Browsing Category
National
ଦେଶର ଯୁବବର୍ଗ ଅରାଜକତାକୁ ପସନ୍ଦ କରନ୍ତି ନାହିଁ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍-କୀ-ବାତ୍ କାର୍ଯ୍ୟକ୍ରମରେ ନିକଟରେ ହୋଇଥିବା ସିଏଏ ହିଂସା ବାବଦରେ କହିଛନ୍ତି ପ୍ରଧାନମନ୍ତ୍ରୀ। ଯଦିଓ ସିଏଏ ବାବଦରେ ସିଧାସିଧା କହିନାହାନ୍ତି ହେଲେ ପରୋକ୍ଷରେ…
Read More...
Read More...
ଉତର ଭାରତରେ ପ୍ରବଳ ଶୀତ; ୬ ରାଜ୍ୟରେ ରେଡ ଆଲର୍ଟ ଜାରି
ନୂଆଦିଲ୍ଲୀ: ଉର ଭାରତରେ ଶୀତର ପରିମାଣ ଥମିବାର ନାଁ ନେଉନି । ଦିନକୁ ଦିନ ଶୀତ ପରିମାଣ ଏତେ ମାତ୍ରାରେ ବଢ଼ୁଛି ଯେ, ସାଧାରଣ ଜୀବନ ଯାପନରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପଟେ ଦିଲ୍ଲୀରେ ଏଥର ଶୀତର ମାତ୍ରା…
Read More...
Read More...
ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଗଡିବ ୨ୟ ତେଜସ୍ ଏକ୍ସପ୍ରେସ୍
ମୁମ୍ବାଇ: ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ୨ୟ ତେଜସ୍ ଏକ୍ସପ୍ରେସ୍ ଚଳାଚଳ ହେବ । ତେବେ ଜାନୁଆରି ୧୭ରୁ ଏହି ଟ୍ରେନ୍ ଗଡିବ ବୋଲି ପଶ୍ଚିମ ରେଳବାଇର ମୁଖ୍ୟ ପ୍ରବକ୍ତା ରବିନ୍ଦର ଭାକଡ଼ କହିଛନ୍ତି।ତେବେ ବାଣିଜ୍ୟିକ ଚଳାଚଳ…
Read More...
Read More...
ଆଜି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ହେମନ୍ତ ସୋରେନ
ରାଂଚି : ଆଜି ମୁଖ୍ୟମନ୍ତ୍ରୀ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନ ଶପଥ ଗ୍ରହଣ କରିବେ । ତାଙ୍କୁ ରାଜ୍ୟପାଳ ଦୌପଦୀ ମୁର୍ମୁ ଶପଥ ଗ୍ରହଣ କରାଇବେ । ଶପଥ ଗ୍ରହଣ ପାଇଁ ଝାଡ଼ଖଣ୍ଡର ରାଜଧାନୀ…
Read More...
Read More...
ଇଜିପ୍ଟରେ ବସ୍ ଦୁର୍ଘଟଣା;୧୬ ଭାରତୀୟ ଆହତ
ନୂଆଦିଲ୍ଲୀ:ଇଜିପ୍ଟର ଆଇନ୍ ସୋଖନାଠାରେ ଏକ ବସ୍ ଦୁର୍ଘଟଣାରେ ୧୬ ଜଣ ଭାରତୀୟ ଆହତ ହୋଇଛନ୍ତି । ଆହତ ପର୍ଯ୍ୟଟକମାନେ ସୁଏଜ୍ ସିଟି ଏବଂ କାଇରୋରେ ଥିବା ଡାକ୍ତରଖାନାମାନଙ୍କରେ ଭର୍ତି ହୋଇଛନ୍ତି। ଦୂତାବାସ କର୍ମଚାରୀମାନେ…
Read More...
Read More...
ହଟାଯାଉ ମୋର ସୁରକ୍ଷା
ମୁମ୍ୱାଇ: ସମାଜସେବୀ ଆନ୍ନା ହଜାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ନିଜକୁ ମିଳିଥିବା Z+ ସୁରକ୍ଷା ଫେରାଇ ନେବାକୁ ଅପିଲ କରିଛନ୍ତି । ଚିଠିରେ ଆନ୍ନା ହଜାରେ ଲେଖିଛନ୍ତି…
Read More...
Read More...
ସିଏଏ ହିଂସାକୁ ନେଇ କ୍ଷତିପୂରଣ ରାଶି ମାଗିବା ପୂର୍ବରୁ ପ୍ରଶାସନକୁ ୬ ଲକ୍ଷ ଟଙ୍କା ଦେଲେ ଜନତା
ବୁଲନ୍ଦଶହର: ନାଗରିକତା ଆଇନକୁ ବିରୋଧ କରି ଆନ୍ଦୋଳନ ବେଳେ ହିଂସା ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ଯୋଗୀ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। କ୍ଷତିପୂରଣ ରାଶି ପାଇଁ ହିଂସା ଘଟାଇଥିବା ଲୋକଙ୍କୁ ନୋଟିସ ପଠାଇଛି…
Read More...
Read More...
ମୁମ୍ବାଇରେ ଅଗ୍ନିକାଣ୍ଡ; ୨ ମୃତ
ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଗତକାଲି ରାତିରେ ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।ମିଳିଥିବା ସୂଚନା ଅନୁଯାୟୀ ମୁମ୍ବାଇର ଘାଟକୋପର ଅଞ୍ଚଳରେ ଥିବା…
Read More...
Read More...
ଫେବୃୟାରୀ ଯାଏଁ ଅଯୋଧ୍ୟାରେ ୧୪୪ ଧାରା
ଅଯୋଧ୍ୟା: ନାଗରିକତା ସଂଶୋଧନ ଆଇନକୁ ଦେଶର କୋଟି କୋଟି ଜନତା ସମର୍ଥନ ଜଣାଉଥିବା ବେଳେ କିଛି ସ୍ଥାନରେ ଏହାକୁ ବିରୋଧ କରାଯାଉଛି । ଉତ୍ତର ପ୍ରଦେଶ ବ୍ୟତୀତ ଜାତୀୟ ରାଜଧାନୀର ଜାମିୟା ନଗରରେ ମଧ୍ୟ ନାଗରିକତା ଆଇନକୁ ବିରୋଧ…
Read More...
Read More...
ଜାନୁଆରୀ ୧୫ରୁ ‘ଏକ ରାଷ୍ଟ୍ର ଏକ ରାସନକାର୍ଡ’ ଯୋଜନା ଲାଗୁ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଏକ ରାଷ୍ଟ୍ର ଏକ ରାସନକାର୍ଡ’ ଯୋଜନା ୨୦୨୦ ଜାନୁଆରୀ ୧୫ରୁ ଲାଗୁ ହୋଇଯିବ । ଏହି ଯୋଜନା ଆରମ୍ଭରୁ ୧୨ଟି ରାଜ୍ୟ ଯଥା- ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ,…
Read More...
Read More...
ବିମାନ ଦୁର୍ଘଟଣାଗ୍ରସ୍ତ; ୭ମୃତ
ନୂଆଦିଲ୍ଲୀ: କାଜାକିସ୍ତାନର ଅଲମାଟି ବିମାନ ବନ୍ଦରରୁ ଟେକ ଅଫ୍ ନେଇ ଆକାଶରେ କିଛି ସମୟ ଉଡ଼ିବା ପରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଫଳରେ ୭ଜଣ ଲୋକ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଉକ୍ତ ବିମାନଟି…
Read More...
Read More...
ଉତର ଭାରତରେ ଶୀତର ଲହରି: ଟ୍ରେନ୍ ଓ ବିମାନ ଚଳାଚଳ ବାଧାପ୍ରାପ୍ତ
ନୂଆଦିଲ୍ଲୀ: ଉତର ଭାରତରେ ଶୀତର ଲହରି ଦେଖିବାକୁ ମିଳିଛି । ଚଳିତ ବର୍ଷ ଉତର ଭାରତର ଶୀତ ଗତବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି । ଶୀତ ପରିମାଣ ଏତେ ରହିଛି ଯେ, ଟ୍ରେନ୍ ଓ ବିମାନ ଚଳାଚଳରେ ବାଧାପ୍ରାପ୍ତ ହେଉଛି ।…
Read More...
Read More...
ଉତମ ପ୍ରଶାସନ ସୂଚକାଙ୍କ ତାଲିକା: ପ୍ରଥମରେ ତାମିଲନାଡୁ, ୧୪ତମ ସ୍ଥାନରେ ଓଡ଼ିଶା
ଭୁବନେଶ୍ୱର/ନୂଆଦିଲ୍ଲୀ: ଉତମ ପ୍ରଶାସନ ସୂଚକାଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ପ୍ରଥମ ସ୍ଥାନରେ ତାମିଲନାଡୁ ଥିବାବେଳେ ୧୪ତମ ସ୍ଥାନରେ ରହିଛି ଓଡ଼ିଶା ।କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଓ ପେନସନ…
Read More...
Read More...
ସୂର୍ଯ୍ୟୋପରାଗ ଦେଖିବା ସମୟରେ ଫଟୋ ପୋଷ୍ଟ କରି ଏଭଳି ଲେଖିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଚଳିତବର୍ଷର ଶେଷ ସୂର୍ଯ୍ୟୋପରାଗ ହୋଇଛି । ଯାହା ସକାଳ ୮ଟା ୧୯ ରୁ ଆରମ୍ଭ ହୋଇ ୧୧ଟା ୨୮ରେ ଶେଷ ହୋଇଛି । ତେବେ ଚଳିତବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖିବା ପାଇଁ ସମସ୍ତଙ୍କ ମନରେ ଖୁବ୍ ଆଗ୍ରହ କରିଥିଲା ।…
Read More...
Read More...
