Browsing Category
Entertainment
ସନ୍ନି ଲିଓନି ତାଙ୍କ ଶରୀର କେଉଁ ଅଙ୍ଗକୁ ବୀମା କରିବାକୁ ଚାହୁଁଛନ୍ତି ଆଉ କାହିଁକି ?
ମୁମ୍ବାଇ : ବଲିଉଡ ୍ଭିନେତ୍ରୀ ସନ୍ନି ଲିଓନୀ ସବୁବେଳେ ନିଜର ଖୋଲମଖୁଲ୍ଲା ଅଭିନୟ ପାଇଁ ଚର୍ଚ୍ଚାରେ ରହିଛନ୍ତି । ତେବେ ନିକଟରେ ନିଜର ଆଉ ଏକ ବୟାନ ଲାଗି ଚର୍ଚ୍ଚାକୁ ଆସିଛନ୍ତି ସନ୍ନି । ତାହା ପୁଣି ନିଜ ଶରୀରର ଏକ ଅଙ୍ଗକୁ!-->…
Read More...
Read More...
ମିହିର ଆଚାର୍ଯ୍ୟଙ୍କ ନିର୍ଦେଶିତ ଚଳଚ୍ଚିତ୍ର “ଫେରିଆ”ଅଡିଓ ଓ ଓଟିଜର ରିଲିଜ
ଭୁବନେଶ୍ବର : ସୁମା ରିୟଲ
ମିଡିଆ ପ୍ରାଇଭେଟ ଲିମିଟେଡ
ଚଳଚ୍ଚିତ୍ର ନିର୍ମାଣରେ ପାଦ
ଦେବା ସହିତ ଆଜି
ଏହାର ପ୍ରଥମ ଫିଲ୍ମ
ଫେରିଆ କମ୍ ବ୍ୟାକ୍ର
ଟ୍ରେଲର ଓ ପୋଷ୍ଟର
ରିଲିଜ ଅନୁଷ୍ଠିତ ହୋଇଯାଇଛି।
ଆଜି ଭୁବନେଶ୍ବର ସୋଆ
ହୋଟେଲ!-->…
Read More...
Read More...
କ୍ୟାରେବିଆନ ଆଇଲେଣ୍ଡରେ ହନିମୁନ କରିବେ ପ୍ରିୟଙ୍କା- ନିକ
ମୁମ୍ବାଇ: ବାହାଘର ପରେ ବ୍ୟସ୍ତ ରହୁଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା ଓ ତାଙ୍କ ବିଦେଶୀ ବର ନିକ ଏବେ ନିଜ ପାଇଁ ସମୟ ବାହାର କରିଛନ୍ତି । ପରିବାର ସହ ନୂଆ ବର୍ଷ ପାଳନ କରିବା ପରେ ଏବେ ଦୁହେଁ ହନିମୁନ ଟ୍ରିପରେ!-->!-->!-->…
Read More...
Read More...
ହଜାର ହଜାର ଦର୍ଶକଙ୍କ ଆଗରେ ବିରାଟଙ୍କୁ ଆଲିଙ୍ଗନ କଲେ ଅନୁଷ୍କା, କାହିଁକି ?
ନୂଆଦିଲ୍ଲୀ : ପଡିଆ ଚାରିପଟେ ହଜାର ହଜାର ଦର୍ଶକ । ହେଲେ ଦର୍ଶକଙ୍କୁ ଖାତିର ନାହିଁ । ପଡିଆକୁ ସିଧା ଦୈଡି ଦୈଡି ପସିଗଲେ ଗ୍ଲାମର କୁଇନ ଅନୁଷ୍କା ଶର୍ମା । ବିରାଟ ବି ପଡିଆରେ ଥିଲେ ତାଙ୍କ ପାଖକୁ ଯାଇ ଆଲିଙ୍ଗନ କଲେ ।!-->!-->!-->…
Read More...
Read More...
ଅଭିନେତ୍ରୀ ନିକିତାଙ୍କ ସନ୍ଦେହଜନକ ମୃତ୍ୟୁ
କଟକ : ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କର ଶନିବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଅଭିନେତ୍ରୀ ନିକିତା ମହାନଦୀ ବିହାରରେ ନିଜ ବାପଘରେ ରହୁଥିଲେ ।!-->…
Read More...
Read More...
ନୂଆ ବର୍ଷରେ ଚାଲିଗଲେ କାଦିର ଖାନ୍
ଭୁବନେଶ୍ବର : ୨୦୧୮ ବିଦାୟ ସହ ବିଦାୟ ନେଇଛନ୍ତି ପ୍ରତିଷ୍ଠିତି
ଅଭିନେତା ଲେଖକ କାଦର ଖାନ୍ । ୮୧ ବର୍ଷ ବୟସରେ କାନଡାରେ ତାଙ୍କର ପରଲୋକ ହୋଇଯାଇଛି । ଗତ କିଛି
ସପ୍ତାହ ଧରି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା।!-->…
Read More...
Read More...
ସୁପର ହିରୋ ହେବେ ଦୀପିକା
ମୁମ୍ବାଇ : ବି-ଟାଉନ୍ ଡିମ୍ପଲ୍ ଗାର୍ଲ ଦୀପିକା ପାଦୁକୋନ୍ଙ୍କର ବିବାହ ସମ୍ପନ୍ନ ହୋଇଛି ନିକଟ ଅତୀତରେ । ସୁପର୍ଷ୍ଟାର୍ ରଣବୀର ସିଂହଙ୍କୁ ଜୀବନସାଥୀ ରୂପେ ବାଛିବା ପରେ ତାଙ୍କ ଖୁସି କହିଲେ ନସରେ । ତାଙ୍କ ବିବାହ ଉପରେ!-->!-->!-->…
Read More...
Read More...
ଭେଟେରାନ ଫିଲ୍ମ ନିର୍ଦେଶକ ମୃଣାଲ ସେନଙ୍କ ପରଲୋକ
କୋଲକାତା : ଭେଟେରାନ ଫିଲ୍ମ ନିର୍ଦେଶକ ମୃଣାଲ ସେନଙ୍କ ପରଲୋକ । ପଦ୍ମଭୂଷଣ ଓ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନୀତ ମୃନାଲ ସେନ ଆଜି କୋଲକାତାର ଭବାନିପୁରସ୍ଥିତ ବାସଭବନରେ ପୂର୍ବାହ୍ନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।!-->…
Read More...
Read More...
ରଣବୀରଙ୍କୁ ଛାଡି ଆଉ କାହାକୁ କିସ୍ କରିବେନି, କାହିଁକି ଏମିତି କହିଲେ ଦୀପିକା,କଣ ପାଇଁ ଲିପ ଲକକୁ ଅରାଜି ?
ନୂଆଦିଲ୍ଲୀ : ବଲିଉଡରେ ନିଜ କିସକୁ ନେଇ ଚର୍ଚ୍ଚାରେ ଥିବା ଦୀପିକା ପାଦୁକୋନ ଆଉ ଲିପ ଲକ କରିବେନି ବା କିସ କରିବେନି । ବାହାଘର ପରେ ସେ ଏମିତି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କେବଳ ନିଜ ସ୍ୱାମୀ ରଣବୀରଙ୍କୁ ଛାଡି…
Read More...
Read More...
ସବୁଠୁ ଷ୍ଟାଇଲିଜ ପୁରୁଷକୁ କିସ କରି ମୁଁ ଭାଗ୍ୟ ବାନ, ନିକଙ୍କ ସହ ହନିମୁନ ଆଗରୁ କାହାକୁ କିସ କରି ଏମିତି କହିଲେ…
ମୁମ୍ବାଇ : ପ୍ରେମ ଓ ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ବଲିଉଡ ହିରୋଇନ ପ୍ରିୟଙ୍କା ଚୋପ୍ରା । ନିକଟରେ ଦେଶୀ ଗର୍ଲ ତାଙ୍କ ବିଦେଶୀ ବନ୍ଧି ନିକଙ୍କୁ ବାହାହେବାକୁ ନେଇ ବି ଚର୍ଚ୍ଚା ଧମିନି । ୨୮ରୁ ଦୁହେଁ…
Read More...
Read More...
ବାହାଘର ପରେ ବେଡରୁମ ସିକ୍ରେଟ ସେୟାର କଲେ ଦୀପିକା, ଜାଣନ୍ତୁ କଣ
ମୁମ୍ବାଇ : ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ବାହଘରକୁ ମାସେ ପୁରିଲାଣି ।ଦୁହିଁଙ୍କ ମ୍ୟାରେଡ ଲାଇଫକୁ ନେଇ ଏବେ ବି ଅନେକ ଚର୍ଚ୍ଚା ଚାଲିଛି । ତେବେ ବାହାଘରେ ପରେ ଉଭୟ ଦୀପବୀର କେମିତି ଚଳୁଛନ୍ତି ଓ ସେମାନଙ୍କ ଦିନ…
Read More...
Read More...
ମନ ବଦଳାଇଲେ ନିକ : ପ୍ରିୟଙ୍କାଙ୍କୁ ନେଇ ସ୍ୱିଜରଲ୍ୟାଣ୍ଡରେ କରିବେ ହନିମୁନ୍, ୭ ଦିନ ରୋମାନ୍ସ କରିବେ ନବ ବଧୁ
ମୁମ୍ବାଇ : ଶେଷରେ ମନ ବଦଳାଇଛନ୍ତି ନିକ । ବଲିଉଡର ନିୟୁଲି ମ୍ୟାରେଡ କପୁଲ ନିକ- ପ୍ରିୟଙ୍କା ହନିମୁନରେ ଯିବାକୁ ମନସ୍ତିର କରିଛନ୍ତି । ସ୍ୱିଜରଲ୍ୟାଣ୍ଡ୍ରେ ହେବ ପ୍ରିୟଙ୍କା ଓ ନିକ୍ଙ୍କ ହନିମୁନ୍ । ଆଉ ଏହି ଖବର ଆସିବା ପରେ…
Read More...
Read More...
ତୈମୁରଙ୍କ ବଲିଉଡ ଏଣ୍ଟ୍ରି ନେଇ ଖୁଲାସା କଲେ କରୀନା, ଦେଖନ୍ତୁ ତୌମୁରଙ୍କ ଭାଇରାଲ ଫଟୋ
ମୁମ୍ବାଇ : ବଲିଉଡ ଅଭିନେତ୍ରୀଙ୍କୁ ପଛରେ ପକାଇ ତାଙ୍କ ପୁଅ ତୌମୁର ଏବେ ସବୁଠୁ ଅଧିକ ଚର୍ଚ୍ଚା ଅଛନ୍ତି । ପିଲା ବୟସର ତୌମୁରଙ୍କର ପ୍ୟାନ ଏତେ ଯେ, ସେ ସୋସିଆଲ ମିଡିଆରେ ଅନେକ ନାମି ଦାମି ଷ୍ଟାରଙ୍କୁ ବି ପଛରେ…
Read More...
Read More...
ବଲିଉଡର ବିଉଟିଲେଗସ ତାଲିକାରେ ପ୍ରିୟଙ୍କା ଆଗରେ , ପଛରେ ପଡିଲେ କ୍ୟାଟ୍ରିନା, ୫ରେ ସେକ୍ସି ଗର୍ଲ ଚିତ୍ରାଙ୍ଗଦା
ମୁମ୍ବାଇ : ବଲିୁଡରେ ସୁନ୍ଦରୀ ମାନଙ୍କ ଚେହେରାକୁ ନେଇ ଅନେକ ସମୟରେ ଅନେକ ପ୍ରିଯୋଗିତା ହୁଏ । କାହାର ଆଖି ସୁନ୍ଦର, କାହାର ଓଠ, କିଏ ତନୁପାତେଳଈ ଆଉ କିଏ ସେକ୍ସୀ ଲୁକରେ ଫାଷ୍ଟ ସେନେଇ କିଏ ।ଗରେ କିଏ ପଛରେ ତାର…
Read More...
Read More...
