Browsing Category

Bignews

ରାଣୀଗଡ଼ ଗୁମ୍ମା ପଥର କ୍ୱାରୀରୁ ଜଣଙ୍କର ମୃତଦେହ ଠାବ

ଜୟପୁର ରାଣୀଗଡ଼ ଗୁମ୍ମା ପଥର କ୍ୱାରୀରେ ଫସିଥିବା ଦୁଇ ଜେସିବି ଅପରେଟରଙ୍କ ମଧ୍ୟରୁ ଘନଶ୍ୟାମ ଗୁରୁଙ୍କ ମୃତଦେହ ଠାବ ହୋଇଛି । ଜେସିବି ଡ୍ରାଇଭର୍ କ୍ୟାବିନରେ ହିଁ ତାଙ୍କ ମୃତଦେହ ପଡ଼ିଛି । କିନ୍ତୁ ବାହାରକୁ ଅଣାଯାଇ…
Read More...

ଶ୍ରୀମନ୍ଦିର ପ୍ରଶାସନ ର ନୋଟିସ ଜାରି, ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଠାରୁ ଦାନ ନେଇ ପାରିବେ ନାହିଁ ସେବାୟତ

ପୁରୀ : ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଠାରୁ ଦାନ ନେଇ ପାରିବେ ନାହିଁ ସେବାୟତ । ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦେଶ ପରେ ଆଜି ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ସୁପ୍ରିମକୋର୍ଟଙ୍କ ରିଟ୍‌ ପିଟିସନ ୬୪୯/୨୦୧୮…
Read More...

 ଜିଲ୍ଲା ସଭାପତି ତାଲିକା ଘୋଷଣା କଲା ଏଆଇସିସି : ୧୧ ଜିଲ୍ଲାରେ ପୁରୁଣା ମୁହଁ,୨୨ରେ ବଦଳିଲେ ଜିଲ୍ଲା ସଭାପତି

ଭୁବନେଶ୍ବର : ବଦଳିଲେ ରାଜ୍ୟ କଂଗ୍ରେସର ଜିଲ୍ଲା ସଭାପତି । ଏଆଇସିସିର ଅଧଯକ୍ଷ ରାହୁଲ ଗାନ୍ଧିଙ୍କ ଅନୁମୋଦନ ପରେ ଅନୁମୋଦପରେ ଏହି ତାଲିକା ଘୋଷଣା କରାଯାଇଛି ।  ଦାୟିତ୍ବ ନେବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ…
Read More...

ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଲା

ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଲା । ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ଚଳିତ ବର୍ଷ କଳାରେ ମୋଟ୍ ପାସ୍ ହାର ହେଉଛି ୬୮.୭୯% ।…
Read More...

ମୌସୁମୀ ଓଡିଶା ଛୁଇଁଲା

ମୌସୁମୀ ଓଡିଶା ଛୁଇଁଲା । ଏହାର ପ୍ରଭାବରେ ମାଲକାନଗିରି ସମେତ ଓଡିଶାର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ ପାଗ ମେଘୁଆ ରହିଛି । ଶନିବାର ରାତି କିମ୍ବା ରବିବାର ସକାଳ…
Read More...

ପୁଞ୍ଜିଲାଲ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ

ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ମାମଲାରେ ଅଭିଯୁକ୍ତ ପୁଞ୍ଜିଲାଲ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ ସପ୍ତାହରେ ତାଙ୍କ ଜାମିନ ବଲାଙ୍ଗୀର ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଗ୍ରାହ୍ୟ…
Read More...

ଶ୍ରୀମନ୍ଦିର ଅବ୍ୟବସ୍ଥା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ଅବ୍ୟବସ୍ଥା ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ କଟୁ ସମାଲୋଚନା କରିଛନ୍ତି । ଏହା ସହ ଶ୍ରୀମନ୍ଦିର ପ୍ରଶାସନ ବଷ୍ଣୋଦେବୀ, ତିରୁପତି ମନ୍ଦିର ପରିଚଳନାରୁ ବ୍ୟବସ୍ଥା…
Read More...

ବିଜେଡି ସାଂସଦ ତଥାଗତ ସତପଥିଙ୍କୁ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ରଙ୍କ ପ୍ରଶଂସା

ବିଜେଡି ସାଂସଦ ତଥାଗତ ସତପଥିଙ୍କୁ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ରଙ୍କ ପ୍ରଶଂସା । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ତଥାଗତ ଶତପଥୀଙ୍କ ଚିଠି ଲାଗି ଏପରି  ପ୍ରଶଂସା କରିଛନ୍ତି ପେଟ୍ରୋଲିୟମ…
Read More...

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ମୁହଁ ଖୋଲିଲେ ଜଗନ୍ନାଥଙ୍କ ପ୍ରଥମ ସେବକ କହିଲେ ଭିତର ରତ୍ନ ଭଣ୍ଡାର ଚାବି…

ଭୁବନେଶ୍ବର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଧିରେ ଧିରେ ଜଟିଳ ହେବାରେ ଲାଗିଛି । ଘଟଣାରେ ଆଜି ପ୍ରଥମ ଥର ଲାଗି ପତିକ୍ରିୟା ରଖିଛନ୍ତି ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହରାଜ । ବିଦେଶରେ ଥିବା ଗଜପତି…
Read More...

ସାମ୍ବାଦିକମାନଙ୍କ ଲାଗି ଖୁସି ଖବର : ହାତ ଖୋଲି ଦେଲେ ସରକାର, ଘୋଷଣା ହେଲା ୮ ଯୋଜନା

ଭୁବନେଶ୍ବର : କାର୍ଯ୍ୟରତ ସାମ୍ବାଦିକମାନଙ୍କ ଲାଗି ଖୁସି ଖବର । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ଲାଗି ଆଜି ଅନେକ ଯୋଜନା ଘୋଷଣା କରିଛନ୍ତି । ନୂଆ ଯୋଜନା କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁବରଣ କଲେ ମିଳିବ ୪ ଲକ୍ଷ ଟଙ୍କା ।…
Read More...

ରାଷ୍ଟ୍ରପତି ଭବନରେ ଏବର୍ଷ ଇଫତାର ପାର୍ଟି ଦେବେନି ରାଷ୍ଟ୍ରପତି

ରାଷ୍ଟ୍ରପତି ଭବନରେ ଏବର୍ଷ ଇଫତାର ପାର୍ଟି ଦେବେନି ରାଷ୍ଟ୍ରପତି । ଦେଶର ପ୍ରଥମ ନାଗରିକଙ୍କ ଆବାସରେ କେବଳ ଇଫତାର ନୁହେଁ କୌଣସି ଧାର୍ମିକ ଉତ୍ସବ ଆୟୋଜନ ହେବନାହିଁ । ଟିକସଦାତାଙ୍କ ପଇସାରେ ଏପରି ଆୟୋଜନ ନକରିବାକୁ…
Read More...

ସ୍ୱାଭାବିକ ହେଲା ପୋଷ୍ଟାଲ ସେବା

୧୬ ଦିନର ଆନ୍ଦୋଳନ ପରେ ଓହରିଲା ଜାତୀୟ ଓ ଭାରତୀୟ ଗ୍ରାମୀଣ ଡାକ କର୍ମଚାରୀ ସଂଘ । ସଂଘ ପକ୍ଷରୁ ହୋଇଥିବା ୧ ଦଫା ଦାବିକୁ କେନ୍ଦ୍ର ସରକାର ମାନିନେବା ପରେ ଆନ୍ଦୋଳନକୁ ଓହରିଛି ସଂଘ । ଗତ ୨୨ ତାରିଖରୁ ସମସ୍ତ କର୍ମଚାରୀ ଡାକ…
Read More...

ଡେଙ୍ଗୁରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ରାଜଧାନୀରେ ଜଣେ ମହିଳାଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଚନ୍ଦ୍ରଶେଖରପୁରର ପ୍ରତିମା ଦାସ । ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ ପ୍ରତିମା । ୨ ଦିନ ତଳେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି…
Read More...

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା : ଜଷ୍ଟିସ ରଘୁବୀର ଦାସ  ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ବର :  ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କମିଶନ ନିଯୁକ୍ତ କଲେ ରାଜ୍ୟ ସରକାର । ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।  ଏନେଇ ମୁଖ୍ୟମନ୍ତ୍ରୀଙ୍କ…
Read More...