Browsing Category

National

ନିର୍ଭୟା ମାମଲା; ଜେଲ ଭିତରେ ଷ୍ଟାପଲର ପିନ୍ ଗିଳି ପକାଇଲେ ଦୋଷୀ ବିନୟ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଦୋଷୀଙ୍କ ଫାଶୀ ତାରିଖ ଯେତେ ପାଖେଇ ଆସୁଛି, ସେମାନେ ସେଥିରୁ ବଂଚିବା ପାଇଁ ନୂଆ ନୂଆ ଉପାୟ ବାହାର କରୁଛନ୍ତି । ତେବେ ପୁଣିଥରେ ଏଭଳି ଘଟଣା ଏକ ସାମ୍ନାକୁ ଆସିଛି । ଏହି ମାମଲାର ୪ ଦୋଷୀଙ୍କ…
Read More...

ଆନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀରେ ଆନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀର ଉଦଘାଟନ କରିଛନ୍ତି । ଆନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀ ସୁପ୍ରିମକୋର୍ଟର ଅତିରିକ୍ତ କୋଠାରେ ଅନୁଷ୍ଠିତ ହେଉଛି । ଏହି…
Read More...

ନିର୍ଭୟା ମାମଲା: ପରିବାର ସହ ଶେଷ ସାକ୍ଷାତ ପାଇଁ ୪ଦୋଷୀଙ୍କୁ ଚିଠି ଲେଖିଲେ ତିହାର ଜେଲ କର୍ତୃପକ୍ଷ

ନୂଆଦିଲ୍ଲୀ: ପରିବାର ସହ ଶେଷ ସାକ୍ଷାତ ପାଇଁ ନିର୍ଭୟା ମାମଲାର ୪ଦୋଷୀଙ୍କୁ ଚିଠି ଲେଖିଲେ ତିହାର ଜେଲ କର୍ତୃପକ୍ଷ । ଫାଶୀ ଲାଗି ନିର୍ଦ୍ଧାରିତ ଦିନ ମାର୍ଚ ୩ ତାରିଖ ପୂର୍ବରୁ ସେମାନେ ନିଜ ପରିବାରକୁ ଭେଟି ପାରିବେ ବୋଲି…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ଲସ୍କରୀ ଇ ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଂଟରଟି ଶନିବାର ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ହୋଇଥିଲା ।ସୂଚନା ଅନୁସାରେ, ସୁରକ୍ଷାକର୍ମୀ ଓ…
Read More...

କୋରୋନା ଭାଇରସ୍‌: ୨୩୬୦ରେ ପହଂଚିଲା ମୃତକଙ୍କ ସଂଖ୍ୟା

ବେଜିଂ: ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ଏବେ ଆତଙ୍କ ରୂପ ନେଇଛି । ଏହି ଭାରଇରସରେ ଆକ୍ରାନ୍ତ ହୋଇ ୨୩୬୦ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।କୋରୋନା ଭାଇସରରେ ୮ ଜଣ ମେଡିକାଲ ପ୍ରଫେସରଙ୍କ ମୃତ୍ୟୁ ହୋଇଥିଲା…
Read More...

୨୪ରେ ପର୍ଯ୍ୟଟକଙ୍କୁ ତାଜମହଲ ମନା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ରେ ଭାରତ ଆସୁଛନ୍ତି । ଏ ନେଇ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ୨୪ରେ ତାଜମହଲ ବନ୍ଦ ରହିବ । ସେହିଦିନ ଟ୍ରମ୍ପ ତାଜମହଲ ବୁଲିଯିବେ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ୨୪ ତାରିଖ…
Read More...

ମହାଶିବରାତ୍ରି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ନୂଆଦିଲ୍ଲୀ:ଆଜି ପବିତ୍ର ମହାଶିବରାତ୍ରି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।आप सभी को महाशिवरात्रि की हार्दिक शुभकामनाएं।…
Read More...

କୋରୋନା ଭାଇରସ: ମୃତ୍ୟୁ ସଂଖ୍ୟା ୨୧୨୦ରେ ପହଂଚିଲା

ବେଜିଂ: ଚୀନରେ କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ସଂଖ୍ୟା ଏବେ ୨୧୨୦ରେ ପହଂଚିଲାଣି । ହୁବେଇ ସ୍ୱାସ୍ଥ୍ୟ କମିଶନ କହିଛନ୍ତି, ବୁଧବାର ରାଜ୍ୟରେ କରୋନା ଭାଇରସ ଯୋଗୁଁ ୧୦୮ ଜଣଙ୍କର ମୃତ୍ୟୁ ହୋଇଛି ।…
Read More...

ନିର୍ଭୟା ମାମଲା: ନିର୍ବାଚନ କମିସନଙ୍କ ନିକଟରେ ପିଟିସନ ଦାୟର କଲେ ଦୋଷୀ ବିନୟଙ୍କ ଓକିଲ

ନୂଆଦିଲ୍ଲୀ: ମାର୍ଚ୍ଚ ୩ରେ ଫାଶୀ ଦିଆଯିବା ନେଇ ଦିଲ୍ଲୀ ପାଟିଆଲା ହାଉସ୍‌ ଅଦାଲତ ନିଷ୍ପତି ନେଇ ସାରିଥିବା ବେଳେ ଏହାକୁ ରୋକିବା ପାଇଁ ଆଉ ଏକ ଚାଲ୍ ଖେଳିଛନ୍ତି ଦୋଷୀ ବିନୟ ଶର୍ମାର ଓକିଲ ଏ ପି ସିଂହ। ସୁପ୍ରିମ କୋର୍ଟ…
Read More...

କମ୍ପ୍ୟୁଟରରେ କଟ୍ କପି ଆଣ୍ଡ ପେଷ୍ଟର ଉଦଭାବକ ଲ୍ୟାରି ଟେସଲରଙ୍କ ପରଲୋକ

ନୂଆଦିଲ୍ଲୀ: କମ୍ପ୍ୟୁଟରରେ ବ୍ୟବହାର କରୁଥିବା କଟ୍ କପି ଆଣ୍ଡ ପେଷ୍ଟର ଉଦଭାବନ କରିଥିବା ବୈଜ୍ଞାନିକ ଲ୍ୟାରି ଟେସଲରଙ୍କର ପରଲୋକ ଘଟିଛି । ସୋମବାର ତାଙ୍କ ଦେହାନ୍ତ ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା ।୧୯୪୫ ମସିହାରେ…
Read More...

ଲଣ୍ଡା ହୋଇ ରାହୁଲ ଗାନ୍ଧୀଙ୍କ ନିକଟକୁ କେଶ ପଠାଇବେ ଶିକ୍ଷୟିତ୍ରୀ!

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଜଣେ ଶିକ୍ଷୟିତ୍ରୀ ଲଣ୍ଡା ହୋଇ ନିଜ କେଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇବା ନେଇ ଖବର ଜଣାପଡିଛି । ଏହି ଶିକ୍ଷୟିତ୍ରୀ ଜଣଙ୍କ ହେଉଛନ୍ତି, ଶାହିନ୍ ଖାନ୍ ।ନିର୍ବାଚନ…
Read More...

ମାର୍ଚ୍ଚ ୨୮ରୁ ଦିଲ୍ଲୀରୁ ଗଡିବ ରାମାୟଣ ଏକ୍ସପ୍ରେସ୍

ନୂଆଦିଲ୍ଲୀ: ମାର୍ଚ୍ଚ ୨୮ରୁ ଦିଲ୍ଲୀ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ୍ । ୧୦ଟି ବଗି ଥିବା ଏହି ସ୍ୱତନ୍ତ୍ର ଟ୍ରେନରେ ୫ଟି ନନ-ଏସି ସ୍ଲିପର କ୍ଲାସ ଓ ୫ଟି ୩ ଟାୟାର ଏସି କୋଚ ରହିଛି ବୋଲି ଜଣାପଡିଛି । ପ୍ରଥମେ ଯିଏ ବୁକିଂ…
Read More...

କାନ୍ଥରେ ମୁଣ୍ଡ ପିଟି ନିର୍ଭୟା ଦୋଷୀ ବିନୟ ଶର୍ମା ଆହତ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ଜେଲ୍ ପ୍ରକୋଷ୍ଠ କାନ୍ଥରେ ମୁଣ୍ଡ ପିଟି ଆହତ ହୋଇଛନ୍ତି।ତିହାର ଜେଲ୍ ସୂତ୍ରରୁ ପ୍ରକାଶ ଯେ ନିର୍ଭୟା ଦୋଷୀ ବିନୟ ଶର୍ମା ଫେବ୍ରୁଆରି ୧୬ ତାରିଖ ଦିନ ଜେଲ୍…
Read More...

ଆସନ୍ତାକାଲି ମହା ଶିବରାତ୍ରି

ବାରଣାସୀ: ଆସନ୍ତାକାଲି ମହା ଶିବରାତ୍ରି । ଉତରପ୍ରଦେଶର ଆଧ୍ୟାତ୍ମିକ ସହର ବାରଣାସୀରେ ଶିବରାତ୍ରିକୁ ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ । କାଶୀ ସହରରେ ମହା ଶିବରାତ୍ରି ଗୋଟିଏ ଦିନ ପୂର୍ବରୁ ଅନୁଭବ ହୋଇଥାଏ । ବାରାଣସୀରେ…
Read More...