Browsing Category

Bignews

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୫ଟାରୁ ଓ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । । ଦ୍ୱିତୀୟ ଭେ।ଗ ମଣ୍ଡପ ନୀତି ପରେ ମହାପ୍ରଭୁଙ୍କ…
Read More...

ଦ୍ୱିତୀୟ ଦିନରେ ନୂଆପଡା ବନ୍ଦ ପାଳନ

ଜାତୀୟ ରାଜପଥ ୩୫୩ ନିର୍ମାଣ ଦାବିରେ ନୂଆପଡା ବନ୍ଦ ପାଳନ କରଯାଇଛି । ନାଗରିକ ମଞ୍ଚ ଏହି ବନ୍ଦ ଡାକରା ଦେଇଛି । କୁରୁମପୁରୀଠାରେ ବିଜେଡି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ନୂଆପଡାରେ ବନ୍ଦ ଯେ।ଗୁଁ ଲୋକେ ପ୍ରଭାବିତ…
Read More...

କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ବିଧାୟକ ପ୍ରକାଶ ବେହେରାଙ୍କ ଇସ୍ତଫା

ଭୁବନେଶ୍ୱର: କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା । ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ…
Read More...

ପଞ୍ଚମ ଦିନରେ ଚାଷୀ ଆନ୍ଦୋଳନ

କୃଷି ଋଣ ଛାଡ, ଫସଲ କ୍ଷତି ପାଇଁ ସହାୟତା, ଉତ୍ପାଦିତ ଫସଲର ସହାୟକ ମୂଲ୍ୟ ପ୍ରଦାନ ଓ ଏମ୍, ଏସ୍ . ସ୍ଵାମୀନାଥନ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ ଦାବିରେ ଜାରି ରହିଛି ଆନ୍ଦୋଳନ । ୮ ଟି ରାଜ୍ୟରେ ଚାଷୀ ଆନ୍ଦୋଳନକୁ…
Read More...

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିନେଇ ସରକାରୀ ତନାଘନା ଆରମ୍ଭ ହୋଇଛି

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିନେଇ ସରକାରୀ ତନାଘନା ଆରମ୍ଭ ହୋଇଛି । ଚାବି ହଜିଯିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାବିକୁ ନେଇ ରାଜନୀତି ଜୋର ଧରିବା ବେଳେ ଦଇତାପତି…
Read More...

ରାଜଧାନୀରେ ରେସ୍ତୋରାଁ ଉପରକୁ ବୋମା ମାଡ

ସୋମବାର ରାତିରେ ବାପୁଜୀ ନଗରରେ ଥିବା ଫୁଡ ଜଙ୍କସନ ରେସ୍ତୋରାଁ ଉପରକୁ ବୋମା ମାଡ । ପ୍ରତ୍ୟକ୍ଷଦର୍ଶିଙ୍କ ସୂଚନା ମୁତାବକ ୪ ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ରେସ୍ତୋରାଁ ଉପରକୁ ବୋମାମାଡ କରିଥିଲେ । ଦୁଇଟି ବୋମା ମାଡ…
Read More...

ଜାତୀୟ ରାଜନୀତିରେ ନୂଆ ସମୀକରଣ ନେଇ ଚର୍ଚ୍ଚା, ୨୦୧୯ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି କଂଗ୍ରେସ

ଭୁବନେଶ୍ବର : ୪ଲୋକସଭା ଏବଂ ୧୦ ବିଧାନସଭା ଉପନିର୍ବାଚନ ଫଳାଫଳ ପରେ ଜାତୀୟ ରାଜନୀତିରେ ନୂଆ ସମୀକରଣ ନେଇ ଚର୍ଚ୍ଚା । ବିଜେପି ବିରୋଧୀ ମହାମେଣ୍ଟ ପ୍ଲାନ ଗୋଟାକ ପରେ ଗୋଟେ କ୍ଲିକ କରୁଥିବା କାରଣରୁ ୨୦୧୯ ପାଇଁ…
Read More...

ଜାତୀୟ ରାଜନୀତିରେ ଚର୍ଚ୍ଚାରେ ବିଜେଡି : ପ୍ରସନ୍ନ ଆଚାର୍ଯ୍ୟଙ୍କୁ  ରାଜ୍ୟସଭା ଡେପୁଟି ଚେୟାରମ୍ୟାନ ଥୋପ

ଭୁବନେଶ୍ବର : ବିଜେଡି କୁ ନେଇ ଜାତୀୟ ରାଜନୀତିରେ ଜୋର ଚର୍ଚ୍ଚା। ମୋଦି ବ୍ରେକ ଦେବାକୁ କଂଗ୍ରେସ ସମର୍ଥିତ ଆଞ୍ଚଳିକ ଦଳ ଏକାଠି ହେଉଥିବାବେଳେ ସେଥିରେ ବିଜେଡିକୁ ସାମିଲ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଖୋଦ ରାହୁଲ…
Read More...

ଆଜିଠାରୁ ୨ ଦିନିଆ ବ୍ୟାଙ୍କ୍ ଧର୍ମଘଟ

ଚେନ୍ନାଇ: ଆଜିଠାରୁ ଠାରୁ ଦେଶବ୍ୟାପୀ ବିଭିନ୍ନ ସରକାରୀ ଓ ଘରୋଇ ବ୍ୟାଙ୍କ୍ଗୁଡ଼ିକର ୧୦ ଲକ୍ଷ ଅଫିସର୍ ଓ କର୍ମଚାରୀ ଧର୍ମଘଟରେ ସାମିଲ ହେଉଥିବାରୁ ବ୍ୟାଙ୍କ୍ କାର୍ଯ୍ୟ ପ୍ରଭାବିତ ହେବ । ଅଫିସର୍ ଓ କର୍ମଚାରୀମାନେ ୨% ବେତନ…
Read More...

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ପ୍ରଫେସର ଗଣେଶୀ ଲାଲ୍

ଭୁବନେଶ୍ବର : ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଫେସର ଗଣେଶୀ ଲାଲ୍ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ ଶରଣ ରାଜଭବନରେ ଆୟୋଜିତ ଶପଥ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଓଡିଶା IAS ଓ ଓଏଏସ୍ ସଂଘର ମେଳି : ବ୍ୟକ୍ତିଗତ ଆକ୍ଷେପ ଅଭିଯୋଗରେ ଲୋଡିଲେ…

ଭୁବନେଶ୍ବର : ଓଡିଶା IAS ସଂଘ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ । ଗତକାଲି ଏକ କାର୍ଯ୍ୟକ୍ରମରେ ବରିଷ୍ଠ ଆଇଏଏସ୍ ଅଫିସର ଏ.କେ.ମୀନାଙ୍କୁ ଧର୍ମେନ୍ଦ୍ର ଆକ୍ଷେପ କରିବା ଅଭିଯୋଗରେ, ସଂଘ…
Read More...

ପିଲାଚୋରୀ ଗୁଜବ ଓ ଚୋର ସନ୍ଦେହରେ ଆକ୍ରମଣକୁ ରୋକିବାକୁ ଆଡଭାଇଜରି ଜାରିକଲା ପୋଲିସ

ଭୁବନେଶ୍ବର : ପିଲା ଚୋରି ଗୁଜବ ଅଣାୟତ୍ତ ହେଲାଣି । ଗତ ୩ ଦିନ ଧରି ରାଜ୍ୟର କେଉଁଠି ନା କେଉଁଠି ଅଚିହ୍ନା ଲୋକ କିମ୍ବା ମାନସିକ ଅନଗ୍ରସର ନୀରିହ, ନିର୍ଦ୍ଦୋଶ ବ୍ୟକ୍ତିଙ୍କୁ  ଲୋକେ ଆକ୍ରମଣ କରୁଛନ୍ତି । ସେପଟେ ଡିଜିପି ଜାରି…
Read More...