Browsing Category

National

ଫିଲିପାଇନ୍ସ: ମହାତ୍ମା ଗାନ୍ଧୀଙ୍କ ପ୍ରତିମା ଉନ୍ମୋଚନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ମନିଲା: ଫିଲିପାଇନ୍ସର ରାଜଧାନୀ ମନିଲା ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଫିଲିପାଇନ୍ସ ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଉନ୍ମୋଚନ କରିଛନ୍ତି । ନିଜର ୫…
Read More...

ବସ ଓଲିଟି ୨୦ ଜୁଡ଼ୋ ଖେଳାଳି ଆହତ

ଇମ୍ଫାଲ:ମଣିପୁର ଇମ୍ଫାଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବସ ଓଲଟିବା ଫଳରେ ୨୦ ଜୁଡ଼ୋ ଖେଳାଳି ଆହତ ହୋଇଛନ୍ତି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, କିଛି ଜୁଡ଼ୋ ଖେଳାଳିଙ୍କୁ ନେଇ…
Read More...

ଉତ୍ତରାଖଣ୍ଡରେ ଗୁଟଖା ଓ ପାନ ମସଲା ବ୍ୟାନ

ହରିଦ୍ୱାର: ଉତ୍ତରାଖଣ୍ଡ ସରକାର ବର୍ଷକ ପାଇଁ ଗୁଟଖା ଓ ପାନ ମସଲା ଉପରେ ବ୍ୟାନ ଜାରି କରିଛନ୍ତି | ଗୁଟଖା ଓ ପାନ ମସଲାର ପ୍ରସ୍ତୁତି ସହ ବିକ୍ରି ଉପରେ ଏହି କଟକଣା ଜାରି କରାଯାଇଛି | ଯେଉଁ ସବୁ ଗୁଟଖାରେ ତମାଖୁ ଓ…
Read More...

ଜନ୍‌ସନ୍ସ ପାଉଡର୍‌ରେ ରହିଛି କର୍କଟ ସୃଷ୍ଟିକାରୀ କାରକ

ନ୍ୟୁୟର୍କ:ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଜନସନ୍ ଏଣ୍ଡ ଜନସନ୍ କମ୍ପାନୀ କରୁଥିବା ବେବି ପାଉଡର୍‌ରେ କ୍ୟାନସର ସୃଷ୍ଟି କରୁଥିବା ଉପାଦାନ ରହିଛି । ଏ ନେଇ ଆମେରିକା ଫୁଡ଼୍ ଏଣ୍ଡ ଡଗ୍ର୍ ଏଡ୍‌ମିନିଷ୍ଟ୍ରେସନ୍ ପରୀକ୍ଷାରୁ…
Read More...

କାର୍ଯ୍ୟାଳୟରେ ସର୍ଦ୍ଦାର ପଟେଲଙ୍କ ଫଟୋ ଲଗାଇବାକୁ ସୁରକ୍ଷାବଳଙ୍କୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସିଆରପିଏଫ ଏବଂ ବିଏସଏଫ ସହିତ କେନ୍ଦ୍ରୀୟ ସୁରକ୍ଷାବଳକୁ ଦେଶର ସୁରକ୍ଷା ଏବଂ ଏକତାକୁ ସୁନିଶ୍ଚିତ କରିବାର ସଂକଳ୍ପ ସହ ନିଜର କାର‌୍ୟ୍ୟାଳୟରେ ସର୍ଦ୍ଦାର ପଟେଲଙ୍କ ଫଟୋ…
Read More...

ଆଫ୍‌ଗାନ ମସ୍‌ଜିଦ୍‌ରେ ବିସ୍ଫୋରଣ; ୬୨ ମୃତ, ୪୦ ଆହତ

କାବୁଲ: ଆଫଗାନିସ୍ତାନର ନଂଗରହାର ପ୍ରଦେଶରେ ଆଜି ଏକ ମସ୍‌ଜିଦ୍‌ରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୬୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୪୦ ଆହତ ହୋଇଛନ୍ତି। ମସ୍‌ଜିଦ୍‌ରେ ଲଗାତାର ୨ଟି ବିସ୍ଫୋରଣ ହୋଇଥିବା…
Read More...

ପି ଚିଦମ୍ବରମ ଓ ତାଙ୍କ ପୁଅଙ୍କୁ ୩୫.୫ କୋଟି ଟଙ୍କା ଲାଞ୍ଚ ଦେଇଥିଲେ ଇନ୍ଦ୍ରାଣୀ ମୁଖାର୍ଜୀ

ନୂଆଦିଲ୍ଲୀ : ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗତକାଲି ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ, ପୁଅ କାର୍ତ୍ତି ଚିଦମ୍ବରମ ଏବଂ ଅନ୍ୟ ୧୨ ଜଣଙ୍କ ବିରୋଧରେ ଚାର୍ଜସିଟ୍…
Read More...

କମଲେଶ ତିୱାରୀ ହତ୍ୟାକାଣ୍ଡ: ୬ ଜଣଙ୍କୁ ଗିରଫ କଲା ଗୁଜରାତ ଏଟିଏସ

ସୁରତ:ହିନ୍ଦୁ ମହାସଭାର ପୂର୍ବତନ ଅଧ୍ୟକ୍ଷ କମଲେଶ ତିୱାରୀ ହତ୍ୟା ମାମଲାରେ ପୋଲିସକୁ ବଡ ସଫଳତା ମିଳିଛି । ଗୁଜରାତର ସୁରତରୁ ପୋଲିସ ୬ଜଣଙ୍କୁ ଗିରଫ କରିଛି । ଏହି ୬ଜଣଙ୍କ ମଧ୍ୟରୁ ଜଣେ ଭୂମିକା ମର୍ଡର କେସରେ ମଧ୍ୟ…
Read More...

କଳା ତାଲିକାଭୁକ୍ତରୁ ବର୍ତ୍ତିଲା ପାକିସ୍ତାନ; ଏଫଏଟିଏଫ ଦେଲା ୪ ମାସର ସମୟ

ପ୍ୟାରିସ୍:ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାକିସ୍ତାନ ଟେରର ଫଣ୍ଡିଂକୁ ନେଇ ବର୍ତ୍ତମାନ କଳାତାଲିକାଭୁକ୍ତ  ହେବାରୁ ବର୍ତ୍ତି ଯାଇଛି। ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ(ଏଫଏଟିଏଫ)ର ପ୍ୟାରିସରେ ଅନୁଷ୍ଠିତ ଗୁରୁତ୍ଵପୂର୍ଣ୍ଣ…
Read More...

ଆଇଏନଏକ୍ସ ମିଡ଼ିଆ: ଚିଦମ୍ବରମଙ୍କ ସହ ୧୩ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଆଜି ଚାର୍ଜଶିଟ୍‌ ଦାଖଲ କରିଛି। ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟରେ ଦାଖଲ ହୋଇଥିବା ଏହି ଚାର୍ଜଶିଟରେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ସମେତ…
Read More...

ଜମ୍ମୁ କଶ୍ମୀରରେ ଉଚ୍ଛେଦ ହେଲା ବିଧାନ ପରିଷଦ

ଶ୍ରୀନଗର: ଜମ୍ମୁ କଶ୍ମୀର ଚଳିତ ମାସରେ ହିଁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ୬୨ ବର୍ଷ ପୁରୁଣା ଜମ୍ମୁ କଶ୍ମୀର ବିଧାନ ପରିଷଦକୁ ସରକାର ଉଚ୍ଛେଦ କରିଛନ୍ତି। ଏହାର ସମସ୍ତ…
Read More...

୩୧୧ ପ୍ରବାସୀଙ୍କୁ ଭାରତ ପଠାଇଲା ମେକ୍ସିକୋ

ମେକ୍ସିକୋ ସିଟି: ଆମେରିକା ଏବଂ ମେକ୍ସିକୋ ସୀମା ନୀତିକୁ ଉଲ୍ଲଂଘନ ମାମଲାରେ ପ୍ରଥମ ଥର ପାଇଁ ମେକ୍ସିକୋ ୩୧୧ ଜଣ ପ୍ରବାସୀ ଭାରତୀୟଙ୍କୁ ଅଟକ ରଖି ଯାଞ୍ଚ କରିବା ପରେ ସେମାନଙ୍କୁ ପୁଣି ଭାରତକୁ ପଠାଇ ଦେଇଛି। ଭିସା ଏବଂ…
Read More...

ଆଦିତ୍ୟ ଠାକରେଙ୍କୁ ସମର୍ଥନ କଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ

ମୁମ୍ବାଇ: ମହାରାଷ୍ଟ୍ର  ବିଧାନସଭା  ନିର୍ବାଚନ  ପାଇଁ ଆଉ ମାତ୍ର ତିନି ଦିନ ବାକି ଥିବା ବେଳେ ସେଠାରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ସବୁଦଳ ପୂରା ଦମ ରେ ଲାଗିବା ସହ ରାଲି ଏବଂରୋଡ଼  ସୋ’ ଜରିଆରେ ଲୋକଙ୍କ…
Read More...

ଜଷ୍ଟିସ ଶରଦ ଅରବିନ୍ଦ ବବ୍‌ଡେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଦେଶର ପରବର୍ତ୍ତି ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜଷ୍ଟିସ ଶରଦ ଅରବିନ୍ଦ ବବ୍‌ଡେ । ବର୍ତ୍ତମାନ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଉଥିବା ରଞ୍ଜନ ଗୋଗଇ…
Read More...