Browsing Category

National

ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଚିହ୍ନଟ ହେଲା ଜମି

ଅଯୋଧ୍ୟା: ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ପାଇଁ ଆଜି ୟୁପି ସରକାର ଜମି ଚିହ୍ନଟ କରିଛନ୍ତି । ସରକାର ମସଜିଦ୍ ପାଇଁ ମର୍ଜାପୁର, ସାମସୁଦିନପୁୁର ଏବଂ ଚାନ୍ଦପୁରରେ ୫ଟି ଜମି ଚିହ୍ନଟ କରିଛନ୍ତି। ସମସ୍ତ ଜମି ଅଯୋଧ୍ୟାର…
Read More...

ଦେଶର ପ୍ରଥମ ସିଡିଏସ୍ ର ଦାୟିତ୍ୱ ନେଲେ ଜେନେରାଲ ବିପିନ୍ ରାୱତ୍

ନୂଆଦିଲ୍ଲୀ: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସଷ୍ଟାଫ୍ (ସିଡିଏସ୍) ର ଦାୟିତ୍ୱ ନେଲେ ଜେନେରାଲ ବିପିନ ରାୱତ୍ । ଆଗାମୀ ୩ବର୍ଷ ପାଇଁ ସେ ଏହି ପଦବୀରେ ରହି ନିଜର ଦାୟିତ୍ୱ ସଂପାଦନ କରିବେ ।ନୂତନ ଭାବେ ଗଠିତ ଏହି ସାମରିକ…
Read More...

ଭାରତୀୟ ଅର୍ଥନୀତିର ସୁଧାର ଆଣିବା ମୋଦି ସରକାରଙ୍କ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ସୁଧାର ଆଣିବା ପାଇଁ ମୋଦି ସରକାର ଏକ ପ୍ୟାକେଜ୍ ଘୋଷଣା କରିଛି । ଭିତିଭୂମି କ୍ଷେତ୍ରର ବିକାଶ ପାଇଁ ସରକାର ଆଗାମୀ ୫ ବର୍ଷରେ ପ୍ରାୟ ୧୦୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ‘ଜାତୀୟ…
Read More...

ମନୋଜ ମୁକୁନ୍ଦ ନରଭାଣେ ହେଲେ ଦେଶର ନୂତନ ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶର ୨୮ତମ ସେନାଧ୍ୟକ୍ଷ ଭାବେ ଆଜି ମନୋଜ ମୁକୁନ୍ଦ ନରଭାଣେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୩ବର୍ଷ ଧରି କାର୍ଯ୍ୟ କରୁଥିବା ଜେନେରାଲ ବିପିନ ରାୱତ୍ ଆଜି ଅବସର ନେବା ପରେ ତାଙ୍କୁ ଏହି ସ୍ଥାନରେ ନିଯୁକ୍ତ କରାଯାଇଛି…
Read More...

ଅନ୍ତର୍ଜାତୀୟ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟାଙ୍କ ପରଲୋକ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟାଙ୍କ ପରଲୋକ ଘଟିଛି । ଅନ୍ତର୍ଜାତୀୟସ୍ତରେ ଖ୍ୟାତିଅର୍ଜନ କରିଥିବା ପ୍ରକାଶନ ସଂସ୍ଥା ଆଲଫ୍ରେଡ୍ ଏ ନଫ୍ ଡବଲଡେ ପବ୍ଲିସିଂ ଗ୍ରୁପର ଅଧ୍ୟକ୍ଷ…
Read More...

ଅବସର ନେଲେ ସେନାମୁଖ୍ୟ ବିପିନ ରାୱତ

ନୂଆଦିଲ୍ଲୀ: ଆଜି ଭାରତୀୟ ସେନାର ମୁଖ୍ୟ ଜେନେରାଲ ବିପିନ ରାୱତ ଅବସର ନେଇଛନ୍ତି । ଏହାପରେ ସେ ଦେଶର ପ୍ରଥମ ସିଡିଏସ ଭାବେ ନିଯୁକ୍ତି ଗ୍ରହଣ କରିବେ ।ବିଦାୟ କାଳୀନ ଅବସରରେ ଜେନେରାଲ ରାଓ୍ୱତଙ୍କୁ ଦକ୍ଷିଣ ବ୍ଲକ ସ୍ଥିତ…
Read More...

ନଜରବନ୍ଦୀ ଥିବା କଶ୍ମୀରର ୫ ନେତାଙ୍କୁ କରାଗଲା ମୁକ୍ତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ୫ ରାଜନେତାଙ୍କୁ ଆଜି ନଜରବନ୍ଦୀରୁ ମୁକ୍ତ କରାଯାଇଛି । ଦୀର୍ଘ ୫ମାସ ଧରି ନଜରବନ୍ଦୀ ଥିବା ଙ୍କୁ ମୁକ୍ତ କରାଯାଇଛି । ଏହି ୫ ଜଣ ନେତା ହେଲେ ନ୍ୟାସନାଲ କନଫ‌ରେନ୍ସର ଗୁଲାମ୍ ନବୀ ଭଟ୍‌ ଓ …
Read More...

ସ୍ମାର୍ଟଫୋନ ଓ ସୋସିଆଲ ସାଇଟ ଉପରେ ରୋକ ଲଗାଇଲା ନୌସେନା

ନୂଆଦିଲ୍ଲୀ: ଭାରତୀୟ ନୌସେନା ନିଜର ସମସ୍ତ ଯବାନ ଏବଂ ଅଧିକାରୀଙ୍କୁ ସ୍ମାର୍ଟଫୋନ ଏବଂ ସୋସିଆଲ ସାଇଟର ବ୍ୟବହାରରେ ରୋକ ଲଗାଇଛି । ଗତ କିଛି ଦିନ ମଧ୍ୟରେ ସାତ ଜଣଙ୍କୁ ନୌସେନା ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରିଥିଲା ।…
Read More...

ସିଏଏ ସଂପର୍କରେ ଲୋକଙ୍କୁ ଜଣାଇବାକୁ ବିଜେପିର ଟ୍ବିଟ୍ କ୍ୟାମ୍ପେନ, ଓଡିଶା ବିଜେପିର ୧୦ଲକ୍ଷ ଟ୍ବିଟ୍

ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନ ସପକ୍ଷରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଜେପି ସାରା ଦେଶରେ  ଟ୍ବିଟ୍ କ୍ୟାମ୍ପେନ  ଆରମ୍ଭ କରିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାସ୍‌ଟ୍ୟାଗ୍‌ #IndiaSupportsCAAର…
Read More...

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍ ପାୱାର, କ୍ୟାବିନେଟ୍ ମନ୍ତ୍ରୀ ହେଲେ ଆଦିତ୍ୟ ଠାକରେ

ମୁମ୍ବାଇ: ଆଜି ପୁଣିଥରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି କଂଗ୍ରେସ ଦଳ(ଏନସିପି) ନେତା ଅଜିତ୍ ପାୱାର । ସେହିଭଳି ଠାକରେ ମନ୍ତ୍ରି ମଣ୍ଡଳରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ…
Read More...

ବିପିନ ରାୱତ୍ ହେଲେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍

ନୂଆଦିଲ୍ଲୀ: ଦେଶର ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତ୍ ହେଲେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ(ସିଡିଏସ୍) । ଆଜି ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି । ସେନାମୁଖ୍ୟ ଭାବେ ଜେନେରାଲ ରାୱତ୍ ୩ବର୍ଷର କାର୍ଯ୍ୟକାଳ ଶେଷ…
Read More...

କୋଟା ହସ୍ପିଟାଲ୍‌ରେ ଶିଶୁ ମଡ଼କ: ପରିଦର୍ଶନ କଲେ ବାଚସ୍ପତି ଓମ୍‌ ବିର୍ଲା

କୋଟା: ଲୋକସଭା ବାଚସ୍ପତି ଓମ୍‌ ବିଲ୍ଲା ଆଜି ରାଜସ୍ଥାନର କୋଟା ଠାରେ ଥିବା ଜେ.କେ ଲୋନ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହି ହସ୍ପିଟାଲରେ ଶିଶୁ ମଡକ ଘଟଣା ସାମ୍ନାକୁ ଆସିବା ପରେ ସେ ହସ୍ପିଟାଲ ପରିଦର୍ଶନ କରିଛନ୍ତି ।…
Read More...

ଜାନୁଆରି ୧୦ରେ ମୋଦିଙ୍କ ଆସାମ ଗସ୍ତକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଚେତାବନୀ ଦେଲା ଆସାମ ଛାତ୍ରସଂଘ

ଗୌହାଟୀ: ଜାନୁଆରି ୧୦ରେ ଆସାମରେ ହେବାକୁ ଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଅଛି । ତେବେ ଏହା ପୂର୍ବରୁ ଆସାମ ଛାତ୍ରସଂଘ(ଏଏଏସୟୁ) ମୋଦିଙ୍କ ଗସ୍ତ ଦିନ ବଡ଼ ଧରଣର ବିକ୍ଷୋଭ…
Read More...

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍

ରାଂଚି: ଆଜି ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ୍ । ରାଜ୍ୟପାଳ ଦୌପଦୀ ମୁର୍ମୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ହେମନ୍ତଙ୍କ ପରେ ମେଂଟ ସରକାରରେ ସାମିଲ ଥିବା…
Read More...