଦିନ ଆହୁରି ବର୍ଷିବ,ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆହୁରି ଦୁଇ ଦିନ ଲାଗି ରହିବ ବର୍ଷା ।  ସାରା ରାଜ୍ୟରେ ଲାଗି ରହିବ ବର୍ଷା । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ବଳଙ୍ଗ, ଇବ୍ , ତେଲ ନଦୀର ଉପରମୁଣ୍ଡ ଓ ଅବବାହିକାରେ ବ଼ଡ଼ ବର୍ଷା ସମ୍ଭାବନା…
Read More...

ଆହୁରି ୪୮ ଘଣ୍ଟା ସାରା ଓଡିଶାରେ ବର୍ଷିବ

ଭୁବନେଶ୍ବର  : ବର୍ଷାରୁ ନିସ୍ତାର ନାହିଁ । ଆହୁରି ୪୮ ଘଣ୍ଟା ବର୍ଷିବ । ପରିସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ…
Read More...

କାଟ ଖାଇଲା ଅନାସ୍ତା ପ୍ରସ୍ତାବ : ଲୋକସଭାରେ ବିଶ୍ୱାସ ଜିତିଲେ ମୋଦି ସରକାର

ନୂଆଦିଲ୍ଲୀ : ମୋଦି ସରକାରଙ୍କ ବିପକ୍ଷରେ ଲୋକସଭାରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଜି କାଟ ଖାଇଲା । ୧୨ ଘଣ୍ଟାର ବିତର୍କ ପରେ ଲୋକସଭାରେ ସରକାରଙ୍କୁ ବହୁମତ ପ୍ରମାଣ ଲାଗି ଭୋଟଂ ହୋିଥିଲା । ଭୋଟିଂରେ ସପକ୍ଷରେ ୩୨୫ ଭୋଟ…
Read More...

ପ୍ରବଳ ବର୍ଷା ଆଶଙ୍କା: ବନ୍ୟା ମୁକାବିଲା ପାଇଁ ସଜାଗ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଘନୀଭୂତ ହୋଇ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଓ ଗୋଟିଏ ଦୁଇଟି…
Read More...