Browsing Category
National
“ଫ୍ରି କାଶ୍ମୀର” ପୋଷ୍ଟରକୁ ନେଇ ପୋଲିସର ତଦନ୍ତ ଆରମ୍ଭ
ମୁମ୍ବାଇ: ଜେଏନୟୁ ହିଂସାକାଣ୍ଡ ବିରୋଧରେ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମୁମ୍ବାଇର ଗେଟୱେରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି ବିକ୍ଷୋଭ ରେ ସାମିଲ ହୋଇଥିବା ଜଣେ ମହିଳା “ଫ୍ରି କାଶ୍ମୀର” ଧରିଥିବା ଭିଡିଓ…
Read More...
Read More...
ନିର୍ଭୟା ମାମଲା: ୪ ଅଭିଯୁକ୍ତ କେବେ ପାଇବେ ଫାଶୀର ହେବ ଆଜି ଶୁଣାଣି
ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତ କେବେ ଫାଶୀ ପାଇବେ ତାହା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ୪ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ହେଁ ଫାଶୀର ତାରିଖ ଘୋଷଣା…
Read More...
Read More...
ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ କାଟିଲେ ମିଳିବ ୮୦ ମିଲିୟନ ଆମେରିକୀୟ ଡଲାର: ଇରାନର ଘୋଷଣା
ତେହେରାନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଙ୍କ ମୁଣ୍ଡ କାଟିଲେ ମିଳିବ ୮୦ ମିଲିୟନ୍ ଆମେରିକୀୟ ଡଲାର । ଏଭଳି ଘୋଷଣା କରିଛନ୍ତି ଇରାନର ଜଣେ ବ୍ୟକ୍ତି । ତେବେ ଇରାନର କୁଦସ୍ ସେନାମୁଖ୍ୟ ମେଜର ଜେନେରାଲ କ୍ୱାସିମ୍…
Read More...
Read More...
ଫେବୃଆରୀ ୮ରେ ଦିଲ୍ଲୀ ଭୋଟ
ନୂଆଦିଲ୍ଲୀ: ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ୧୧ରେ ଫଳାଫଳ ଘୋଷଣା ହେବ। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ଏ ନେଇ ଘୋଷଣା କରିଛନ୍ତି। ମୋଟ ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା…
Read More...
Read More...
୮ରେ ଭାରତ ବନ୍ଦ
ନୂଆଦିଲ୍ଲୀ: ଏନଡିଏ ସରକାରଙ୍କ ଦମନକାରୀ ନୀତିକୁ ପ୍ରତିବାଦ କରି ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଜାନୁଆରୀ ୮ ତାରିଖରେ ୨୪ ଘଂଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନ ସମର୍ଥନ…
Read More...
Read More...
ଜେଏନୟୁ ଘଟଣାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ୱିଟ ଜରିଆରେ ନିଜର ଉଦବେଗ ପ୍ରକାଶ କରିଛନ୍ତି ।ସେ କହିଛନ୍ତି,…
Read More...
Read More...
ଉତରପ୍ରଦେଶ ପ୍ରଥମ ରାଜ୍ୟ: ଯେଉଁଠାରେ କାର୍ଯ୍ୟକାରୀ ହେବ ସିଏଏ
ଲକ୍ଷେ୍ନø: ଦେଶର ପ୍ରଥମ ରାଜ୍ୟ ଉତରପ୍ରଦେଶ ହେବ, ଯେଉଁଠାରେ ବହୁବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) କାର୍ଯ୍ୟକାରୀ ହେବାକୁ ଯାଉଛି ।ପାକିସ୍ତାନ, ଆଫ୍ଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଥିବା ହିନ୍ଦୁ, ଶିଖ୍,…
Read More...
Read More...
ଧାର୍ମିକ ନୁହେଁ ମାନବିକତା ଆଧାରରେ ନାଗରିକତା ଦେବାର ଆଇନ୍ ସିଏଏ: ଧର୍ମେନ୍ଦ୍ର
ବାରଣାସୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ନାଗରିକତା ନେବାର ଆଇନ ନୁହେଁ ନାଗରିକତା ପ୍ରଦାନ କରିବାର ଆଇନ୍ । ସିଏଏ ଧାର୍ମିକ ନୁହେଁ ବରଂ ମାନବିକତାର ଆଧାରରେ ନାଗରିକତା ଦେବାର ଆଇନ୍ ଅଟେ ବୋଲି ରବିବାର ଉତରପ୍ରଦେଶ ବାରଣାସୀରେ…
Read More...
Read More...
ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ ଦାୟୀତ୍ବ
ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳୀୟ କାର୍ଯ୍ୟରେ ଗୁରୁତ୍ବ ପୂର୍ଣ୍ଣ ଦାୟୀତ୍ବ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀରେ ଘର ଘର ବୁଲି ସଂପର୍କ ଅଭିଯାନ…
Read More...
Read More...
୧୩୯ ନମ୍ବର ରେଳଯାତ୍ରୀଙ୍କୁ ଦେବ ସହାୟତା
ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ସୁବିଧା ପାଇଁ ଟେଲିଫୋନ ସହାୟତା ନମ୍ବରକୁ ଏକତ୍ରତି କରଯାଇଛି । ଯାତ୍ରୀମାନେ ୧୩୯ନମ୍ବରକୁ ଡାଏଲ କରି ରେଳବାଇର ଯେକୌଣସି ସମୟରେ ସହାୟତା, ଅନୁସନ୍ଧାନ ଏବଂ ଅଭିଯୋଗ ଶୁଣାଣି ପାଇଁ ବ୍ୟବହାର…
Read More...
Read More...
ନୂଆବର୍ଷରେ କୃଷକଙ୍କ ଉପହାର ଦେଲେ ମୋଦି; ମିଳିବ ପିଏମ୍ କିଷାନ ନିଧିର ୩ୟ କିସ୍ତି
ନୂଆଦିଲ୍ଲୀ: ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । କୃଷକଙ୍କୁ ପିଏମ କିଷାନ ନିଧିର ୩ୟ କିସ୍ତିି ଦିଆଯିବା ନେଇ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ତୁମକୁରରେ ଆୟୋଜିତ କାର୍ଯ୍ୟକ୍ରମରେ…
Read More...
Read More...
ପୁଣିଥରେ ଦିଲ୍ଲୀରେ ଅଗ୍ନିକାଣ୍ଡ; ୧୩ ଅଗ୍ନିଶମ କର୍ମଚାରୀ ଆହତ
ନୂଆଦିଲ୍ଲୀ: ଆଜି ଭୋରରୁ ଦିଲ୍ଲୀର ପୀରଗଡି ଅଂଚଳରେ ଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟିବାରୁ ଘର ଭାଙ୍ଗିପଡିବାରୁ ୧୩ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଅନ୍ୟପଟେ ଜଣେ ଅଗ୍ନିଶମ…
Read More...
Read More...
ସିଏଏ ବିରୋଧୀ ଅଭିଯାନର ମୁକାବିଲା ପାଇଁ ଅମିତ ଶାହା ନିଯୁକ୍ତ କଲେ “ରାଜ୍ୟ-ଇନ୍-ଚାର୍ଜ”
ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶବ୍ୟାପି ପ୍ରତିବାଦ କରାଯାଉଛି । ତେବେ ଏହି ଆଇନକୁ ବିରୋଧ କରି ବିରୋଧୀ ଦଳ ଚଳାଇଥିବା ପ୍ରତିବାଦ ଅଭିଯାନର ମୁକାବିଲା କରିବାକୁ ବିଜେପି “ଜନତାଙ୍କ ନିକଟରେ…
Read More...
Read More...
ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ
ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମକୁ ଆହୁରି କଡାକଡି କରାଯାଇଛି । ଏଥର ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ । ସୁପ୍ରିମକୋର୍ଟଙ୍କ ରୋଡ ସେଫ୍ଟି କମିଟିର ନିର୍ଦ୍ଦେଶ ମୁତାବକ ଏଭଳି ନିୟମ ତିଆରି ହୋଇଛି।…
Read More...
Read More...
