Browsing Category

Crime

ପୁଣି ଗୋଟିଏ ପରିବାରର ୭ଜଣଙ୍କ ଗଣ ଆତ୍ମହତ୍ୟା

ରାଞ୍ଚି : ପୁଣି ଗୋଟିଏ ପରିବାରର ୭ଜଣ ସଦସ୍ୟଙ୍କ ଆତ୍ମହତ୍ୟା । ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ଏଭଳି ଘଟଣା ସାମ୍ନାକୁ ଆସିଛି । ରାଞ୍ଚି କାନ୍ କେ ଥାନା ଅଞ୍ଚଳରେ ରହୁଥିବା ଦୀପକ ଝାଙ୍କ ପରିବାର ସଦସ୍ୟମାନେ ଆତ୍ମହତ୍ୟା…
Read More...

ଠିକାଦାଙ୍କୁ ଗୁଳି କରି ହତ୍ୟା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଠଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ବାଇକ୍‌ରେ ଆସି ୩ ଜଣ ଦୁର୍ବୃତ୍ତ ଗାଁ ମଝିରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାଁ ଯୋଗୀ ସ୍ୱାଇଁ। ଗୁରୁତର ଅବସ୍ଥାରେ…
Read More...

୭ ବର୍ଷର ଝିଅକୁ ଦୁଷ୍କର୍ମ କଲେ ତଣ୍ଟି ଚିପି ଫୋପାଡିଦେଲେ

ଝାଲଓ୍ବାର  : ଦୁଷ୍କର୍ମ ପରେ ହତ୍ୟା । ୭ ବର୍ଷର ନାବାଳିକାକୁ ପ୍ରଥମେ ଦୁଷ୍କର୍ମ କଲେ । ଆଉ ଧରା ପଡିବା ଭୟରେ ତଣ୍ଚି ଚିପି ହତ୍ୟା କଲେ । ଏମିତି ଘଟଣା ଘଟିଛି ରାଜସ୍ଥାନର ଝାଲଓ୍ବାରଠାରେ । ଜଣେ ୭ ବର୍ଷର ଝିଅକୁ ଦୁଷ୍କର୍ମ…
Read More...

ହୋଟେଲରେ ବିଷ ପିଇଲେ ପୁରୀ ବୁଲି ବାକୁ ଆସିଥିବା ପ୍ରେମୀ ଯୁଗଳ, ଛଟ ପଟ ହୋଇ ବନ୍ଧୁଙ୍କୁ କଲେ ଫୋନ ତା ପରେ କଣ ହେଲା?

ପୁରୀ : ଏକାଠି ପୁରୀ ବୁଲିବାକୁ ଯାଇଥିଲେ ପ୍ରେମୀ ଯୁଗଳ । ହୋଟେଲେରେ ରହିଥିଲେ । ହେଲେ କଣ ହେଲା କେଜାଣି ଦୁହେଁ ବିଷ କୀଟନାସକ ପିଇ ଆତ୍ମ ହତ୍ୟା କରିବାକୁ ଉଦ୍ୟମ କଲେ । ହେଲେ ମରଣ ମୁହଁରୁ ପୁଣି ଥରେ ଫେରିବାକୁ ଚାହିଁ ନିଜ…
Read More...

ଟିଟୋର ଡାହାଣ ହାତ  ବାପୁ ଗରିଫ

ଭୁବନେଶ୍ବର  :   ଟିଟୋର ଡାହାଣ ହାତ କୁହାଯାଉଥିବା ବାପୁ ପରିଡ଼ାକୁ ଆଜି ଗରିଫ କରିଛି ଏସଟିଏଫ ।ବାପୁ ନାଁରେ ୨୮ଟି ମାମଲା ରହିଛି । ପୂର୍ବରୁ ଏକାଧିକ ଥର ବାପୁ ପରିଡ଼ାକୁ ଜେରା କରିଥିଲା ଏସଟିଏଫ । ଆଜି ଗ୍ୟାଙ୍ଗଷ୍ଟର…
Read More...

ଅପମାନ ସହି ନପାରି ନାବାଳକର ଆତ୍ମହତ୍ୟା ,୪୦ ଟଙ୍କା ଚୋରୀ ଆରୋପ ଆଣିଥିଲା ଜଳଖିଆ ଦୋକାନି

ଢେଙ୍କାନାଳ : ଅପମାନରୁ  ଆତ୍ମହତ୍ୟା । ଏକ ଜଳଖିଆ ଦୋକାନରୁ ମାତ୍ର ୪୦ ଟଙ୍କା ଚୋରୀ  ନେଇ ଜଣେ ନାବାଳକର ଆତ୍ମହତ୍ୟା ନେଇ  ଢେଙ୍କାନାଳରେ ଚାଞ୍ଚଲ୍ୟ ।  ଚୋରୀ  ଅପମାନ  ସହି ନପାରି  ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ…
Read More...

ମାଉସୀ ଝିଅ ଭଉଣୀ ସହ ୬ ବର୍ଷ ଶାରିରୀକ ସଂପର୍କ ରଖି ଧୋକ୍କା ଦେଉଥିଲା,ପୋଲିସରେ ଅଭିଯୋଗ କଲେ ଯୁବତୀ

ନୂଆଦିଲ୍ଲୀ: ପବିତ୍ର ସଂପର୍କରେ କଳଙ୍କ । ନିଜ ମାଉସୀ ଝିଅ ଭଉଣୀଙ୍କୁ ପ୍ରେମ କଲେ । ୬ ବର୍ଷ ଧରି ସାରିରୀକ ସଂପର୍କ ରଖଇଲେ । ହେଲେ ବାହାହେବାକୁ ମନା କରି ଅନ୍ୟତ୍ର ବାହାହେବାବେଲେ ଥାନାରେ ଅଭିଯୋଗ କଲେ ମାଉସୀ ଝିଅ ଭଉଣୀ ।…
Read More...

ପ୍ରେମ ନିବେଦନରେ ବିଫଳ ପରେ ଭିଡିଓ ଭାଇରାଲ କରି ବୟଫ୍ରେଣ୍ଡ ଗିରଫ

ଭୁବନେଶ୍ୱର: ବନ୍ଦ ହେଉନି ଅଶୀଳ ଭିଡିଓ ଭାଇରାଲ । ଗୋଟିଏ ପରେ ଗୋଟିଏ ଅଶୀଳ ଭିଡିଓ ଭାଇରାଲ ହେବା ଘଟଣା ସାମ୍ମନାକୁ ଆସୁଛି । ଏମିତି ଏକ ଘଟଣା ଘଟିଛି ସମ୍ମାନ ଜନକ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ । ପ୍ରେମିକାକୁ ପ୍ରେମ…
Read More...

ନବବଧୁଙ୍କ ତଣ୍ଟି କାଟି ହତ୍ୟା କଲା ପ୍ରେମିକ,ସ୍ୱାମୀଙ୍କୁ ନେଇ ବାପ ଘରକୁ ଆସିଥିଲେ ବୁଲି

ଆସ୍କା : ଯଦି ତୁ ମୋର ହେବୁନି ତେବେ ଆଉ କାହାର ହେବୁନି । ଏହା କୈଣସି ଯାତ୍ରା କି ସିନେମାର ଡାଇଲଗ ନୁହେଁ । ଜଣେ ପ୍ରେମିକ ତାର ପ୍ରେମିକା ବିଭାହ କରିବା ପରେ ଏମିତି କହିଛି । କେବଳ କହିନି ସିନେମା ପରି ପ୍ରେମିକାର ତଣ୍ଟି…
Read More...

ଚୋର ଘରେ ସୋ-ରୁମ : ହାଇପ୍ରୋଫାଇଲ ଲୁଟେରା ଗିରଫ

ଭୁବନେଶ୍ବର  : ଲୁଟେରା ଜଣେ ହେଲେ ଲୁଟର ସଂଖ୍ୟା ଅନେକ । ରାଜଧାନୀରେ କମିସନରେଟ ପୋଲିସର ନିଦ ହଜାଇ ଦେଇଥିଲେ ଏହି ଯୁବକ ଜଣକ । ଯାହାଠାରୁ ଜବତ ହୋଇଛି ପ୍ରାୟ ୮୦ ଲକ୍ଷ ଟଙ୍କାର ସାମଗ୍ରୀ । ଯେଉଁଥିରେ ରହିଛି ସୁନା  ଓ ରୁପା…
Read More...

ପ୍ରେମିକାର ଓଢଣୀରେ ପ୍ରେମିକାର ଉପସ୍ଥିତିରେ ପ୍ରେମିକର ଆତ୍ମହତ୍ୟା

ଭୁବନେଶ୍ବର  : ପ୍ରେମ ଅନ୍ଧ । ପ୍ରେମ ପାଇଁ ମଣିଷ ପାଗଳ ହୋଇଯାଏ । ଦୁନିଆ ହୋଇଯାଏ ରଙ୍ଗୀନ । ପ୍ରେମ ଆଗରେ ସବୁ ତୁଛ ହୋଇଯାଏ । ହେଲେ ପ୍ରେମ ଯେତେବେଳେ ପ୍ରତାରଣ ପାଲଟେ ସେତେକେଳେ କଣହୁଏ । କିଛି ବି କରିବାକୁ ପଛାଏ…
Read More...

ସେକ୍ସ ରାକେଟ ଲାଗି ପ୍ରତି ୪ ମାସରେ ଥରେ ବାହା ହେଉଥିଲେ,ପତ୍ନୀଙ୍କୁ ବେପାରରେ ଲଗାଉଥିଲେ ପୁରୁଷ କିଙ୍ଗପିନ

ଭୁବନେଶ୍ୱର : ଦେହ ବ୍ୟବସାୟ କରି ରୋଜଗାର କରୁଥିଲା ମୁଠା ମୁଠା ଟଙ୍କା । ଦେହ ବେପାରକୁ ସହଜ କରିବାକୁ ବାରମ୍ବାର ବାହା ହେଉଥିଲେ । ପ୍ରଥମେ ପ୍ରେମ ଜାଲରେ ଫସାଉଥିଲେ । ପରେ ତାଙ୍କୁ ବାହା ହେଉଥିଲେ । ତାପରେ ନିଜ ପତ୍ନୀଙ୍କୁ…
Read More...

ଆଗରେ ସ୍ପାର ହୋଡିଂ ,ଭିତରେ ଦେହ ବେପାର

ଭୁବନେଶ୍ୱର : ଆଗରେ ଲାଗିଥିଲା ସ୍ପାର ହୋଡିଂ । ଭିତରେ ଚାଲୁଥିଲା କୁତ୍ସିତ ଯୌନ ବେପାର । ସ୍ପା ନାଁରେ ଚାଲିଥିଲା ଦେହ ବ୍ୟବସାୟ । ରାଜଧାନୀରେ ସ୍ପାର ଆଢୁଆଳରେ ଯୌନ ବେପାର ହେୁଥିଲା । ଏମିତି ଏକ ସ୍ପା ଉପରେ ରେଡ କରି ତା…
Read More...

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ସରକାରୀ ବାବୁ ଖୋଳ ତାଡ ଆରମ୍ଭ : ସରକାରୀ ଅଫିସରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର୍ ଟିଟୋର ବ୍ୟାବସାୟିକ ସାମ୍ରାଜ୍ୟର ଖୋଳତାଡ଼ । କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ ଅଫିସ୍, ଡେରାବିଶ ଓ ଗରଦପୁର ତହସିଲ୍, କେନ୍ଦ୍ରାପଡ଼ା ମୁନିସିପାଲିଟି, ଯୋଗାଣ ବିଭାଗ ଏବଂ ଚଣ୍ଡିଖୋଲ ଆରଟିଓରେ…
Read More...