Browsing Category

National

ଆସନ୍ତା ମାସରେ ହେବ ନିଲାମ ଏୟାର ଇଣ୍ଡିଆ !

ନୂଆଦିଲ୍ଲୀ: ବିମାନ କମ୍ପାନି ଏୟାର ଇଣ୍ଡିଆ କୋଟି କୋଟି ଟଙ୍କା ଋଣରେ ବୁଡ଼ି ରହିଥିବା ହେତୁ ଏହାକୁ ବିକ୍ରି କରାଯିବାଲାଗି ମସୁଧା ଚାଲିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ମାସରେ କେନ୍ଦ୍ର ସରକାର ଏୟାର…
Read More...

ସାଇକେଲ ଚଢ଼ି ଭୋଟ ଦେବାକୁ ଆସିଲେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର

ମୁମ୍ବାଇ: ହରିଆଣାରେ ଆଜି ସକାଳ ୧୦ଟା ସୁଦ୍ଧା ୮.୯୭ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି। ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ସାଇକେଲ ଚଢ଼ି ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଥିବା ଜଣାଯାଇଛି। ହରିଆଣାର ସମସସ୍ତ…
Read More...

ହରିୟାଣା ବିଧାନସଭା ନିର୍ବାଚନ : ୧୦ଟା ସୁଦ୍ଧା ୮.୭୩ ପ୍ରତିଶତ ମତଦାନ

ଚଣ୍ଡୀଗଡ:ଆଜି ହରିୟାଣାର ୯୦ଟି ଆସନରେ ମତଗ୍ରହଣ ହେଉଛି। ରାଜ୍ୟରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ। ସେହି ସମୟରେ କିଛି ଆସନରେ ଜେଜେପି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା…
Read More...

କାଶୀ, ମଥୁରା ଓ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ଲଖନଉ: ଅଯୋଧ୍ୟା ରାୟ ଆସିବା ପୂର୍ବରୁ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି । ଏଥି ପାଇଁ ଉତ୍ତର ପ୍ରଦେଶ ପୋଲିସ ବିଭାଗ ସତର୍କ ରହିଛି । ଉତ୍ତରପ୍ରଦେଶ ପୋଲିସ କାଶୀ, ମଥୁରା, ଅଯୋଧ୍ୟା ଓ ପୋଲିସ ତାଲିମ କେନ୍ଦ୍ରଗୁଡ଼ିକରେ…
Read More...

୨୦ଟି ରାଜ୍ୟରେ ମତଦାନ ଜାରି; ଯୁବ ଭୋଟରଙ୍କୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶର ୨୦ଟି ରାଜ୍ୟର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ  ପାଇଁ ସୋମବାର ପୂର୍ବାହ୍ଣ ୭ଟାରୁ ମତଦାନ ଜାରି ରହିଛି । ମତଦାନ ଆଜି ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ । ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ: ମତଦାନ ଜାରି

ନୂଆଦିଲ୍ଲୀ: ସୋମବାର ସକାଳ ୭ଟାରୁ ମହାରାଷ୍ଟ୍ରର ୨୮୮ଟି ଓ ହରିୟାଣାର ୯୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।ମତଦାତାଙ୍କ ମଧ୍ୟରେ ଅଛନ୍ତି ବହୁ ପ୍ରମୁଖ ବ୍ୟକ୍ତି। ନାଗପୁର ସେଣ୍ଟ୍ରାଲ୍‌ ନିର୍ବାଚନ…
Read More...

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ : ୯ଟା ସୁଦ୍ଧା ୫ପ୍ରତିଶତ ମତଦାନ

ମୁମ୍ବାଇ :ଆଜି ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ମତଦାନ ଜାରୀ ରହିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଗୋଟିଏ ପଟେ ବିଜେପି ଓ ଶିବସେନା ସରକାରର ମହାମେଣ୍ଟ ଥିବା ବେଳେ ଅନ୍ୟ ପଟେ କଂଗ୍ରେସ-ଏନସିପିର ମହାମେଣ୍ଟ…
Read More...

ପୁଣି ଏକ ବ୍ୟାଙ୍କରେ ଘୋଟାଲା,ଦେଶର ୧୬ଟି ସ୍ଥାନରେ ରେଡ୍

ଶ୍ରୀନଗର: ପଞ୍ଜାବ ନେଶନାଲ ବ୍ୟାଙ୍କ, ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ପରେ ଏବେ ଦେଶର ଆଉ ଏକ ବ୍ୟାଙ୍କ ଜମ୍ମୁ କଶ୍ମୀର ବ୍ୟାଙ୍କରେ ବଡ଼ ଧରଣର ଘୋଟାଲାର ଚିତ୍ର ସାମ୍ନାକୁ ଆସିଛି। ରାଇସ ଏକ୍ସପୋର୍ଟସ ଇଣ୍ଡିଆ…
Read More...

ଦିଲ୍ଳୀରେ ହାଇ ଆର୍ଲଟ ଜାରି

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଏକ ଆତଙ୍କବାଦୀ ଆକ୍ରମଣ ଘଟିପାରେ ବୋଲି ଗୁଇନ୍ଦା ସଂସ୍ଥା ରିପୋର୍ଟ ପ୍ରଦାନ କରିବା ପରେ ରାଜଧାନୀ ହିଲ୍ଲୀରେ ହାଇ ଆର୍ଲଟ ଜାରି କରାଯାଇଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ…
Read More...

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ମୃତକ କମଲେଶ ତିଓ୍ଵାରୀଙ୍କ ପରିବାର ଲୋକ

ଲକ୍ଷ୍ନୌ: ମୃତକ ହିନ୍ଦୁ ମହାସଭା ନେତା କମଲେଶ ତିଓ୍ଵାରୀଙ୍କ ପରିବାର ଲୋକ ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲକ୍ଷ୍ନୌଠାରେ ଭେଟିଛନ୍ତି। ଶୁକ୍ରବାର ଦିବଂଗତ ତିଓ୍ଵାରୀଙ୍କ ପତ୍ନୀ କିରଣ ସ୍ୱାମୀଙ୍କ…
Read More...

ପ୍ରଥମ ଥର ବିଳମ୍ବରେ ପହଁଚିଲା ତେଜସ ଏକ୍ସପ୍ରେସ;ଯାତ୍ରୀ ପାଇବେ ପଇସା

ନୂଆଦିଲ୍ଲୀ: ଦିଲ୍ଲୀଠାରୁ ଲକ୍ଷ୍ନୌ ଯାଏଁ ଯାତ୍ରା କରୁଥିବା ତେଜସ ଏକ୍ସପ୍ରେସ ଶୁକ୍ରବାର ତିନିଘଣ୍ଟା ବିଳମ୍ବରେ ଲକ୍ଷ୍ନୌରେ ପହଞ୍ଚିଥିଲା | ଯାହାକୁ ନେଇ ଏବେ ଯାତ୍ରୀଙ୍କୁ କ୍ଷତିପୂରଣ ମିଳିବ | ମିଳିଥିବା ସୂଚନା ମୁତାବକ…
Read More...

ଆଜିଠାରୁ କର୍ତ୍ତାରପୁର କରିଡର ପାଇଁ ଅନଲାଇନ ପଞ୍ଜୀକରଣ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କର୍ତ୍ତାରପୁର କରିଡର ପାଇଁ ପଞ୍ଜୀକରଣ ପ୍ରକ୍ରିୟା | ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ପାସପୋର୍ଟ ବାଧ୍ୟତାମୂଳକ ଥିବାବେଳେ ଭିସା ଆବଶ୍ୟକ ନୁହେଁ ବୋଲି ଜଣାପଡିଛି | ଅନଲାଇନ…
Read More...

ଆତଙ୍କବାଦୀ କ୍ୟାମ୍ପ୍‌ ଉପରେ ସେନାବାହିନୀର ଆକ୍ରମଣ

ନୂଆଦିଲ୍ଲୀ: ତଙ୍ଗଧର ସେକ୍ଟର୍‌ର ବିପରୀତ ପାର୍ଶ୍ୱରେ ଅବସ୍ଥିତ ପାକିସ୍ତାନ ଅଧିକୃତ କଶ୍ମୀର ମଧ୍ୟରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକ ଉପରେ ରବିବାର ଦିନ ଭାରତୀୟ ସୈନ୍ୟବାହିନୀ ଆକ୍ରମଣ ଆରମ୍ଭ କରିଛି।ଭାରତୀୟ…
Read More...

କେଦାରନାଥରେ ପର୍ବତରୁ ପଥର ଖଣ୍ଡ ଖସି ୩ ମୃତ, ୭ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କେଦାରନାଥ ଠାରେ ପର୍ବତ ଉପରୁ ପ୍ରକାଣ୍ଡ ପଥର ଖସି ରାସ୍ତାରେ ପଡ଼ିବାରୁ କେତୋଟି ଗାଡ଼ିରେ ମାଡ଼ ହୋଇ ତିନି ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି ଏବଂ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି। ଘଟଣା ପରେ…
Read More...