Browsing Category

Bignews

ନୂଆଦିଲ୍ଲୀରେ ସୋଆକୁ ୩ଟି ସିଏସ୍‌ଆର୍ ସମ୍ମାନ 

ଭୁବନେଶ୍ୱର(ବ୍ୟୁରୋ) : ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଂରାଜୀ ପତ୍ରିକା ‘କମ୍ପିଟିସନ୍ ସକ୍‌ସେସ୍ ରିଭ୍ୟୁ’ପକ୍ଷରୁ ୩ ଟି ସିଏସ୍‌ଆର୍ ସମ୍ମାନ ପ୍ରଦାନ କରାଯାଇଛି । ଗତ ରବିବାର ଦିନ ନୁଆଦିଲ୍ଲୀ ଠାରେ ଆୟୋଜିତ ସିଏସ୍‌ଆର୍…
Read More...

ସରକାରୀ କର୍ମଚାରୀ ଦଳୀୟ ପ୍ରଚାର କାର୍ଯ୍ୟରୁ ନିବୃତ ରୁହନ୍ତୁ: ଦିଲୀପ ମଲ୍ଲିକ

ନିର୍ବାଚନ ଯେତେ ନିକଟ ହେଉଛି ସେତେ ମାତ୍ରାରେ ଜନତାଙ୍କୁ ପ୍ରଭାବିତ କରିବା, ସଭା କରିବା, ଶପଥ କରାଇବା, ଟଙ୍କା ବାଂଟିବା ଭଳି ଘୃଣ୍ୟ କାର୍ଯ୍ୟକରି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଛି ବିଜୁ ଜନତା ଦଳ । ପୂର୍ବ ଭଳି…
Read More...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ୍

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ରାହୁଲ । ଏପ୍ରିଲ ୨୮ରେ ସାଲେପୁରରେ ଜନସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମେ' ୩ରେ ରାୟଗଡ଼ା ଗସ୍ତରେ ମଧ୍ୟ ଆସିବେ ରାହୁଲ । ଓଡ଼ିଶା…
Read More...

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବନ୍ଧ୍ୟାଦୋଷ ଚିକିତ୍ସା ଶିବିର 

ବ୍ରହ୍ମପୁର(ବ୍ୟୁରୋ): ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଗତ ରବିବାର ଏକ ନିଃଶୁକ୍ଳ ବନ୍ଧ୍ୟାଦୋଷ ଚିକିତ୍ସା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ନିର୍ବାଚନ ପୂର୍ବରୁ ସୁରଟରେ ଖାତା ଖୋଲିଲା ବିଜେପି; ଲୋକସଭା ସିଟରୁ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ହେଲେ ନିର୍ବାଚିତ

ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ସୁରଟରେ ଖାତା ଖୋଲିଛି ବିଜେପି । ସୁରଟ ଲୋକସଭା ସିଟରୁ ବିଜେପିର ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ଛାଡି ସମସ୍ତ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର…
Read More...

ରାଜ୍ୟ ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ

ଲୋକାର୍ପିତ ହେଲା ରାଜ୍ୟ ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର। ବିଜେପି କାର୍ଯ୍ୟାଳୟରେ ଓଡ଼ିଆ ସଂକଳ୍ପପତ୍ର ମୋଦିଙ୍କ ଗ୍ୟାରେଣ୍ଟି-୨୦୨୪ ସଂକଳ୍ପ ପତ୍ର ଲୋକାର୍ପିତ ହୋଇଛି। ଏହାକୁ ଲୋକାର୍ପିତ କରିଛନ୍ତି ରାଜ୍ୟ ସଭାପତି…
Read More...

ରାଜନୈତିକ ରାଲିରେ ଯୋଗ ଦେଇ ଚାକିରି ହରାଇଲେ କନିଷ୍ଠ ସହକାରୀ କିରାଣୀ

ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ ପୁଣି ଜଣେ କିରାଣୀ ନିଲମ୍ବିତ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗାଁର ରାଧାମାଧବ ହାଇସ୍କୁଲ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ ହୋଇଛନ୍ତି। ଏକ…
Read More...

ଗୌତମ ସାମନ୍ତରାୟଙ୍କୁ ଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କଲା ବିଜେପି

ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ବିଜେପି ପକ୍ଷରୁ ରବିବାର ଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା…
Read More...

ଏଣିକି ୪ ବର୍ଷର ଡିଗ୍ରୀ ହାସଲ ପରେ କରିପାରିବେ ପିଏଚଡ଼ି

୪ ବର୍ଷର ସ୍ନାତକ ହାସଲ କରିଥିବା ଶିକ୍ଷାର୍ଥୀମାନେ ଏବେ ସିଧାସଳଖ ପିଏଚଡି କରିପାରିବେ। ଯଦି ତାଙ୍କ ପାଖରେ ୭୫% ଏଗ୍ରିଗେଟ୍ ମାର୍କ ଥିବ। ରବିବାର ଦିନ, ୟୁଜିସିର ନିୟମରେ ବଡ଼ ପରିବର୍ତ୍ତନ ଆଣିବାବେଳେ ୟୁଜିସି ଅଧ୍ୟକ୍ଷ…
Read More...

ଆସନ୍ତା ୨୫ରୁ ଖରା ଛୁଟି

ଆସନ୍ତା ୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟି । ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛି। ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।ସମ୍ଭାବ୍ୟ…
Read More...

ଡବଲ ଇଞ୍ଜିନ ସରକାର ହେଲେ ସମ୍ବଲପୁରର ବିକାଶ ତ୍ୱରାନ୍ୱିତ ହେବ: ଧର୍ମେନ୍ଦ୍ର ପ୍ରଧାନ

ରେଢାଖୋଲ(ବ୍ୟୁରୋ): ମୋଦୀ ସରକାର ଗରିବ, ଦୁଃଖୀ ଓ ଅସହାୟଙ୍କ ସାହାରା ହୋଇଛନ୍ତି । ସେମାନଙ୍କୁ ଆର୍ଥିକ ରୂପେ ସଶକ୍ତ କରିବା ଭଳି ଅନେକ କଲ୍ୟାଣକାରୀ ପଦକ୍ଷେପ ନେଇଛନ୍ତି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ସବୁ ବର୍ଗଙ୍କ…
Read More...

ଆସନ୍ତା ୨୫ରେ ଓଡ଼ିଶା ଆସିବେ ଅମିତ ଶାହ

ଆସନ୍ତା ୨୫ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୋନପୁରରେ ୨୫ ତାରିଖ ଅପରାହ୍ନରେ ହେବ ବିଶାଳ ଜନସଭା । ଭୁବନେଶ୍ଵରରେ ଆସି ଦଳର ରାଜ୍ୟ ନେତୃତ୍ବଙ୍କ ସହ ଅମିତ ଶାହ ଆଲୋଚନା କରିବେ । ଅମିତ ଶାହ…
Read More...