Browsing Category

Bignews

ଜାମ୍ମୁ ଓ କାଶ୍ମୀରରେ ଲାଗୁ ହେଲା ରାଜ୍ୟପାଳ ଶାସନ

ଭୁବନେଶ୍ବର : ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି। ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିବା ପରେ ରାଜ୍ୟରେ ଅଷ୍ଟମ ଥର ପାଇଁ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି। ଗତକାଲି ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର…
Read More...

ରାଜ୍ୟରେ ୨୧ଯାଏଁ ତାତିରୁ ମିଳିବନି ନିସ୍ତାର

ରାଜ୍ୟରେ ୨୧ଯାଏଁ ତାତିରୁ ମିଳିବନି ନିସ୍ତାର । ଆହୁରି ୪୮ ଘଣ୍ଟା ଯାଏଁ ଆକାଶ ରୁ ନିଆଁ ବର୍ଷା ହେବ । ଓଡ଼ିଶାର ବିଭିନ୍ନ ସ୍ଥାନ ତାପାମତ୍ରା ୪୦ ଡିଗ୍ରୀ ଉପରେ ରହିବ । ଗେ।ଟିଏ ଦୁଇଟି ସ୍ଥାନରେ କାଳ ବୈଶାଖୀ ବର୍ଷା…
Read More...

ଭାଙ୍ଗିଲା  ଜାମ୍ମୁ-କାଶ୍ମୀର ମେଣ୍ଟ ସରକାର, ପିଡିପି ଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର ପରେ ଇସ୍ତଫା ଦେଲେ…

ଭୁବନେଶ୍ବର : ଭାଙ୍ଗିଲା  ଜାମ୍ମୁ-କାଶ୍ମୀର ମେଣ୍ଟ ସରକାର । ପିଡିପି ଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର କଲାପରେ ଇସ୍ତଫା ଦେଲେ ମଖ୍ୟମୁନ୍ତ୍ରୀ ମେହେବୁବା ମୁଫତି । ବିଜେପି- ପିଡିପି ଠାରୁ ସମର୍ଥନ ପ୍ରତ୍ୟାହାର ପରେ ଏପରି…
Read More...

ଶ୍ରୀଜଗନ୍ନାଥ ଭଜନକୁ କଦର୍ଥ କରି ଗାଇବା ଅଭିଯୋଗରେ ସୋନା ମହାପାତ୍ରଙ୍କ ବିରୋଧରେ ଏତଲା

ଶ୍ରୀଜଗନ୍ନାଥ ଭଜନ ଆହେ ନୀଳଶୈଳକୁ କଦର୍ଥ କରି ଗାଇବା ଅଭିଯୋଗରେ ସୋନା ମହାପାତ୍ରଙ୍କ ବିରୋଧରେ ଏତଲା । ପୁରୀ ସଚେତନ ନାଗରିକ ମଞ୍ଚ ତରଫରୁ ପ୍ରସନ୍ନ କୁମାର ଦାଶ ସିଂହଦ୍ବାର ଥାନାରେ ଅଭିଯୋଗ କରିଛନ୍ତି । ଆଗରୁ ରଙ୍ଗବତୀ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଓଡିଶାର ଦାବି ସଂପର୍କରେ ଚିଠି ଲେଖିଛନ୍ତି

ରବିବାର ଅନୁଷ୍ଠିତ ହୋଇଥିବା ନୀତି ଆୟୋଗ ଗଭର୍ଣ୍ଣିଙ୍ଗ କାଉନସିଲ୍ ବୈଠକରେ ଯୋଗ ଦେଇପାରିନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡିଶାର ଦାବି ସଂପର୍କରେ ଚିଠି ଲେଖିଛନ୍ତି । ପ୍ରଥମରେ ଓଡ଼ିଶାକୁ…
Read More...

ରାଜ୍ୟରେ ସକାଳୁ ତାତି ଅନୁଭୂତ

ରାଜ୍ୟରେ ସକାଳୁ ତାତି ଅନୁଭୂତ । ଘରୋଇ ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ଅନୁଯାୟୀ ସକାଳ ୯ଟା ସୁଦ୍ଧା ଭୁବନେଶ୍ୱରର ପାରଦ ୩୬ ଡିଗ୍ରୀ ସେଲସିଅସ୍ ରହିଛି । ତେବେ ଆକାଶ ସାମାନ୍ୟ ମେଘୁଆ ରହିଛି ଏବଂ ଆର୍ଦ୍ରତା ପ୍ରାୟ ୬୦ପ୍ରତିଶତ…
Read More...

ଆହେ ନୀଳ ଶୈଳ ଜଣାଣ ଗାଇ ବିବାଦରେ ସୋନା ମହାପାତ୍ର

ଭୁବନେଶ୍ବର :  ସୋନା ମହାପାତ୍ର ଏବଂ ବିବାଦ ଏହାତ ଏମିତି ଅତି ସାଧାରଣ କଥା। ସେ ଯାହା କହିଲେ ଯାହା ଗାଇଲେ ସବୁଥିରେ ଯେମିତି ବିବାଦ ଛାଏଁ ଛନ୍ଦି ହୋଇଯାଏ। ଏବେ ସୋନା ସାଲବେଗଙ୍କ ଆହେ ନୀଳ ଶୈଳ ଜଣାଣ ଗାଇ ପୁଣି ଚର୍ଚ୍ଚାରେ।…
Read More...

ଚିଲିକା ଡଙ୍ଗାବୁଡି ଘଟଣା : ଚେତିଲା ପ୍ରଶାସନ,ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ବର : ଚିଲିକା ଡଙ୍ଗାବୁଡ଼ି ଘଟଣା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ସାହୁ । ଅଘଟଣର ତଦନ୍ତ କରିବେ ଜଳ ପରିବହନ ନିର୍ଦ୍ଦେଶକ । ତିନୋଟି ଦିଗରେ ହେବ ତଦନ୍ତ । ଗତ ଶନିବାର ଚିଲିକାରେ ଡଙ୍ଗାବୁଡ଼ି…
Read More...

ପୁରୀ ରତ୍ନଭଣ୍ଡାର ଚାବି ମିଳିଲା !

ଭୁବନେଶ୍ୱର : ତ୍ପୁରୀ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଚାବି ମିଳିଛି । ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ପୁରୀ ଜିଲ୍ଲାପାଳ ରେକଡ ରୁମରୁ ଏହି ଚାବି ମିଳିଛି । ଜଉମୁଦ ଦିଆ ଏକ ମାଟିଆ ଲଫାପାରେ…
Read More...

ବୈଜୟନ୍ତ ପଣ୍ଡାଙ୍କ ସାଂସଦ ପଦରୁ ଇସ୍ତଫା

ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେବା ପରେ ସାଂସଦ ବୈଜୟନ୍ତ ପଣ୍ଡା ମଙ୍ଗଳବାର ସଂସଦ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପିତା ବଂଶୀଧର ପଣ୍ଡାଙ୍କ ବିୟୋଗ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ବିଜେଡିର କୌଣସି…
Read More...

ସରକାରଙ୍କ ବଡ ଘୋଷଣା : ଅଗଷ୍ଟ ୧୫ରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ,ରାଜ୍ୟର ସୁବୁ ସରକାରୀ ଡାକ୍ତରଖାନାରେ ମିଳିବ…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାର ସବୁଠୁ ବଡ ପଦକ୍ଷେପ ନେଇଛନ୍ତି । ଏଣିକି ସବୁ ସରକାରୀ ଡାକ୍ତରଖାନାରେ ମିଳିବ ମାଗଣା ଚିକିତ୍ସା । ଏନେଇ ଆଜି…
Read More...

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଆଜିଠୁ ସପ୍ତାହେ ବ୍ୟାପୀ ବିଜେପିର ବିକ୍ଷୋଭ

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଆଜିଠୁ ସପ୍ତାହେ ବ୍ୟାପୀ ସବୁ ଥାନା ସମ୍ମୁଖରେ ବିଜେପି ବିକ୍ଷୋଭ କରିବା ସହ ଏତଲା ଦେବ। ରାଜ୍ୟରେ ଥିବା ସବୁ ଜଗନ୍ନାଥ ମନ୍ଦିରରେ ସମୂହ ଦୀପଦାନ କରିବ ଦଳ। ସରକାରଙ୍କୁ…
Read More...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଇବେ ପ୍ରଦୀପ୍ତ ମହାପାତ୍ର

ପ୍ରଦୀପ ଜେନାଙ୍କ ଜାଗାରେ ପ୍ରଦୀପ୍ତ ମହାପାତ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଅଛନ୍ତି ପ୍ରଦୀପ୍ତ ମହାପାତ୍ର । ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସହ ଶ୍ରୀମନ୍ଦିର ମୁଖ୍ୟ…
Read More...

ରତ୍ନ ଭଣ୍ଡାର ଚାବିକୁ ନେଇ ବିଜେପିର ଜନ ଜାଗରଣ ଯାତ୍ରା

ରତ୍ନ ଭଣ୍ଡାର ଚାବିକୁ ସାରା ରାଜ୍ୟରେ ଜନ ଜାଗରଣ ଯାତ୍ରା କରୁଛି ବିଜେପି । ଜିଲ୍ଲା ମୁଖ୍ୟାଳୟ ଓ ସବଡିଭିଜନ ମୁଖ୍ୟାଳୟରେ ଚାଲିଛି ବିକ୍ଷୋଭ । କାଲିଠୁ ସପ୍ତାହେ ବ୍ୟାପୀ ସବୁ ଥାନା ସମ୍ମୁଖରେ ବିକ୍ଷୋଭ ହେବା ନେଇ ଏତଲା…
Read More...