Browsing Category

National

ଜାପାନରେ ଫସିଥିବା ଓଡ଼ିଆ ପୁଅ ଶିବାଶିଷ୍ ଙ୍କ ସମେତ ୧୧୯ ଜଣ ଭାରତୀୟ ସ୍ୱଦେଶକୁ ଫେରିଲେ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋରୋନା ଆକ୍ରାନ୍ତ ସନ୍ଦେହରେ ଜାପାନର ୟୋକୋହମା ବନ୍ଦରରେ କ୍ରୁଜ୍ ଜାହାଜ “ଡାଇମଣ୍ଡ ପ୍ରିନସେସ୍‌” ରେ ଫସି ରହିଥିବା ୧୧୯ଜଣ ଭାରତୀୟ ସ୍ୱଦେଶକୁ ଫେରିଛନ୍ତି । ସେମାନଙ୍କୁ ଭାରତୀୟ ବାୟୁସେନାର…
Read More...

ଦିଲ୍ଲୀ ହିଂସା; ମୃତ୍ୟୁ ସଂଖ୍ୟା ୨୩ରେ ପହଂଚିଲା, ଶାନ୍ତି ପାଇଁ ଅପିଲ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସିଏଏକୁ ନେଇ ଲାଗିରହିଥିବା ହିଂସା ଥମିବାର ନାଁ ନେଉନି । ତେବେ ଏହି ହିଂସା ଯୋଗୁଁ ଏଯାବତ୍ ୨୩ଜଣଙ୍କୁ ମୃତ୍ୟୁ ହୋଇଥିବାବେଳେ ୨୦୦ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ହିଂସାକୁ ନେଇ…
Read More...

ଶାହିନବାଗରେ ସିଏଏର ମାମଲା: ମାର୍ଚ୍ଚ ୨୩ରେ ପରବର୍ତୀ ଶୁଣାଣି

ନୂଆଦିଲ୍ଲୀ: ଘୁଂଚିଲା ଶାହିନବାଗ ଶୁଣାଣି । ଶୁଣାଣି ପାଇଁ ପରିସ୍ଥିତି ଠିକ୍ ନଥିବାରୁ ଏହାର ପରବର୍ତୀ ଶୁଣାଣି ମାର୍ଚ୍ଚ ୨୩ରେ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆଜି ଏହାର ଶୁଣାଣି ସମୟରେ ରାସ୍ତା ଅନିର୍ଦ୍ଦିଷ୍ଟକାଳ…
Read More...

ସିଏଏକୁ ଦିଲ୍ଲୀରେ ଥମୁନି ହିଂସା: ଗଲାଣି ୧୭ ଜୀବନ

ନୂଆଦିଲ୍ଲୀ: ସିଏଏକୁ ନେଇ ରାଜଧାନୀ ଦିଲ୍ଲୀରେ ହିଂସା ଥମିବାର ନାଁ ନେଉନି । ଏହି ହିଂସା ଫଳରେ ଏଯାବତ୍ ୧୭ଜଣ ପ୍ରାଣ ହରାଇସାରିଲେଣି । ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ସକାଳେ ୪ଜଣ ଲୋକଙ୍କର ମୃତଦେହ…
Read More...

ସିଏଏକୁ ନେଇ ଦିଲ୍ଲୀରେ ହିଂସା: ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି, ୧୫୦ ଆହତ

ନୂଆଦିଲ୍ଲୀ: ସିଏଏକୁ ନେଇ ଜଳୁଛି ଦିଲ୍ଲୀ । ହିଂସା କ୍ରମଶଃ ଉଗ୍ର ରୂପ ନେବା ସହ ଚାରିଆଡେ ବ୍ୟାପିବାକୁ ଲାଗିଲାଣି । ଅଶାନ୍ତ ହେବାରେ ଲାଗିଛି ଜାତୀୟ ରାଜଧାନୀ । ଜାଫରାବାଦରେ ସକାଳ ସମୟରୁ ଉତେଜନାମୂଳକ ପରିସ୍ଥିତି ଲାଗି…
Read More...

ହାଇଦ୍ରାବାଦ ହାଉସରେ ମୋଦି-ଟ୍ରମ୍ପଙ୍କ ମିଳିତ ବିବୃତି

ନୂଆଦିଲ୍ଲୀ: ରାଜଧାନୀର ହାଇଦ୍ରାବାଦ ହାଉସରେ ଜାରି ରହିଛି ଭାରତ- ଆମେରିକାର ମିଳିତ ବୟାନ । ଦ୍ବିପାକ୍ଷିକ ବୈଠକ ସରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ନିଜ ନିଜର ବିବୃତି…
Read More...

ରାଜଘାଟରେ ମହାତ୍ମାଗାନ୍ଧୀଙ୍କ ସମାଧିପୀଠରେ ଶ୍ରଦ୍ଧା ସୁମନ ଅର୍ପଣ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ମହାତ୍ମାଗାନ୍ଧୀଙ୍କ ସମାଧି ପୀଠ ଯାଇ ସେଠାରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଏହି ସମୟରେ ପତ୍ନୀ ମେଲାନିଆ ମଧ୍ୟ ଉପସ୍ଥିତ ଥିଲେ ।ଏହା…
Read More...

ରାଷ୍ଟ୍ରପତି ଭବନରେ ଟ୍ରମ୍ପ ଦମ୍ପତିଙ୍କୁ ଗାର୍ଡ ଅଫ୍ ଅନର

ନୂଆଦିଲ୍ଲୀ: ଆଜି ରାଷ୍ଟ୍ର ପକ୍ଷରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ଆନୁଷ୍ଠାନିକ ଭାବେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଇସିନା ହିଲ୍‌ ସ୍ଥିତ ରାଷ୍ଟ୍ରପତି ଭବନର…
Read More...

ତାଜମହଲରେ ଟ୍ରମ୍ପ

ଆଗ୍ରା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମାଲେନିଆ ଟ୍ରମ୍ପ ତାଜମହଲରେ ପହଂଚିଛନ୍ତି । ସେଠାରେ ସେମାନେ ଯାଇ ତାଜମହଲକୁ ପରିଦର୍ଶନ କରୁଛନ୍ତି । ଏ ନେଇ କେନ୍ଦ୍ରସରକାର ଓ ଉତରପ୍ରଦେଶ ସରକାରଙ୍କ ପକ୍ଷରୁ…
Read More...

ମୋଟେରାରେ “ନମସ୍ତେ ଟ୍ରମ୍ପ” କାର୍ଯ୍ୟକ୍ରମ; ଏଭଳି ବକ୍ତବ୍ୟ ରଖିଲେ ଆମେରିକା ରାଷ୍ଟ୍ରପତି

ଅହମଦାବାଦ: ନମସ୍ତେ..ନମସ୍ତେରୁ ଅଭିବାଦନ ଆରମ୍ଭ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ମୋଦି ମୋର ପ୍ରକୃତ ବନ୍ଧୁ । ଭାରତକୁ ଅଗ୍ରଗତି କରିବାରେ ମୋଦିଙ୍କ ଭୂମିକା ଅତୁଳନୀୟ । ଦେଶ ପାଇଁ…
Read More...

ସାବରମତୀ ଆଶ୍ରମରେ ଟ୍ରମ୍ପ; ଚଲାଇଲେ ଚରଖା

ଅହମଦାବାଦ: ସାବରମତୀ ଆଶ୍ରମରେ ପହଂଚିଲେ ଟ୍ରମ୍ପ । ଉତରୀୟ ପିନ୍ଧାଇ ଟ୍ରମ୍ପ ଦମ୍ପତିଙ୍କୁ ସ୍ୱାଗତ କରାଯାଇଛି । ଏହାପରେ ଟ୍ରମ୍ପ ଚରଖା ଚଲାଇବା ସହ ଏହା ସମ୍ପର୍କରେ ଜାଣିଥିଲେ । ପରେ ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମଧ୍ୟ ଏହି…
Read More...

ଚୀନରେ ୨୫ଶହ ଟପିଲା କୋରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଚୀନରେ କରାଳ ରୂପ ଧାରଣ କଲାଣି କୋରୋନା ଭାଇରସ । ଏଥିରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ସୁଦ୍ଧା ୭୭ ହଜାର ୧୫୦ ଲୋକ ଭାଇରସରେ ଆକ୍ରାନ୍ତ…
Read More...

ଆଜି ଭାରତ ଆସୁଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ: ଆଜିଠାରୁ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିଜର ବହୁ ପ୍ରତିକ୍ଷିତ ଭାରତ ଯାତ୍ରା ପାଇଁ ସେ ଉଡାଣ ଭରିସାରିଛନ୍ତି । ଆଉ କିଛି ସମୟ ପରେ ସେ ଅହମଦାବାଦ ବିମାନ ବନ୍ଦରରେ…
Read More...

‘ମନ୍ କି ବାତ୍‌’; ଲିଟି-ଚୋଖାର ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ରବିବାର ୬୨ ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ହୁନର ହାଟଠାରୁ ଆରମ୍ଭ କରି ଭାଗିରଥୀ ଆମ୍ମା ପର୍ଯ୍ୟନ୍ତ ବିଭିନ୍ନ ବିଷୟ…
Read More...