Browsing Category

Crime

ଝାଡ଼ଖଣ୍ଡରେ ଓଡିଆ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ !

ରାଉରକେଲା : ଝାଡ଼ଖଣ୍ଡରେ ଓଡିଆ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ତାଙ୍କ ପୁରୁଷ ବନ୍ଧୁ ଏବଂ ଅନ୍ୟ କିଛି ସହଯୋଗୀଙ୍କ ନାଁରେ ରାଉରକେଲା ଜିଆରପି ଥାନାରେ ପୀଡିତା ଛାତ୍ରୀ ଜଣକ ଅଭିଯୋଗ…
Read More...

ବନ୍ଦ କୋଠରୀରେ ପୋଲିସ ଅଫିସରଙ୍କ ପୁଅର ମୃତ ଦେହ, ଜାଣନ୍ତୁ କଣ ଆତ୍ମହତ୍ୟାର କାରଣ

ମେ।ବାଇଲରେ ଗେମ୍ ଖେଳିବା ନେଇ ଅ।କଟ ? ନା ପାଠ ପଢାରେ ଅତ୍ୟଧିକ ଚାପ ? କେଉଁ କାରଣରୁ ଜୀବନ ହାରିଲା ସପ୍ତମ ଶ୍ରେଣୀର ଛାତ୍ର  ଭୁବନେଶ୍ବର : କମିଶନରେଟ ପେ।ଲିସ ସ୍ପେସାଲ ସ୍କ୍ବାଡ ଏସିପି ସଞ୍ଜୀବ ଶତପଥୀଙ୍କ…
Read More...

ସ୍ୱାମୀ ସମୟ ନଦେବାରୁ ପଡୋଶୀ ଯୁବକ ସହ ସଂପର୍କ ରଖିଥିଲେ ପତ୍ନୀ, ଜାଣି ପାରି ପତ୍ନୀକୁ ମାଡ ମାରିଲେ ସ୍ୱାମୀ, କଣ କଲା…

ନୂଆଦିଲ୍ଲୀ : ସ୍ୱାମୀ କାମ ବ୍ୟସ୍ତ ରହୁଥିଲେ । ପତ୍ନୀକୁ ସମୟ ଦେଇ ପାରୁ ନଥିଲେ । ଏନେଇ ପତ୍ନୀ ନିଜ ସ୍ୱାମୀ ପାଖରେ ବାରମ୍ବାର କହୁଥିଲେ ବି କାମ ବ୍ୟସ୍ତ ହେତୁ ପତ୍ନୀଙ୍କ ପାଖକୁ ଆସି ପାରୁ ନଥିଲେ ପତି । ଏହାର ଫାଇଦା ନେଇ…
Read More...

ଆଲବମ କୁଇନ ସେଲଫି ବେବୋଙ୍କ ସନ୍ଦେହ ଜନକ ମୃତ୍ୟୁ

ସମ୍ବଲପୁର : ପଶ୍ଚିମ ଓଡିଶାର ଜଣାଶୁଣା ଆଲବମ କୁଇନ ସିମରନ ଓରଫ ସେଫି ବେବୋଙ୍କ ସନ୍ଦେହ ଜନକ ମୃତ୍ୟୁ ହୋିଛି । ସମ୍ବଲପୁର ବୁର୍ଲା ପାଓ୍ବାର ଚ୍ୟାନେଲ ବ୍ରିଜ୍ ତଳୁ ମିଳିଛି ଅଭିନତ୍ରୀ ସିମରନଙ୍କ ରକ୍ତ ଜୁଡୁବୁଡୁ…
Read More...

ନୂଆ ବର୍ଷ ପାଳନବେଳେ ଛାତ୍ରୀଙ୍କୁ ଦୁୁଷ୍କର୍ମ, ସେଲିବ୍ରେସନ ପାର୍ଟିକୁ ଡାକି ଦିନ ସାରା ଦୁଷ୍କର୍ମ କଲେ ସାଙ୍ଗ

ନୂଆଦିଲ୍ଲୀ : ନୂଆ ବର୍ଷ ପାଳନ ପାଇଁ ହୋଇଥିଲା ବଡ ଆୟୋଜନ । ସାଙ୍ଗମାନେ ଏକାଠି ହୋଇ ପାର୍ଟି ଆୟୋଜନ କରିଥିଲେ । ପାର୍ଟିରେ ନାଚଗୀତ ଆୟୋଜନ କରାଯାଇଥିଲା । ରଙ୍ଗୀନ ଆଲୁଅରେ ଡିଜେର ତାଳେ ତାଳେ ନାଚିଥିଲେ ସମସ୍ତେ । ହେଲେ…
Read More...

ଶ୍ରୀମନ୍ଦିରରେ ନାବାଳିକା ଭକ୍ତକୁ ଅସଦାଚରଣ

ଜୟବିଜୟ ଦ୍ବାର ବାହାର କାଠ ନିକଟରେ ଡ୍ୟୁଟି କରୁଥିବା ପୋଲିସର ନାବାଳିକାକୁ ଅସଦାଚରଣପୁରୀ : କାଲି ଶ୍ରୀଜୀଉଙ୍କୁ ବନ୍ଦୀ କରି ରଖିଲେ ଆଜି ଶ୍ରୀମନ୍ଦିରରେ ପୁଣି ଏକ ଅଭାବନୀୟ ଘଟଣା । ଜୟ ବିଜୟ ଦ୍ବାର ବାହାର କାଠ…
Read More...

ଭାଉଜ ପ୍ରେମରେ ଉବୁଟୁବୁ ହେଉଥିଲା ବିବାହିତ ଦିଅର, ତେବେ କଣ କଲା ଜାଆ ପଢନ୍ତୁ ପୁରା ଖବର

ନୂଆଦିଲ୍ଲୀ : କୁହାଯାଏ ପ୍ରେମ ଅନ୍ଧ । ଥରେ ଯିଏ ପ୍ରେମରେ ପଡିଲା ବାସ କଥା ସରିଲା । ଆଉ ପରକୀୟା ପ୍ରୀତି ତ ସବୁଠୁ ଭୟଙ୍କର । ଯଦି ବିବାହିତ ପରୁଷ କି ସ୍ତୀର ପରକୀୟା ପ୍ରୀତି ରହିଲା ତେବେ ସଂସାର ଉଜୁଡିବା ଥୟ । ଏକଥା ପୁଣି…
Read More...

ଫେସବୁକ ପ୍ରେମକ ପାଇଁ ହତ୍ୟା କାରୀ ସାଜିଲା ପ୍ରେମିକା, ନିଜ ମାକୁ ଝିଅ କଲା ହତ୍ୟା

ଚେନ୍ନାଇ : ଯୈବନର ପାହାଚ ଚଢି ସାରିଥିଲା । ଏତିକିବେଳକୁ ଫେସବୁକ ଲାଇକରୁ ଆରମ୍ଭ ହେଲା ପରିଚୟ । ଚାଟିଙ୍ଗରୁ ହେଲା ଫ୍ରେଣ୍ଡସିପ,ପ୍ରେଣ୍ଡସିପରୁ  ପ୍ରେମ । ନିବିଡତା ଏତେ ସ୍ତକୁ ଯାିଥିଲାଯେ ନିଜର ମଣଇଷବି ପର ପରି ଲାଗିଲେ ।…
Read More...

ସ୍ୱାମୀ ଆଣିଲେ ସ୍ରୀ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ୨୯ ଘଣ୍ଟା ବନ୍ଦ କୋଠରୀରେ ସ୍ରୀ ଜବରଦସ୍ତ ଶାରିରିକ ସଂପର୍କ ରଖିଥିଲେ…

ନୂଆଦିଲ୍ଲୀ : ଦୁଷ୍କର୍ମ ଅଭିଯୋଗ ଆଜି କାଲି ଏକ ମାମୁଲି ଘଟଣା ହେଲାଣି । ମହିଲାଙ୍କ ଉପରେ ଦୁଷ୍କର୍ମ କରିବା ମାମଲା ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି । ହେଲେ ଆପଣ ଶୁଣଇ ଆଶ୍ଚର୍ଯ୍ୟ ହେବେ ପୁରୁଷ ମଧ୍ୟ ଦୁଷ୍କର୍ମ ଅଭିଯୋଗ…
Read More...

ପ୍ରେମିକାକୁ ବୁଲେଇବାକୁ ସାଙ୍ଗକୁ କାର ମାଗିଲା ସାଙ୍ଗ, ପ୍ରେମିକା ସହ ଶାରୀରିକ ସଂପର୍କ ପାଇଁ ସର୍ତ୍ତ ରଖିବାରୁ…

ମେଙ୍ଗପୁର : ଦୁହେଁ ଦୁହିଁଙ୍କର ଭଲ ସାଙ୍ଗ ଥିଲେ । ଜଣଙ୍କର କାର ଥିଲା । ଜଣେ ଅନ୍ୟ ଜଣଙ୍କୁ ନ ଦେଖିଲେ ବ୍ୟସ୍ତ ହୋଇ ପଡୁଥିଲେ । ହେଲେ ପ୍ରେମ ସେମାନଙ୍କ ସଂପର୍କ ଉଜାଡିଲା । ସାଙ୍ଗକୁ ହତ୍ୟା କଲା ସାଙ୍ଗ । ତା ପୁଣି…
Read More...

ଶାରୀରିକ ସଂପର୍କ ରଖିବାକୁ ସ୍ୱାମୀକୁ ଉତ୍ତେଜିତ କଲା ପତ୍ନୀ, ପରେ କାଟି ଫିଙ୍ଗି ଦେଲା ସ୍ୱାମୀର ଯୌନାଙ୍ଗ, ଜାଣନ୍ତୁ…

ନୂଆଦିଲ୍ଲୀ : ଶାରୀରିକ ସଂପର୍କ ରଖିବାକୁ ଶୋଇବାବେଳେ ସ୍ୱାମୀଙ୍କୁ ଉତ୍ତେଜିତ କରିଥିଲା ପତ୍ନୀ । ସ୍ୱାମୀ ଭାବିଥିଲା ପତ୍ନୀ ବୋଧେ କାମ ଶୁଖ ଚାହୁଁଛି । ହେଲେ ତାର ଭାବନା ତା ପାଇଁ ଘାତକ ହେଲା । ଶ୍ତ୍ରୀ ସହ ସଂପର୍କ…
Read More...

ପ୍ରେମରେ ଧୋକ୍କା : ନାବାଳକ ପ୍ରେମିକ ୯ମ ଶ୍ରେଣୀ ପ୍ରେମିକାକୁ ଗୁଳିକରି ମାରିଦେଲା

ବାଲେଶ୍ୱର : ପ୍ରେମ କରିବାର ବୟସ ହୋଇ ନଥିଲା । ପ୍ରେମ କଣ ଭଲରେ ଜାଣି ନଥିଲା । ତଥାପି ନାବାଳକ ପ୍ରେମିକର କଥାରେ ଭଲିଯାଇଥିଲା ନବମ ଶ୍ରେଣୀ ଛାତ୍ରୀ ଜଣଙ୍କ ।ଏମିତିକି ମିଠା ମିଠା କଥାରେ ଭଳି ପ୍ରେମିକ ସହ ଘର ବି ଛାଡିଥିଲା…
Read More...

ବେଦୀରେ ସାତ ଫେରା ସାରି ବର ସିନ୍ଦୁର ଦେବାବେଳକୁ ବାହା ହେବାକୁ ମନା କଲା କନ୍ୟା ଜାଣନ୍ତୁ କାହିଁକି

ବିହାର : ବାରାତି ନେଇ ଧୁମ ଧାମରେ କନ୍ୟା ଘରେ ପହଁଚିଥିଲା ବର । ବରଯାତ୍ରୀ ଖାଇ ସାରି ଥିଲେ । ତା ପରେ ଆରମ୍ଭ ହୋିଥିଲା ବାହାଘର । ହୋମ ମନ୍ତ୍ର ପାଠ କରି ବାହା ଘର ଚାଲିଥିଲା । ହେଲେ ସାତ ଫେରା ନେବାବେଳକୁ ମଥାରେ ସିନ୍ଦୁର…
Read More...

ନାବାଳିକାକୁ ବନ୍ଦ କୋଠରୀରେ ୫ ଦିନ ରଖି ୫ ଜଣ କଲେ ଦୁଷ୍କର୍ମ, ତେଜରାତି ଦୋକାନକୁ ସଉଦା ଲାଗି ଯାଇଥିଲେ ପୀଡିତା

ଲକ୍ଷ୍ନୌ : ସଉଦା ଆଣିବାକୁ ପାଖ ଗାଁ ତେଜରାତି ଦୋକାନକୁ ଯାଇଥିଲେ ନାବାଳିକା । ଫେରିଲେ ରୋଷେଇ ହେବ ବୋଲି ପରିବାର ଲୋକେ ଅପେକ୍ଷା କରିଥିଲେ । ହଲେ ଝିଅ ଫେରି ନଥିଲେ । ଦିନକି ଦୁଇ ଦିନ ନୁହେଁ ୫ ଦିନ ପରେ ଘରକୁ ଫେରିଥିଲେ…
Read More...