Browsing Category
Crime
ରାୟଗଡା ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ ୯ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ୨ ଅଭିଯୁକ୍ତ ଗିରଫ
ରାୟଗଡ଼। : ରାୟଗଡ଼। ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୨ଜଣଙ୍କୁ ଗିରଫ କରିଛି
ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଝାଗଦେଇର ମେଘନାଦ ଦାଶ ଓ ଛୋଟ ପଦିଆର ଆକୁଲୁ ଭାଗିରଥୀ ।
ସେମାନଙ୍କ!-->…
Read More...
Read More...
ଜେଲରୁ ଖସିବାକୁ ଉଦ୍ୟମ କରୁଥିଲା ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍
କଟକ : ପାଟଣାଗଡ଼ ଜେଲରୁ ଖସିବାକୁ ଉଦ୍ୟମ କରୁଥିଲା ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍ ମେହେର୍ । ୬ଜଣ ଡକାୟତଙ୍କ ସହ ଜେଲରୁ ଖସିଯିବାକୁ କରିଥିଲା ଯୋଜନା । ଆଜି ସକାଳେ ଏହି ୬ଡକାୟତଙ୍କ!-->!-->!-->…
Read More...
Read More...
ଗ୍ରହ ଶାନ୍ତି ପାଇଁ ନବ ବଧୁକୁ ବଳି !
ଧାରୁଆ ଅସ୍ତ୍ରରେ ଗଳାକାଟି ଦେଲେଚାନ୍ଦବାଲି : ଚାନ୍ଦବାଲି ଖଦାଳପୋଖରୀ ଗଁ।ରେ ନବବଧୂକୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା ଅଭିଯୋଗ ।
ନବବଧୂକୁ ବଳିବେଦା ଉଦ୍ଦେଶ୍ୟରେ ଶ୍ବଶୁର
ଘରେ ଲୋକେ ହତ୍ୟା କରିଥିବା ଅଭିଯୋଗ!-->!-->!-->…
Read More...
Read More...
ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ପ୍ରେମ ସଂପର୍କ : ବ୍ୟାଙ୍କ କ୍ୟାସିୟରଙ୍କୁ ମର୍ଡର
ଗଂଜାମ : ବ୍ୟାଙ୍କ କ୍ୟାସିୟରଙ୍କୁ ମର୍ଡର । ଗଂଜାମ ଧରାକୋଟ ଥାନା ମୁଣ୍ଡମରାଇ ଗାଁ ପାହାଡ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି ।ମୃତକ ହେଲେ ଛତ୍ରପୁରର ବିନୟ କୁମାର ବେହେରା । ପ୍ରେମ ବ୍ୟାପାରାକୁ ନେଇ ଏହି ହତ୍ୟାକାଣ୍ଡ!-->…
Read More...
Read More...
କାଳ ହେଲା କ୍ଲୋଜ ରିଲେସନ: ଡାଇରୀ ଖୋଲିବ ଅଳକା ହତ୍ୟାକାଣ୍ଡ ଘଟଣାର ଗୁମର
ଭୁବନେଶ୍ବର : ଏବେବି ରହସ୍ୟ ଘେରରେ ଅଳକା ହତ୍ୟାକାଣ୍ଡ
ଘଟଣା । ତେବେ ଧିରେ ଧିରେ ଏହାର ଗୁମର ଫିଟିବାରେ ଲାଗିଛି । ସାଙ୍ଗ ହୋଇ କିଭଳି ନିଜ ସାଙ୍ଗକୁ
ବିଭତ୍ସଭାବେ ହତ୍ୟା କଲେ । ତାର ସୁରକା କିଛିକାଂଶରେ ପୋଲିସ ଜାଣିବାକୁ!-->…
Read More...
Read More...
ଚିକିତ୍ସାଳୟରେ ପଶି ୧୦ଜଣଙ୍କୁ ଇଞ୍ଜେକସନ୍ ଦେବା ଘଟଣା : ଧରାପଡିଲେ ମହିଳା
ସମ୍ବଲପୁର : ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟର ପୁରୁଷ ମେଡିସିନ୍ରେ ପଶି,ସନ୍ଦିଗ୍ଧ ମହିଳା ୧୦ଜଣଙ୍କୁ ଇଞ୍ଜେକସନ୍ ଓ ସାଲାଇନ୍ ଦେବା ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍ । ଏହି ମାମଲାରେ ସିସିଟିଭି ଫୁଟେଜ୍ ଆଧାରରେ,!-->…
Read More...
Read More...
ମାଆକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ୭ବର୍ଷର ଶିଶୁକୁ ହତ୍ୟା କଲା ପ୍ରେମିକ
ବ୍ରହ୍ମୁପୁର : ମାଆକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ୭ବର୍ଷର ଶିଶୁକୁ ପ୍ରଥମେ ଅପହରଣ ଓ ପରେ ହତ୍ୟା । ଜେରା ପରେ ପୋଲିସ ଆଗରେ ସତ ମାନିଛି ଅଭିଯୁକ୍ତ । ଗଲା ୧୨ତାରିଖରେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ସନାନନ୍ଦ!-->…
Read More...
Read More...
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
କୃଷ୍ଣପ୍ରସାଦ : ଦଶମ ଶ୍ରେଣୀ
ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସୀ ହାଇସ୍କୁଲର
ଜଣେ ଛାତ୍ରୀଙ୍କୁ ସେହି ଗାଁର ଦୁଇ ଯୁବକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଦୁଇ ଯୁବକ
ତାଙ୍କୁ!-->…
Read More...
Read More...
ବଡ ଖୁଲାସା : ଅଭିନେତ୍ରୀ ନିକିତାଙ୍କ ମତ୍ୟୁ ପୂର୍ବର ଶେଷ ୭ ମିନିଟ କଣ ହୋଇଥିଲା ଜାଣନ୍ତୁ
କଟକ :
ନିକିତାଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ଆସୁଛି ନୂଆ ମୋଡ । ନିକିତାଙ୍କ ଛାତ
ଉପରୁ ତଳକୁ ଖସିଲେ କିପରି ତାହାକୁ ନେଇ ଏବେ ବି ସସପେନ୍ସ ରହିଛି । ପୋଲିସ ତଦନ୍ତ ରେ
ନିକିତାଙ୍କ ସ୍ବାମୀ ଲିପନ ହିଁ ଘଟଣାରେ ଦାୟୀ!-->…
Read More...
Read More...
ନିକିତା ମତ୍ୟୁ ଘଟଣା : ଶାଶୁଘରେ ଲାଗିଲା ଲଟକା
କଟକ: ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ଶାଶୁଘରେ ଲଟକା ଲାଗିଲା । ନିକିତାଙ୍କ
ମୃତ୍ୟୁ ଘଟଣାରେ ନୋଟିସ୍ ସତ୍ତ୍ୱେ ନିକିତାଙ୍କ ଶାଶୂ ଓ ଶ୍ୱଶୁର ଥାନାରେ ହାଜର ହୋଇ ନଥିବାରୁ କମିଶନରେଟ
ପୁଲିସ!-->…
Read More...
Read More...
ସିମରନ୍ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ : ସାମ୍ମନାକୁ ଆସିଲେ ନୂଆ ପ୍ରେମକ ଇଶ୍ବର
ହତ୍ୟା ଅଭିଯୋଗ ରୁଜ୍ଜୁକଲା ପୋଲିସସମ୍ବଲପୁର :
ସିମରନ୍ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ । ଆଲବମ କୁଇନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ରୁଜୁ କଲା
ହତ୍ୟା ମାମଲା । ସେପଟେ ଆଉ ଜଣେ ଯୁବକ କଳାକାର ଇଶ୍ବର ନାଁ ବି ଏହି!-->!-->!-->…
Read More...
Read More...
ନିକିତା ମୃତ୍ୟୁ, ଆସିଲା ପୋଷ୍ଟମର୍ଟମ ରିପୋର୍ଟ,ଜାଣନ୍ତୁ କଣ କାରଣ
କଟକ : ଉଚ୍ଚ ସ୍ଥାନରୁ ପଡି ଅଭିନେତ୍ରୀ ନିକିତାଙ୍କର ମୃତ୍ୟୁ ହୋଇଛି । ନିକିତାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । କିନ୍ତୁ ନିକିତାଙ୍କୁ ସ୍ବାମୀ ଲିପନ୍ ଠେଲି ଦେଇଥିଲେ ନା ଠେଲାପେଲାରୁ ସେ ପଡି ଯାଇଥିଲେ ।!-->…
Read More...
Read More...
ଖୋଲିଲା ମୃତ୍ୟୁ ରହସ୍ୟ : ସ୍ବାମୀ ସ୍ତ୍ରୀଙ୍କ ଠେଲାପେଲାରୁ ଯାଇଛି ନିକିତାଙ୍କ ଜୀବନ
କଟକ : ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଜେଲ୍ ଗଲେ ଅଭିଯୁକ୍ତ ସ୍ବାମୀ ଲିପନ୍ ସାହୁ । ପୋଲିସର ଜେରା ବେଳେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଠେଲାପେଲାରୁ ନିକିତା ଛାତରୁ ପଡ଼ିଯାଇଥିବା ସ୍ବୀକାର କରିଥିଲେ ଲିପନ୍ ।!-->…
Read More...
Read More...
ନିକିତା ମୃତ୍ୟୁ ରହସ୍ୟ : ପରିବାର ଅଭିଯୋଗ ପରେ ବଦଳିଲା ପୋଲିସର ତଦନ୍ତ ଦିଗ
ଛାତ ଉପରେ ସ୍ବାମୀ- ସ୍ତ୍ରୀଙ୍କ ଭିତରେ ହୋଇଥିଲା ଝଗଡାକଟକ : ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ ମାମଲାରେ ଆଜି ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିବ ପୋଲିସ। ସାଇଣ୍ଟିଫିକ୍
ଟିମ୍ ନିକିତାଙ୍କ ଘରକୁ!-->!-->!-->…
Read More...
Read More...
