Browsing Category
National
ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲକୁ ସବୁଜ ସଙ୍କେତ
ନୂଆଦିଲ୍ଲୀ: ବହୁ ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ରାଜ୍ୟସଭାରେ ସବୁଜ ସଙ୍କେତ ମିଳିଯାଇଛି । ତେବେ ୬ଘଂଟାର ବିତର୍କ ପରେ ୧୨୫ଜଣଙ୍କ ସମର୍ଥନରେ ଏହି ବିଲ ରାଜ୍ୟସଭାରେ ଗୃହୀତ ହୋଇଛି । ଏହାପରେ ରାଷ୍ଟ୍ରପତିଙ୍କ ଦସ୍ତଖତରେ…
Read More...
Read More...
ଆଜି ଅଯୋଧ୍ୟା ମାମଲାରେ ରିଭ୍ୟୁ ପିଟିସନ୍ ର ଶୁଣାଣି
ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ମାମଲାରେ ଅଦାଲତୁ ଚ୍ୟାଲେଞ୍ଜ କରି ଦାୟର କରାଯାଇଥିବା ରିଭ୍ୟୁ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ୫ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହେବ ।ପ୍ରଧାନ ବିଚାରପତି ଏସ୍ଏ ବୋବଡ଼େଙ୍କ…
Read More...
Read More...
ନାଗରିକତା ସଂଶୋଧନ ବିଲକୁ ନେଇ ଆସାମରେ ବଢ଼ିଲା ଅଶାନ୍ତି; ୧୦ ଜିଲ୍ଲାରେ ଇଂଟରନେଟ ସେବା ବନ୍ଦ
ଗୌହାଟୀ: ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ଆସାମରେ ଦିନକୁ ଦିନ ଅଶାନ୍ତି ବଢ଼ି ଚାଲିଛି । ଆଜି ଏହାକୁ ନେଇ ରାଜଧାନୀ ଦିସପୁରରେ ପୋଡାଜଳା ଦେଖିବାକୁ ମିଳିଛି । ଏଥିସହ ୧୦ଟି ଜିଲ୍ଲାରେ ଇଂଟରନେଟ୍ ସେବା ବନ୍ଦ ହୋଇଥିବା…
Read More...
Read More...
ଆଫାଗାନିସ୍ତାନରୁ ଆସିଲା ପିଆଜ, କମିଲା ଉତର-ପଶ୍ଚିମ ଭାରତରେ ଦର
ନୂଆଦିଲ୍ଲୀ: ଦେଶରେ ପିଆଜ ଦରକୁ ନେଇ ଖାଉଟିଙ୍କ ମନରେ ଥିବା ଚିନ୍ତା ବଢ଼ିଛି । ଅନ୍ୟପଟେ ଆଜି ଆଫାଗାନିସ୍ତାନରୁ ପିଆଜ ଭାରତକୁ ଆସିଛି । ଫଳରେ ଉତର-ପଶ୍ଚିମ ଭାଗରେ ପିଆଜ ଦର ହ୍ରାସ ପାଇଛି ।ଆଫଗାନିସ୍ତାନରୁ ପ୍ରାୟ ୫୦…
Read More...
Read More...
ଭାରତର ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ “ଆର୍ଆଇ-ସାଟ୍- ୨ବିଆର୍୧”ର ସଫଳ ଉତପେକ୍ଷଣ
ଅମରାବତୀ: ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ କୁ ମହାକାଶକୁ ଉତ୍କ୍ଷେପଣ କରିଛି। ନିର୍ଦ୍ଧାରିତ ସମୟ ଅପରାହ୍ନ ୩ଟା ୨୫ ମିନିଟରେ ଏହି ଉପଗ୍ରହକୁ ମହାକାଶକୁ ଛାଡ଼ିଛି ଇସ୍ରୋ।…
Read More...
Read More...
ଭାରତୀୟ ପୋଷାକ ପରିଧାନ କରି ନବୋଲ ପୁରସ୍କାର ଗ୍ରହଣ କଲେ ଅଭିଜିତ୍ ବାନାର୍ଜୀ
ନୂଆଦିଲ୍ଲୀ: ଭାରତୀୟ-ଆମେରିକୀୟ ଅର୍ଥଶାସ୍ତ୍ରୀ ଅଭିଜିତ ବାନାର୍ଜୀ ପୁଣିଥରେ ଚର୍ଚ୍ଚାରେ । ସେ ନୋବାଲ ପୁରସ୍କାର ଉତ୍ସବରେ ଭାରତୀୟ ପୋଷାକ ପରିଧାନ କରି ଯୋଗ ଦେବା ସହ ପୁରସ୍କାର ଗ୍ରହଣ କରିଥିଲେ । ତେବେ ତାଙ୍କର ଏଭଳି ଲୁକ୍…
Read More...
Read More...
ଆଜି ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲର ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ବହୁପ୍ରତିକ୍ଷିତ ନାଗରିକତା ସଂଶୋଧନ ବିଲର ଭାଗ୍ୟ ପରୀକ୍ଷା । ଲୋକସଭାରେ ଏହି ବିଲ ପାସ ହେବା ପରେ କେନ୍ଦ୍ର ସରକାର ଏହାକୁ ପାରିତ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା ଚଳାଇଛନ୍ତି ।…
Read More...
Read More...
୨ ପିଆଜ ଚୋର ଗିରଫ
ମୁମ୍ବାଇ: ୨ଜଣ ପିଆ ଚୋର ପୋଲିସ ହାତରେ ଧରା ପଡିଛନ୍ତି । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ବର୍ତମାନ ଦେଶର ଚାରିଆଡେ ପିଆଜର ଦର ଆକାଶଛୁଆଁ ହୋଇଥିବାବେଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ । ପିଆଜ ଚୋରି…
Read More...
Read More...
ନାଗରିକତ୍ୱ ବିଲକୁ ନେଇ ଆସାମରେ ଅଶାନ୍ତି
ଗୌହାଟୀ: ନାଗରିକତ୍ୱ ବିଲକୁ ନେଇ ଆସାମରେ ଅଶାନ୍ତି ଦେଖିବାକୁ ମିଳିଛି । ଏହି ବିଲକୁ ବିରୋଧ କରି ଆସାମର ବିଭିନ୍ନ ଅଂଚଳରେ ବିଭିନ୍ନ ସଂସ୍ଥାର ଲୋକେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିସହ ଏହି ବିଲକୁ ବିରୋଧ କରି…
Read More...
Read More...
ଟ୍ୱିଟରରେ ମୋଦିଙ୍କୁ ‘ଗୋଲ୍ଡେନ୍ ଟ୍ୱିଟ୍’
ନୂଆଦିଲ୍ଲୀ: ୨୦୧୯ ମସିହାରେ ବିଜେପିର ବିଜୟ ପରେ ସେ କରିଥିବା ଟ୍ୱିଟ୍ ବର୍ଷର ସବୁଠାରୁ ଅଧିକ ଲାଇକ୍ ପାଇଥିବା ଏବଂ ଅଧିକ ରିଟ୍ୱିଟ୍ ପାଇଥିବା ଟ୍ୱିଟ୍ର ମାନ୍ୟତା ପାଇଛି। ଫଳରେ ସୋଶାଲ ମିଡିଆରେ ଆଉ ଏକ ମାଇଲ ଖୁଣ୍ଟ…
Read More...
Read More...
ନିର୍ଭୟା ଗଣଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଅକ୍ଷୟ ସୁପ୍ରିମକୋର୍ଟ ପୁନର୍ବିଚାର ପାଇଁ ଦାଖଲ କଲା ଯାଚିକା
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଅକ୍ଷୟ କୁମାର ସିଂହ ଦଣ୍ଡରୁ କୋହଳ ହେବା ପାଇଁ ସୁପ୍ରିମକୋର୍ଟରେ ପୁନର୍ବିଚାର ପାଇଁ ଯାଚିକା ଦାୟର କରିଛି । ଏହାପୂର୍ବରୁ ଅଭିଯୁକ୍ତ ବିନୟ,…
Read More...
Read More...
ଲୋକସଭାରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଲ୍
ନୂଆଦିଲ୍ଲୀ: ଆଜି ଲୋକସଭାରେ ନାଗରିକତା ସଂଶୋଧନ ବିଲ ଗୃହୀତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ବିଲ ସପକ୍ଷରେ ୨୯୩ ଜଣ ଭୋଟ ଦେଇଥିଲେ । ବିରୋଧୀ ଦଳର ବିରୋଧ ସତ୍ୱେ ଆଜି ଏହି…
Read More...
Read More...
ହାଇଦ୍ରାବାଦ ଏନକାଉଂଟର ଘଟଣା: ୧୧ରେ ସୁପ୍ରିମକୋର୍ଟ ଶୁଣାଣି
ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ପରେ ପୋଡି ଦେବା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଂଟରକୁ ନେଇ ସୁପ୍ରିମକୋର୍ଟ ୧୧ ତାରିଖରେ ଏହାର ଶୁଣାଣି କରିବେ । ଉକ୍ତ ଏନକାଉଂଟର ବେଆଇନ ବୋଲି ଦର୍ଶାଇ ଆଇନୀଜୀ ଜିଏସ୍ ମଣୀ…
Read More...
Read More...
ଲୋକସଭାରେ ନାଗରିକତ୍ୱ ସଂଶୋଧନ ବିଲ ଆଗତ
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ୍ ଶାହ ଲୋକସଭାରେ ନାଗରିକତ୍ୱ ବିଲକୁ ଆଗତ କରିଛନ୍ତି । ଏହାକୁ ନେଇ କଂଗ୍ରେସ ବିରୋଧ କରିବାରୁ ଅମିତ୍ ଶାହ ଏହାର ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ଏ ଦେଶର ସଂଖ୍ୟାଲଘୁଙ୍କ ପ୍ରତି ନୁହେଁ,…
Read More...
Read More...
