Browsing Category

National

ଫାଶୀ ପୂର୍ବରୁ ଦୋଷୀଙ୍କ ପରିବାର ଲୋକଙ୍କୁ ଚିଠି ଲେଖିଲେ ଜେଲ କର୍ତୃପକ୍ଷ

ନୂଆଦିଲ୍ଲୀ: ଫେବୃଆରି ୧ରେ ଫାଶୀ ପାଇବେ ନିର୍ଭୟା ୪ ଦୋଷୀ । ଏହା ପୂର୍ବରୁ ତିହାର ଜେଲ କର୍ତୃପକ୍ଷ ୪ ଦୋଷୀଙ୍କ ପରିବାର ଲୋକଙ୍କୁ ଚିଠି ଲେଖିଛନ୍ତି ।ଜାନୁଆରି ୨୩ ତାରିଖ ଦିନ ତିହାର ଜେଲ୍‌ ପ୍ରଶାସନର ଅଧିକାରୀମାନେ…
Read More...

ଭିଆଇପି ଗ୍ୟାଲେରିରେ ବସି ଦିଲ୍ଲୀର ପରେଡ୍ ଦେଖିବେ ୨ ସାନ୍ତାଳୀ ଆଦିବାସୀ

ନୂଆଦିଲ୍ଲୀ: ଏଥର ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଭିଆଇପି ଗ୍ୟାଲେରିରେ ବସି ମୟୁରଭଞ୍ଜ ଜିଲ୍ଲାର ୨ ସାନ୍ତାଳୀ ଆଦିବାସୀ ଦେଖିବେ ପରେଡ୍ । ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଖୁଂଟା ବ୍ଲକ୍ ଅଧୀନସ୍ଥ ଧାନଘେରା ଗ୍ରାମପଂଚାୟତର…
Read More...

ଆସାମର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୮ ସଂଗଠନର ୬୪୪ ଉଗ୍ରବାଦୀ କଲେ ଆତ୍ମସମର୍ପଣ

ଗୌହାଟୀ : ଆସାମର ୮ଟି ପ୍ରତିବନ୍ଧିତ ଉଗ୍ରବାଦୀ ସଂଗଠନର ୬୪୪ ଉଗ୍ରବାଦୀ ୧୭୭ ଅସ୍ତ୍ରଶସ୍ତ୍ର ସହ ଗୁରୁବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ଉପସ୍ଥିତିରେ ଏହି ସମସ୍ତ…
Read More...

ନେତାଜୀ ଜୟନ୍ତୀ; ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ବର: ଆଜି ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ…
Read More...

ନିର୍ଭୟା ମାମଲାର ୪ ଦୋଷୀଙ୍କୁ ପଚରାଗଲା ‘ଶେଷ ଇଚ୍ଛା’

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପ୍ରକ୍ରିୟା ଏବେ ଅନ୍ତିମ ପର୍ଯ୍ୟାୟରେ। ଅପରାଧୀଙ୍କୁ ଫାଶୀ ଦେବା ତାରିଖ ପାଖେଇ ଆସୁଛି । ଫାଶୀ ପୂର୍ବରୁ ଜେଲ ପ୍ରଶାସନ ସମସ୍ତ ପ୍ରକ୍ରିୟାକୁ…
Read More...

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡିବ ଓଡ଼ିଶାର ରୁକୁଣା ରଥ

ନୂଆଦିଲ୍ଲୀ: ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ରୁକୁଣା ରଥ ପ୍ରଦର୍ଶିତ ହେବ । ଦିଲ୍ଲୀରେ ପ୍ରଦର୍ଶିତ ହେବାକୁ ଥିବା ପ୍ରଜ୍ଞାପନ ମେଢ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଥିବା ଜଣାପଡ଼ିଛି ।ଏହି ମେଢ଼…
Read More...

ଆଜି ନେତାଜୀ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ନେତାଜୀ ଜୟନ୍ତୀ । ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜିର ଦିନରେ ୧୮୯୭ ମସିହା ଜାନୁଆରୀ ୨୩ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମୃତ୍ୟୁକୁ ନେଇ ଆଜି ବି ଅନେକ ପ୍ରଶ୍ନ ଉଠୁଛି ।…
Read More...

ସାମାଜର ଗରିବଙ୍କ କଲ୍ୟାଣ ପାଇଁ ଏକାଠି ହୁଅନ୍ତୁ ସେଲ୍ କର୍ମଚାରୀ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ସେଲ୍‌ର କର୍ମଚାରୀ ମାନଙ୍କ ପାଇଁ ସ୍ୱୟଂସେବୀ ଯୋଜନା ତଥା ପୋର୍ଟାଲ ‘ସର୍ଭିସ’ର ଶୁଭାରମ୍ଭ କରିଛନ୍ତି । ସାମାଜିକ କାର୍ଯ୍ୟ ପ୍ରତି…
Read More...

ଖୁବ୍ ଶୀଘ୍ର ଖାଲି ଥିବା ପଦବୀ ହେବ ପୂରଣ: କେନ୍ଦ୍ର ସରକାର ଆରମ୍ଭ କରିବେ ଅଭିଯାନ

ନୂଆଦିଲ୍ଲୀ: କେନ୍ଦ୍ରରେ ଖାଲି ପଡିଥିବା ପଦବୀ ଖୁବ୍ ଶୀଘ୍ର ପୂରଣ ହେବ । ଏନେଇ କେନ୍ଦ୍ର ସରକାର ଆରମ୍ଭ କରିବେ ଅଭିଯାନ । ନିର୍ଦ୍ଦେଶ ଅନୁସାରେ ସମସ୍ତ ମନ୍ତ୍ରାଳୟ ଓ ବିଭାଗରେ ଖୁବ ଶୀଘ୍ର ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ…
Read More...

ଜାମ୍ମୁ କାଶ୍ମୀର ପାଇଁ ବଡ଼ ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ସରକାର

ଶ୍ରୀନଗର: ଜାମ୍ମୁ କାଶ୍ମୀର ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଜାମ୍ମୁ କାଶ୍ମୀର ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାମ୍ମୁ କାଶ୍ମୀର ବିକାଶ ପାଇଁ ୮୦ ହଜାର କୋଟି…
Read More...

ଓଡ଼ିଆ ପୁଅ ୟଶ୍ ପାଇଲେ ରାଷ୍ଟ୍ରୀୟ ବାଲ ପୁରସ୍କାର

ନୂଆଦିଲ୍ଲୀ: ଓଡ଼ିଆ ପୁଅ ୟଶ୍ ମିଶ୍ର ପାଇଲେ ରାଷ୍ଟ୍ରୀୟ ବାଲ ପୁରସ୍କାର । ଭୁବନେଶ୍ବରର ବାସିନ୍ଦା  ୟଶଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି। ସାଧାରଣତନ୍ତ୍ର ଦିବସ  ଅବ୍ୟବହିତ…
Read More...

ଗଗନାୟନରେ ଯିବେ ମହିଳା ରୋବଟ୍ ; ସାମ୍ନାକୁ ଆସିଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ଏଥର ଇସ୍ରୋର ଗଗନାୟନରେ ଯିବାକୁ ଥିବା ରୋବଟ୍ ର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଯାହା ଜଣେ ମହିଳା ରୋବଟ୍ ରହିଛି । ତେବେ ଏହି ମହିଳା ରୋବଟ୍ ର ନାମ ରହିଛି “ବ୍ୟୋମିତ୍ରା” ରଖାଯାଇଛି ।୨୦୧୯ ମସିହା…
Read More...

ବଜେଟ ଅଧିବେଶନର ପ୍ରଥଆହୁରି କମିବ ପିଆଜ ଦର!

ନୂଆଦିଲ୍ଲୀ: ଦେଶରେ ଏବେ ଆସ୍ତେ ଆସ୍ତେ ପିଆଜ ଦର କମିବାରେ ଲାଗିଛି । ହେଲେ ଏବେବି ଦର ଅଧିକା ରହିଛି । ତେବେ ଚଳିତ ମାସରୁ ବଜାରକୁ ପିଆଜର ନୂଆ ଅମଳ ହେବା ପରେ ଦର ଆହୁରି କମ୍ ହେବ ବୋଲି ଆଶା କରାଯାଉଛି ।ଭାରତରେ ପିଆଜର…
Read More...

ସୁରଟ ଟେକ୍ସଟାଇଲ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ

ସୁରଟ: ଗୁଜୁରାଟର ସୁରଟସ୍ଥିତ ରଘୁବୀର ଟେକ୍ସଟାଇଲ ମାର୍କେଟରେ ଭୀଷଣ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ୫୦ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରୁଛନ୍ତି । ନିଆଁ ଲାଗିଥିବାର କାରଣ ସ୍ପଷ୍ଟ ନଥିବାବେଳେ, ଚତୁଃର୍ଦିଗ ଧୂଆଁମୟ…
Read More...