Browsing Category
National
ଦୁର୍ଘଟଣାରେ ହିନ୍ଦୀ ସାହିତ୍ୟିକ ଗଙ୍ଗା ପ୍ରସାଦ ବିମଳଙ୍କ ପରଲୋକ
ନୂଆଦିଲ୍ଲୀ: ହିନ୍ଦୀ ସାହିତ୍ୟ ଜଗତର ପ୍ରସିଦ୍ଧ ସାହିତ୍ୟିକ ଗଙ୍ଗା ପ୍ରସାଦ ବିମଳଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତେବେ ଶ୍ରୀଲଙ୍କାରେ ତାଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।ରିପୋର୍ଟ ଅନୁଯାୟୀ, ସୋମବାର…
Read More...
Read More...
ଆହୁରି କନ୍ଦାଇବ ପିଆଜ
ନୂଆଦିଲ୍ଲୀ: ଭାରତବାସୀଙ୍କୁ ଆହୁରି ପିଆଜ କନ୍ଦାଇବ । କାରଣର ତୁର୍କୀରୁ ଆମଦାନୀ ହେଉଥିବା ପିଆଜ ଆଉ ଭାରତକୁ ଆସିବ ନାହିଁ । କାରଣ ତୁର୍କୀରେ ପିଆଜର ଦାମ ବଢ଼ି ଯିବାରୁ ସେ ରପ୍ତାନୀ ବନ୍ଦ କରିଦେଇଛି । ଫଳରେ ପିଆଜ ଦର ୧୦ ରୁ…
Read More...
Read More...
କମଲେଶ ତିୱାରୀଙ୍କ ହତ୍ୟା ମାମଲା: ୧୩ ଅଭିଯୁକ୍ତଙ୍କ ନାଁରେ ପୋଲିସ ଦାଖଳ କଲା ଚାର୍ଜସିଟ୍
ଲକ୍ଷେ୍ନø: ହିନ୍ଦୁ ସମାଜବାଦୀ ପାର୍ଟି ନେତା କମଲେଶ ତିୱାରୀଙ୍କ ହତ୍ୟା ମାମଲାକୁ ନେଇ ଉତରପ୍ରଦେଶ ପୋଲିସ ୧୩ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି । ଅକ୍ଟୋବର ୧୮ ତାରିଖରେ କମଲେଶଙ୍କୁ ଲକ୍ଷେ୍ନøର ନାକା ଅଂଚଳରେ…
Read More...
Read More...
ଅଯୋଧ୍ୟାରେ ଆକ୍ରମଣ କରିବାର ଯୋଜନା କରୁଛି ଜୈଶ୍-ଏ-ମହମ୍ମଦ; ନିରାପତା ବ୍ୟବସ୍ଥା କଡ଼ାକଡ଼ି
ନୂଆଦିଲ୍ଲୀ: ଉତରପ୍ରଦେଶର ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ କରିବାର ଯୋଜନା କରୁଛି ଜୈଶ୍-ଏ-ମହମ୍ମଦ । ଏ ନେଇ ଗୁଇନ୍ଦା ଏଜେନ୍ସି ପକ୍ଷରୁ ସୂଚନା ମିିଳିଛି । ଏଜେନ୍ସି ପକ୍ଷରୁ ସୂଚନା ମିଳିବା ପରେ ଚାରିଆଡେ ନିରାପତା…
Read More...
Read More...
ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ମୋଦି
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା ୬ଟି ରାଜ୍ୟର ୮,୩୫୦ ଗାଁର ଲୋକ…
Read More...
Read More...
ସଚିନଙ୍କ ସୁରକ୍ଷା ପ୍ରତ୍ୟାହାର କଲେ ଉଦ୍ଧବ ସରକାର
ମୁମ୍ବାଇ: ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ଏକ୍ସ କ୍ୟାଟାଗୋରୀ ସୁରକ୍ଷା ପ୍ରତ୍ୟାହାର କରିଛନ୍ତି ମହାରାଷ୍ଟ୍ର ସରକାର । ତେବେ ସଚିନଙ୍କ ସୁରକ୍ଷା ପ୍ରତ୍ୟାହାର କରିଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ…
Read More...
Read More...
ଜମ୍ମୁ-କାଶ୍ମୀରରୁ ହଟିବ ଅର୍ଦ୍ଧସୈନିକ ବଳର ୭୨ କମ୍ପାନି
ଶ୍ରୀନଗର: ଗୃହ ମନ୍ତ୍ରାଳୟ ସୁରକ୍ଷା ହ୍ରାସ କରିବା ପାଇଁ ଜମ୍ମୁ-କାଶ୍ମୀରରୁ ଅର୍ଦ୍ଧସୈନିକ ବଳର ୭୨ଟି କମ୍ପାନିକୁ ଫେରାଇ ଆଣିବାକୁ ନିଷ୍ପତି ନେଇଛନ୍ତି । ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ କାରଣରୁ ବ୍ୟାପକ ପରିମାଣରେ…
Read More...
Read More...
ଆଜି ସ୍ୱର୍ଗତ ବାଜପେୟୀଙ୍କ ଜୟନ୍ତୀ; ଶ୍ରଦ୍ଧାଜ୍ଞଳି ଦେଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଜ୍ଞଳି ଦେଇଛନ୍ତି ।ସ୍ୱର୍ଗତ…
Read More...
Read More...
ଏନପିଆରକୁ କ୍ୟାବିନେଟ୍ ରେ ମଞ୍ଜୁରୀ
ନୂଆଦିଲ୍ଲୀ: ଦେଶବ୍ୟାପି ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସିକୁ ନେଇ ହିଂସା ଲାଗି ରହିଥିବାବେଳେ କେନ୍ଦ୍ର ସରକାର ଆଉ ଏକ ବଡ ନିଷ୍ପତି ନେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା…
Read More...
Read More...
କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ: ୩ ବାହିନୀର ଜଣେ ରହିବେ ମୁଖ୍ୟ
ନୂଆଦିଲ୍ଲୀ: ତିନି ବାହିନୀର ଜଣେ ମୁଖ୍ୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ରହିବେ । ଆଜି ଏହି ପ୍ରସ୍ତାବକୁ କ୍ୟାବିନେଟ୍ ରେ ମଞ୍ଜୁରୀ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା…
Read More...
Read More...
ଦିଲ୍ଲୀରେ ଅଗ୍ନିକାଣ୍ଡ;୩ ଅଗ୍ନିଶମ କର୍ମଚାରୀ ଆହତ
ନୂଆଦିଲ୍ଲୀ: ନୂଆଦିଲ୍ଲୀର ନରେଲା ଶିଳ୍ପାଂଚଳରେ ଥିବା ୨ଟି ଜୋତା କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଏଥିରେ ୩ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି ।ପ୍ରକାଶ ଯେ, ଆଜି ଭୋର ସମୟରେ ନରେଲା ଶିଳ୍ପାଂଚଳରେ ଥିବା ୨ଟି…
Read More...
Read More...
ଆସନ୍ତାକାଲି ଯାଏଁ ଲକ୍ଷେ୍ନøରେ ବନ୍ଦ ରହିବ ଇଂଟରନେଟ ସେବା
ଲକ୍ଷେ୍ନø: ନାଗରିକତା ସଂଶୋଧନ ଆଇନକୁ ନେଇ ଲାଗିରହିଥିବା ହିଂସା କାରଣରୁ ଉତରପ୍ରଦେଶ ରାଜଧାନୀ ଲକ୍ଷେ୍ନøରେ ଆସନ୍ତାକାଲି ଅର୍ଥାତ୍ ୨୫ ତାରିଖ ପର୍ଯ୍ୟନ୍ତ ଇଂଟରନେଟ ସେବା ବନ୍ଦ ରହିବ ।ଏ ନେଇ ଜିଲ୍ଲା ମାଜିଷ୍ଟ୍ରେଟ…
Read More...
Read More...
୨୭ରେ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍
ରାଂଚି: ଆସନ୍ତା ୨୭ ତାରିଖରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେ ୨ୟ ଥର ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।ହେମନ୍ତ…
Read More...
Read More...
ଦିଲ୍ଲୀର ଏକ କପଡା ଗୋଦାମରେ ଅଗ୍ନିକାଣ୍ଡ; ୯ମୃତ, ୧୦ ଗୁରୁତର
ନୂଆଦିଲ୍ଲୀ: ଦିଲ୍ଲୀର କିରାଡି ଅଂଚଳର ଏକ କପଡା ଗୋଦାମରେ ଅଗ୍ନିକାଣ୍ଡ ଘଟି ୯ଜଣ ଲୋକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ୧୦ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ…
Read More...
Read More...
