Browsing Category
Bignews
ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା
ଲୋକସଭା ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକିୟା । ପ୍ରଥମ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୮୭ ହଜାର ପୋଲିଂ କେନ୍ଦ୍ରରେ ମତଦାନ ହେବାକୁ ଥିବା ବେଳେ ୧୬ କୋଟି ୫୩ କୋଟି ଲୋକ ମତଦାନ କରିବେ । ମତଦାନ…
Read More...
Read More...
ଟିକେଟ୍ କଟିବା ପରେ ଭାବବିହ୍ୱଳ ହେଲେ ସମୀର ଦାଶ
ଅନୁଗତ ଓ କର୍ମୀଙ୍କୁ ଦେଖି ଭାବବିହ୍ୱଳ ହେଲେ ସମୀର ଦାଶ। ଟିକେଟ୍ କଟିବା ପରେ ନିମାପଡ଼ାରେ ଏକାଠି ହୋଇଥିଲେ ସମୀର ଦାଶଙ୍କ ସମର୍ଥକ। ତେବେ ନିମାପଡ଼ା ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦାଶ ଟିକେଟ ଆଶାୟୀ ଥିବା ବେଳେ ତାଙ୍କ…
Read More...
Read More...
ବିଜେଡିରେ ମିଶିଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
ବିଜେଡିରେ ମିଶିଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି । ବିଜେଡିରେ ମିଶିବା ପରେ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ…
Read More...
Read More...
ଚାଲିଗଲେ ବର୍ଷିୟାନ କଳାକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ବର୍ଷିୟାନ କଳାକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି। ସେ ଶତାଧିକ ନାଟକରେ…
Read More...
Read More...
ମିଶନ ଶକ୍ତି ବିଭାଗର ମୁଖ୍ୟ ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି
ଭୋଟରଙ୍କ ଉପରେ ଚାପ ପକାଇ ବିଜେଡି ସପକ୍ଷରେ ଭୋଟ୍ ହାତେଇବା ପାଇଁ ରାଜ୍ୟ ମିଶନ ଶକ୍ତି ବିଭାଗର ମୁଖ୍ୟ ସୁଜାତା କାର୍ତ୍ତିକେୟନ ଓ ଅନ୍ୟ ଦୁଇଜଣ ବରିଷ୍ଠ ଅଧିକାରୀ କାର୍ଯ୍ୟ କରୁଛନ୍ତି । ଏନେଇ ବିଜେପି ଆଜି ନିର୍ବାଚନ କମିଶନଙ୍କ…
Read More...
Read More...
୪ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ
ବିଧାନସଭା ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ ତାଲିକା । ୪ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ମାହାଙ୍ଗା, ସତ୍ୟବାଦୀ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି…
Read More...
Read More...
ଏଣିକି ଫେଲ ହୋଇଥିବା ଛାତ୍ରଛାତ୍ରୀ ମଧ୍ୟ ଆଗାମୀ ବର୍ଷର ରେଗୁଲାର ପିଲାଙ୍କ ଭଳି ଦେଇପାରିବେ ପରୀକ୍ଷା
ପରୀକ୍ଷାରେ ପାସ କରି ପାରି ନଥିବା ଛାତ୍ର ମାନଙ୍କ ପାଇଁ ଏବେ ଖୁସି ଖବର । ଫେଲ ହେଲେ ଅଧିକାଂଶ ପିଲା ଅଧାରୁୁ ପଢା ଛାଡି ଦେଉଥିଲେ । ଏସବୁକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରାଳୟ ଶିକ୍ଷା ବ୍ୟବସ୍ଥାରେ କିଛି ପରିବର୍ତ୍ତନ…
Read More...
Read More...
ଦେଶବାସୀଙ୍କୁ ରାମନବମୀର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜି ପବିତ୍ର ରାମନବମୀ । ଏହି ଅବସରରେ ସମଗ୍ରୀ ଦେଶରେ ଉତ୍ସବର ମାହୋଲ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାରା ଦେଶରେ ଥିବା ରାମ ମନ୍ଦିରରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରୁଛନ୍ତି । ଏହା ସହିତ ଏହି ଖାସ୍ ଅବସରରେ…
Read More...
Read More...
ପ୍ରଭୁ ରାମଲାଲାଙ୍କ ମଥାରେ ଝଳସିଲା ସୂର୍ଯ୍ୟ ତିଲକ
ରାମନବମୀର ବିଶେଷ ଅବସରରେ ଅଯୋଧ୍ୟା ରାମ ମନ୍ଦିରରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଭୁ ରାମଲାଲାଙ୍କ ମଥାରେ ସୂର୍ଯ୍ୟ ତିଲକ । ରାମ ନବମୀ ଅବସରରେ ବାଳକ ରାମଙ୍କଠାରେ ଲାଗି ହେଲା ସୂର୍ଯ୍ୟ ତିଲକ । ବାଳକ ରାମଙ୍କ…
Read More...
Read More...
ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି
ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମ ପର୍ଯ୍ୟାୟରେ ୯ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ…
Read More...
Read More...
ଆସନ୍ତାକାଲିଠାରୁ ୩ ଦିନ ପାଇଁ ରାଜ୍ୟର ସବୁ ସ୍କୁଲ ବନ୍ଦ
ଆସନ୍ତାକାଲିଠାରୁ ୩ ଦିନ ପାଇଁ ରାଜ୍ୟର ସବୁ ସ୍କୁଲ ବନ୍ଦ ରହିବ । ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ । ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧି ପାଇଁ ୧୮ ରୁ ୨୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ…
Read More...
Read More...
ସମ୍ବଲପୁରର ସାମୂହିକ ବିକାଶ ଏବଂ ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତି ନେଇ ହେଲା ଆଲୋଚନା – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବରେ ଆଜି ସମ୍ବଲପୁର ବାର୍ ଆସୋସିଏସନର ସଦସ୍ୟ ମାନଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ଆଶୀର୍ବାଦ…
Read More...
Read More...
ବିଜେଡିରେ ମିଶିଲେ ସମ୍ବଲପୁରର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ
ଆଜି ସମ୍ବଲପୁରର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଅରୁନ୍ଧତୀ ଓ ତାଙ୍କ ପୁଅ ନମନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟସଭା…
Read More...
Read More...
ଛତିଶଗଡରେ ଗୁଳିବିନିମୟ; ୧୮ ମାଓବାଦୀ ନିହତ
ନିର୍ବାଚନ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡର କାଙ୍କେର ଜିଲ୍ଲାର ସୀମା ସୁରକ୍ଷା ବଳୟ (ବିଏସ୍ଏଫ୍) ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ର ମିଳିତ ଅପରେସନରେ ଜଣେ ବରିଷ୍ଠ ନେତାଙ୍କ ସମେତ ଅତିକମରେ…
Read More...
Read More...
