Browsing Category

Bignews

ଓଡ଼ିଶା ହେବ ମ୍ୟାନୁଫାକ୍ଚରିଂ ହବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁମ୍ବାଇରେ ସରିଲା ମେକଇନ ଓଡିଶାର ରୋଡ ଶୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରୋଡ ଶୋରେ ଯୋଗ ଦେଇ ଶିଳ୍ପପତିଙ୍କୁ ଓଡିଶାରେ ପୁଞ୍ଜି ନିବେଶ ଲାଗି ଆହ୍ୱାନ ଦେଇଛନ୍ତି । ରାଜ୍ୟରେ ଶିଳ୍ପପତିଙ୍କୁ ସବୁ…
Read More...

ମୁହଁ ଖୋଲିଲେ ନବୀନ,ଏନଡିଏକୁ ସମର୍ଥନ ଦେବ ବିଜେଡି

ଭୁବନେଶ୍ୱର : ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ସମର୍ଥନ ଦେବ ବିଜେଡି । ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ଭୋଟ ଦେବେ ବିଜେଡି ସାଂସଦ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି…
Read More...

ମାରିନ ବିଚରେ କରୁଣାନିଧିଙ୍କ ସମାଧି ଲାଗି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦେଶ

ଚେନ୍ନାଇ: ଦିବଂଗତ ଡିଏମକେ ନେତା ଏମ୍‍ କରୁଣାନିଧିଙ୍କ ପାର୍ଥିବ ଶରୀରକୁ ମାରିନ୍‍ ବିଚ୍‍ରେ ସମାଧି ଦିଆଯିବ। ସେଠାରେ ସମାଧି ପାଇଁ ତାମିଲନାଡ଼ୁ ସରକାର ଅନୁମତି ଦେଇ ନଥିବାରୁ ସମାଧି ସ୍ଥଳକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।…
Read More...

ସେପ୍ଟେମ୍ବର ୪ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର : ସେପ୍ଟେମ୍ବର ୪ରୁ -୨୦ ତାରିଖ ପର୍ଯ୍ୟନ୍ତ ହେବ ବିଧାନସଭା ମୌସୁମୀ ଅଧିବେଶନ । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ହେବାକୁ ଥିବା ଅଧିବେଶନରେ ମୋଟ ୧୧ଟି କାର୍ଯ୍ୟଦିବସ ରହିଛି । ଆଗକୁ…
Read More...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନର ସେଣ୍ଟର ଷ୍ଟେଜରେ ବିଜେଡି : ନବୀନଙ୍କୁ ସମର୍ଥନ ମାଗିଲେ ଅମିତଶାହ,ବିଜେଡି ଉପରେ ନଜର

ଭୁବନେଶ୍ବର : ଜମିଲା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ରାଜନୀତି । ୨୪୫ ଆସନ ବିଶିଷ୍ଟ ଅପର୍ ହାଉସରେ ଏନ୍.ଡି.ଏ କିମ୍ବା ୟୁପିଏର ଆବଶ୍ୟକ ସଂଖ୍ୟା ନଥିବା ବେଳେ , ଏବେ ସମସ୍ତଙ୍କ ନଜର ବିଜେଡି ଉପରେ । ଏନ୍.ଡି.ଏ ପ୍ରାର୍ଥୀ…
Read More...

ପର ଲୋକରେ ଡିଏମକେ ମୁଖ୍ୟ ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧି

ଚେନ୍ନାଇ: ତାମିଲ୍ ରାଜନୀତିର ପିତାମହ ଭୀଷ୍ମ ଆଉ ନାହାନ୍ତି । ୯୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ବୟସାଧିକ ସ୍ବାସ୍ଥ୍ୟଗତ କାରଣରୁ ଗତ ଜୁଲାଇ ୨୮ ତାରିଖରୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।…
Read More...

ଆହୁରୀ ୩୬ ଘଣ୍ଟା ବର୍ଷିବ,୫୦ କିମି ବେଗର ପବନ ବହିବ, ଜିଲ୍ଲାପାଳମାନଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦେଶ

ଭୁବନେଶ୍ୱର : ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାର ୧୭ଜିଲ୍ଲାରେ ଆସନ୍ତା ୩୬ ଘଣଅଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,…
Read More...

ଓଡିଶାରେ ଆତଙ୍କବାଦୀଙ୍କ ଚରାଭୂଇଁ : ଆତଙ୍କବାଦ ଲିଙ୍ଗରେ ଏନଆଇଏ ହାତରେ ଧରାପଡିଲା ଓଡିଶାର ହବିବୁର ରେହମାନ,ଲସ୍କର-ଇ…

ନୂଆଦିଲ୍ଲୀ : ଲସ୍କର ଏ ତୋଏବା ଲିଙ୍କରେ ଜଣେ ଓଡ଼ିଆ ସନ୍ଦିଗ୍ଧ ଆତଙ୍କବାଦୀକୁ ଦିଲ୍ଲୀରୁ ଗିରଫ କରାଯାଇଛି । ତାର ନାଁ ହବିବୁର ରହମ୍ମନ। ସାଉଦୀ ଆରବରୁ ଆସିବା ସମୟରେ  ଦିଲ୍ଲୀ ଏୟାରପୋର୍ଟରୁ ତାକୁ ଏନଆଇଏ ଗିରଫ କରିଛି।   …
Read More...

ଅନେକ ବିବାଦୀୟ ତଥ୍ୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ରାଜନୈନିକ ଜୀବନୀ ପୁସ୍ତକ “ନବୀନ ପଟ୍ଟନାୟକ” ଉନ୍ମୋଚିତ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଲେଖାଯାଇଥିବା ବହୁ ପ୍ରତିକ୍ଷୀତ ପୁସ୍ତକ ‘ନବୀନ ପଟ୍ଟନାୟକ’ ଉନ୍ମୋଚିତ ହୋଇଛି । ନବୀନଙ୍କ ରାଜନୈତିକ ଜୀବନକୁ ନେଇ ଲିଖିତ ହୋଇଛି ଏହି ପୁସ୍ତକ । ଆଉଟ୍‌ଲୁକ୍‌…
Read More...

ଓଡ଼ିଶାମୁହାଁ ୪୦ ଲକ୍ଷ ବାଂଲାଦେଶୀ

ଭୁବନେଶ୍ୱର : ଆସାମ ନାଗରିକରୁ ବାଦ୍ ପଡ଼ିଥିବା ପ୍ରାୟ ୪୦ ଲକ୍ଷ ବାଂଲାଦେଶୀ ଅନ୍ୟ ରାଜ୍ୟକୁ ମୁହାଁଇଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ତତ୍ପର ହୋଇ ଉଠିଛି ଓଡ଼ିଶା ପୁଲିସ୍ । ବିଶେଷ କରି ଆସାମରୁ ବିତାଡ଼ିତ ବାଂଲାଦେଶୀ…
Read More...

ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ: ୮ ଜିଲ୍ଲାପାଳଙ୍କ ସହ ୨୦ ଅଫିସରଙ୍କ ବଦଳି ୩ ଅଧିକାରୀଙ୍କୁ ଅତିରିକ୍ତ ଦାୟୀତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି । କଟକ,ପୁରୀ ,କେନ୍ଦ୍ରାପଡା,ବୈଦ୍ଧ,ଗଞ୍ଜାମ,ଦେବଗଡ,ସୁବଣ୍ଣପୁର,କଳାହାଣ୍ଡି ର ଜିଲ୍ଲାପାଳଙ୍କୁ ଅଦଳ ବଦଳ କରାଯାଇଛି । ଏହାକୁ ମିଶାଇ ୨୦…
Read More...

ପାରାଦୀପରେ ତାଇୱାନ କମ୍ପାନୀ ସିପିସି କର୍ପୋରେସନ୍ ୪୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ,ମୁଖ୍ୟମନ୍ତ୍ରୀଙ୍କୁ…

ଭୁବନେଶ୍ୱର : ପାରାଦୀପରେ ତାଇୱାନ କମ୍ପାନୀ ସିପିସି କର୍ପୋରେସନ୍ ୪୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଇୱାନ୍ ସିପିସି କର୍ପୋରେସନ୍ର ସଭାପତି ସୁନ-ଚିନ୍…
Read More...

ଆଗୁଆ ହେବନି ୨୦୧୯ ନିର୍ବାଚନ:ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଆଗୁଆ ସାଧାରଣ ନିର୍ବାଚନ ନେଇ ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ୨୦୧୮ ନୁହେଁ ୨୦୧୯ରେ ହିଁ ହେବ ସାଧାରଣ ନିର୍ବାଚନ । ଏ ନେଇ ଆଜି ସ୍ପଷ୍ଟ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ…
Read More...

ଅଗଷ୍ଟ ଶେଷ ସୁଦ୍ଧା ଓଡ଼ିଶାର ଚାଷୀଙ୍କୁ ଫସଲ ବୀମାରାଶି : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ଓ ଜୁଏଲ୍

ଭୁବନେଶ୍ୱର : ଅଗଷ୍ଟ ମାସ ଶେଷ ସୁଦ୍ଧା ଓଡ଼ିଶାର ଚାଷୀମାନଙ୍କୁ ଫସଲ ବୀମାରାଶି ମିଳିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶାର ଚାଷୀମାନଙ୍କର ବକେୟା ରାଶି ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ଆଜି କେନ୍ଦ୍ରମନ୍ତ୍ରୀ…
Read More...