Browsing Category

National

ଓଡ଼ିଶା ଆଇନଜୀବୀ ଆନ୍ଦୋଳନ: ବର୍ଷିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ ସହ ଆଇନ୍‌ଜୀବୀମାନେ ଚଳାଇଥିବା ଆନ୍ଦୋଳନ ଘଟଣାରେ ଆଜି ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ। ଏ…
Read More...

ଭାରତ-ଋଷ ପ୍ରସ୍ତାବିତ ଯୁଗ୍ମ ପ୍ରକଳ୍ପ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଶକ୍ତିଶାଳୀ କରିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଋଷର ପୂର୍ବାଂଚଳରେ ଅପର୍ଯ୍ୟାପ୍ତ ଖଣିଜର ସମ୍ଭାବନା ରହିଥିବା ବେଳେ ଋଷ ସରକାର ଭାରତ ସରକାରଙ୍କ ସହ କାମ କରିବାକୁ ଇଚ୍ଛୁକ ରଖିଛନ୍ତି । ଭାରତ ଓ ଋଷ ମଧ୍ୟରେ ପ୍ରସ୍ତାବିତ ଏହି ଯୁଗ୍ମ ପ୍ରକଳ୍ପ ଦୁଇ…
Read More...

୨ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

ଗୁଆହାଟୀ: ଯେଉଁ ବ୍ୟକ୍ତିମାନଙ୍କର ଦୁଇରୁ ଅଧିକ ସନ୍ତାନ ଥିବା ସେମାନଙ୍କୁ ଆଉ ସରକାରୀ ଚାକିରି ମିଳିବ ନାହିଁ। ୨୦୨୧ରୁ ଆସାମ ସରକାର ଏଭଳି ନିୟମ ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ସନ୍ଧ୍ୟାରେ ଆସାମ…
Read More...

କର୍ଣ୍ଣାଟକରେ ଲାଗୁ ହେବନାହିଁ ଏନ୍‌ଆରସି

ବେଙ୍ଗାଲୁରୁ: ଆସାମ ଭଳି କର୍ଣ୍ଣାଟକରେ ଏନ୍‌ଆରସି ଲାଗୁ କରିବା ପାଇଁ କ୍ଷମତାସୀନ ବିଜେପି ଯେଉଁ ଉଦ୍ୟମ କରୁଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ରାଜ୍ୟରେ ଏନ୍‌ଆରସି ଲାଗୁ…
Read More...

୩ ଦିନ ଆଗରୁ ହ୍ୱାଇଟ୍‌ ହାଉସରେ ଦୀପାବଳି ପାଳିବେ ଟ୍ରମ୍ପ

ୱାଶିଂଟନ୍‌: ଆସନ୍ତା ରବିବାର ସମଗ୍ର ଭାରତ ବର୍ଷରେ ଆଲୋକର ପର୍ବ ଦୀପାବଳି ପାଳନ କରାଯିବ। ହେଲେ ଏହାର ୩ ଦିନ ପୂର୍ବରୁ ଅର୍ଥାତ ଗୁରୁବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଦୀପାବଳି ଉତ୍ସବ…
Read More...

ମୋଦିଙ୍କୁ ଭେଟିଲେ ନୋବେଲ ବିଜେତା ଅଭିଜିତ ବାନାର୍ଜୀ

ନୂଆଦିଲ୍ଲୀ: ବିଶ୍ୱରୁ ଦାରଦ୍ର୍ୟ ଦୂରୀକରଣ ପାଇଁ ସଂଘର୍ଷ କରି ଅର୍ଥନୀତିରେ ନୋବେଲ ପାଇବାକୁ ମନୋନୀତ ହୋଇଥିବା ଭାରତ-ଆମେରିକା ନାଗରିକ ଅଭିଜିତ ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।ସେ…
Read More...

ପି ଚିଦମ୍ବରମଙ୍କୁ ମିଳିଲା ଜାମିନ୍, ତଥାପି ରହିବେ ଜେଲରେ

ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଜି ସୁପ୍ରିମ କୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ଓ ଗୃହମନ୍ତ୍ରୀ ପି ଚିଦମ୍ବରମଙ୍କ ଜାମିନ୍ ମଞ୍ଜୁର କରିଥିବା ଜଣାଯାଇଛି। ସଂଯୋଗବଶତଃ ଆଜି ହେଉଛି କେନ୍ଦ୍ର ଗୃହମନ୍ତ୍ରୀ ତଥା…
Read More...

ହସ୍ପିଟାଲରେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜାମାତା ତଥା କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଗତକାଲି ସନ୍ଧ୍ୟାରେ ନୋଏଡ଼ାସ୍ଥିତ ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି…
Read More...

୫୫ ବର୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ହେଉଛି ଭାରତର କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଜନ୍ମଦିନ। ଆଜି ସେ ମଙ୍ଗଳବାର ୫୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯୬୪ ଅକ୍ଟୋବର ୨୨ରେ ମୁମ୍ବାଇର ଏକ…
Read More...

ଅସନ୍ତାକାଲି ବ୍ୟାଙ୍କ ଧର୍ମଘଟ; ମାତ୍ର ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ:ଅକ୍ଟୋବର ୨୨ରେ ଦେଶର ଅଧିକାଂଶ ବ୍ୟାଙ୍କରେ ଦୁଇଟି ୟୁନିୟନ ସହ ଜଡିତ ଥିବା କର୍ମଚାରୀ ଧାରଣାରେ ରହିବେ । ଏହାଛଡା ଦୀପାବଳି ଛୁଟି ପାଇଁ ବ୍ୟାଙ୍କ ଲଗାତାର ଚାରି ବନ୍ଦ ରହିବ । ଏହି ଧର୍ମଘଟରେ ବ୍ୟାଙ୍କ ଉପରେ…
Read More...

ଭାରତ-ଆମେରିକା ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କକୁ ମଜବୁତ୍ କରିଛି ଉର୍ଜା କ୍ଷେତ୍ର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ବନ୍ଧକୁ ମଜବୁତ୍ କରିବାରେ ଉର୍ଜା କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଭାରତ-ଆମେରିକା ରଣନୈତିକ ସହଯୋଗୀ…
Read More...

କମଲେଶ ତିୱାରୀଙ୍କ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ଫେରାର୍

ଲକ୍ଷ୍ନୌ: ଅଜଣା ଆକ୍ରମଣକାରୀର ଆକ୍ରମଣରେ ଲକ୍ଷ୍ନୌଠାରେ ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିଓ୍ଵାରୀଙ୍କର ମୃତ୍ୟୁ ଘଟଣାକୁ ଉତ୍ତର ପ୍ରଦେଶର ଯୋଗୀ ସରକାର ଗମ୍ଭୀରତାର ସହ ନେଇଛନ୍ତି। ହିନ୍ଦୁ ସମାଜ ପାର୍ଟିର ରାଷ୍ଟ୍ରୀୟ…
Read More...

ନଭେମ୍ବର ୧୮ ରୁ ସଂସଦର ଶୀତକାଳିନ ଅଧିବେଶନ

ନୂଆଦିଲ୍ଲୀ :ନଭେମ୍ବର ୧୮ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ସଂସଦର ଶୀତକାଳିନ ଅଧିବେଶନ ଚାଲିବ। ସଂସଦୀୟ ମନ୍ତ୍ରାଳୟ ପକ୍ଷରୁ ଉଭୟ ଗୃହର ସଚିବଙ୍କୁ ଅବଗତ କରାଯାଇଛି। ଏହି ଅଧିବେଶନରେ ସରକାର ବହୁ ଗୁରୁତ୍ଵପୂର୍ଣ୍ଣ ବିଧେୟକ…
Read More...

ହରିୟାଣା ନିର୍ବାଚନ: ଦ୍ଵିପ୍ରହର୨ଟା ୩୦ ମଧ୍ୟରେ ୩୭.୨୪ ପ୍ରତିଶତ ମତଦାନ

ନୂଆଦିଲ୍ଲୀ :ହରିୟାଣାରେ ୯୦ଟି ଆସନରେ ଆଜି ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଜାରୀ ରହିଛି। ଶାନ୍ତିପୂର୍ଣ୍ଣ ଉପାୟରେ ମତଦାନ ଚାଲିଛି। ମତଦାନ ପ୍ରକ୍ରିୟାକୁ ନେଇ ସକାଳୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ସେହି…
Read More...