Browsing Category

Crime

ଡକାୟତଙ୍କୁ ଛେଚିଲେ ଗାଁ ଲୋକେ

ଦଶପଲ୍ଲା : ମହଙ୍ଗା ପଡିଲା ଡକାୟତି । ୨ ଡକାୟତଙ୍କୁ ଉତ୍ତମ ମଧ୍ୟମ ଛେଚା ପରେ ପୋଲିସରେ ଜିମା ଦେଲେ ଗାଁ ଲୋକେ । ଗତକାଲି ରାତିରେ ନୟାଗଡ ଦଶପଲ୍ଲା ଥାନା ପଙ୍କାଳସାହି ନିକଟରେ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ…
Read More...

ଭାଇକୁ ଏକାଧିକ ବିବାହ କରାଇ ଅର୍ଥ ଲୁଟୁଥିଲେ ଭଉଣୀ,ବର୍ଷକରେ ତିନି ବିବାହ, ୭ ବର୍ଷ ପରେ କେମିତି ପଡିଲେ ଧରା ?

ନୂଆଦିଲ୍ଲୀ : ଟଙ୍କା ଓ ମଜା ଉଭୟ ଲୁଟିବା ଲାଗି ଭିନ୍ନ ଉପ୍ୟା ପାଞ୍ଚିଥିଲେ ଭାଇ ଓ ଭଉଣୀ । ମିଛ କହି ଧନୀ ମହିଳାଙ୍କୁ ଭାଇକୁ ବିବାହ କରାଇ ଅର୍ଥ ଲୁଟୁଥିଲେ ଭଉଣୀ । ଭଉଣୀଙ୍କ ଟାର୍ଗେଟରେ ରହୁଥିଲେ ମହିଲା ବ୍ୟାଙ୍କ ମ୍ୟାନେଜର…
Read More...

ରାଜଧାନୀ ଡ୍ୟାନ୍ସବାରରେ ଦେହ ବେପାର,୯ ସୁନ୍ଦରୀ ଯୁବତୀ ଧରାହେଲେ

ଭୁବନେଶ୍ବର : ରାଜଧାନୀର ସେ।ଲାନ୍ ଇନ ହେ।ଟେଲରେ ପେ।ଲିସର ଚଢାଉ । ଖାରବେଳନଗର ଥାନା ଜନପଥରେ ଥିବା ହେ।ଟେଲ ସେ।ଲାନ୍ ଇନ ହେ।ଟେଲରେ ଚଢାଉ କରି ୯ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପେ।ଲିସ । ଘଟଣାରେ ଡ୍ୟାନ୍ସବାରର…
Read More...

ଝିଅ ବୟସର ନାବାଳିକାକୁ ଛାଡିଲେନି : ବାପାଙ୍କ ୩ ସାଙ୍ଗଦ୍ୱାରା ଦୁଷ୍କର୍ମର ଶୀକାର ହେଲେ ନାବାଳିକା

ନୂଆଦିଲ୍ଲୀ : ପିଲାବେଳୁ ବାପାଙ୍କ ସାଙ୍ଗ ମାନଙ୍କୁ ନିଜ ଘରକୁ ଯିବା ଆସିବା କରିବା ଦେଖୁଥିଲା ନାବାଳିକା । ହେଲେ ବାପାଙ୍କ ସାଙ୍ଗଯେ ଦୁଷ୍କର୍ମ କରିବେ ତାହା କେହି କେବେ ହେଲେ ଭାବିନଥିଲେ । ଦିଲ୍ଲୀର ଉତମ ନଗରୀରେ ଜମେ…
Read More...

ପ୍ରେମିକା ଘରେ ଲହୁଲୁହାଣ ହୋଇ ଡାକ୍ତରଖାନା ଗଲା, ପ୍ରେମିକ କାହିଁକି ?

ପୁରୀ : ପ୍ରେମିକାକୁ ଦେଖା କରି କଥା ହେବାକୁ ପ୍ରେମିକ ଯାଇଥିଲେ ପ୍ରେମିକାଙ୍କ ଘରକୁ । ହେଲେ ନିଜ ଘରକୁ ନଫେରି ପ୍ରେମିକା ଘରୁ ପ୍ରେମିକ ଲହୁ ଲୁହାଣ ହୋଇ ସିଧା ଗଲେ ଡାକ୍ତରଖାନା । ଏମିତି ଘଟଣା ଘଟିଛି ପୁରୀ ସଦର ଥାନା…
Read More...

ବାହା ହେବାକୁ କହି ୫୯ ବର୍ଷର ବୃଦ୍ଦ ୩୦ ମହିଳାଙ୍କୁ ଧୋକ୍କା ଦେଇ ସୁନା ଟଙ୍କା ଲୁଟିଲେ ,ଧରା ହେଲେ କେମିତି ?

ଚେନ୍ନାଇ: ବୃଦ୍ଧକାଳେ ଚାଲିଥିଲା ବାଲ୍ୟଲୀଳା । ବିବାହର ମିଥ୍ୟା ପ୍ରତିଶୃତି ଦେଇ ଧୋକା ଦେଉଥିଲେ ଜଣେ ୫୯ ବର୍ଷର ବୃଦ୍ଧ । ଜଣେ କି ଦୁଇ ଜଣ ନୁହେଁ,ଜଣ ଜଣ କରି ୩୦ ମହିଳାଙ୍କ ମନ ନେଇ ଖେଳ ଖେଳୁଥିଲେ । ସେମାନଙ୍କୁ କେବଳ…
Read More...

ବିମାନରେ ଅଭିନେତ୍ରୀଙ୍କୁ ଅସଦାଚରଣ, ବାରମ୍ବାର ଦେହରେ ହାତ ମାରିଲେ,ଫଟୋ ବି ଉଠାଇଲେ ସହଯାତ୍ରୀ

ମୁମ୍ବାଇ : ବିମାନରେ ଅସଦାଚରଣ । ତାହା ପୁଣି ଜଣେ ସେଲିବ୍ରେଟିଙ୍କୁ । ଲୋକପ୍ରିୟ ଅଭିନେତ୍ରୀଙ୍କୁ ବିମାନ ଭିତରେ ହୋଇଛି ଅସଦାଚରଣ । ନିଜ ଧାରାବାହିକର ପ୍ରମøାସନ ଲାଗି ମୁମ୍ବାଇରୁ - ଦିଲ୍ଲୀ ଯାଉଥିବାବେଳେ ବିମାନରେ ଜଣେ…
Read More...

୨୧ ବର୍ଷୀୟ ମହିଳା ଅଫିସରେ ୪୩ ସହକର୍ମୀଙ୍କ ଦ୍ବାରା ଯୌନ ଶୋଷଣ ପରେ ଖୋଲିଲେ ମୁହଁ

ନୋଏଡା: କର୍ମକ୍ଷେତ୍ରରେ ଯୌନ ଶୋଷଣ । ଥରେ କି ଦୁଇ ଥର ନୁହେଁ ବାରମ୍ବାର ,ଜଣେ କି ଦୁଇଜଣ ନୁହଁନ୍ତି ୪୩ ଜଣ ସହକର୍ମୀ କରିଛନ୍ତି ଯୌନଷୋଷଣ । ଏମିତି ଏକ ଅଭିଯୋଗ ଆଣିଛନ୍ତି ଜଣେ ୨୦ବର୍ଷୀୟା ମହିଳା ସଫ୍ଟଓ୍ଵୟାର ଇଞ୍ଜିନିୟର ।…
Read More...

ଫେସ ବୁକ ପ୍ରେମରୁ ଅନର କିଲିଂ : ଚାଟିଂ କରୁଥିବା ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଲେ ଯୁବତୀଙ୍କ ଘର ଲୋକ

ହରିୟାଣା : ଫେସବୁକରେ ଫ୍ରେଣ୍ଡ ରିକୁଏଷ୍ଟେରୁ ବନ୍ଧୁତା । ବନ୍ଧୁତାରୁ ପେସବୁକରେ ଚାଟିଙ୍ଗ ଆଉ କଥାବାର୍ତା । ବାସ ତା ପରେ ପ୍ରେମ । ହେଲେ ଏହି ଫେସବୁକ ପ୍ରେମ ଏବେ ମହଙ୍ଗା ପଡିଛି ପ୍ରେମୀ ଯୁଗଲଙ୍କୁ । ପୁଅ- ଝିଅ ଦୁହେଁ…
Read More...

ଓଡିଶାରେ ଛାତ୍ରୀଙ୍କୁ ପ୍ରିନସିପାଲଙ୍କ ଯୌନ ନିର୍ଯ୍ୟାତନା, ହିମାଚଳରେ ହେଲା ହତ୍ୟା ଜାଣନ୍ତୁ ପୁରା ଘଟଣା

ହିମାଚଳପ୍ରଦେଶ : ଓଡିଶାରେ ଷ୍ଟଡି ଟୁରବେଳେ ଛାତ୍ରୀଙ୍କୁ ଯୈନ ନିର୍ଯ୍ୟାତନା ଦେଇଥିଲେ ପ୍ରିନସପାଲ । ଛାତ୍ରୀଙ୍କୁ କରିଥିଲେ ଅସଦାଚରଣ । କାହାକୁ ନଜଣାଇବାକୁ ଦେଇଥିଲେ ଧମକ । ସେଥିଲାଗି ନିଯ୍ୟାତିତ ହୋଇଥିବା ଛାର୍ରୀ ଭୟରେ…
Read More...

ମାଆକୁ ଗାଁ ଦାଣ୍ଡରେ କଚାଡି କଚାଡି ମାରିଲା ପୁଅ

ଢେଙ୍କାନାଳ  : କ୍ରୋଧରେ ଅନ୍ଧ ହୋଇଗଲେ କିଛି ମଧ୍ୟ କରିପାରେ ମନୁଷ୍ୟ । ଏପରି କି ନିଜ ଜନ୍ମ କଲା ମାଆକୁ ମଧ୍ୟ ସେ ନୃଶଂସ ଭାବେ ମାରିପାରେ । ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ କୋଇ ଗାଁ…
Read More...

ଚାକିରୀ ଦେବାକୁ କହି ସ୍ବାମୀ ପରିତ୍ୟକ୍ତାଙ୍କୁ  ଗଣଦୁଷ୍କର୍ମ, ରାସ୍ତାରୁ ଉଦ୍ଧାର କଲା ପୋଲିସ

ଯାଜପୁର : ଚାକିରୀ ଦେବାକୁ କହି ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଗଣଦୁଷ୍କର୍ମ । ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ରାସ୍ତାରୁ ଉଦ୍ଧାର କଲା ପୋଲିସ । ଏହି ମାମଲାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଥିବା ବେଳେ ଅନ୍ୟ…
Read More...

ବିବାହ ପାଇଁ ଜିଦ କରିବାରୁ ପ୍ରେମିକାକୁ ହତ୍ୟା କରି ପଥର ବାନ୍ଧି ପୋଖରୀରେ ଫିଙ୍ଗିଦେଲା ପ୍ରେମିକ

ଭଣ୍ଡାରିପୋଖରୀ :  ବିବାହ ପାଇଁ ଜିଦ କରିବାରୁ ହତ୍ୟା କରିଛି । ଭଣ୍ଡାରିପୋଖରୀ ରେବ ଗାଁ ପୋଖରିରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ସତ ସ୍ବୀକାର କରିଛି ଅଭିଯୁକ୍ତ । ଦୀର୍ଘ ବର୍ଷ ହେବ ଭଲ ପାଉଥିବା ପ୍ରେମିକାକୁ ହତ୍ୟା…
Read More...

ବନ୍ଧୁକ ମୁନରେ ସୁନା ବ୍ୟାଗ ଝାମ୍ପିନେଲେ

ଭଦ୍ରକ : ଫିଲ୍ମୀ ଷ୍ଟାଇଲେ ବାଇକରେ ଆସି ବନ୍ଧୁକ ମୁନରେ ଝାମ୍ପି ନେଲେ ସୁନା ଭର୍ତି ବ୍ୟାଗ । ୩ ଲୁଟାରେ ଆସି ସୁନା ବ୍ୟବସାୟୀଙ୍କ ଠାରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କରା ସୁନା । ସୁନା ଦୋକାନ ବନ୍ଦ କରି ଘରକୁ…
Read More...