Browsing Category

National

ପୁଣିଥରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେଲେ

ଫତେହପୁର: ଦିନକୁ ଦିନ ଭାରତରେ ଦୁଷ୍କର୍ମ ଘଟଣା ବଢ଼ିବାରେ ଚାଲିଛି । ହାଇଦ୍ରାବାଦ ଓ ଉନ୍ନାଓ ପରେ ପୁଣିଥରେ ଏଭଳି ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି ଉତରପ୍ରଦେଶର ଫତେହପୁର ଜିଲ୍ଲାରେ ।ଫତେହପୁରର…
Read More...

ମହାନଦୀ ଜଳ ବିବାଦ ମାମଲା: ଜାନୁୟାରୀରେ ୨ୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲଙ୍କ ଶେଷ ଶୁଣାଣି ହୋଇଛି । ତେବେ ଏହି ଶୁଣାଣିରେ ଜାନୁୟାରୀରେ ୨ୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।…
Read More...

ରାମ ମନ୍ଦିର ନିର୍ମାଣ ପାଇଁ ଘର ପିଛା ୧୧ ଟଙ୍କା ଓ ଖଣ୍ଡେ ପଥର ଦେବାକୁ ଯୋଗୀଙ୍କ ଆହ୍ୱାନ

ରାଂଚି: ରାମମନ୍ଦିର ନିର୍ମାଣ ପାଇଁ ଘର ପିଛା ୧୧ ଟଙ୍କା ଏବଂ ଖଣ୍ଡେ ପଥ ଦେବାକୁ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହ୍ୱାନ କରିଛନ୍ତି । ଶୁକ୍ରବାର ଝାଡଖଣ୍ଡରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଯୋଗୀ ଏଭଳି ଆହ୍ୱାନ…
Read More...

ଆନ୍ଧ୍ରପ୍ରଦେଶ ବିଧାନସଭାରେ ଦିଶା ଆଇନ୍-୨୦୧୯କୁ ମଞ୍ଜୁରୀ; ୨୧ଦିନରେ ଦୁଷ୍କର୍ମକାରୀଙ୍କୁ ମିଳିବ ଦଣ୍ଡ

ଅମରାବତୀ: ଆନ୍ଧ୍ରପ୍ରଦେଶ ବିଧାନସଭାରେ ଦିଶା ଆଇନ୍-୨୦୧୯କୁ ମଞ୍ଜୁରୀ ମିଳିଛି । ତେବେ ଏହି ଆଇନ୍ ଅନୁଯାୟୀ ଦୁଷ୍କର୍ମକାରୀ ଏବଂ ଏଥିରେ ସାମିଲ ଥିବା ଅନ୍ୟ ବ୍ୟକ୍ତିବିଶେଷଙ୍କୁ ୨୧ ଦିନ ମଧ୍ୟରେ ଦଣ୍ଡ ମିଳିବାର ବ୍ୟବସ୍ଥା…
Read More...

ଜାତିସଂଘ ମୁଖ୍ୟଙ୍କ ମନ ଜିଣିଲେ ୮ ବର୍ଷୀୟ ଭାରତୀୟ ଝିଅ

ମାଦ୍ରିଦ: ଭାରତର ୮ବର୍ଷର ଝିଅ ଲିସିପ୍ରିୟା ଜାତିସଂଘର ମୁଖ୍ୟଙ୍କ ମନ ଜିଣିଛନ୍ତି । ମଦ୍ରିଦଠାରେ ଡିସେମ୍ବର ୨ରୁ ଆରମ୍ଭ ହୋଇଥିବା ଜଳବାୟୁ ପରିବର୍ତନ ସମ୍ମିଳନୀ ସିଓପି-୨୫ ଶୁକ୍ରବାର ଶେଷ ହୋଇଛି । ଏହି ସମ୍ମିଳନୀରେ…
Read More...

ଆଗାମୀ ଦିନରେ ବିଶ୍ୱ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହେବ ଭାରତ: ଧର୍ମେନ୍ଦ୍ର ପ୍ରଧାନ

ମୁମ୍ବାଇ/ଭୁବନେଶ୍ୱର: ଆଗାମୀ ଦିନରେ ଭାରତ ବିଶ୍ୱ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହେବ ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକ ରହିଛି ବୋଲି ଶୁକ୍ରବାର ମୁମ୍ବାଇ ଠାରେ ବିଜନେସ୍ ଟୁଡେ ପକ୍ଷରୁ ଆୟୋଜିତ ମାଇଣ୍ଡ ରସ୍…
Read More...

ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଆଜି ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତି ମଞ୍ଜୁରୀ ମିଳିଛି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି।ସୋମବାର ଏହି ବିଲ୍‌ ଲୋକସଭାରେ ଗୃହୀତ ହୋଇଥିବା ବେଳେ ଗତକାଲି…
Read More...

ପୋଲାଭରମ୍ ପ୍ରକଳ୍ପ ମାମଲା: ଜାନୁୟାରୀରେ ଶୁଣାଣି

ନୂଆଦିଲ୍ଲୀ: ପୋଲାଭରମ୍ ପ୍ରକଳ୍ପ ମାମଲାରେ ଓଡ଼ିଶା ପକ୍ଷରୁ ଦାଖଲ ହୋଇଥିବା ମୂଳ ମାମଲାର ଶୁଣାଣି ଜାନୁୟାରୀରେ ହେବ ବୋଲି ଜଣାପଡିଛି । ପ୍ରକାଶ ଯେ, ଓଡ଼ିଶା ପକ୍ଷରୁ ଦାଖଲ ହୋଇଥିବା ମୂଳ ମାମଲାର ଶୀଘ୍ର ଶୁଣାଣି ପାଇଁ ସୁପ୍ରିମ…
Read More...

ହାଇଦ୍ରାବାଦ ଏନକାଉଂଟର ମାମଲା: ତଦନ୍ତ ପାଇଁ ଗଠିତ ହେଲା ୩ ଜଣିଆ କମିସନ

ନୂଆଦିଲ୍ଲୀ: ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ମାମଲା ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଏନକାଉଂଟର ମାମଲାର ତଦନ୍ତ ହେବ । ଏନେଇ ସୁପ୍ରିମକୋର୍ଟ ଆଜି ୩ଜଣିଆ ସଦସ୍ୟ ବିଶିଷ୍ଟ ତଦନ୍ତ କମିସନ୍ ଗଠନ କରିଛନ୍ତି ।…
Read More...

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଂଲଣ୍ଡୀ ସାଧାରଣ ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ବିଜୟୀ ହୋଇଥିବା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାକୁ ନେଇ…
Read More...

ଫୋବର୍ସ ତାଲିକାରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ: ଭାରତର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫୋବର୍ସ ତାଲିକାରେ ସାମିଲ ହୋଇଛନ୍ତି । ୨୦୧୯ ଫୋବର୍ସ ତାଲିକାରେ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ଶହେ ଜଣ ମହିଳାଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ସୀତାରମଣ ।…
Read More...

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୧୭ରେ ପୁନର୍ବିଚାର ଆବେଦନର ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଅକ୍ଷୟ ଠାକୁର ଦେଇଥିବା ପୁନର୍ବିଚାର ଆବେଦନର ଶୁଣାଣି ୧୭ ତାରିଖରେ ହେବ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି କରାଯିବ । ଏହି ମାମଲାରେ ଜେଲ…
Read More...

ସଂସଦରେ ରାହୁଲଙ୍କ “ରେପ୍ ଇନ୍ ଇଣ୍ଡିଆ” ମନ୍ତବ୍ୟକୁ ନେଇ ଝଡ଼

ନୂଆଦିଲ୍ଲୀ: କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ “ରେପ୍ ଇନ୍ ଇଣ୍ଡିଆ” ମନ୍ତବ୍ୟକୁ ନେଇ ସଂସଦରେ ଝଡ ସୃଷ୍ଟି ହୋଇଛି । ସଂସଦରେ ସ୍ଥିତି ଅସମ୍ଭାଳ ହେବାରୁ ବାଚସ୍ପତି ଓମ୍ ବିର୍ଲା ୧୨ଟା ଯାଏଁ ମୁଲତବୀ ରଖିଥିଲେ ।…
Read More...

ଅଯୋଧ୍ୟା ମାମଲା: ସମସ୍ତ ରିଭ୍ୟୁ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ଶୁଣାଣି ପରେ ପୁନର୍ବାର ରିଭ୍ୟୁ ନେଇ କିଛି ଆବେଦନ କରାଯାଇଥିଲା । ଯାହାର ଶୁଣାଣିରେ ଆଜି ସୁପ୍ରିମକୋର୍ଟ ସମସ୍ତ ଆବେଦନକୁ ଖାରଜ କରିଛନ୍ତି।ଆଜି ପ୍ରଧାନବିଚାରପତି ଜଷ୍ଟିସ୍‌ ଏସ୍‌ଏ…
Read More...