Browsing Category

National

ପୁଣିଥରେ ଦିଲ୍ଲୀରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀର ଝାନସୀରାଣୀ ରୋଡ ସ୍ଥିତ ଯେଉଁ ମଣ୍ଡିରେ ନିଆଁ ଲାଗିଥିଲା ଆଜି ପୁନର୍ବାର ସେହି ମଣ୍ଡିରେ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ୪ଟି ଦମକଳ ଗାଡି ଆସି ନିଆଁକୁ ଆୟତ…
Read More...

ଆଜି ଲୋକସଭାରେ ନାଗରିକତା ସଂଶୋଧନ ବିଲ ହେବ ଆଗତ

ନୂଆଦିଲ୍ଲୀ: ଆଜି ଲୋକସଭାରେ ନାଗରିତକା ସଂଶୋଧନ ବିଲ ଆଗତ ହେବ । ଏହାକୁ ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କରାଇବେ । ଏହାପରେ ବିଲ ସମ୍ବନ୍ଧୀତ ତଥ୍ୟ ଉପରେ ଆଲୋଚନା ହେବ ।ଉକ୍ତ ବିଲ୍‌ରେ ପାକିସ୍ତାନ, ବାଂଲାଦେଶ ଏବଂ…
Read More...

ମିସ୍ ୟୁନିଭର୍ସ ୨୦୧୯ ତାଜ୍ ପିନ୍ଧିଲେ ଦକ୍ଷିଣ ଆଫ୍ରିକାର ଜିଜୋବିନି

ନୂଆଦିଲ୍ଲୀ: ଚଳିତ ବର୍ଷର ମିସ୍ ୟୁନିଭର୍ସ ତାଜ୍ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକାର ଜିଜୋବିନି ତୁଞ୍ଜି । ଆମେରିକାର ଅଟଲାଂଟା ସହରରରେ ଆୟୋଜିତ ହୋଇଥିବା ୬୮ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ୯୦ ଜଣ ସୁନ୍ଦରୀଙ୍କୁ ପରାସ୍ତ…
Read More...

ଦିଲ୍ଲୀ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି…

ନୂଆଦିଲ୍ଲୀ: ଦିଲ୍ଲୀ ରାଣୀ ଝାନ୍‌ସୀ ମାର୍ଗ ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି | ଏହି ମୃତକମାନଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ…
Read More...

ଉନ୍ନାଓ ପୀଡିତାଙ୍କ ଶେଷକୃତ ସମ୍ପନ୍ନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଗଣ ବଳାତ୍କାର ଏବଂ ଜିଅନ୍ତା ଜଳାଯାଇଥିବା ଯୁବତୀଙ୍କ ଅନ୍ତୀମ ସଂସ୍କାର ଶେଷ ହୋଇଛି । ପୀଡିତାଙ୍କ ପରିବାର ଲୋକେ ଶନିବାର ଦିନ ଦିଲ୍ଲୀରୁ ଶବ ଆସିବା ପରେ ମୁଖ୍ୟମନ୍ତ୍ରୀ…
Read More...

୨୦୦ ଟଙ୍କା ପହଁଚିଲା ପିଆଜ ଦର

ବେଙ୍ଗାଲୁରୁ: ଶେଷରେ ଡବଲ ସେଞ୍ଚୁରୀ ମାରିବାରେ ସଫଳ ହୋଇଛି ପିଆଜ। ଶନିବାର ବେଙ୍ଗାଲୁରୁରେ ପିଆଜ କିଲୋ ପିଛା ୨୦୦ ଟଙ୍କା ଛୁଇଁଛି। ରାଜ୍ୟକୁ ପିଆଜ କମ୍ ଆସିବା ଏବଂ ହୋଲସେଲ ଦର ବଢ଼ିବା ପରେ ପିଆଜ ଦାମ ବଢ଼ିଛି ବୋଲି…
Read More...

ମହିଳାଙ୍କୁ ରାତି ୧୦ରୁ ସକାଳ ୬ ଭିତରେ ମାଗଣା ଡ୍ରପିଂ ସେବା

ବେଙ୍ଗାଲୁରୁ: ଗାଡ଼ି ଅଛି, ଡ୍ରାଇଭର ଅଛି। ତଥାପି ରାତିରେ ଘରକୁ ଫେରିବାରେ ଅସୁବିଧା ହେଉଛି କି? ତାହାଲେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ କର୍ମଜୀବୀ ହେଉ କି ସାଧାରଣ ମହିଳାଙ୍କ ପାଇଁ ପୁଲିସ କରିଛି ସ୍ୱତନ୍ତ୍ର…
Read More...

‘ମୁଖ୍ୟମନ୍ତ୍ରୀ ନ ପହଞ୍ଚିବା ଯାଏ ହେବନି ଅନ୍ତିମ ସଂସ୍କାର’

ଉନ୍ନାଓ: ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କର ଆଜି ଅନ୍ତିମ ସଂସ୍କାର କରାଯିବ। ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସି ସେମାନଙ୍କୁ ସାକ୍ଷାତ ନକରିବା ପର୍ଯ୍ୟନ୍ତ ପୀଡିତାଙ୍କର ଅନ୍ତିମ ସଂସ୍କାର କରାଯିବ ନାହିଁ ବୋଲି ପରିବାର…
Read More...

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା : ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ରାଣୀ ଝାନ୍ସୀ ରୋଡ ଅନାଜ ମଣ୍ଡି ସ୍ଥିତ ଏକ ଘରେ ଆଜି ସକାଳ ୫ଟା ୨୨ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୩ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।…
Read More...

ଦିଲ୍ଲୀରେ ଅଗ୍ନିକାଣ୍ଡ; ୪୩ ମୃତ, ୫୫ ରୁ ଅଧିକ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ରାଣୀ ଝାନ୍ସୀ ରୋଡ ଅନାଜ ମଣ୍ଡି ସ୍ଥିତ ଏକ ଘରେ ଆଜି ସକାଳ ୫ଟା ୨୨ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୩ ଜଣ ପ୍ରାଣ ହରାଇଥିବା ବେଳେ ୫୫ ରୁ ଅଧିକ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡରେ…
Read More...

ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ପରିବାର ଲୋକଙ୍କୁ ୨୫ଲକ୍ଷ ଟଙ୍କା ଓ ଘର ଦେବେ ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ  ଦୁଷ୍କର୍ମକାରୀମାନେ ଜେଲରୁ ଜାମିନରେ ମୁକୁଳିବା ପରେ ଜିଅନ୍ତା ଜାଳି ଦେଇଥିଲେ । ନବେ ପ୍ରତିଶତ ପୋଡି ଯାଇଥିବା ଉନ୍ନାଓ ଦୁଷ୍କର୍ମ ପୀଡିତା ଦୀର୍ଘ ୪୦ ଘଣ୍ଟା…
Read More...

ହାଇଦ୍ରାବାଦ ଏନକାଉଣ୍ଟର ଘଟଣା: ତଦନ୍ତ କରିବାକୁ ପହଞ୍ଚିଲେ ଜାତୀୟ ମାନବାଧିକାର କମିଶନଙ୍କ ଟିମ

ହାଇଦ୍ରାବାଦ: ଏନକାଉଣ୍ଟରର ତଦନ୍ତ କରିବାକୁ ହାଇଦ୍ରାବାଦରେ ପହଁଚିଲେ ଜାତୀୟ ମାନବାଧିକାର କମିଶନଙ୍କ ଟିମ୍ । ଏହି ଟିମ୍ ଏନକାଉଂଟର ସ୍ଥଳକୁ ଯାଇ ଅଧିକ ତଦନ୍ତ କରିବେ । ଏହାପରେ ଜାତୀୟ ମାନବାଧିକାର କମିଶନର ସଦସ୍ୟ…
Read More...

ମୋବାଇଲ ନମ୍ବର ସହ ଲିଙ୍କ ହେବ ଡ୍ରାଇଭିଙ୍ଗ ଲାଇସେନ୍ସ

ନୂଆଦିଲ୍ଲୀ: ଏବେ ଗାଡିର କାଗଜପତ୍ର ଓ ଡ୍ରାଇଭିଙ୍ଗ ଲାଇସେନ୍ସ ସହ ମୋବାଇଲ ନମ୍ବରକୁ ଲିଙ୍କ କରାଯିବା ନେଇ ଆଦେଶ ଜାରି ହେବାକୁ ଯାଉଛି | ଏହି ନୂଆ ନିୟମ ଏପ୍ରିଲ ୨୦୨୦ରୁ ଲାଗୁ ହେବାକୁ ଥିବାବେଳେ ପ୍ରଦୂଷଣ ସାର୍ଟିଫିକେଟକୁ…
Read More...

ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ଧାରଣାରେ ବସିଲେ ଅଖିଳେଶ ଯାଦବ

ଲକ୍ଷ୍ନୌ: ଗତ ଶୁକ୍ରବାର ରାତ୍ରୀ ୧୧ଟା ୪୦ରେ ଉନ୍ନାଓ ଦୁଷ୍କର୍ମ ପୀଡିତା ଜୀବନ ମୃତ୍ୟୁ ସହ ଲଢେଇ କରି ଶେଷ ନିଃଶ୍ଵାସ ତ୍ୟାଗ କରିବା ପରେ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହେଲାଣି। ମୃତ ପୀଡିତା ଓ ତାଙ୍କ ପରିବାରକୁ ନ୍ୟାୟ…
Read More...