Browsing Category

National

ଖଣି ମାମଲାର ଗୁରୁତ୍ବପୂର୍ଣ୍ଣ ଶୁଣାଣି; ଲିଜ୍ ରଦ୍ଦ କରିପାରିବେ ରାଜ୍ୟ ସରକାର

ନୂଆଦିଲ୍ଲୀ: ଓଡିଶାରେ ଖଣି ଲିଜ୍ ଅଧିନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ପ୍ରଥମତଃ କିଛି ଖଣି ମାଲିକଙ୍କୁ ଧାର୍ଯ୍ୟ ଠାରୁ ଅଧିକ ଖଣି ଅଂଚଳ ଖନନ ପାଇଁ ଅନୁମତି ମିଳିଥିଲା । ଯାହା ପୂର୍ବ…
Read More...

କୋରୋନା ଭାଇରସ: ୧୩୨ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଚୀନରେ ଭୟଙ୍କର ସ୍ଥିତିରେ କୋରୋନା ଭାଇରସ। ରାକ୍ଷସ ଭଳି ମାଡି ଆସୁଥିବା ଏହି ଭାଇରସ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡାଇ ଚାଲିଛି। ବର୍ତମାନ ପରିସ୍ଥିତିରେ ମୃତକଙ୍କ ସଂଖ୍ୟା ୧୩୧ରେ ପହଂଚିଲାଣି। ଏହାସହ ୬୦୦୦ରୁ…
Read More...

ବିଜେପିରେ ଯୋଗ ଦେଲେ ବ୍ୟାଡମିଂଟନ ଖେଳାଳୀ ସାଇନା ନେହୱାଲ

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ ବ୍ୟାଡମିଂଟନ ଖେଳାଳୀ ସାଇନା ନେହୱାଲ । ସେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦଳ ପାଇଁ ପ୍ରଚାର କରିବେ । ସେ ଦିଲ୍ଲୀ କାର୍ଯ୍ୟାଳୟଠାରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି । ତାଙ୍କ ସହ…
Read More...

ନିର୍ଭୟା ମାମଲା: ଦୋଷୀ ମୁକେଶ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ମୁକେଶ ସିଂହଙ୍କ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।ତା’ର ରାଜକ୍ଷମା ଆବେଦନ ଖାରଜ ହେବା ବିରୋଧରେ ସେ ଏହି ଆବେଦନ କରିଥିଲା। ଜଷ୍ଟିସ୍‌ ଆର ଭାନୁମତୀଙ୍କ ଅଧ୍ୟକ୍ଷତାରେ ଗଠିତ ୩…
Read More...

ଫେବୃୟାରୀରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃୟାରୀରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ତେବେ ସେ ଫେବୃୟାରୀ ୨୪ ରୁ ୨୬ ମଧ୍ୟରେ ଭାରତ ଆସିବେ ବୋଲି ସମ୍ଭାବନା ରହିଛି । ଏ ନେଇ ଆନୁଷ୍ଠାନିକ…
Read More...

ଆଜି ଦିଲ୍ଲୀ ଯିବେ ଦେଶଦ୍ରୋହୀ ଅଭିଯୁକ୍ତ ଶରଜୀଲ

ପାଟନା: ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶରଜୀଲ ଇମାମକୁ ଆଜି ଦିଲ୍ଲୀ ପଠାଯିବ । ଶରଜୀଲକୁ ମଙ୍ଗଳବାର ଦିନ ଜହାନାବାଦର କାକୋ ଥାନା ଅଂଚଳରୁ ଗିରଫ କରାଯାଇଥିଲା । ଗିରଫ ହେବା ପରଠାରୁ ଶରଜୀଲକୁ ୧୫ ଘଂଟା ଯାଏଁ…
Read More...

ଐତିହାସିକ ଭୁଲକୁ ଠିକ୍ କରିବା ଓ ବିଜେପିର ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ସିଏଏ ଅଣାଯାଇଛି: ମୋଦି

ନୂଆଦିଲ୍ଲୀ: ଦେଶବ୍ୟାପି ସିଏଏକୁ ନେଇ ବିକ୍ଷୋଭ ଲାଗି ରହିଥିବାବେଳେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଏହାର ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଐତିହାସିକ ଭୁଲକୁ ଠିକ୍ କରିବା ଓ ବିଜେପିର ପୁରୁଣା…
Read More...

ଦେଶଦ୍ରୋହ ମାମଲାରେ ଜେଏନୟୁ ଛାତ୍ର ଶରଜୀଲ ଇମାମ ଗିରଫ

ପାଟନା: ଜେଏନ୍‌ୟୁ ତଥା ଶାହିନବାଗରେ ପ୍ରଦର୍ଶନ ସହ ଉତେଜନାମୂଳକ ଭାଷଣ ଦେଇଥିବା ଜେଏନୟୁ ଛାତ୍ର ଶରଜୀଲ ଇମାମକୁ ପୋଲିସ  ଗିରଫ କରିଛି । ଶରଜୀଲକୁ ଦିଲ୍ଲୀର ପୋଲିସର କ୍ରାଇମ ବ୍ରାଂଚ ବିହାର ଜହାନାବାଦରୁ ଗରିଫ କରିଛି । ଏହା…
Read More...

ଭାରତକୁ ବ୍ୟାପିଲାଣି କୋରାନା; ଦିଲ୍ଲୀ, ମଧ୍ୟପ୍ରଦେଶ-ଛତିଶଗଡରେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଚୀନରୁ ବ୍ୟାପୁଥିବା କୋରୋନା ଭାଇରସକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଭୟଭୀତ ଅବସ୍ଥାରେ ଅନେକ ରାଷ୍ଟ୍ର। ଏବେ ଏହି ଭାଇରସ ଧିରେ ଧିରେ ଭାରତରେ ପାଦ ଥାପଲାଣି। ମାରାତ୍ମକ ଭାଇରସ ନିଜ ପ୍ରଭାବ ଭାରତରେ ପ୍ରାରମ୍ଭ…
Read More...

ଶ୍ରୀଲଙ୍କାରେ ନିର୍ମିତ ହେବ ବିଶାଳ ସୀତା ମନ୍ଦିର

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନୂଆ ପ୍ରତିଶ୍ରୃତି। ପଡୋଶୀ ଶ୍ରୀଲଙ୍କାରେ ବିଶାଳ ସୀତା ମନ୍ଦିର ନିର୍ମାଣ କରିବାକୁ ନେଇ କରିଛନ୍ତି ଘୋଷଣା। ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣ ବର୍ଣ୍ଣିତ ସୀତାଙ୍କ ଅଗ୍ନି…
Read More...

ବିହାର ପୂର୍ବତନ ମନ୍ତ୍ରୀ ଅବ୍ଦୁଲ ଗଫୁରଙ୍କ ଦେହାନ୍ତ

ପାଟନା: ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡିର) ବିଧାୟକ ଅବ୍ଦୁଲ ଗଫୁର। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅବ୍ଦୁଲ ଗଫୁର ଅନେକ ଦିନରୁ ଅସୁସ୍ଥ ଥିଲେ…
Read More...

ନିର୍ଭୟା ମାମଲା: ଆସନ୍ତାକାଲି ମୁକେଶର ଆବେଦନର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ଖାରଜ ହେବାପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ସେ। ଯାହାର ଶୁଣାଣି ଆସନ୍ତାକାଲି ମଧ୍ୟାହ୍ନ ୧୨.୩୦…
Read More...

ଆନ୍ଧ୍ର କ୍ୟାବିନେଟର ବଡ ନିଷ୍ପତି: ରାଜ୍ୟ ବିଧାନ ପରିଷଦ ଉଚ୍ଛେଦକୁ ମିଳିଲା ମଞ୍ଜୁରୀ

ଅମରବତୀ: ଆନ୍ଧ୍ରପ୍ରଦେଶ ମନ୍ତ୍ରିମଣ୍ଡଳ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇଛି । ରାଜ୍ୟ ବିଧାନ ପରିଷଦକୁ ଉଚ୍ଛେଦ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଖୁବ ଶୀଘ୍ର ଏହି ବିଲ୍‌କୁ ବିଧାନସଭାରେ…
Read More...

ନୋବେଲ କୋରୋନା ଭାଇରସ ବ୍ୟାପିବା କାରଣରୁ ଉତ୍ପନ୍ନ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ : ଚୀନରେ ନୋବେଲ କୋରୋନା ଭାଇରସ ବ୍ୟାପିବା କାରଣରୁ ଉତ୍ପନ୍ନ ସ୍ଥିତି ସମ୍ପର୍କରେ କ୍ୟାବିନେଟ ସଚିବ ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ, ବୈଦେଶିକ ବ୍ୟାପାର, ବେସାମରିକ ବିମାନ ଚଳାଚଳ,…
Read More...