Browsing Category

National

ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦର ଜଣେ ସମର୍ଥକ ଗିରଫ

ଶ୍ରୀନଗର: ଆଜି ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦର ଜଣେ ସମର୍ଥକକୁ ଗିରଫ କରାଯାଇଛି । ଜମ୍ମୁ-କାଶ୍ମୀରର ଅବନ୍ତିପୋରାରୁ ରସିକ୍ ମକବୁଲଙ୍କୁ ଗିରଫ କରାଯାଇଛି । ନିରାପତା ବଳଙ୍କ କହିବା ଅନୁଯାୟୀ, ରସିକ୍ ତ୍ରାଲା ଅଂଚଳରେ…
Read More...

ସିଏଏ ଶରଣାର୍ଥୀଙ୍କୁ ସାମୂହିକ ଭାବେ ନାଗରିକତ୍ୱ ଦେବାରେ ଏକ ପଦକ୍ଷେପ: ଧର୍ମେନ୍ଦ୍ର

ଭୁବନେଶ୍ୱର : ଯେଉଁମାନେ ନାଗରିକତା ସଂଶୋଧନ ଆଇନ(ସିଏଏ)ରେ ଦ୍ୱନ୍ଦ ତିଆରି କରିବା ପାଇଁ ଚାହୁଁଛନ୍ତି ସେମାନେ ଭାରତବର୍ଷର ପ୍ରଗତିରେ ବାଧା ଆଣିବା ପାଇଁ ଚାହୁଁଛନ୍ତି । ବିଶେଷ ଭାବରେ ଦେଶରେ କଂଗ୍ରେସ ଦଳ ଅରାଜକତା ତିଆରି…
Read More...

ମୋ କୁଶପୁତଳିକାକୁ ଚପଲ ମାର, ନିଆଁ ଲଗାଇ ଦିଅ; ମାତ୍ର ଗରିବ ଲୋକଙ୍କ ଘର କିମ୍ବା ଗାଡି ପୋଡ ନାହିଁ: ମୋଦି

ନୂଆଦିଲ୍ଲୀ: ମୋ ଉପରେ ରାଗ ଅଛି ଯଦି ତେବେ ତା’ର କୁଶପୁତଳିକାକୁ ଚପଲ ମାର, ନିଆଁ ଲଗାଇ ଦିଅ । ମାତ୍ର ମୋ ଉପରେ ରାଗ ଶୁଝାଇବାକୁ ଯାଇ ଗରିବ ଲୋକଙ୍କ ଘର କିମ୍ବା ତାଙ୍କର ଗାଡି ପୋଡ ନାହିଁ । ଦେଶର ସମ୍ପତିକୁ ଏଭଳି ନଷ୍ଟ…
Read More...

ସିଏଏକୁ ନେଇ ସର୍ଭେ ରିପୋର୍ଟ: ୬୨% ଲୋକଙ୍କ ସମର୍ଥନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଚାରିଆଡେ ଆନ୍ଦୋଳନ ଲାଗି ରହିଛି । ତେବେ ଗୋଟିଏ ପଟେ ଆନ୍ଦୋଳନ ଚାଲିଥିବାବେଳେ ଅନ୍ୟପଟେ ଏହାକୁ ନେଇ ହୋଇଥିବା ସର୍ଭେ ପ୍ରକାଶ ପାଇଛି । ସର୍ଭେ ରିପୋର୍ଟରୁ ଜଣାପଡିଛି…
Read More...

ଏହି କାରଣରୁ ସ୍ପାଇସ ଜେଟ୍ ବିରୋଧରେ ଅଭିଯୋଗ ଆଣିଲେ ସ୍ୱାଧୀ ପ୍ରଜ୍ଞା

ନୂଆଦିଲ୍ଲୀ: ଏୟାରଲାଇନ୍ ସ୍ପାଇସ୍ ଜେଟ୍ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଜ୍ଞା ଠାକୁର । ଖବର ଅନୁଯାୟୀ, ମଧ୍ୟପ୍ରଦେଶର ଭୋପାଳରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପାଇଁ ସ୍ୱାଧୀ ପ୍ରଜ୍ଞା ଟିକେଟ କରିଥିଲେ ।…
Read More...

ସିଏଏକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଆସାମର ହଜାର ହଜାର ମହିଳା

ଗୌହାଟୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆସାମର ହଜାର ହଜାର ମହିଳା ରାଜରାସ୍ତାକୁ ଓହ୍ଲାଇଛନ୍ତି ।  ‘ଅଲ୍‌ ଆସାମ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ୍‌’ ଏବଂ ଅନ୍ୟ ୩୦ଟି ସ୍ଥାନୀୟ ସଙ୍ଗଠନଙ୍କ ଆହ୍ଵାନକ୍ରମେ  ଏଭଳି…
Read More...

ଆଜି ରାମଲୀଳା ମୈଦାନରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ରାଲି: ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ରାମଲୀଳା ମୈଦାନରେ ଧନ୍ୟବାଦ ରାଲି କରିବେ । ଏହି ରାଲିରେ ଅତି କମରେ ୫ଶହରୁ ଅଧିକ ଲୋକ ସାମିଲ ହୋଇପାରନ୍ତି । ଏଥିରେ ବିଜେପିର ୭ ସାଂସଦ, ୨୮୧ ମଣ୍ଡଳ ଅଧ୍ୟକ୍ଷ,…
Read More...

ସିଏଏକୁ ନେଇ ଅଭିଯାନ ଆରମ୍ଭ କରିବ ବିଜେପି; ୩ କୋଟି ପରିବାରରେ ପହଂଚିବ ଦଳ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିଜେପି ୧୦ଦିନିଆ ଏକ ବିଶେଷ ଅଭିଯାନ ଆରମ୍ଭ କରିବ । ଏହି ଅଭିଯାନରେ ୩ କୋଟିରୁ ଅଧିକ ପରିବାର ସହ ଯୋଗାଯୋଗ କରିବ ବୋଲି ବିଜେପି ମହାସଚିବ ଭୂପେନ୍ଦ୍ର ଯାଦବ ଆୟୋଜିତ…
Read More...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ଦିଲ୍ଲୀ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଫୋନ ଯୋଗେ ହତ୍ୟା ଧମକ ମିଳିଛି । ତେବେ ଏହି ଫୋନ କଲ ଆନ୍ତର୍ଜାତୀୟ ନମ୍ବରରୁ ଆସିଥିଲା ବୋଲି ଜଣାପଡିଛି । ଏ ନେଇ ଗୌତମ ଗମ୍ଭୀର ଥାନାରେ ଏତଲା…
Read More...

ସିଏଏ ହିଂସାରେ ସାମିଲ ଥିବା ଲୋକଙ୍କ ପାଖକୁ ଜରିମାନା ନୋଟିସ୍ ପଠାଇଲେ ଯୋଗୀ ସରକାର

ଲକ୍ଷେ୍ନø: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଉତର ପ୍ରଦେଶରେ ହୋଇଥିବା ହିଂସା କାରଣରୁ ବହୁ ଲୋକଙ୍କର ସମ୍ପତି ନଷ୍ଟ ହୋଇଛି । ତେବେ ଏହି ହିଂସାରେ ସାମିଲ ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଠାରୁ ଜରିମାନା ଆଦାୟ…
Read More...

୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ର ସରକାର ୨ ଲକ୍ଷ ଟଙ୍କା କୃଷି ଋଣ ଛାଡ କରିବା ପାଇଁ ଘୋଷଣା କରିଛନ୍ତି । ଏ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନସଭାରେ ଘୋଷଣା କରିଛନ୍ତି ।ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ…
Read More...

ପାକିସ୍ତାନ କଲା ଅସ୍ତ୍ରବିରତି ଉଲ୍ଲଂଘନ: ୨ ପାକ୍ ସୈନିକ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ସୀମାରେ ପୁଣିଥରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଫଳରେ ଏହାର କଡା ଜବାବ ଦେଇଛନ୍ତି ଭାରତୀୟ ସୈନ୍ୟ । ଯଦ୍ୱାରା ୨ ଜଣ ପାକ୍ ସୈନ୍ୟ ନିହତ ହୋଇଥିବା ଜଣାପଡିଛି ।ପଲାଂବାଲା…
Read More...

ଉତରପ୍ରଦେଶରେ ସିଏଏ ହିଂସା: ସମାଧାନ ପାଇଁ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଜରୁରୀକାଳିନ ବୈଠକ

ଲକ୍ଷେ୍ନø: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଉତରପ୍ରଦେଶରେ ଦିନକୁ ଦିନ ହିଂସା ବଢ଼ିବାରେ ଲାଗିଛି । ତେବେ ଏହି ସ୍ଥିତିର ସମାଧାନ କରିବାକୁ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କ ସହ…
Read More...

୨୦୦୭ ଫୈଜାବାଦ ବିସ୍ଫୋରଣ ମାମଲା: ୨ ଆତଙ୍କବାଦୀଙ୍କୁ ଆଜୀବନ କାରାଦଣ୍ଡ

ଅଯୋଧ୍ୟା: ୨୦୦୭ ମସିହାରେ ଫୈଜାବାଦ, ଲକ୍ଷେ୍ନø ଏବଂ ବାରଣାସୀରେ ହୋଇଥିବା ସିରିଏଲ ବିସ୍ଫୋରଣରେ ସାମିଲଥିବା ୨ ଆତଙ୍କବାଦୀଙ୍କୁ ଏକ ସ୍ୱତନ୍ତ୍ର ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ପ୍ରତ୍ୟେକଙ୍କ ପିଛା ୫୦…
Read More...