Browsing Category

Bignews

ନିର୍ବାଚନ ପରେ ବିଜେପି ପ୍ରାର୍ଥୀଙ୍କ ପରଲୋକ

ନିର୍ବାଚନ ପରେ ଚାଲିଗଲା  ମୁରାଦାବାଦରୁ ବିଜେପି ପ୍ରାର୍ଥୀ ସର୍ଭେଶ ସିଂଙ୍କ ଜୀବନ । ମୁରାଦାବାଦରେ ଗତକାଲି ଶୁକ୍ରବାର ଲୋକସଭା ପାଇଁ ଭୋଟ ହୋଇଥିଲା । କିଛି ଦିନ ପୂର୍ବେ ସେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କ ଦାନ୍ତରେ…
Read More...

ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ

ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ । ସୀମାକୁ ସିଲ୍ କରାଯିବା ସହ ସୀମାନ୍ତ ଗେଟ୍ ଗୁଡିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଡିଭିଏଫ୍, ସିଆରପିଏଫ୍ ଓ ସ୍ଥାନୀୟ ପୋଲିସ ସହାୟତାରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି…
Read More...

୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ଏହି ପ୍ରଚାର ତାଲିକାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪୦ଜଣ ଷ୍ଟାର…
Read More...

ବୌଦ୍ଧ ଓ କଣ୍ଟାମାଳରେ ବିଶାଳ ଜନସମାବେଶ ଓଡ଼ିଶାରେ ପରିବର୍ତ୍ତନର ବଡ଼ ସଙ୍କେତ ଦେଉଛି – ଧର୍ମେନ୍ଦ୍ର ପ୍ରଧାନ

କଣ୍ଟାମାଳ/ବୌଦ୍ଧ(ବ୍ୟୁରୋ): କଣ୍ଟାମାଳରେ ଆଜିର ଜନସମାବେଶ ରାଜ୍ୟରେ ପରିବର୍ତ୍ତନର ବଡ଼ ସଙ୍କେତ ଦେଉଛି । ବିଶେଷ ଭାବରେ ଜନସାଧାରଣଙ୍କ ମଧ୍ୟରେ ଯେଉଁ ଉତ୍ସାହ, ଉଦ୍ଦୀପନା ଓ ପରିବର୍ତ୍ତନର ବାତାବରଣ ଦେଖାଯାଇଛି, ତାହା ଆମ ଦଳର…
Read More...

୩ ଲୋକସଭା ଓ ୧୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଶନିବାର କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୩ ଲୋକସଭା ଏବଂ ୧୬ ବିଧାନସଭା ଲାଗି ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକସଭା ପ୍ରାର୍ଥୀ କରିଥିବା ବେଳେ…
Read More...

ସମ୍ବଲପୁରରେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍କୁଟିରେ…

ଭୁବନେଶ୍ୱର (ବ୍ୟୁରୋ): ସମ୍ବଲପୁର ଲୋକସଭାର ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ମିଲିଟାରୀ ଏକାଡେମୀରେ ଅଗ୍ନିବୀର ପାଇଁ ପ୍ରଶିକ୍ଷଣ ନେଉଥିବା ଯୁବଶକ୍ତିଙ୍କୁ…
Read More...

୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ହେଲା ଘୋଷଣା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।ଚିଲିକା- ରଘୁନାଥ ସାହୁଆନନ୍ଦପୁର- ଅଭିମନ୍ୟୁ ସେଠୀ…
Read More...

ଓଡିଆ ଭାଷା, ସଂସ୍କୃତି ଏବଂ ଓଡିଶାର ଗର୍ବ ପାଇଁ ବିଜେପି ଏକା ଲଢିବା ଉଚିତ୍: ଅମିତ ଶାହ

ନିର୍ବାଚନ ପୂର୍ବରୁ କିଛି ଦିନ ଓଡିଶାରେ ବିଜେପି-ବିଜେଡି ମେଣ୍ଟ ନେଇ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମେଣ୍ଟ ଚର୍ଚ୍ଚା ଉପରୁ ପରଦା ହଟାଇ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ଲଢିବା ନେଇ ଘୋଷଣା କରିଥିଲେ।…
Read More...

ହୀରାକୁଦରେ ଡଙ୍ଗା ବୁଡିବା ଘଟଣା, ଏଯାବତ୍ ୭ଜଣଙ୍କ ମୃତଦେହ ଉଦ୍ଧାର

ହୀରାକୁଦରେ ଡଙ୍ଗା ବୁଡିବା ଘଟଣାରେ ମିଳିଲା ଆଉ ୬ଜଣଙ୍କ ମୃତଦେହ । ରେସକ୍ୟୁ ଟିମ୍ ୩ଜଣ ମହିଳା ଓ ୩ଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଡଙ୍ଗା ବୁଡ଼ି ଘଟଣାରେ ମୋଟ୍ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଜଣେ…
Read More...

ଭାଇସ ଆଡମିରାଲ ଦୀନେଶ କେ ତ୍ରିପାଠୀ ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ହେଲେ ନିଯୁକ୍ତ

ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ଦୀନେଶ କେ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ମାସ ୩୦ ତାରିଖରେ ଅବସର ନେଉଥିବା ଆଡମିରାଲ ଆର ହରି କୁମାରଙ୍କ ସ୍ଥାନରେ ସେ ଦାୟିତ୍ୱ…
Read More...

ମହାନଦୀରେ ଡଙ୍ଗା ବୁଡ଼ି ୬ ଜଣ ନିଖୋଜ

ମହାନଦୀରେ ଡଙ୍ଗା ବୁଡ଼ି ୬ ଜଣ ନିଖୋଜ ହୋଇଥିବାବେଳେ ୪୦ଜଣ ଉଦ୍ଧାର ହୋଇଛନ୍ତି । ଏଭଳି ଏକ ଘଟଣା ଝାରସୁଗୁଡା ଜିଲ୍ଲା ଲଖନପୁରଠାରେ ଘଟିଛି ।ପ୍ରକାଶ ଯେ, ଡଙ୍ଗାଟି ଲଖନପୁର ବ୍ଲକ ଶରଧାରୁ ଲୋକେ ବରଗଡ଼ ଜିଲ୍ଲା…
Read More...

ବିଜେଡି ନାଁରେ ସାଂଘାତିକ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି

ବିଜେଡି ନାଁରେ ସାଂଘାତିକ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି ବିଜେପି । ମୁଖ୍ୟ ନିର୍ବାଚନ କମିଶନଙ୍କୁ ବିଜେପିର ଟିମ୍ ଭେଟିବା ପରେ ଦଳର ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, ବାରମ୍ବାର ଆମେ ମୁଖ୍ୟ…
Read More...

ରୋଡ୍ ରୋମିଓଙ୍କୁ ସାବାଡ୍ କରିବ ‘ହର’ ଟିମ୍

ମହିଳାଙ୍କୁ ଦୁର୍ବ୍ୟବହାର ଛାଡ଼ । ନହେଲେ ଭୁବନେଶ୍ୱର ଛାଡ଼ । ରୋଡ୍ ରୋମିଓଙ୍କୁ ଏଭଳି ସତର୍କବାଣୀ ଶୁଣାଇଛି କମିଶନରେଟ ପୁଲିସ । ରୋଡ୍ ରୋମିଓଙ୍କୁ ସାବାଡ୍ ଲକ୍ଷ୍ୟରେ ଟିମ୍ 'ହର'(ହାଇ ଏଫିସିଏନ୍ସି ରେସପୋନ୍ସ) ଗଢ଼ାଯାଇଛି । ଏକ…
Read More...

ନାମାଙ୍କନପତ୍ର ଦାଖଲ କଲେ ଅମିତ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଶୁକ୍ରବାର ଦିନ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗୁଜୁରାଟ ଗାନ୍ଧୀନଗର ଆସନ ପାଇଁ ନାମାଙ୍କନ ଭରିଛନ୍ତି ଅମିତ । ଶାହ ଗାନ୍ଧିନଗର ଆସନରୁ…
Read More...