Browsing Category

National

ଜୁନ୍ ୧ରୁ ଦେଶରେ ଏକ ରାଶନକାର୍ଡ ଲାଗୁ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ରୁ ଦେଶରେ ଏକ ଦେଶ ଏକ ରାଶନକାର୍ଡ ନିୟମ ଲାଗୁ ହେବ । ଏ ନେଇ କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ର ରାମବିଳାସ ପାସୱାନ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ, ଏହି ଯୋଜନା ଅନୁସାରେ…
Read More...

ନିର୍ଭୟା ମାମଲା: ଦୋଷୀ ପୱନର ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପୱନ କୁମାର ଗୁପ୍ତାର ଲିଭ୍ ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଅପରାଧ ଦିନ ସେ ନାବାଳକ ଥିବା ଦର୍ଶାଇ ତାର ଦଣ୍ଡ କୋହଳ କରିବା ପାଇଁ ପୱନ ଓକିଲ…
Read More...

ବାରଣାସୀରୁ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କୀ ଗିରଫ

ବାରଣାସୀ: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଗୁଇନ୍ଦା ବିଭାଗ ଓ ସୁରକ୍ଷା ବାହିନୀର କଡା ନଜର ରହିଛି । ଏହି କ୍ରମରେ ସୋମବାର ଅଧ୍ୟାତ୍ମିକ ସହର ବାରଣାସୀରୁ ଆଇଏସ ଆତଙ୍କୀ ସଙ୍ଗଠନ ସହ ଜଡିତ…
Read More...

୨୦୨୦-୨୧ ବଜେଟ: ସରିଲା ହାଲୁଆ ସମାରୋହ

ନୂଆଦିଲ୍ଲୀ: ଆରମ୍ଭ ହେଲା ୨୦୨୦-୨୧ ବଜେଟ ଦସ୍ତାବିଜ ଛାପା କାର୍ଯ୍ୟ। ସଂସଦର ନର୍ଥ ବ୍ଲକ ସ୍ଥିତ ଅର୍ଥ ମନ୍ତ୍ରଣାଳୟରେ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି ପାରମ୍ପରିକ ହାଲୁଆ ସମୋରୋହ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର…
Read More...

ପରୀକ୍ଷା ପେ’ ଚର୍ଚ୍ଚା: ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନେଇ ଚିନ୍ତା ନ କରିବାକୁ ଉପଦେଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ତାଲ୍‌କତୋରା ଷ୍ଟାଡିୟମ୍‌ରେ ‘ପରୀକ୍ଷା ପେ ଚର୍ଚ୍ଚା’ର ତୃତୀୟ ସଂସ୍କରଣରେ ଅଭିଭାବକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଉପଦେଶ ଦେଇଛନ୍ତି। ଏହା ସହ ଏଥିରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନେଇ ଚିନ୍ତା…
Read More...

ଶିରିଡିର ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର

ଶିରିଡି: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସାଇବାବା ଜନ୍ମଭୂମିକୁ ନେଇ ଦେଇଥିବା ବୟାନକୁ ନେଇ ଗତକାଲି ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡି ବନ୍ଦ କରାଯାଇଥିଲା । ଗତକାଲି ଏହି ବନ୍ଦ ବିଳମ୍ବିତ ରାତିରେ ପ୍ରତ୍ୟାହାର…
Read More...

ନିର୍ବାଚନ ଘୋଷଣାପତ୍ର ପୂର୍ବରୁ କେଜ୍ରିୱାଲଙ୍କ ଗ୍ୟାରେଂଟି କାର୍ଡ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ରହିଛି ଅଳ୍ପ ଦିନ ବାକି। ତୃତୀୟ ଥର ପାଇଁ ରାଜଧାନୀର ଶାସନ ଗାଦି ଦଖଲ କରିବାକୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ନିର୍ବାଚନ ଘୋଷଣା…
Read More...

“ପରୀକ୍ଷା ପେ’ ଚର୍ଚ୍ଚା” କାର୍ଯ୍ୟକ୍ରମ: ଭାଗ ନେବେ ଓଡ଼ିଶା ଛାତ୍ରଛାତ୍ରୀ

ଭୁବନେଶ୍ୱର: ସୋମବାର ଦିଲ୍ଲୀର ତାଲକୋତରା ଷ୍ଟାଡିୟମରେ “ପରୀକ୍ଷା ପେ’ ଚର୍ଚ୍ଚା” କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ…
Read More...

ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡି ବନ୍ଦ; ସାଇବାବା ମନ୍ଦିର ଖୋଲା

ଶିରିଡି: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡି ବନ୍ଦ କରାଯାଇଛି । ମାତ୍ର ସାଇବାବାଙ୍କ ମନ୍ଦିର ଭକ୍ତଙ୍କ ପାଇଁ ପୂର୍ବଭଳି ଖୋଲା ରହିଛି ବୋଲି…
Read More...

ବନ୍ଦ ହେବନି ସାଇବାବାଙ୍କ ମନ୍ଦିର

ମହାରାଷ୍ଟ୍ର: ବନ୍ଦ ହେବନି ସାଇବାବାଙ୍କ ମନ୍ଦିର । କେବଳ ଶିରିଡି ବନ୍ଦ ହେବ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନକୁ ନେଇ ଆରମ୍ଭ ହୋଇଥିବା ବିବାଦକୁ କେନ୍ଦ୍ର କରି ଶିରିଡିରେ ସାଇବାବାଙ୍କ ମନ୍ଦିର…
Read More...

ଜମ୍ମୁ-କଶ୍ମୀରରେ ଆରମ୍ଭ ହେଲା ମୋବାଇଲ ଏବଂ ଇଂଟରନେଟ୍ ସେବା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ଲଗାଯାଇଥିବା ବିଭିନ୍ନ ପ୍ରତିବନ୍ଧକକୁ ଆସ୍ତେ ଆସ୍ତେ କୋହଳ କରାଯାଉଛି । ତେବେ ଜଣାପଡିଛି ଯେ, ଆଜି ମୋବାଇଲ ସେବା ଆରମ୍ଭ ହୋଇଛି । ଅର୍ଥାତ୍ ପ୍ରଶାସନ ଏବେ ପ୍ରିପେଡ୍ ସିମ୍…
Read More...

ନିର୍ଭୟା ଦୋଷୀଙ୍କୁ କ୍ଷମା ଦିଅ ପାଇଁ କହିଲେ ଓକିଲ ଇନ୍ଦିରା; ରାଗିଲେ ଆଶା ଦେବୀ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଦୋଷୀ ଆଉ କିଛିଦିନ ପରେ ଫାଶୀ ପାଇବେ । ତେବେ ଏହାକୁ ନେଇ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ଦୋଷୀଙ୍କୁ କ୍ଷମା ଦେବା ପାଇଁ ଆଶା ଦେବୀଙ୍କୁ କହିଛନ୍ତି । ଯାହାକୁ ନେଇ ନିର୍ଭୟାଙ୍କର…
Read More...

ଆସନ୍ତାକାଲି ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ ରହିବ ଶିରିଡିର ସାଇବାବା ମନ୍ଦିର

ମହାରାଷ୍ଟ୍ର: ସାଇବାବା ଜନ୍ମଭୂମିକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ବଢ଼ିବାରେ ଲାଗିଛି । ଯେଉଁଥି କାରଣର ୁ ଆସନ୍ତାକାଲି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପାଇଁ ଶିରିଡିର ସାଇବାବା ମନ୍ଦିର ବନ୍ଦ ରଖିବା ପାଇଁ ସାଇବାବା…
Read More...

ମହାରାଷ୍ଟ୍ରରେ ସାଇବାବା ଜନ୍ମଭୂମିକୁ ନେଇ ବିବାଦ; ଆସନ୍ତାକାଲି ଶିରିଡି ବନ୍ଦ!

ମହାରାଷ୍ଟ୍ର:ମହାରାଷ୍ଟ୍ରରେ ସାଇବାବା ଜନ୍ମଭୂମିକୁ ନେଇ ଆରମ୍ଭ ହୋଇଛି ବିବାଦ । ମରାଠାୱାଡାସ୍ଥିତ ପାଥରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୧୦୦ କୋଟି ଘୋଷଣା କରିଛନ୍ତି । ଏହାସହିତ ପାଥରୀକୁ ସାଇଙ୍କ ଜନ୍ମଭୂମି…
Read More...